logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୩୨ତମ ବାର୍ଷିକ ଉତ୍ସବ ୨୦୨୬ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼

19 hrs ago
user_Rupeli Vlog odia Tv
Rupeli Vlog odia Tv
Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
19 hrs ago

୩୨ତମ ବାର୍ଷିକ ଉତ୍ସବ ୨୦୨୬ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼

  • user_Manmathkumar sahu
    Manmathkumar sahu
    Jujomura, Sambalpur
    🙏
    17 hrs ago
More news from ଓଡ଼ିଶା and nearby areas
  • ୩୨ତମ ବାର୍ଷିକ ଉତ୍ସବ ୨୦୨୬ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼
    1
    ୩୨ତମ ବାର୍ଷିକ ଉତ୍ସବ ୨୦୨୬ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    19 hrs ago
  • ମୋର ଗାଁ ତବଲାକଟା
    1
    ମୋର ଗାଁ ତବଲାକଟା
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    9 hrs ago
  • ସମ୍ବଲପୁର-ଦେବଗଡ ଏନ୍ଏଚ୍ ୫୩ ଉପରେ ବଡ଼ରମା ଘାଟି ମଝିରେ ଏକ ପିଚୁ ବୋଝେଇ ଗାଡ଼ି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏନ୍ଏଚ୍ ୫୩ ଉପରେ ପଇଁତରା ମାରୁଥିବା ସୁରକ୍ଷା କର୍ମୀ ତୁରନ୍ତ ଘଟଣା ସ୍ଥଳକୁ ପହଂଚି ଉଭୟ ପାର୍ଶ୍ବରୁ ଆସୁଥିବା ଗାଡ଼ି ଗୁଡ଼ିକ ଦୁର୍ଘଟଣା ସ୍ଥଳ ଠାରୁ ବିପଦ ସଂକେତ ଦେଖାଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଛାଡୁଛନ୍ତି। ତେବେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ତରଳ ପିଚୁ ରାସ୍ତା ଉପରେ ମାଡ଼ି ଚାଲି ଥିବାରୁ ଅନ୍ୟ ଗାଡ଼ି ଗୁଡ଼ିକ ସେହି ସ୍ଥାନରେ ଦୁର୍ଘଟଣା ହେବାର ଆଶଙ୍କା କରାଯାଉଛି।
    4
    ସମ୍ବଲପୁର-ଦେବଗଡ ଏନ୍ଏଚ୍ ୫୩ ଉପରେ ବଡ଼ରମା ଘାଟି ମଝିରେ ଏକ ପିଚୁ ବୋଝେଇ ଗାଡ଼ି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏନ୍ଏଚ୍ ୫୩ ଉପରେ ପଇଁତରା ମାରୁଥିବା ସୁରକ୍ଷା କର୍ମୀ ତୁରନ୍ତ ଘଟଣା ସ୍ଥଳକୁ ପହଂଚି ଉଭୟ ପାର୍ଶ୍ବରୁ ଆସୁଥିବା ଗାଡ଼ି ଗୁଡ଼ିକ ଦୁର୍ଘଟଣା ସ୍ଥଳ ଠାରୁ ବିପଦ ସଂକେତ ଦେଖାଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଛାଡୁଛନ୍ତି। ତେବେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ତରଳ ପିଚୁ ରାସ୍ତା ଉପରେ ମାଡ଼ି ଚାଲି ଥିବାରୁ ଅନ୍ୟ ଗାଡ଼ି ଗୁଡ଼ିକ ସେହି ସ୍ଥାନରେ ଦୁର୍ଘଟଣା ହେବାର ଆଶଙ୍କା କରାଯାଉଛି।
    user_Rajendra Nayak
    Rajendra Nayak
    Voice of people ଜମନକିରା, ସମ୍ବଲପୁର, ଓଡ଼ିଶା•
    12 hrs ago
  • बंगाल में पहले चरण का मतदान बता रहा है कि ममता दीदी का सूपड़ा साफ होने वाला है और भाजपा पूर्ण बहुमत से सरकार बना रही है।
    1
    बंगाल में पहले चरण का मतदान बता रहा है कि ममता दीदी का सूपड़ा साफ होने वाला है और भाजपा पूर्ण बहुमत से सरकार बना रही है।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
  • ସବଡେଗା ବ୍ଲକ ସହିତ ରାଜ୍ୟ ରାଜପଥ ୨୪ ଉପରେ ଥିବାବେଳେ ପରିପାର୍ଶ୍ୱ ରେ ଥିବା ସମ୍ପୂର୍ଣ ଅଞ୍ଚଳ ଓ ସୀମାନ୍ତ ଛତିଶଗଡ଼ ଓ ଝାଡ଼ଖଣ୍ଡ ଥିବା କାରଣରୁ ଅନେକ ଲୋକ ସବଡେଗା ଉପରେ ନିର୍ଭରଶୀଳ । ପ୍ରତି ସପ୍ତାହରେ ସବଡେଗା ରେ ସାପ୍ତାହିକ ହାଟ ବସି ଥାଏ ।ଅନେକ ସମୟେ ହାଟ ମଝିରେ ବିଦେଶୀ ମାଡ ଦୋକାନ ବିବାଦରେ ରହି ଆସୁଥିବା ବେଳେ ଏବେ ସବଡେଗା ବସଷ୍ଟାଣ୍ଡ ରେ କିଛି ଅସାମାଜିକ ଲୋକ ଚାରି ଚକିଆ ଯାନଭିତରେ ବସି ପ୍ରଭୁ ଜଗନ୍ନାଥ ଙ୍କ ମାଉସୀ ମନ୍ଦିର ସାମ୍ନାରେ ବିଦେଶୀ ମଦ ପିଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତା ସହିତ ବସଷ୍ଟାଣ୍ଡ ନିକଟ ସହିତ ମାଉସୀ ମନ୍ଦିର ନିକଟରେ ସାପ୍ତାହି ହାଟ ଦିନରେ ଚାରିଚକିଆ ଯାନ ଷ୍ଟାଣ୍ଡ କରିଥିବା କାରଣରୁ ଏହି ଅନୈତିକ କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ସାପ୍ତାହିକ ହାଟ ଦିନରେ ଅନେକ ମହିଳା ମାନେ ପରିପାଶ୍ୱରେ ଵସ ଅପେକ୍ଷା ରେ ଥିବା ବେଳେ ଶୌଚାଳୟ ର ସୁବିଧା ନ ଥିବା କାରଣରୁ ଅନେକ ସମୟ ଧରି ଅସୁବିଧା ଭୋଗୁଥିବା ଘଟଣା ସାମ୍ନାକୁ ଆସିଛି। ତା ସହିତ ପୁରୁଷମାନେ ରୀତିମତ ଭାବରେ ନିକଟରେ ଥିବା ଅଙ୍ଗନବାଡ଼ି ବାଡ ନିକଟରେ ପରିସ୍ରା କରୁଥିବା ବେଳେ ତାର ଦୁର୍ଗନ୍ଧ ବାହାରୁଥିବା ସୂଚନା ରହିଛି । କ୍ରମାଗତ ଭାବରେ ସପ୍ତାହି ହାଟ ଦିନରେ ଅନୈତିକ ପରିବେଶ ସୃଷ୍ଟି ହେଉଥିବା ବେଳେ ଆଇନ ଶୃଙ୍ଖଳା ଆଉ କୋଉ ବାଟରେ ତାହା ପ୍ରଶ୍ନ ଘେରରେ ରହିଥିବା ଚର୍ଚ୍ଚା ହେଉଛି । ମନ୍ଦିର ସାମ୍ନାରେ ମଦର ମିଳନ ହେବା ଅଞ୍ଚଳ ପ୍ରଶାସନ ସହିତ ଆଇନ ଶୃଙ୍ଖଳା କେତେ ଦୁରରେ ତାହା ଅନୁମାନ ଯୋଗ୍ୟ ।ଦେଖିବାକୁ ବାକି ରହିଲା ଏଥିପ୍ରତି କେବେ ଦୃଷ୍ଟି ଦେଇ ତାର ସ୍ଥାୟୀ ସମାଧାନ କରାଯିବ ।
    1
    ସବଡେଗା ବ୍ଲକ ସହିତ ରାଜ୍ୟ ରାଜପଥ ୨୪ ଉପରେ ଥିବାବେଳେ ପରିପାର୍ଶ୍ୱ ରେ ଥିବା ସମ୍ପୂର୍ଣ ଅଞ୍ଚଳ ଓ ସୀମାନ୍ତ ଛତିଶଗଡ଼ ଓ ଝାଡ଼ଖଣ୍ଡ ଥିବା କାରଣରୁ ଅନେକ ଲୋକ ସବଡେଗା ଉପରେ ନିର୍ଭରଶୀଳ । ପ୍ରତି ସପ୍ତାହରେ ସବଡେଗା ରେ ସାପ୍ତାହିକ ହାଟ ବସି ଥାଏ ।ଅନେକ ସମୟେ ହାଟ ମଝିରେ ବିଦେଶୀ ମାଡ ଦୋକାନ ବିବାଦରେ ରହି ଆସୁଥିବା ବେଳେ ଏବେ ସବଡେଗା ବସଷ୍ଟାଣ୍ଡ ରେ କିଛି ଅସାମାଜିକ ଲୋକ ଚାରି ଚକିଆ ଯାନଭିତରେ ବସି ପ୍ରଭୁ ଜଗନ୍ନାଥ ଙ୍କ ମାଉସୀ ମନ୍ଦିର ସାମ୍ନାରେ ବିଦେଶୀ ମଦ ପିଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତା ସହିତ ବସଷ୍ଟାଣ୍ଡ  ନିକଟ ସହିତ ମାଉସୀ ମନ୍ଦିର ନିକଟରେ ସାପ୍ତାହି ହାଟ ଦିନରେ ଚାରିଚକିଆ ଯାନ ଷ୍ଟାଣ୍ଡ କରିଥିବା କାରଣରୁ ଏହି ଅନୈତିକ କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ସାପ୍ତାହିକ ହାଟ ଦିନରେ ଅନେକ ମହିଳା ମାନେ ପରିପାଶ୍ୱରେ ଵସ ଅପେକ୍ଷା ରେ ଥିବା ବେଳେ ଶୌଚାଳୟ ର ସୁବିଧା ନ ଥିବା କାରଣରୁ ଅନେକ ସମୟ ଧରି ଅସୁବିଧା ଭୋଗୁଥିବା ଘଟଣା ସାମ୍ନାକୁ ଆସିଛି। ତା ସହିତ ପୁରୁଷମାନେ ରୀତିମତ ଭାବରେ ନିକଟରେ ଥିବା ଅଙ୍ଗନବାଡ଼ି ବାଡ ନିକଟରେ ପରିସ୍ରା କରୁଥିବା ବେଳେ ତାର ଦୁର୍ଗନ୍ଧ ବାହାରୁଥିବା ସୂଚନା ରହିଛି । କ୍ରମାଗତ ଭାବରେ ସପ୍ତାହି ହାଟ ଦିନରେ ଅନୈତିକ ପରିବେଶ ସୃଷ୍ଟି ହେଉଥିବା ବେଳେ ଆଇନ ଶୃଙ୍ଖଳା ଆଉ କୋଉ ବାଟରେ ତାହା ପ୍ରଶ୍ନ ଘେରରେ ରହିଥିବା ଚର୍ଚ୍ଚା ହେଉଛି । ମନ୍ଦିର ସାମ୍ନାରେ ମଦର ମିଳନ ହେବା ଅଞ୍ଚଳ ପ୍ରଶାସନ ସହିତ ଆଇନ ଶୃଙ୍ଖଳା କେତେ ଦୁରରେ ତାହା ଅନୁମାନ ଯୋଗ୍ୟ ।ଦେଖିବାକୁ ବାକି ରହିଲା  ଏଥିପ୍ରତି କେବେ ଦୃଷ୍ଟି ଦେଇ ତାର ସ୍ଥାୟୀ ସମାଧାନ କରାଯିବ ।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    14 hrs ago
  • କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ l ସଖଲ ପାଇଲା ମାତ୍ରେ ପାଣି ପାଇଁ ମାଆ ଭଉଣୀ ମାନେ ଗରିଆ ଓ ବାଲ୍ଟି ଧରି ଲମ୍ବା ଲାଇନରେ ଠିଆ ହେଉଛନ୍ତି l ଏପଟେ ପାଣି ବାହାରି ଯାଉଛି l ବିଭାଗୀୟ କର୍ମଚାରୀ ମାନଙ୍କ ନିଘା ନାହିଁ l ଏହାର ତୁରନ୍ତ ବ୍ୟବସ୍ଥା ପାଇଁ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିକଟରେ ଦାବି ହେଉଛି l
    1
    କୁମ୍ଭାରୀ- ରେମତା ସଂଗମ ସ୍ଥଳ ବୁରୋଗlଢ଼ ନଦୀ ମୁହାଣକୁମ୍ଭାରୀରେ ପାଣି ପାଇପ ଫଟି ଆଁ  l ସଖଲ ପାଇଲା ମାତ୍ରେ ପାଣି ପାଇଁ ମାଆ ଭଉଣୀ ମାନେ ଗରିଆ ଓ ବାଲ୍ଟି ଧରି ଲମ୍ବା ଲାଇନରେ ଠିଆ ହେଉଛନ୍ତି l ଏପଟେ ପାଣି ବାହାରି ଯାଉଛି l ବିଭାଗୀୟ କର୍ମଚାରୀ ମାନଙ୍କ ନିଘା ନାହିଁ l ଏହାର ତୁରନ୍ତ ବ୍ୟବସ୍ଥା ପାଇଁ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିକଟରେ ଦାବି ହେଉଛି l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    4 hrs ago
  • ମହିଳା ସଂରକ୍ଷଣ ବିଲ୍‌କୁ ନେଇ କଂଗ୍ରେସ ଓ ବିଜେଡ଼ି କରୁଥିବା ଭ୍ରାନ୍ତ ପ୍ରଚାରର କଡ଼ା ଜବାବ ଦେଇଛି ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି। ଦଳର ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପାରିତ ହୋଇଥିବା 'ନାରୀଶକ୍ତି ବନ୍ଦନ ଅଧିନିୟମ'କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି।
    1
    ମହିଳା ସଂରକ୍ଷଣ ବିଲ୍‌କୁ ନେଇ କଂଗ୍ରେସ ଓ ବିଜେଡ଼ି କରୁଥିବା ଭ୍ରାନ୍ତ ପ୍ରଚାରର କଡ଼ା ଜବାବ ଦେଇଛି ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି। ଦଳର ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପାରିତ ହୋଇଥିବା 'ନାରୀଶକ୍ତି ବନ୍ଦନ ଅଧିନିୟମ'କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
  • ଯାତରା
    1
    ଯାତରା
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.