Shuru
Apke Nagar Ki App…
ଘରେ ଘରେ ତ୍ରିରଙ୍ଗା ଅଭିଯାନ,ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ
NEWS MANORANJAN
ଘରେ ଘରେ ତ୍ରିରଙ୍ଗା ଅଭିଯାନ,ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ
More news from ଓଡ଼ିଶା and nearby areas
- ଗୋତଳ ଗ୍ରାମ ମୌଜା BJEM school ପଛ ପଟର ଦୃଶ୍ୟ ଜମିଛି ବର୍ଷା ପାଣି ।1
- ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି l #LatestNews #UpdateNews #apanankakhabara #cuttack #jagatsinghpur #Bhubaneswar #bolbam #adaspur #debagada #Subarnapur #boudha #Niali #news #OdishaNews #odisha1
- menatakarrananehichhodugii............. mmmmmmmnnn1
- ଜ୍ଞାନ ବିଜ୍ଞାନ ମେଳାରେ ୨୯୩ ଶିଶୁଙ୍କ ଅଂଶଗ୍ରହଣ। ପୁରୀରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭। ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିଶୁମାନେ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିବାବେଳେ ୬୭ ଜଣ କୃତୀ ପ୍ରତିଯୋଗୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁରୀ, ୮ ଅଗଷ୍ଟ।ଘୋଡ଼ାବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬/୨୭। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଟିଆରଓ ଶ୍ରୀ ଅନୁଶ୍ରବ ଗନ୍ତାୟତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଶିଶୁମାନଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ନୂତନ ସ୍ୱପ୍ନକୁ ସାକାର କରିବା ସହ ବୈଜ୍ଞାନିକ ଚିନ୍ତାଧାରା ଓ ବୈଜ୍ଞାନିକ ପରିବେଶକୁ 0ଆଗେଇ ନେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଙ୍କୁଳ ପ୍ରମୁଖ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ବୈଜ୍ଞାନିକଙ୍କ ଜୀବନୀ କଥନ, ବୈଜ୍ଞାନିକଙ୍କ ଫଟୋଚିତ୍ର ସଂଗ୍ରହ, ବିଜ୍ଞାନଭିତ୍ତିକ ପ୍ରୟୋଗ, ବିଜ୍ଞାନ ପ୍ରଶ୍ନମଞ୍ଚ, ମୂର୍ତ୍ତିକଳା, ପତ୍ରବାଚନ, ସ୍ୱଳ୍ପ ବା ବିନା ମୂଲ୍ୟରେ ଉପକରଣ ପ୍ରସ୍ତୁତି ଏବଂ ବିଜ୍ଞାନ ସମ୍ବନ୍ଧୀୟ ନାଟକ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମୋଟ ୨୯୩ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୭ ଜଣ ପ୍ରତିଭାଗୀ ପୁରସ୍କାର ପାଇଁ ବିବେଚିତ ହେବା ସହ ଆଗାମୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଦ୍ଯାପନୀ ଉତ୍ସବରେ ପୁରୀ ଜିଲ୍ଲା ସହ ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ, ସଙ୍କୁଳ ପ୍ରମୁଖ ତଥା ପୁରୀ ବିଭାଗ ନିରୀକ୍ଷକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ଏବଂ ସଙ୍କୁଳ ସହ ସଂଯୋଜକ ଶ୍ରୀ ରବିନ୍ଦ୍ର କୁମାର ନନ୍ଦ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ତଥା ସହ ପ୍ରଧାନଆଚାର୍ଯ୍ୟ ଶ୍ରୀ ସୁଶାନ୍ତ ସ୍ୱାଇଁ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ଶେଷରେ ବିଦ୍ୟାଳୟ ସମ୍ପାଦକ ଶ୍ରୀ ଅରବିନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ ସେବକ-ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ରିପୋର୍ଟର—ଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀ।4
- ଅଭିସାର ଫିଲ୍ମ ରେ ମୁଁ ଜଣେ ଟ୍ରାନ୍ସ ଜେଣ୍ଡର ହୋଇ ଫିଲ୍ମରେ ଲିଦ୍ ରୋଲ କରିବା ମୁଁ ଓଡିଶାରେ ପ୍ରଥମ:ଅଭିନେତ୍ରୀ1
- ଭୁବନେଶ୍ୱର ଜିଲ୍ଲା ସିଶୁଅନନ୍ତ ମଠ ରୁ ପବିତ୍ର ମାଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା1
- ସମାଜରେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନଙ୍କ ପାଇଁ ଦୁଇ ମୁଠା ଭାତ ଓ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର କେବଳ ସ୍ୱପ୍ନ ସମାଜରେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନଙ୍କ ପାଇଁ ଦୁଇ ମୁଠା ଭାତ ଓ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର କେବଳ ସ୍ୱପ୍ନ ହୋଇ ରହିଯାଇଛି #LatestNews #UpdateNews #apanankakhabara #Anugul #Bhubaneswar #news #cuttack #OdishaNews #odisha1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା:ପ୍ର:ଓଗ୍ରାମ ସରକାଣା ସ୍ଵାମି ପରିତ କ୍ତା ୰ପିତାଙ୍କ ସରକାର ଜାଗା ନୋକାନଘରେ ରହୁଛନ୍ତି ନାଆଁବାଳକ ପୁଅକୁ ଧରି ନିଜ ନାମରଜାଗା କିଣି ଛନ୍ତି ପକା ଘର ପାଇଁ ସରକାରଙ୍କ ପାଖରେ ଜାବି ଭିଡ଼ିଓ ତା ୮/୮/୨୦୨୬1