logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଢୁଛି ଜମି ମାଫିଆ ଙ୍କ କାର୍ଯ୍ୟକଳାପ,ସରକାରୀ ଟ୍ରଷ୍ଟ ବୋର୍ଡ ଜମି ରେ ଅଭିଯୋଗ କାରି ଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା, ମାଷ୍ଟର ମାଇଣ୍ଡ ଆଲୋକ ଦାସ ଙ୍କ ମାଆ ଙ୍କ ବିସ୍ପୋରକ ବୟାନ । ବଢୁଛି ଜମି ମାଫିଆ ଙ୍କ କାର୍ଯ୍ୟକଳାପ,ସରକାରୀ ଟ୍ରଷ୍ଟ ବୋର୍ଡ ଜମି ରେ ଅଭିଯୋଗ କାରି ଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା, ମାଷ୍ଟର ମାଇଣ୍ଡ ଆଲୋକ ଦାସ ଙ୍କ ମାଆ ଙ୍କ ବିସ୍ପୋରକ ବୟାନ । ବଲାଙ୍ଗୀର/ଟିଟିଲାଗଡ,ଟିଟିଲାଗଡ଼ରେ ସଂରକ୍ଷିତ ଜମି କିଣା ବିକାକୁ ନେଇ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ପୁଣି ଥରେ ଆଲୋକ ଦାଶଙ୍କ ନାମ ଚର୍ଚ୍ଚାକୁ ଆସିଛି। ଆଲୋକ ଦାଶ ଏହି ଅଞ୍ଚଳରେ ଏକ ଚର୍ଚ୍ଚିତ ନାମ, ଯିଏ ୨୦୧୩ ମସିହାରେ ଟିଟିଲାଗଡ଼ର ବହୁଚର୍ଚ୍ଚିତ ବିଜେଡି ଯୁବନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସାଜି ଜେଲ ଯାଇଥିଲେ। ସେହି ସମୟରେ ଏକ ଧଳା ରଙ୍ଗର ବୋଲେରୋ, ଏକ ମୋଟରସାଇକେଲ ଏବଂ ଏକ ଧଳା ରଙ୍ଗର ଆମ୍ବାସାଡର କାର ବ୍ୟବହୃତ ହୋଇଥିଲା ବୋଲି କୁହାଯାଉଥିଲା। ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ଏବଂ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ସେତେବେଳେ ମଧ୍ୟ ଆଲୋକ ଦାଶଙ୍କୁ ବଳି ପକାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା, କାରଣ ମୁଖ୍ୟ ଅଭିଯୁକ୍ତ ଅନ୍ୟ କେହି ଥିଲେ ବୋଲି କୁହାଯାଉଥିଲା। ଗତ ୧୫ ତାରିଖ ଦିନ ଜଣେ କ୍ରସର ବ୍ୟବସାୟୀଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଜମି କିଣାବିକା ବିବାଦ ଥିବା ସୂଚନା ମିଳିଛି। ସେହିପରି ଟିଟିଲାଗଡ ଧବଳେଶ୍ୱର ଟ୍ରଷ୍ଟ ବୋର୍ଡ ର ଅନେକ ଜାଗା ମାମଲା ମାନ ରହିଛି । ଏହି ତହସିଲ ଅଞ୍ଚଳ ରେ ଏହି ଜମି ମାଫିଆ ଙ୍କ କାରନାମା ନିୟମିତ ଚାଲୁଥିବା ଦେଖାଯାଉଛି । ତହସିଲ ତରଫ ରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଏହି ଜମି ମାଫିଆ ବେଶ୍ ସକ୍ରିୟ ଅଛନ୍ତି । ସେହିପରି ଟିଟିଲାଗଡ଼ର ବିଜେପୁର ପଞ୍ଚାୟତ ଅଧୀନରେ ଥିବା ଢାବାପଡ଼ାରେ ଏକ ସଂରକ୍ଷିତ ଜମିକୁ ନେଇ ଏହି ଘଟଣା ଘଟିଛି। ସମ୍ଭୁ ପ୍ରସାଦ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଉକ୍ତ ଜମି କିଣିବା ପାଇଁ ଜମି ମାଲିକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ବେଳେ, ଜମି ମାପଚୁପ କରିବାକୁ ଯାଇଥିବା ବେଳେ ସନ୍ତୋଷ ରାଣା ତାଙ୍କୁ ଜମି ନ କିଣିବାକୁ ତାଗିଦ କରିଥିଲେ। ଶ୍ରୀ ଅଗ୍ରୱାଲ ସହର ର ଧବଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ର କେତେକ ଜାଗା ମାମଲା ରେ ସଂଶ୍ଳିଷ୍ଟ ଥିବା ଓ ପୂର୍ବରୁ କିଣା ବିକା ରେ ସମ୍ପୃତ୍କି ନେଇ ଚର୍ଚ୍ଚା ହେଉଛି। ସେହିପରି ସନ୍ତୋଷ କ୍ରସରକୁ ଯାଇ ସମ୍ଭୁଙ୍କ ଉପରେ ପୁଣି ଥରେ ଜମି ନ କିଣିବାକୁ ଚାପ ପକାଇଥିଲେ। ସୂଚନା ଅନୁଯାୟୀ, ଉକ୍ତ ଜମି ମାଫିଆ ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବା ଓ ସଂରକ୍ଷିତ ଜମିକୁ ନିଜ ଅକ୍ତିଆରରେ ନେବାକୁ ଚାହୁଁଥିଲେ ଏବଂ କମ ମୂଲ୍ୟରେ ଜମି କିଣିବାକୁ ଯୋଜନା କରିଥିଲେ। ତେବେ ସମ୍ଭୁ ପ୍ରସାଦ ଅଗ୍ରୱାଲ ଜମି କିଣିବାକୁ ଯାଉଥିବା ଜାଣିବା ପରେ ସେ ସନ୍ତୋଷ ଏବଂ ଆଲୋକ ଦାଶଙ୍କୁ ପ୍ରଲୋଭିତ କରିଥିଲେ ଏବଂ ଭୟଭୀତ କରିବାକୁ ଯୋଜନା କରିଥିଲେ ବୋଲି ଆଲୋଚନା ହେଉଛି। ଏହାକୁ ନେଇ ପୁଣି ଥରେ ଟିଟିଲାଗଡ଼ରେ ଚର୍ଚ୍ଚା ଜୋର ଧରିଛି ଯେ ଆଉ ଥରେ ଆଲୋକ ଦାଶଙ୍କୁ ଫସାଇ ଦିଆଗଲା। ଏହି ଘଟଣା ପଛର ପ୍ରକୃତ ଖଳନାୟକ କିଏ, ତାହା ପୋଲିସ ପ୍ରଶାସନ ଉଜାଗର କରିବ କି ନାହିଁ ତାହା ଦେଖିବାକୁ ବାକି ରହିଛି।

1 hr ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
1 hr ago

ବଢୁଛି ଜମି ମାଫିଆ ଙ୍କ କାର୍ଯ୍ୟକଳାପ,ସରକାରୀ ଟ୍ରଷ୍ଟ ବୋର୍ଡ ଜମି ରେ ଅଭିଯୋଗ କାରି ଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା, ମାଷ୍ଟର ମାଇଣ୍ଡ ଆଲୋକ ଦାସ ଙ୍କ ମାଆ ଙ୍କ ବିସ୍ପୋରକ ବୟାନ । ବଢୁଛି ଜମି ମାଫିଆ ଙ୍କ କାର୍ଯ୍ୟକଳାପ,ସରକାରୀ ଟ୍ରଷ୍ଟ ବୋର୍ଡ ଜମି ରେ ଅଭିଯୋଗ କାରି ଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା, ମାଷ୍ଟର ମାଇଣ୍ଡ ଆଲୋକ ଦାସ ଙ୍କ ମାଆ ଙ୍କ ବିସ୍ପୋରକ ବୟାନ । ବଲାଙ୍ଗୀର/ଟିଟିଲାଗଡ,ଟିଟିଲାଗଡ଼ରେ ସଂରକ୍ଷିତ ଜମି କିଣା ବିକାକୁ ନେଇ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ପୁଣି ଥରେ ଆଲୋକ ଦାଶଙ୍କ ନାମ ଚର୍ଚ୍ଚାକୁ ଆସିଛି। ଆଲୋକ ଦାଶ ଏହି ଅଞ୍ଚଳରେ ଏକ ଚର୍ଚ୍ଚିତ ନାମ, ଯିଏ ୨୦୧୩ ମସିହାରେ ଟିଟିଲାଗଡ଼ର ବହୁଚର୍ଚ୍ଚିତ ବିଜେଡି ଯୁବନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସାଜି ଜେଲ ଯାଇଥିଲେ। ସେହି ସମୟରେ ଏକ ଧଳା ରଙ୍ଗର ବୋଲେରୋ, ଏକ ମୋଟରସାଇକେଲ ଏବଂ ଏକ ଧଳା ରଙ୍ଗର ଆମ୍ବାସାଡର କାର ବ୍ୟବହୃତ ହୋଇଥିଲା ବୋଲି କୁହାଯାଉଥିଲା। ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ଏବଂ ସେମାନଙ୍କୁ ଆଜୀବନ କାରାଦଣ୍ଡରେ

ଦଣ୍ଡିତ କରାଯାଇଥିଲା। ତେବେ ସେତେବେଳେ ମଧ୍ୟ ଆଲୋକ ଦାଶଙ୍କୁ ବଳି ପକାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା, କାରଣ ମୁଖ୍ୟ ଅଭିଯୁକ୍ତ ଅନ୍ୟ କେହି ଥିଲେ ବୋଲି କୁହାଯାଉଥିଲା। ଗତ ୧୫ ତାରିଖ ଦିନ ଜଣେ କ୍ରସର ବ୍ୟବସାୟୀଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଜମି କିଣାବିକା ବିବାଦ ଥିବା ସୂଚନା ମିଳିଛି। ସେହିପରି ଟିଟିଲାଗଡ ଧବଳେଶ୍ୱର ଟ୍ରଷ୍ଟ ବୋର୍ଡ ର ଅନେକ ଜାଗା ମାମଲା ମାନ ରହିଛି । ଏହି ତହସିଲ ଅଞ୍ଚଳ ରେ ଏହି ଜମି ମାଫିଆ ଙ୍କ କାରନାମା ନିୟମିତ ଚାଲୁଥିବା ଦେଖାଯାଉଛି । ତହସିଲ ତରଫ ରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଏହି ଜମି ମାଫିଆ ବେଶ୍ ସକ୍ରିୟ ଅଛନ୍ତି । ସେହିପରି ଟିଟିଲାଗଡ଼ର ବିଜେପୁର ପଞ୍ଚାୟତ ଅଧୀନରେ ଥିବା ଢାବାପଡ଼ାରେ ଏକ ସଂରକ୍ଷିତ ଜମିକୁ ନେଇ ଏହି ଘଟଣା ଘଟିଛି। ସମ୍ଭୁ ପ୍ରସାଦ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଉକ୍ତ ଜମି କିଣିବା ପାଇଁ ଜମି ମାଲିକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ବେଳେ, ଜମି ମାପଚୁପ କରିବାକୁ ଯାଇଥିବା ବେଳେ ସନ୍ତୋଷ ରାଣା ତାଙ୍କୁ ଜମି ନ

354ec354-3094-4aa7-b252-941f6978ca02

କିଣିବାକୁ ତାଗିଦ କରିଥିଲେ। ଶ୍ରୀ ଅଗ୍ରୱାଲ ସହର ର ଧବଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ର କେତେକ ଜାଗା ମାମଲା ରେ ସଂଶ୍ଳିଷ୍ଟ ଥିବା ଓ ପୂର୍ବରୁ କିଣା ବିକା ରେ ସମ୍ପୃତ୍କି ନେଇ ଚର୍ଚ୍ଚା ହେଉଛି। ସେହିପରି ସନ୍ତୋଷ କ୍ରସରକୁ ଯାଇ ସମ୍ଭୁଙ୍କ ଉପରେ ପୁଣି ଥରେ ଜମି ନ କିଣିବାକୁ ଚାପ ପକାଇଥିଲେ। ସୂଚନା ଅନୁଯାୟୀ, ଉକ୍ତ ଜମି ମାଫିଆ ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବା ଓ ସଂରକ୍ଷିତ ଜମିକୁ ନିଜ ଅକ୍ତିଆରରେ ନେବାକୁ ଚାହୁଁଥିଲେ ଏବଂ କମ ମୂଲ୍ୟରେ ଜମି କିଣିବାକୁ ଯୋଜନା କରିଥିଲେ। ତେବେ ସମ୍ଭୁ ପ୍ରସାଦ ଅଗ୍ରୱାଲ ଜମି କିଣିବାକୁ ଯାଉଥିବା ଜାଣିବା ପରେ ସେ ସନ୍ତୋଷ ଏବଂ ଆଲୋକ ଦାଶଙ୍କୁ ପ୍ରଲୋଭିତ କରିଥିଲେ ଏବଂ ଭୟଭୀତ କରିବାକୁ ଯୋଜନା କରିଥିଲେ ବୋଲି ଆଲୋଚନା ହେଉଛି। ଏହାକୁ ନେଇ ପୁଣି ଥରେ ଟିଟିଲାଗଡ଼ରେ ଚର୍ଚ୍ଚା ଜୋର ଧରିଛି ଯେ ଆଉ ଥରେ ଆଲୋକ ଦାଶଙ୍କୁ ଫସାଇ ଦିଆଗଲା। ଏହି ଘଟଣା ପଛର ପ୍ରକୃତ ଖଳନାୟକ କିଏ, ତାହା ପୋଲିସ ପ୍ରଶାସନ ଉଜାଗର କରିବ କି ନାହିଁ ତାହା ଦେଖିବାକୁ ବାକି ରହିଛି।

More news from ଓଡ଼ିଶା and nearby areas
  • ପୁରୀର ବଡ଼ ଠାକୁରଙ୍କୁ ପ୍ରାର୍ଥନା କରାଯାଇଛି ଯେ ସେ ବଡ଼ ବୋଲାଉଥିବା ଲୋକମାନଙ୍କୁ ଟିକେ ବଡ଼ପଣ ଦିଅନ୍ତୁ। ଏହି ପ୍ରାର୍ଥନାରେ ବଡ଼ ଠାକୁରଙ୍କ ଆଶୀର୍ବାଦ ଲୋଡ଼ାଯାଇଛି।
    1
    ପୁରୀର ବଡ଼ ଠାକୁରଙ୍କୁ ପ୍ରାର୍ଥନା କରାଯାଇଛି ଯେ ସେ ବଡ଼ ବୋଲାଉଥିବା ଲୋକମାନଙ୍କୁ ଟିକେ ବଡ଼ପଣ ଦିଅନ୍ତୁ। ଏହି ପ୍ରାର୍ଥନାରେ ବଡ଼ ଠାକୁରଙ୍କ ଆଶୀର୍ବାଦ ଲୋଡ଼ାଯାଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • ବାଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ସର୍ଗିଗୁଡ଼ା ଅଞ୍ଚଳରେ ରୁପେଶ ବେହେରାଙ୍କ ବାସଭବନର ବାଡ଼ ଡେଇଁ କିଛି ଅଜଣା ଦୁର୍ବୁତ୍ତ ଗତ ବିଳମ୍ବିତ ରାତିରେ ଦୁଇଟି ବାଇକକୁ ପୋଡ଼ି ଛାରଖାର କରିଦେଇଛନ୍ତି। ଏହି ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମାମଲା ଅନୁଯାୟୀ, ଗତ ରାତିରେ ରୁପେଶ ବେହେରା ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋଟରସାଇକେଲ ଘରର ପଟିକ ତଳେ ଥିବାବେଳେ ମୁଖ୍ୟ ଗେଟରେ ତାଲା ପକାଇ ସମସ୍ତେ ଶୋଇପଡ଼ିଥିଲେ। ରାତିରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବା ସହ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ଫଳରେ ଦୁଇଟି ବାଇକ ସମ୍ପୂର୍ଣ୍ଣ ରୂପେ ପୋଡ଼ିଯିବା ସହ ବିଦ୍ୟୁତ ମିଟର ଓ ତାର ଆଦି ମଧ୍ୟ ନିଆଁରେ ଜଳିଯାଇଛି। ଘର ବାଡ଼ ଡେଇଁ ଦୁର୍ବୁତ୍ତମାନେ ପଶିଥିବାର ଚିହ୍ନ ମଧ୍ୟ ରହିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ କେତେକ ଦୁର୍ବୁତ୍ତ ଗାଡ଼ି ଚୋରି କରିବା କିମ୍ବା ଗାଡ଼ିରୁ ପେଟ୍ରୋଲ ଚୋରି କରିବା ଉଦ୍ଦେଶ୍ୟରେ ଘର ଭିତରକୁ ପଶିଥିବାବେଳେ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। କିଛି ଦିନ ହେବ ସର୍ଗିଗୁଡ଼ା ଅଞ୍ଚଳରେ ମଧ୍ୟରାତ୍ରିରେ ଦୁର୍ବୁତ୍ତମାନେ ଗାଡ଼ି ଓ ବାଇକରୁ ତେଲ ଚୋରି କରୁଥିବା ଅଭିଯୋଗ ହେଉଛି। ଟିଟିଲାଗଡ଼ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
    4
    ବାଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ସର୍ଗିଗୁଡ଼ା ଅଞ୍ଚଳରେ ରୁପେଶ ବେହେରାଙ୍କ ବାସଭବନର ବାଡ଼ ଡେଇଁ କିଛି ଅଜଣା ଦୁର୍ବୁତ୍ତ ଗତ ବିଳମ୍ବିତ ରାତିରେ ଦୁଇଟି ବାଇକକୁ ପୋଡ଼ି ଛାରଖାର କରିଦେଇଛନ୍ତି। ଏହି ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ମାମଲା ଅନୁଯାୟୀ, ଗତ ରାତିରେ ରୁପେଶ ବେହେରା ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋଟରସାଇକେଲ ଘରର ପଟିକ ତଳେ ଥିବାବେଳେ ମୁଖ୍ୟ ଗେଟରେ ତାଲା ପକାଇ ସମସ୍ତେ ଶୋଇପଡ଼ିଥିଲେ। ରାତିରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବା ସହ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ଫଳରେ ଦୁଇଟି ବାଇକ ସମ୍ପୂର୍ଣ୍ଣ ରୂପେ ପୋଡ଼ିଯିବା ସହ ବିଦ୍ୟୁତ ମିଟର ଓ ତାର ଆଦି ମଧ୍ୟ ନିଆଁରେ ଜଳିଯାଇଛି। ଘର ବାଡ଼ ଡେଇଁ ଦୁର୍ବୁତ୍ତମାନେ ପଶିଥିବାର ଚିହ୍ନ ମଧ୍ୟ ରହିଛି।

ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ କେତେକ ଦୁର୍ବୁତ୍ତ ଗାଡ଼ି ଚୋରି କରିବା କିମ୍ବା ଗାଡ଼ିରୁ ପେଟ୍ରୋଲ ଚୋରି କରିବା ଉଦ୍ଦେଶ୍ୟରେ ଘର ଭିତରକୁ ପଶିଥିବାବେଳେ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। କିଛି ଦିନ ହେବ ସର୍ଗିଗୁଡ଼ା ଅଞ୍ଚଳରେ ମଧ୍ୟରାତ୍ରିରେ ଦୁର୍ବୁତ୍ତମାନେ ଗାଡ଼ି ଓ ବାଇକରୁ ତେଲ ଚୋରି କରୁଥିବା ଅଭିଯୋଗ ହେଉଛି। ଟିଟିଲାଗଡ଼ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁଯାୟୀ, ୧୮ ଜୁନ୍ ୨୦୨୬, ଗୁରୁବାର ଦିନଟି ଶିବ ବିବାହ ଉତ୍ସବ ଭାବରେ ପାଳିତ ହେବ। ଏହି ଦିନ ମିଥୁନ ମାସର ଚତୁର୍ଥ ଦିନ, ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ ରାତି ୭:୦୧ ପର୍ଯ୍ୟନ୍ତ ରହିବ। ପୁଷ୍ୟା ନକ୍ଷତ୍ର ଦିନ ୧୨:୧୧ ପର୍ଯ୍ୟନ୍ତ ଏବଂ କର୍କଟ ଚନ୍ଦ୍ର ପୂର୍ଣ୍ଣ ଦିନ ପାଇଁ ରହିବ। ଯୋଗିନୀ ନୈଋତ କୋଣରେ ରହିବେ ଏବଂ ରାତି ୭:୦୧ ପରେ ଦକ୍ଷିଣ ଦିଗରେ ଯାତ୍ରା କିମ୍ବା ଶୁଭ କାର୍ଯ୍ୟ ନିଷିଦ୍ଧ। ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଦିନଟି ଘାତବାର। ଦିନ ୧୨:୧୧ ପରେ ମଘା, ପୂର୍ବାଫାଲ୍ଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢ଼ା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ, ଅଶ୍ୱିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା ନକ୍ଷତ୍ରର ତାରାଶୁଦ୍ଧି ରହିବ। ଦିନ ୩:୦୬ ରୁ ୬:୨୪ ମଧ୍ୟରେ କାଳ ଓ ବାରବେଳା ଏବଂ ରାତି ୧୧:୪୮ ରୁ ୧:୧୦ ମଧ୍ୟରେ କାଳରାତ୍ରି ରହିଛି। ଚତୁର୍ଥୀରେ ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କରାଯିବ। ରାତି ୭:୦୧ ପରେ ମୂଳା ଓ ବେଲ ଭକ୍ଷଣ ନିଷେଧ। ଅମୃତ ବେଳା ଦିନ ୨:୪୮ ରୁ ୫:୧୨, ରାତି ୭:୧୨ ରୁ ୯:୩୬, ରାତି ୧୨:୪୮ ରୁ ୩:୧୨ ଏବଂ ଭୋର ୪:୪୮ ରୁ ୫:୧୨ ମଧ୍ୟରେ ରହିଛି। ମାହେନ୍ଦ୍ର ବେଳା ପ୍ରାତଃ ୬:୦୦ ମଧ୍ୟରେ ଏବଂ ସକାଳ ୯:୧୨ ରୁ ୧୦:୪୮ ମଧ୍ୟରେ ରହିବ। ରାଶିଫଳ ଅନୁଯାୟୀ, ମେଷ ରାଶିର ବ୍ୟକ୍ତିଙ୍କ ମନରେ ନୂଆ ବିଚାର ଆସିବ ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବୃଷ ରାଶିର ବ୍ୟକ୍ତିଙ୍କ ସାହସ ଓ ଭାବିବାର କ୍ଷମତା ଅଲଗା ହେବ, ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ମିଥୁନ ରାଶିର ବ୍ୟକ୍ତିଙ୍କ ପୂଜାପାଠରେ ସମୟ ବିତିବ ଏବଂ ବ୍ୟାପାର ବୃଦ୍ଧି ପାଇଁ ବଡ଼ କମ୍ପାନୀ ସହ ଡିଲ୍ କରିବେ। କର୍କଟ ରାଶିର ବ୍ୟକ୍ତିମାନେ ନୂଆ ସୁଯୋଗ ପାଇଁ ପ୍ରସ୍ତୁତ ରହିବେ ଏବଂ ଛାତ୍ରଙ୍କୁ ପାଠପଢ଼ାରେ ସଫଳତା ମିଳିବ। ସିଂହ ରାଶିର ବ୍ୟକ୍ତିଙ୍କ ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିପାରେ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କନ୍ୟା ରାଶିର ବ୍ୟକ୍ତିଙ୍କୁ କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ ଏବଂ ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ତୁଳା ରାଶିର ବ୍ୟକ୍ତିଙ୍କୁ ପୂର୍ବରୁ କରିଆସୁଥିବା କାମରେ ଲାଭ ମିଳିବ ଏବଂ ପାରିବାରିକ ଖୁସି ଆସିବ। ବିଛା ରାଶିର ବ୍ୟକ୍ତିମାନେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ବଡ଼ ପଦକ୍ଷେପ ନିଅନ୍ତୁ, ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଧନୁ ରାଶିର ବ୍ୟକ୍ତିମାନେ ପାରିବାରିକ ଦାୟିତ୍ୱ ସମ୍ପୂର୍ଣ୍ଣ କରିବେ ଏବଂ ଅଫିସରେ ପ୍ରଶଂସା ପାଇବେ। ମକର ରାଶିର ବ୍ୟକ୍ତିମାନେ ନିଜ ଲକ୍ଷ୍ୟ ଆଡ଼କୁ ଧ୍ୟାନ ଦେବେ ଏବଂ ଚାକିରିଜୀବୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନଲାଭ ହେବ, ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ମୀନ ରାଶିର ବ୍ୟକ୍ତିଙ୍କ ଦିନଟି ଧାର୍ମିକ ଗତିବିଧିରେ ବିତିବ, ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ମିଳିବ ଏବଂ ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରିବା ଉଚିତ୍।
    1
    ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁଯାୟୀ, ୧୮ ଜୁନ୍ ୨୦୨୬, ଗୁରୁବାର ଦିନଟି ଶିବ ବିବାହ ଉତ୍ସବ ଭାବରେ ପାଳିତ ହେବ। ଏହି ଦିନ ମିଥୁନ ମାସର ଚତୁର୍ଥ ଦିନ, ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ ରାତି ୭:୦୧ ପର୍ଯ୍ୟନ୍ତ ରହିବ। ପୁଷ୍ୟା ନକ୍ଷତ୍ର ଦିନ ୧୨:୧୧ ପର୍ଯ୍ୟନ୍ତ ଏବଂ କର୍କଟ ଚନ୍ଦ୍ର ପୂର୍ଣ୍ଣ ଦିନ ପାଇଁ ରହିବ। ଯୋଗିନୀ ନୈଋତ କୋଣରେ ରହିବେ ଏବଂ ରାତି ୭:୦୧ ପରେ ଦକ୍ଷିଣ ଦିଗରେ ଯାତ୍ରା କିମ୍ବା ଶୁଭ କାର୍ଯ୍ୟ ନିଷିଦ୍ଧ। ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଦିନଟି ଘାତବାର। ଦିନ ୧୨:୧୧ ପରେ ମଘା, ପୂର୍ବାଫାଲ୍ଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢ଼ା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ, ଅଶ୍ୱିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା ନକ୍ଷତ୍ରର ତାରାଶୁଦ୍ଧି ରହିବ। ଦିନ ୩:୦୬ ରୁ ୬:୨୪ ମଧ୍ୟରେ କାଳ ଓ ବାରବେଳା ଏବଂ ରାତି ୧୧:୪୮ ରୁ ୧:୧୦ ମଧ୍ୟରେ କାଳରାତ୍ରି ରହିଛି। ଚତୁର୍ଥୀରେ ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କରାଯିବ। ରାତି ୭:୦୧ ପରେ ମୂଳା ଓ ବେଲ ଭକ୍ଷଣ ନିଷେଧ। ଅମୃତ ବେଳା ଦିନ ୨:୪୮ ରୁ ୫:୧୨, ରାତି ୭:୧୨ ରୁ ୯:୩୬, ରାତି ୧୨:୪୮ ରୁ ୩:୧୨ ଏବଂ ଭୋର ୪:୪୮ ରୁ ୫:୧୨ ମଧ୍ୟରେ ରହିଛି। ମାହେନ୍ଦ୍ର ବେଳା ପ୍ରାତଃ ୬:୦୦ ମଧ୍ୟରେ ଏବଂ ସକାଳ ୯:୧୨ ରୁ ୧୦:୪୮ ମଧ୍ୟରେ ରହିବ।

ରାଶିଫଳ ଅନୁଯାୟୀ, ମେଷ ରାଶିର ବ୍ୟକ୍ତିଙ୍କ ମନରେ ନୂଆ ବିଚାର ଆସିବ ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବୃଷ ରାଶିର ବ୍ୟକ୍ତିଙ୍କ ସାହସ ଓ ଭାବିବାର କ୍ଷମତା ଅଲଗା ହେବ, ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ମିଥୁନ ରାଶିର ବ୍ୟକ୍ତିଙ୍କ ପୂଜାପାଠରେ ସମୟ ବିତିବ ଏବଂ ବ୍ୟାପାର ବୃଦ୍ଧି ପାଇଁ ବଡ଼ କମ୍ପାନୀ ସହ ଡିଲ୍ କରିବେ। କର୍କଟ ରାଶିର ବ୍ୟକ୍ତିମାନେ ନୂଆ ସୁଯୋଗ ପାଇଁ ପ୍ରସ୍ତୁତ ରହିବେ ଏବଂ ଛାତ୍ରଙ୍କୁ ପାଠପଢ଼ାରେ ସଫଳତା ମିଳିବ। ସିଂହ ରାଶିର ବ୍ୟକ୍ତିଙ୍କ ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିପାରେ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କନ୍ୟା ରାଶିର ବ୍ୟକ୍ତିଙ୍କୁ କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ ଏବଂ ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ।

ତୁଳା ରାଶିର ବ୍ୟକ୍ତିଙ୍କୁ ପୂର୍ବରୁ କରିଆସୁଥିବା କାମରେ ଲାଭ ମିଳିବ ଏବଂ ପାରିବାରିକ ଖୁସି ଆସିବ। ବିଛା ରାଶିର ବ୍ୟକ୍ତିମାନେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ବଡ଼ ପଦକ୍ଷେପ ନିଅନ୍ତୁ, ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଧନୁ ରାଶିର ବ୍ୟକ୍ତିମାନେ ପାରିବାରିକ ଦାୟିତ୍ୱ ସମ୍ପୂର୍ଣ୍ଣ କରିବେ ଏବଂ ଅଫିସରେ ପ୍ରଶଂସା ପାଇବେ। ମକର ରାଶିର ବ୍ୟକ୍ତିମାନେ ନିଜ ଲକ୍ଷ୍ୟ ଆଡ଼କୁ ଧ୍ୟାନ ଦେବେ ଏବଂ ଚାକିରିଜୀବୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନଲାଭ ହେବ, ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ମୀନ ରାଶିର ବ୍ୟକ୍ତିଙ୍କ ଦିନଟି ଧାର୍ମିକ ଗତିବିଧିରେ ବିତିବ, ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ମିଳିବ ଏବଂ ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରିବା ଉଚିତ୍।
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    13 hrs ago
  • ବରଗଡ଼ ଜିଲ୍ଲାର ବିଜେପୁରରେ ବିଜୁ ଜନତା ଦଳ ପକ୍ଷରୁ ରୀତା ସାହୁଙ୍କ ନେତୃତ୍ୱରେ ବିଜେପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଟୋକନ ସମସ୍ୟା, ଛଟନି ଓ ଭତ୍ତା ସମସ୍ୟା ସହିତ ବିଭିନ୍ନ ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ଉଠାଯାଇଛି।
    1
    ବରଗଡ଼ ଜିଲ୍ଲାର ବିଜେପୁରରେ ବିଜୁ ଜନତା ଦଳ ପକ୍ଷରୁ ରୀତା ସାହୁଙ୍କ ନେତୃତ୍ୱରେ ବିଜେପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଟୋକନ ସମସ୍ୟା, ଛଟନି ଓ ଭତ୍ତା ସମସ୍ୟା ସହିତ ବିଭିନ୍ନ ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ଉଠାଯାଇଛି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    10 hrs ago
  • ଆଜି ଢେଙ୍କାନାଳ ପୌରପାଳିକା ସଭା ସଦନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମହିଷପାଟ ଶାଖା ତରଫରୁ ଏସ୍.ବି.ଆଇ ସ୍ମାର୍ଟ ଆଗ୍ରି କଷ୍ଟମର ମିଟ୍ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଏସ୍.ବି.ଆଇ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ (ଭୁବନେଶ୍ୱର)ର ଡି.ଜି.ଏମ୍ (କୃଷି) ଶ୍ରୀଯୁକ୍ତ ମନ୍ମୟ ପାଣ୍ଡବ ଯୋଗଦେଇ କୃଷି ଉଦ୍ୟୋଗୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସେ ବ୍ୟାଙ୍କର ବିଭିନ୍ନ ସେବା ଓ ସୁବିଧା ବିଷୟରେ ସଚେତନ କରାଇଥିଲେ।
    1
    ଆଜି ଢେଙ୍କାନାଳ ପୌରପାଳିକା ସଭା ସଦନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମହିଷପାଟ ଶାଖା ତରଫରୁ ଏସ୍.ବି.ଆଇ ସ୍ମାର୍ଟ ଆଗ୍ରି କଷ୍ଟମର ମିଟ୍ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଏସ୍.ବି.ଆଇ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ (ଭୁବନେଶ୍ୱର)ର ଡି.ଜି.ଏମ୍ (କୃଷି) ଶ୍ରୀଯୁକ୍ତ ମନ୍ମୟ ପାଣ୍ଡବ ଯୋଗଦେଇ କୃଷି ଉଦ୍ୟୋଗୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସେ ବ୍ୟାଙ୍କର ବିଭିନ୍ନ ସେବା ଓ ସୁବିଧା ବିଷୟରେ ସଚେତନ କରାଇଥିଲେ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    21 hrs ago
  • 🚨 P24 NEWS EXPRESS | ब्रेकिंग न्यूज़ 🚨 चलती ट्रेन में चढ़ने की कोशिश पड़ी भारी, बैतूल स्टेशन पर युवक गंभीर घायल मध्य प्रदेश के बैतूल रेलवे स्टेशन पर मंगलवार दोपहर एक दर्दनाक हादसा हो गया। दोपहर करीब 3:13 बजे गंगा कावेरी एक्सप्रेस में चढ़ने की कोशिश कर रहा एक युवक चलती ट्रेन से नीचे गिर गया। प्रारंभिक जानकारी के अनुसार, युवक कथित तौर पर नशे की हालत में एसी कोच में चढ़ने का प्रयास कर रहा था। इसी दौरान उसका संतुलन बिगड़ गया और वह रेलवे ट्रैक पर जा गिरा। हादसे में उसका एक पैर बुरी तरह क्षतिग्रस्त हो गया। घायल युवक की पहचान 28 वर्षीय मुकेश धुर्वे, पिता भादा धुर्वे, निवासी सावड़ी जावरा, तहसील मुलताई के रूप में हुई है। हादसे के बाद स्टेशन पर अफरा-तफरी मच गई। घटना के कारण गंगा कावेरी एक्सप्रेस करीब 20 से 25 मिनट तक बैतूल स्टेशन पर रुकी रही। रेलवे कर्मचारियों और स्थानीय लोगों की मदद से युवक को ट्रैक से बाहर निकालकर तत्काल जिला अस्पताल पहुंचाया गया, जहां उसकी गंभीर स्थिति को देखते हुए आईसीयू में भर्ती कर उपचार किया जा रहा है। ⚠️ अपील: चलती ट्रेन में चढ़ने या उतरने की कोशिश कभी न करें। थोड़ी सी लापरवाही जानलेवा साबित हो सकती है। P24 NEWS EXPRESS – सच्ची खबर, सबसे पहले। 🚨 P24 NEWS EXPRESS | ब्रेकिंग न्यूज़ 🚨 चलती ट्रेन में चढ़ने की कोशिश पड़ी भारी, बैतूल स्टेशन पर युवक गंभीर घायल मध्य प्रदेश के बैतूल रेलवे स्टेशन पर मंगलवार दोपहर एक दर्दनाक हादसा हो गया। दोपहर करीब 3:13 बजे गंगा कावेरी एक्सप्रेस में चढ़ने की कोशिश कर रहा एक युवक चलती ट्रेन से नीचे गिर गया। प्रारंभिक जानकारी के अनुसार, युवक कथित तौर पर नशे की हालत में एसी कोच में चढ़ने का प्रयास कर रहा था। इसी दौरान उसका संतुलन बिगड़ गया और वह रेलवे ट्रैक पर जा गिरा। हादसे में उसका एक पैर बुरी तरह क्षतिग्रस्त हो गया। घायल युवक की पहचान 28 वर्षीय मुकेश धुर्वे, पिता भादा धुर्वे, निवासी सावड़ी जावरा, तहसील मुलताई के रूप में हुई है। हादसे के बाद स्टेशन पर अफरा-तफरी मच गई। घटना के कारण गंगा कावेरी एक्सप्रेस करीब 20 से 25 मिनट तक बैतूल स्टेशन पर रुकी रही। रेलवे कर्मचारियों और स्थानीय लोगों की मदद से युवक को ट्रैक से बाहर निकालकर तत्काल जिला अस्पताल पहुंचाया गया, जहां उसकी गंभीर स्थिति को देखते हुए आईसीयू में भर्ती कर उपचार किया जा रहा है। ⚠️ अपील: चलती ट्रेन में चढ़ने या उतरने की कोशिश कभी न करें। थोड़ी सी लापरवाही जानलेवा साबित हो सकती है। P24 NEWS EXPRESS – सच्ची खबर, सबसे पहले।
    1
    🚨 P24 NEWS EXPRESS | ब्रेकिंग न्यूज़ 🚨

चलती ट्रेन में चढ़ने की कोशिश पड़ी भारी, बैतूल स्टेशन पर युवक गंभीर घायल

मध्य प्रदेश के बैतूल रेलवे स्टेशन पर मंगलवार दोपहर एक दर्दनाक हादसा हो गया। दोपहर करीब 3:13 बजे गंगा कावेरी एक्सप्रेस में चढ़ने की कोशिश कर रहा एक युवक चलती ट्रेन से नीचे गिर गया।

प्रारंभिक जानकारी के अनुसार, युवक कथित तौर पर नशे की हालत में एसी कोच में चढ़ने का प्रयास कर रहा था। इसी दौरान उसका संतुलन बिगड़ गया और वह रेलवे ट्रैक पर जा गिरा। हादसे में उसका एक पैर बुरी तरह क्षतिग्रस्त हो गया।

घायल युवक की पहचान 28 वर्षीय मुकेश धुर्वे, पिता भादा धुर्वे, निवासी सावड़ी जावरा, तहसील मुलताई के रूप में हुई है।

हादसे के बाद स्टेशन पर अफरा-तफरी मच गई। घटना के कारण गंगा कावेरी एक्सप्रेस करीब 20 से 25 मिनट तक बैतूल स्टेशन पर रुकी रही। रेलवे कर्मचारियों और स्थानीय लोगों की मदद से युवक को ट्रैक से बाहर निकालकर तत्काल जिला अस्पताल पहुंचाया गया, जहां उसकी गंभीर स्थिति को देखते हुए आईसीयू में भर्ती कर उपचार किया जा रहा है।

⚠️ अपील: चलती ट्रेन में चढ़ने या उतरने की कोशिश कभी न करें। थोड़ी सी लापरवाही जानलेवा साबित हो सकती है।

P24 NEWS EXPRESS – सच्ची खबर, सबसे पहले।


🚨 P24 NEWS EXPRESS | ब्रेकिंग न्यूज़ 🚨
चलती ट्रेन में चढ़ने की कोशिश पड़ी भारी, बैतूल स्टेशन पर युवक गंभीर घायल
मध्य प्रदेश के बैतूल रेलवे स्टेशन पर मंगलवार दोपहर एक दर्दनाक हादसा हो गया। दोपहर करीब 3:13 बजे गंगा कावेरी एक्सप्रेस में चढ़ने की कोशिश कर रहा एक युवक चलती ट्रेन से नीचे गिर गया।
प्रारंभिक जानकारी के अनुसार, युवक कथित तौर पर नशे की हालत में एसी कोच में चढ़ने का प्रयास कर रहा था। इसी दौरान उसका संतुलन बिगड़ गया और वह रेलवे ट्रैक पर जा गिरा। हादसे में उसका एक पैर बुरी तरह क्षतिग्रस्त हो गया।
घायल युवक की पहचान 28 वर्षीय मुकेश धुर्वे, पिता भादा धुर्वे, निवासी सावड़ी जावरा, तहसील मुलताई के रूप में हुई है।
हादसे के बाद स्टेशन पर अफरा-तफरी मच गई। घटना के कारण गंगा कावेरी एक्सप्रेस करीब 20 से 25 मिनट तक बैतूल स्टेशन पर रुकी रही। रेलवे कर्मचारियों और स्थानीय लोगों की मदद से युवक को ट्रैक से बाहर निकालकर तत्काल जिला अस्पताल पहुंचाया गया, जहां उसकी गंभीर स्थिति को देखते हुए आईसीयू में भर्ती कर उपचार किया जा रहा है।
⚠️ अपील: चलती ट्रेन में चढ़ने या उतरने की कोशिश कभी न करें। थोड़ी सी लापरवाही जानलेवा साबित हो सकती है।
P24 NEWS EXPRESS – सच्ची खबर, सबसे पहले।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାଟି ମଙ୍ଗଳବାର ରାତି ପ୍ରାୟ ଦୁଇଟା ସମୟରେ ଘଟିଛି, ଯେତେବେଳେ କାଳବୈଶାଖୀ ବର୍ଷା ଯୋଗୁଁ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆ ଜୀବନ ହରାଇଛନ୍ତି। ଘଟଣାରେ ଆଉ ଜଣେ ସମ୍ପର୍କୀୟ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଗୌରାଙ୍ଗ ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୫) ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିବାବେଳେ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। କିଛି ସମୟ ପରେ, ତାଙ୍କ ସାନ ଯାଆ ତଥା ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୭) ମନୀଷାଙ୍କୁ ତଳେ ପଡିଥିବାର ଦେଖି ତାଙ୍କୁ ଉଠାଇବାକୁ ଯିବାବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମନୀଷାଙ୍କ ଜଣେ ସମ୍ପର୍କୀୟା ସବିତା ଦେହୁରୀ ଅଳ୍ପକେ ବଞ୍ଚି ଯାଇଥିଲେ ଏବଂ ସେ ଗୁରୁତର ଅବସ୍ଥାରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମନୀଷା ଓ ରଞ୍ଜୁଙ୍କୁ ମୃତ ଘୋଷଣା କରିଥିଲେ। ରଜ ପର୍ବ ସମୟରେ ଏହି ଦୁଃଖଦ ଘଟଣା ସାରା ହିନ୍ଦୋଳରେ ଶୋକର ଛାୟା ଖେଳାଇ ଦେଇଛି। ଖବର ପାଇ ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଏବଂ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମର୍ଥକମାନଙ୍କ ସହ ଦୁଇ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେମାନେ ଏହି ଗରିବ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ପୂର୍ବତନ ସାଂସଦ ମହେଶ ସାହୁ ତୁରନ୍ତ ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିକମରେ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ବିଧାୟିକା ସୀମାରାଣୀ ନାଏକ ଶୋକସନ୍ତପ୍ତ ପରିବାରକୁ ଶୀଘ୍ର ସରକାରୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାଟି ମଙ୍ଗଳବାର ରାତି ପ୍ରାୟ ଦୁଇଟା ସମୟରେ ଘଟିଛି, ଯେତେବେଳେ କାଳବୈଶାଖୀ ବର୍ଷା ଯୋଗୁଁ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆ ଜୀବନ ହରାଇଛନ୍ତି। ଘଟଣାରେ ଆଉ ଜଣେ ସମ୍ପର୍କୀୟ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ, ଗୌରାଙ୍ଗ ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୫) ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିବାବେଳେ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। କିଛି ସମୟ ପରେ, ତାଙ୍କ ସାନ ଯାଆ ତଥା ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୭) ମନୀଷାଙ୍କୁ ତଳେ ପଡିଥିବାର ଦେଖି ତାଙ୍କୁ ଉଠାଇବାକୁ ଯିବାବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମନୀଷାଙ୍କ ଜଣେ ସମ୍ପର୍କୀୟା ସବିତା ଦେହୁରୀ ଅଳ୍ପକେ ବଞ୍ଚି ଯାଇଥିଲେ ଏବଂ ସେ ଗୁରୁତର ଅବସ୍ଥାରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମନୀଷା ଓ ରଞ୍ଜୁଙ୍କୁ ମୃତ ଘୋଷଣା କରିଥିଲେ। ରଜ ପର୍ବ ସମୟରେ ଏହି ଦୁଃଖଦ ଘଟଣା ସାରା ହିନ୍ଦୋଳରେ ଶୋକର ଛାୟା ଖେଳାଇ ଦେଇଛି।

ଖବର ପାଇ ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଏବଂ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମର୍ଥକମାନଙ୍କ ସହ ଦୁଇ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେମାନେ ଏହି ଗରିବ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ପୂର୍ବତନ ସାଂସଦ ମହେଶ ସାହୁ ତୁରନ୍ତ ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିକମରେ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ବିଧାୟିକା ସୀମାରାଣୀ ନାଏକ ଶୋକସନ୍ତପ୍ତ ପରିବାରକୁ ଶୀଘ୍ର ସରକାରୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    3 hrs ago
  • ବରଗଡ଼ ଜିଲ୍ଲା ବରପାଲିରେ ୧୪୯ତମ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ସନ୍ଧ୍ୟାରେ ଶିବ ବିବାହ ମହୋତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଓ ପାରମ୍ପରିକ ରୀତି 'ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା' ଭବ୍ୟ ଶୋଭାଯାତ୍ରା ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ବରପାଲିର ଶିବାଳୟରୁ ଭୈରବ ବାବାଙ୍କ ଏକ ଭବ୍ୟ ଶୋଭାଯାତ୍ରା କରାଯାଇଥିବା ବେଳେ ହିମାଦ୍ରୀ ନଗରରୁ ଏକ ବିରାଟ କଳସ ଶୋଭାଯାତ୍ରା ମଧ୍ୟ ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ବରପାଲି ସହର ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଉତ୍ସାହରେ ମୁଖରିତ ହୋଇଉଠିଥିଲା। ସ୍ଥାନୀୟ କପିଳେଶ୍ୱର ନଗରରୁ ଭୈରବ ବାବାଙ୍କ ପରଭା ବାହାରି ସହର ପରିକ୍ରମା କରିଥିଲା। ପରଭା ସହ ଚାଲିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବଦେବୀ ଏବଂ ଦେବ ମଣ୍ଡଳୀଙ୍କୁ ଗୁଆଗୁଣ୍ଡା ବିତରଣ କରି ଆଗାମୀ ଶିବ ବିବାହ ମହୋତ୍ସବ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଶତାବ୍ଦୀ ପୁରୁଣା ଏହି ପରମ୍ପରା ଆଜି ମଧ୍ୟ ଲୋକମାନଙ୍କ ଆସ୍ଥା ଓ ଭାବାବେଗ ସହ ଜଡିତ ରହିଛି। ପୂର୍ବପୁରୁଷଙ୍କ ଅମଳରୁ ଚାଲିଆସୁଥିବା ରୀତିନୀତି ଅନୁଯାୟୀ, ମିର୍ଧା ଓ କୁଡ଼ା ଆଦିବାସୀ ସମ୍ପ୍ରଦାୟର ଯୁବକମାନେ ଭୈରବ ବାବାଙ୍କ ପରଭାକୁ କାନ୍ଧରେ ବୋହି ନଗର ପରିକ୍ରମା କରିଥିଲେ। ସୁସଜ୍ଜିତ କାଠର ପାଲିଙ୍କି, ପାରମ୍ପରିକ ବାଜାଗାଳା, ଘଣ୍ଟୁଆ ଦଳର ତାଳ, ଆତସବାଜିର ରଙ୍ଗିନ ପ୍ରଦର୍ଶନ ସହ କିନ୍ନର ସମ୍ପ୍ରଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ପରିବେଷଣ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା। ଶୋଭାଯାତ୍ରାଟି ବ୍ଲକ କଲୋନୀ, ରେଳୱେ ଷ୍ଟେସନ ଛକ, କଲେଜ ଛକ, ଶ୍ୟାମାଛକ, ଗାନ୍ଧୀଛକ, ଡାକ୍ତରଖାନା ଛକ, ହାଟପଦା, ଗଣେଶ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ଡେଲିପଡ଼ା ଭାଗବତ ମନ୍ଦିର ଦେଇ ଭଣ୍ଡାର ଗୃହ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପରମ୍ପରା ଅନୁଯାୟୀ, ପରଭା ବୋହୁଥିବା ବିଗାଢ଼ିମାନେ ପରଭାକୁ କାନ୍ଧରୁ ଅବତରଣ କରି ବିଧିବିଧାନ ସମ୍ପନ୍ନ କରିଥିଲେ। ନଗର ପରିକ୍ରମା ସମୟରେ ଭୈରବ ବାବା କପିଳେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ଦେବଦେବୀଙ୍କୁ ଗୁଆଗୁଣ୍ଡା ପ୍ରଦାନ କରି ନିମନ୍ତ୍ରଣ କରିଥିଲେ। ଏହାପରେ ବିଳମ୍ବିତ ରାତ୍ରିରେ ଶୀତଳ ଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ କୁକାବନ୍ଧସ୍ଥିତ ରାମେଶ୍ୱର ଶିବ ମନ୍ଦିରରେ ମହାଦୀପ ସ୍ଥାପନ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଗୁଆଗୁଣ୍ଡା ନିଉତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ପରେ ବରପାଲିର ଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବ ଆହୁରି ଉତ୍ସାହମୟ ହୋଇଉଠିଛି। ଆଗାମୀ ଦିନଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ବିବାହ ଉତ୍ସବକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଓ ଅପେକ୍ଷା ଦେଖିବାକୁ ମିଳୁଛି। ବରପାଲିର ଏହି ଐତିହାସିକ ଯାତ୍ରା ପଶ୍ଚିମ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସମୃଦ୍ଧ କରୁଥିବାବେଳେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରୁଛି।
    1
    ବରଗଡ଼ ଜିଲ୍ଲା ବରପାଲିରେ ୧୪୯ତମ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ସନ୍ଧ୍ୟାରେ ଶିବ ବିବାହ ମହୋତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଓ ପାରମ୍ପରିକ ରୀତି 'ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା' ଭବ୍ୟ ଶୋଭାଯାତ୍ରା ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ବରପାଲିର ଶିବାଳୟରୁ ଭୈରବ ବାବାଙ୍କ ଏକ ଭବ୍ୟ ଶୋଭାଯାତ୍ରା କରାଯାଇଥିବା ବେଳେ ହିମାଦ୍ରୀ ନଗରରୁ ଏକ ବିରାଟ କଳସ ଶୋଭାଯାତ୍ରା ମଧ୍ୟ ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ବରପାଲି ସହର ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଉତ୍ସାହରେ ମୁଖରିତ ହୋଇଉଠିଥିଲା।

ସ୍ଥାନୀୟ କପିଳେଶ୍ୱର ନଗରରୁ ଭୈରବ ବାବାଙ୍କ ପରଭା ବାହାରି ସହର ପରିକ୍ରମା କରିଥିଲା। ପରଭା ସହ ଚାଲିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବଦେବୀ ଏବଂ ଦେବ ମଣ୍ଡଳୀଙ୍କୁ ଗୁଆଗୁଣ୍ଡା ବିତରଣ କରି ଆଗାମୀ ଶିବ ବିବାହ ମହୋତ୍ସବ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଶତାବ୍ଦୀ ପୁରୁଣା ଏହି ପରମ୍ପରା ଆଜି ମଧ୍ୟ ଲୋକମାନଙ୍କ ଆସ୍ଥା ଓ ଭାବାବେଗ ସହ ଜଡିତ ରହିଛି। ପୂର୍ବପୁରୁଷଙ୍କ ଅମଳରୁ ଚାଲିଆସୁଥିବା ରୀତିନୀତି ଅନୁଯାୟୀ, ମିର୍ଧା ଓ କୁଡ଼ା ଆଦିବାସୀ ସମ୍ପ୍ରଦାୟର ଯୁବକମାନେ ଭୈରବ ବାବାଙ୍କ ପରଭାକୁ କାନ୍ଧରେ ବୋହି ନଗର ପରିକ୍ରମା କରିଥିଲେ। ସୁସଜ୍ଜିତ କାଠର ପାଲିଙ୍କି, ପାରମ୍ପରିକ ବାଜାଗାଳା, ଘଣ୍ଟୁଆ ଦଳର ତାଳ, ଆତସବାଜିର ରଙ୍ଗିନ ପ୍ରଦର୍ଶନ ସହ କିନ୍ନର ସମ୍ପ୍ରଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ପରିବେଷଣ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା।

ଶୋଭାଯାତ୍ରାଟି ବ୍ଲକ କଲୋନୀ, ରେଳୱେ ଷ୍ଟେସନ ଛକ, କଲେଜ ଛକ, ଶ୍ୟାମାଛକ, ଗାନ୍ଧୀଛକ, ଡାକ୍ତରଖାନା ଛକ, ହାଟପଦା, ଗଣେଶ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ଡେଲିପଡ଼ା ଭାଗବତ ମନ୍ଦିର ଦେଇ ଭଣ୍ଡାର ଗୃହ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପରମ୍ପରା ଅନୁଯାୟୀ, ପରଭା ବୋହୁଥିବା ବିଗାଢ଼ିମାନେ ପରଭାକୁ କାନ୍ଧରୁ ଅବତରଣ କରି ବିଧିବିଧାନ ସମ୍ପନ୍ନ କରିଥିଲେ। ନଗର ପରିକ୍ରମା ସମୟରେ ଭୈରବ ବାବା କପିଳେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ଦେବଦେବୀଙ୍କୁ ଗୁଆଗୁଣ୍ଡା ପ୍ରଦାନ କରି ନିମନ୍ତ୍ରଣ କରିଥିଲେ। ଏହାପରେ ବିଳମ୍ବିତ ରାତ୍ରିରେ ଶୀତଳ ଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ କୁକାବନ୍ଧସ୍ଥିତ ରାମେଶ୍ୱର ଶିବ ମନ୍ଦିରରେ ମହାଦୀପ ସ୍ଥାପନ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଗୁଆଗୁଣ୍ଡା ନିଉତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ପରେ ବରପାଲିର ଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବ ଆହୁରି ଉତ୍ସାହମୟ ହୋଇଉଠିଛି। ଆଗାମୀ ଦିନଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ବିବାହ ଉତ୍ସବକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଓ ଅପେକ୍ଷା ଦେଖିବାକୁ ମିଳୁଛି। ବରପାଲିର ଏହି ଐତିହାସିକ ଯାତ୍ରା ପଶ୍ଚିମ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସମୃଦ୍ଧ କରୁଥିବାବେଳେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରୁଛି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    20 hrs ago
  • ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ମାଧ୍ୟମରେ 'ଶୀତଳ ଷଷ୍ଠୀ' ପର୍ବକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ 'ଶୀତଳ ଷଷ୍ଠୀ' ଆମ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ଗରିମା ଏବଂ ଭାବନାତ୍ମକ ପରିଚୟ ବହନ କରେ।
    1
    ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ମାଧ୍ୟମରେ 'ଶୀତଳ ଷଷ୍ଠୀ' ପର୍ବକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ 'ଶୀତଳ ଷଷ୍ଠୀ' ଆମ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ଗରିମା ଏବଂ ଭାବନାତ୍ମକ ପରିଚୟ ବହନ କରେ।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.