Shuru
Apke Nagar Ki App…
ଗଞ୍ଜେଇ ଚୁରାବାର ନୁଆ ଉପାୟ ।
Ghana Shyam Rana Digital Art
ଗଞ୍ଜେଇ ଚୁରାବାର ନୁଆ ଉପାୟ ।
More news from ଓଡ଼ିଶା and nearby areas
- ମୋର ଗାଁ ତବଲାକଟା1
- ସମ୍ବଲପୁର-ଦେବଗଡ ଏନ୍ଏଚ୍ ୫୩ ଉପରେ ବଡ଼ରମା ଘାଟି ମଝିରେ ଏକ ପିଚୁ ବୋଝେଇ ଗାଡ଼ି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏନ୍ଏଚ୍ ୫୩ ଉପରେ ପଇଁତରା ମାରୁଥିବା ସୁରକ୍ଷା କର୍ମୀ ତୁରନ୍ତ ଘଟଣା ସ୍ଥଳକୁ ପହଂଚି ଉଭୟ ପାର୍ଶ୍ବରୁ ଆସୁଥିବା ଗାଡ଼ି ଗୁଡ଼ିକ ଦୁର୍ଘଟଣା ସ୍ଥଳ ଠାରୁ ବିପଦ ସଂକେତ ଦେଖାଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଛାଡୁଛନ୍ତି। ତେବେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ତରଳ ପିଚୁ ରାସ୍ତା ଉପରେ ମାଡ଼ି ଚାଲି ଥିବାରୁ ଅନ୍ୟ ଗାଡ଼ି ଗୁଡ଼ିକ ସେହି ସ୍ଥାନରେ ଦୁର୍ଘଟଣା ହେବାର ଆଶଙ୍କା କରାଯାଉଛି।4
- ୩୨ତମ ବାର୍ଷିକ ଉତ୍ସବ ୨୦୨୬ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼1
- बंगाल में पहले चरण का मतदान बता रहा है कि ममता दीदी का सूपड़ा साफ होने वाला है और भाजपा पूर्ण बहुमत से सरकार बना रही है।1
- ମହିଳା ସଂରକ୍ଷଣ ବିଲ୍କୁ ନେଇ କଂଗ୍ରେସ ଓ ବିଜେଡ଼ି କରୁଥିବା ଭ୍ରାନ୍ତ ପ୍ରଚାରର କଡ଼ା ଜବାବ ଦେଇଛି ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି। ଦଳର ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପାରିତ ହୋଇଥିବା 'ନାରୀଶକ୍ତି ବନ୍ଦନ ଅଧିନିୟମ'କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି।1
- ହନୁମାନ ବାଟିକାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ପାଳିତ ଢେଙ୍କାନାଳ ସହର ବସ୍ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ ହୋଇଆସୁଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲା। ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ସହିତ ହଜାରେ ଆହୁତି ଦିଆଯାଇଥୁଲା । ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ ପାଖରେ ଲାଗି କରିଥିଲେ । ମଧ୍ୟାହ୍ନରେ ବହୁ ସଂଖ୍ୟାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ମନ୍ଦିର ପୂଜକ ସୁଶା ଭାଇନା, ଯଜ୍ଞ ପୂଜକ ଅମରେନ୍ଦ୍ର ମିଶ୍ର ଓ ସନ୍ତୋଷ ଭାଇନା, କର୍ତା ରୁଦ୍ର ନାରାୟଣ ତ୍ରିପାଠୀ ସମସ୍ତ ପୂଜାକ ତୁଲାଇଥିବାବେଳେ ଶୁଭେନ୍ଦୁ ଶତପଥୀ, ସନ୍ତୋଷ ରାଉତ, ପୁଲକ ମିଶ୍ର, ପୂର୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ, ଦୁର୍ଯ୍ୟୋଧନ ସାଇଁଙ୍କ ସମେତ ସମସ୍ତ କର୍ମକର୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ରାତ୍ରରେ ବାଦିଦଣ୍ଡ ପରିବେଷଣ କରାଯାଇଥିଲା ।1
- କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ l ସଖଲ ପାଇଲା ମାତ୍ରେ ପାଣି ପାଇଁ ମାଆ ଭଉଣୀ ମାନେ ଗରିଆ ଓ ବାଲ୍ଟି ଧରି ଲମ୍ବା ଲାଇନରେ ଠିଆ ହେଉଛନ୍ତି l ଏପଟେ ପାଣି ବାହାରି ଯାଉଛି l ବିଭାଗୀୟ କର୍ମଚାରୀ ମାନଙ୍କ ନିଘା ନାହିଁ l ଏହାର ତୁରନ୍ତ ବ୍ୟବସ୍ଥା ପାଇଁ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିକଟରେ ଦାବି ହେଉଛି l1
- ଯାତରା1