ଜାଲୋଏ ଡ଼ଃ.ଆମ୍ବେଦକର ସେବାସଙ୍ଘ ଆନୁକୂଲ୍ୟରେ ୧୩୫ତମ ଡ଼ଃ.ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ ଜାଲୋଏ ଡ଼ଃ.ଆମ୍ବେଦକର ସେବାସଙ୍ଘ ଆନୁକୂଲ୍ୟରେ ୧୩୫ତମ ଡ଼ଃ.ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜାଲୋଏ ଡ଼ଃ. ବି.ଆର. ଆମ୍ବେଦକର ସେବାସଙ୍ଘ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଜ୍ଞାନର ପ୍ରତୀକ ବୋଧିଷତ୍ୱ ଡ଼ଃ. ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳନ ସମାରୋହ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ୍ୟ ସୁବର୍ଣ୍ଣପୁର ଇଂ. ରଘୁନାଥ ଜଗଦଲା, ମୁଖ୍ୟ ବକ୍ତା ଭାବରେ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଇତିହାସ ଅଧ୍ୟାପକ ଧୀମାନ୍ ବିଶ୍ୱ ନାଗ, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସମାଜସେବୀ ଧୀମାନ୍ ଭୋଳାନାଥ ସାଗର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟ ଧୀମାନ୍ ଝସକେତନ ବଘାର, ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ୍ୟ ଧୀମାନ୍ ନାରାୟଣ ଲୁହା, ଉଲୁଣ୍ଡା ବ୍ଲକ ଦଳିତ କର୍ମଚାରୀ ସଙ୍ଘ ସଭାପତି ଧୀମାନ୍ ମକୁନ୍ଦ ଧରୁଆ, ଓବିସୀ ସେଲ ସଭାପତି ଧୀମାନ୍ କ୍ଷେତ୍ରବାସୀ ପଧାନ, ଜାଲୋଏ ସରପଞ୍ଚ ପ୍ରତିନିଧି ଧୀମାନ୍ ପଦ୍ମନାଭ ମିଶ୍ର, ବରିଷ୍ଠ ଶିକ୍ଷାବିତ୍ ଧୀମାନ୍ ସୂର୍ଯ୍ୟ ନାରାୟଣ ମିଶ୍ର, ଡ଼ଃ.ବି.ଆର. ଆମ୍ବେଦକର ସେବାସଙ୍ଘ ସଭାପତି ଧୀମାନ୍ କୃଷ୍ଣ ଭରାସାଗର ପ୍ରମୁଖ ଯୋଗଦେଇଥିଲେ। ସଭାପତି ଙ୍କ ନିର୍ଦ୍ଦେଶକ୍ରମେ ଜନ୍ମ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା।ଛୋଟ ଏକ ଗ୍ରାମପଞ୍ଚାୟତ ସ୍ତରରେ ଡ଼ଃ. ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଏଭଳି ଧୂମାଧମରେ ଆୟୋଜନ କରାଯାଉଥିବାରୁ ସମସ୍ତ ବରେଣ୍ୟ ଅତିଥି ବୃନ୍ଦ ଅନେକ ପ୍ରଶଂସା କରିଥିଲେ। ଡ଼ଃ. ଆମ୍ବେଦକର ଏକାଧାରରେ ଜଣେ ମହାପୁରୁଷ, ଭାରତୀୟ ସମ୍ବିଧାନ ପ୍ରଣେତା, ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତିଷ୍ଠାତା, ସମଗ୍ର ମହିଳା ସମାଜର ମୁକ୍ତିଦାତା, ଜ୍ଞାନର ପ୍ରତୀକ ଯାହାଙ୍କୁ ସମଗ୍ର ବିଶ୍ୱ ପୂଜା କରୁଛି ବୋଲି ସମସ୍ତ ଅତିଥି ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସଙ୍ଘ କର୍ମକର୍ତ୍ତା ତଥା ଯୁବ ସମାଜସେବୀ ଧୀମାନ୍ ଲେଖରାଜ ସାଗର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ବରିଷ୍ଠ ସଦସ୍ୟ ଧୀମାନ୍ ରାମକୃଷ୍ଣ ଜଗଦଲା ଓ ଧୀମାନ୍ ନିଆଲ ସିଂ ଜାଲ ସଭା ପରିଚାଳନା କରିଥିଲେ। ସେବାସଙ୍ଘର ସମସ୍ତ କର୍ମକର୍ତ୍ତା ଅଞ୍ଚଳ ତଥା ଜିଲ୍ଲା ସ୍ତରର ଆମ୍ବେଦକରପ୍ରେମୀ ବନ୍ଧୁମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକ ମାନଙ୍କ ମନୋରଞ୍ଜନ କରାଯାଇଥିଲା।

- ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ1
- Post by Sonepur news khulasa1
- Post by SAHADEV MEHER1
- ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ।1
- ବଲାଙ୍ଗୀର ରେ ଭୀମ ଜୟନ୍ତୀ ପାଳିତ ଜୟ ଭୀମ ଜୟ ଭୀମ ନାରା ରେ ଗର୍ଜିଲା ସହର (ଅନୀଲ ମୂଗ୍ରି ) ଭୀମ ଆର୍ମି ଜୟ ଭୀମ ସଂଗଠନ #ବଲାଙ୍ଗୀର #ଭୀମ_ଜୟନ୍ତୀ #ମୋର_ଅଧିକାର1
- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି। ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।4
- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣା କଟକ ସତସଙ୍ଗ କେନ୍ଦ୍ର ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି । ମୃତକ ରାଜେଶ ନାଏକ ହୋଇଥିବା ବେଳେ ଗୁରୁତର ଜଣକ ହେଲେ ଜଗନ୍ନାଥ ନାଏକ । ଉଭୟଙ୍କ ଘର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରାମ୍ଭିକଟା ଗ୍ରାମର ରାଜେଶ ଏବଂ ଜଗନ୍ନାଥ ଏକ ବାଇକ ଯୋଗେ ଭୋର ସମୟରେ ନିଜ ଘର ରାମ୍ଭିକଟାକୁ ଫେରୁଥିଲେ। ପୁରୁଣାକଟକ ଥାନା ସତସଙ୍ଗ କେନ୍ଦ୍ର ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜଗନ୍ନାଥଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ଓ ସକାଳେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୋଲିସ ପୁରୁଣା କଟକ ଡାକ୍ତର ଖାନାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି |1
- ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।1