ସବଡେଗା ବସଷ୍ଟାଣ୍ଡ ରେ ମଦ ଓ ମନ୍ଦିର ର ମଧୁର ମିଳନ, ଆଇନ ଶୃଙ୍ଖଳା ତା ' ବାଟରେ ସବଡେଗା ବ୍ଲକ ସହିତ ରାଜ୍ୟ ରାଜପଥ ୨୪ ଉପରେ ଥିବାବେଳେ ପରିପାର୍ଶ୍ୱ ରେ ଥିବା ସମ୍ପୂର୍ଣ ଅଞ୍ଚଳ ଓ ସୀମାନ୍ତ ଛତିଶଗଡ଼ ଓ ଝାଡ଼ଖଣ୍ଡ ଥିବା କାରଣରୁ ଅନେକ ଲୋକ ସବଡେଗା ଉପରେ ନିର୍ଭରଶୀଳ । ପ୍ରତି ସପ୍ତାହରେ ସବଡେଗା ରେ ସାପ୍ତାହିକ ହାଟ ବସି ଥାଏ ।ଅନେକ ସମୟେ ହାଟ ମଝିରେ ବିଦେଶୀ ମାଡ ଦୋକାନ ବିବାଦରେ ରହି ଆସୁଥିବା ବେଳେ ଏବେ ସବଡେଗା ବସଷ୍ଟାଣ୍ଡ ରେ କିଛି ଅସାମାଜିକ ଲୋକ ଚାରି ଚକିଆ ଯାନଭିତରେ ବସି ପ୍ରଭୁ ଜଗନ୍ନାଥ ଙ୍କ ମାଉସୀ ମନ୍ଦିର ସାମ୍ନାରେ ବିଦେଶୀ ମଦ ପିଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତା ସହିତ ବସଷ୍ଟାଣ୍ଡ ନିକଟ ସହିତ ମାଉସୀ ମନ୍ଦିର ନିକଟରେ ସାପ୍ତାହି ହାଟ ଦିନରେ ଚାରିଚକିଆ ଯାନ ଷ୍ଟାଣ୍ଡ କରିଥିବା କାରଣରୁ ଏହି ଅନୈତିକ କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ସାପ୍ତାହିକ ହାଟ ଦିନରେ ଅନେକ ମହିଳା ମାନେ ପରିପାଶ୍ୱରେ ଵସ ଅପେକ୍ଷା ରେ ଥିବା ବେଳେ ଶୌଚାଳୟ ର ସୁବିଧା ନ ଥିବା କାରଣରୁ ଅନେକ ସମୟ ଧରି ଅସୁବିଧା ଭୋଗୁଥିବା ଘଟଣା ସାମ୍ନାକୁ ଆସିଛି। ତା ସହିତ ପୁରୁଷମାନେ ରୀତିମତ ଭାବରେ ନିକଟରେ ଥିବା ଅଙ୍ଗନବାଡ଼ି ବାଡ ନିକଟରେ ପରିସ୍ରା କରୁଥିବା ବେଳେ ତାର ଦୁର୍ଗନ୍ଧ ବାହାରୁଥିବା ସୂଚନା ରହିଛି । କ୍ରମାଗତ ଭାବରେ ସପ୍ତାହି ହାଟ ଦିନରେ ଅନୈତିକ ପରିବେଶ ସୃଷ୍ଟି ହେଉଥିବା ବେଳେ ଆଇନ ଶୃଙ୍ଖଳା ଆଉ କୋଉ ବାଟରେ ତାହା ପ୍ରଶ୍ନ ଘେରରେ ରହିଥିବା ଚର୍ଚ୍ଚା ହେଉଛି । ମନ୍ଦିର ସାମ୍ନାରେ ମଦର ମିଳନ ହେବା ଅଞ୍ଚଳ ପ୍ରଶାସନ ସହିତ ଆଇନ ଶୃଙ୍ଖଳା କେତେ ଦୁରରେ ତାହା ଅନୁମାନ ଯୋଗ୍ୟ ।ଦେଖିବାକୁ ବାକି ରହିଲା ଏଥିପ୍ରତି କେବେ ଦୃଷ୍ଟି ଦେଇ ତାର ସ୍ଥାୟୀ ସମାଧାନ କରାଯିବ ।

- ଯାତରା1
- ବରପାଲିରେ ଶନିଚର ମନ୍ଦିର ପ୍ରତିଷ୍ଠା ମହୋତ୍ସବ l କଳସ ଶୋଭାଯାତ୍ରା l ମନରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଅନିତା ସାହୁ କର୍ତ୍ତା ଦାୟିପ୍ତ ବହନ କରି ମନ୍ଦିର ସମ୍ମୁଖରୁ ବାହାରି ସହର ପରିକ୍ରମା କରି ବଡ଼ କେନାଲରୁ ପାନିଆଣି ପୂଜାମଣ୍ଡପରେ ଉପବେଶନ କଲେ l1
- Post by Anantacharan Mohanta1
- Post by SONEPUR NEWS1
- Post by PABITRA BARIHA7
- Post by Uttam@97773344221
- ଗଞ୍ଜେଇ ଚୁରାବାର ନୁଆ ଉପାୟ ।1
- जो लोग गाय को खाते हैं, क्या वे सूअर का दूध पीते हैं?: मुख्यमंत्री श्री @myogiadityanath1
- Post by Uttam@97773344221