"ଆମର ଶକ୍ତି ଆମର ଗ୍ରହ" ଶୀର୍ଷକ ସହ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ - ଜି. ଉଦୟଗିରି,୨୨/୦୪ସ୍ଵାକ ସଂଗଠନ ତରଫରୁ ସ୍ଥାନୀୟ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ପୃଥିବୀ ଦିବସ ପାଳନ କରାଯାଇଛି |ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବନପାଳ ପ୍ରଶାନ୍ତ କୁମାର ସାହୁ,ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ଯକ୍ଷା ସୁଧାରାଣୀ ପାତ୍ର,ବରିଷ୍ଠ ଶିକ୍ଷାବିତ୍ ଗୋଲକ ବିହାରୀ ପଟ୍ଟନାୟକ,ସ୍ଵାକ ପରାମର୍ଶଦାତା ସମିର କୁମାର ପାଢ଼ୀ,ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀ, ମିଡିଆ କ୍ଲବ ସମ୍ପାଦକ ଚିନ୍ମୟ କୁମାର ସେଠୀ, ସ୍ୱାକ୍ ର ସମ୍ପାଦକ ହୃଷୀକେଶ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ମିନାକ୍ଷୀ ପ୍ରଧାନ, ପ୍ରମୁଖ ଯୋଗ ଦେଇ "ଆମର ଶକ୍ତି ଆମର ଗ୍ରହ" ଶୀର୍ଷକ ଓ ପରିବେଶ ସୁରକ୍ଷା ହେଲେ ପୃଥିବୀ ସୁରକ୍ଷା ରହିବ ବୋଲି ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ସ୍ୱାକର ସଭାପତି ଆମନ୍ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ସସ୍ମିତା ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।
"ଆମର ଶକ୍ତି ଆମର ଗ୍ରହ" ଶୀର୍ଷକ ସହ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ - ଜି. ଉଦୟଗିରି,୨୨/୦୪ସ୍ଵାକ ସଂଗଠନ ତରଫରୁ ସ୍ଥାନୀୟ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ପୃଥିବୀ ଦିବସ ପାଳନ କରାଯାଇଛି |ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବନପାଳ ପ୍ରଶାନ୍ତ କୁମାର ସାହୁ,ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ଯକ୍ଷା ସୁଧାରାଣୀ ପାତ୍ର,ବରିଷ୍ଠ ଶିକ୍ଷାବିତ୍ ଗୋଲକ ବିହାରୀ
ପଟ୍ଟନାୟକ,ସ୍ଵାକ ପରାମର୍ଶଦାତା ସମିର କୁମାର ପାଢ଼ୀ,ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀ, ମିଡିଆ କ୍ଲବ ସମ୍ପାଦକ ଚିନ୍ମୟ କୁମାର ସେଠୀ, ସ୍ୱାକ୍ ର ସମ୍ପାଦକ ହୃଷୀକେଶ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ମିନାକ୍ଷୀ ପ୍ରଧାନ, ପ୍ରମୁଖ ଯୋଗ ଦେଇ "ଆମର ଶକ୍ତି ଆମର ଗ୍ରହ" ଶୀର୍ଷକ ଓ ପରିବେଶ ସୁରକ୍ଷା ହେଲେ ପୃଥିବୀ ସୁରକ୍ଷା ରହିବ ବୋଲି ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ସ୍ୱାକର ସଭାପତି ଆମନ୍ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ସସ୍ମିତା ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।
- 11 ବର୍ଷ ର ପିଲାଟି ବାପା ଆଉ ଭାଇ ସହ ଗାଧେଇବା ପାଇଁ ଆସିଥିବା ବେଳେ ପିଲା ଟି ପାଣି ରେ ବୁଡି ଯାଇଛି। ଖୋଜିବା ପରେ ବି ପିଲା ଟିକୁ ପାଇ ନଥିଲେ 3 days ago1
- ସମାଜସେବୀ ଆକାଶ ପାଣି ଙ୍କ ଦ୍ୱାରା ଅଖିମୁଠି ଅନୁକୂଳ #spnewstvliveodia #akhyatrutiya #bankinews1
- WhatsApp earning app application1
- Post by Ajit Behera2
- ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବୌଦ୍ଧ ଚନ୍ଦ୍ରଚୁଡ଼ ମନ୍ଦିର ଠାରେ ବୌଦ୍ଧ ଜିଲ୍ଲା ର ୧୧ ଜଣ ଦମ୍ପତିଙ୍କ ସମୁହ ବିବାହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଭୂତି ଭୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିବା ସହିତ ନବ ଦମ୍ପତି ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।1
- ଫୁର୍ତ୍ତବିଭାଗ ପକ୍ଷରୁ ନୂତନ ରାସ୍ତା ନିର୍ମାଣ ର ଭିତ୍ତିପସ୍ତର ସ୍ଥାପନ I ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଖଇରମାଲ ରୁ ମାନପଦର ରାସ୍ତା ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଯୋଗଦେଇଥିଲେ1
- Post by HEMANTA1
- new new WhatsApp earning application download karo comment box hai1