logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହିଳା ଙ୍କ ବେକ ରୁ ସୁନା ମାଳି ଝାମ୍ପି ନେଲେ ଦୁବୃର୍ତ୍ତ। ଦଶମନ୍ତପୁର ଥାନା ରେ ଏତଲା।

2 days ago
user_HABIL DONGRI
HABIL DONGRI
ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
2 days ago
3c19c808-0876-4ea5-8d40-c6285b48af77

ମହିଳା ଙ୍କ ବେକ ରୁ ସୁନା ମାଳି ଝାମ୍ପି ନେଲେ ଦୁବୃର୍ତ୍ତ। ଦଶମନ୍ତପୁର ଥାନା ରେ ଏତଲା।

  • user_Bramar Nayak
    Bramar Nayak
    Bhairabsingipur, Koraput
    👌
    1 day ago
More news from ଓଡ଼ିଶା and nearby areas
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    18 hrs ago
  • କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ନୁତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁନସିପାଲଟି ଚେୟାରମେନ
    1
    କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ନୁତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁନସିପାଲଟି ଚେୟାରମେନ
    user_Koraput News
    Koraput News
    ସାମ୍ବାଦିକ କୋରାପୁଟ, କୋରାପୁଟ, ଓଡ଼ିଶା•
    6 hrs ago
  • ଦାମନଯୋଡି ଆମ୍ବେଦକର ଷ୍ଟାଡିୟମରେ ଅନୁଷ୍ଠିତ ମେଡିକାଲ କ୍ରିକେଟ ଲିଗ୍ ଫାଇନାଲରେ ଡିଏଚଏଚ ଜୟପୁର ଦଳ ସିଏଚସି ପଟ୍ଟାଙ୍ଗିକୁ ୭ ଓ୍ବିକେଟରେ ହରାଇ ଚମ୍ପିୟାନ ହୋଇଛି।
    1
    ଦାମନଯୋଡି ଆମ୍ବେଦକର ଷ୍ଟାଡିୟମରେ ଅନୁଷ୍ଠିତ ମେଡିକାଲ କ୍ରିକେଟ ଲିଗ୍ ଫାଇନାଲରେ ଡିଏଚଏଚ ଜୟପୁର ଦଳ ସିଏଚସି ପଟ୍ଟାଙ୍ଗିକୁ ୭ ଓ୍ବିକେଟରେ ହରାଇ ଚମ୍ପିୟାନ ହୋଇଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    15 hrs ago
  • ଦେଖନ୍ତୁ କେରପାଇ ପଞ୍ଚାୟତ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର
    1
    ଦେଖନ୍ତୁ କେରପାଇ ପଞ୍ଚାୟତ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର
    user_Baleswar Naik
    Baleswar Naik
    Thuamul Rampur, Kalahandi•
    17 hrs ago
  • Post by Keshab Saraka
    1
    Post by Keshab Saraka
    user_Keshab Saraka
    Keshab Saraka
    Local News Reporter ରାୟଗଡା, ରାୟଗଡା, ଓଡ଼ିଶା•
    19 hrs ago
  • #ଢାମଣାହାଣ୍ଡିରେ_ମହାସମାରୋହରେ_ଘଟପର୍ବ_ପାଳିତ କୋଟପାଡ଼ : ଢାମଣାହାଣ୍ଡି ଘଟପର୍ବର ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ #Kotpad #Dhamanahandi #Ghatajatra #koraput #Odisha #OdishaNews
    1
    #ଢାମଣାହାଣ୍ଡିରେ_ମହାସମାରୋହରେ_ଘଟପର୍ବ_ପାଳିତ
କୋଟପାଡ଼ : ଢାମଣାହାଣ୍ଡି ଘଟପର୍ବର ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ #Kotpad #Dhamanahandi #Ghatajatra #koraput #Odisha #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    15 hrs ago
  • ରାଇସ ମିଲ ରେ ନିଆଁ ଲାଗି ଲକ୍ଷାଧିକ ମୂଲ୍ୟ ର ଅଖା ବସ୍ତା ନଷ୍ଟ, ନିଆଁ କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ। କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ସ୍ଥିତ ଜେ.କେ ଫୁଡ଼ ରାଇସ ମିଲ୍ ରେ ଗତ ସୋମବାର ମଧ୍ୟାହ୍ନ ରେ ନିକଟସ୍ଥ ଚାଷଜମି ରେ ଲାଗିଥିବା ନିଆଁ ରୁ ପବନ ରେ ନିଆଁ ହୁଲା ଉଡି ଗୋଦାମ ରେ ଥିବା ଅଖା ବସ୍ତା ରେ ପଡିଥିବା ବେଳେ ଘଟଣା ର କିଛି ଘଣ୍ଟା ପରେ ଗୋଦାମ ରୁ ଧୂଆଁ ହେବା ଦେଖି ସୁରକ୍ଷା ରେ ଥିବା କର୍ମଚାରୀ ଗୋଦାମ ଗୃହ ଖୋଲିବା ପରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ରେ ନିଆଁ ଲାଗିଥିବା ଦେଖି ମିଲ୍ ମାଲିକ ପ୍ରଶାନ୍ତ କୁମାର ସାହୁଙ୍କୁ ସୂଚନା ଦେଇଥିଲେ। ପରେ ମିଲ୍ ମାଲିକ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଅଧିକାରୀ ସୁନୀଲ ରଞ୍ଜନ ବାର୍ଳା ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମିଲ ରେ ପହଞ୍ଚି ଗୋଦାମ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ନିଆଁ ରେ ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ଏହି ଅଘଟଣ ରୁ ମିଲ ର ଅନ୍ୟ କୌଣସି ଗୋଦାମ କୁ ନିଆଁ ବ୍ୟାପି ନଥିବା ବେଳେ ଏକ ବଡ଼ ଦୁର୍ଘଟଣା କୁ ଏଡାଇ ଦିଆଯାଇଛି। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    4
    ରାଇସ ମିଲ ରେ ନିଆଁ ଲାଗି ଲକ୍ଷାଧିକ ମୂଲ୍ୟ ର ଅଖା ବସ୍ତା ନଷ୍ଟ, ନିଆଁ କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।
କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ସ୍ଥିତ ଜେ.କେ ଫୁଡ଼ ରାଇସ ମିଲ୍ ରେ ଗତ ସୋମବାର ମଧ୍ୟାହ୍ନ ରେ ନିକଟସ୍ଥ ଚାଷଜମି ରେ ଲାଗିଥିବା ନିଆଁ ରୁ ପବନ ରେ ନିଆଁ ହୁଲା ଉଡି ଗୋଦାମ ରେ ଥିବା ଅଖା ବସ୍ତା ରେ ପଡିଥିବା ବେଳେ ଘଟଣା ର କିଛି ଘଣ୍ଟା ପରେ ଗୋଦାମ ରୁ ଧୂଆଁ ହେବା ଦେଖି ସୁରକ୍ଷା ରେ ଥିବା କର୍ମଚାରୀ  ଗୋଦାମ ଗୃହ ଖୋଲିବା ପରେ ଗୋଦାମ ରେ ଥିବା  ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ରେ ନିଆଁ ଲାଗିଥିବା ଦେଖି ମିଲ୍ ମାଲିକ ପ୍ରଶାନ୍ତ କୁମାର ସାହୁଙ୍କୁ ସୂଚନା ଦେଇଥିଲେ। ପରେ ମିଲ୍ ମାଲିକ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଅଧିକାରୀ ସୁନୀଲ ରଞ୍ଜନ ବାର୍ଳା ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମିଲ ରେ ପହଞ୍ଚି ଗୋଦାମ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ନିଆଁ ରେ ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ଏହି ଅଘଟଣ ରୁ ମିଲ ର ଅନ୍ୟ କୌଣସି ଗୋଦାମ କୁ ନିଆଁ ବ୍ୟାପି ନଥିବା ବେଳେ ଏକ ବଡ଼ ଦୁର୍ଘଟଣା କୁ ଏଡାଇ ଦିଆଯାଇଛି।
କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    2 hrs ago
  • ମହୁଲ ଫୁଲ, ଆଦିବାସୀ ଙ୍କ ପାରମ୍ପରିକ ଜିବିକା । Place_Kalahandi ବସନ୍ତ ଋତୁର ଆଗମନ ସହିତ ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ପାରମ୍ପରିକ ଜୀବିକା ପାଲଟିଥାଏ। ଏହା ଜନଜାତିଙ୍କ ଜୀବନ ଜୀବିକା, ଭାବନା ଓ ସ୍ୱାଭିମାନ ସହ ଜଡିତ।ଫାଲଗୁନରୁ ଚୈତ୍ର ପର୍ଯ୍ୟନ୍ତ ଏହି ଦୁଇ ମାସ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କରି ଲୋକେ ନିଜ ଜୀବିକା ଚଲାନ୍ତି।ତେବେ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଆସନ୍ତୁ ଦେଖିବା ଏହି ରିପୋର୍ଟ… ବସନ୍ତର ମଲୟ ପବନେ ମହୁଲ ଫୁଲ ପଡ଼ିବା ସହିତ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଏ ମହୁଲ ଗୋଟେଇବାର ପାରମ୍ପରିକ ଦୃଶ୍ୟ।ପିଢ଼ି ପିଢ଼ି ଧରି ଏହି କାମ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏହା କେବଳ ରୋଜଗାର ନୁହେଁ, ଏକ ଆତ୍ମସନ୍ତୋଷର ମାଧ୍ୟମ।ପ୍ରତିଦିନ ସକାଳେ ବସନ୍ତ ମଲୟ ପବନେ ମହୁଲ ଗଛ ତଳେ ଫୁଲ ସଂଗ୍ରହ କରି ସେମାନେ ନିଜ ଜୀବନ ଚାଲାନ୍ତି ଯଦିଓ ଏହା ଜୀବିକାର ମୁଖ୍ୟ ଉତ୍ସ, କିନ୍ତୁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ବେପାରୀମାନେ କମ୍ ଦରରେ ମହୁଲ କିଣୁଛନ୍ତି।ଗତବର୍ଷ ମଧ୍ୟ ପ୍ରଥମେ କମ୍ ଦର ଥିଲା, ପରେ କିଛି ଭଲ ଦର ରେ ବିକ୍ରି କରିଥିବା କୁହନ୍ତି।ତଥାପି ଦୈନିକ ପାରିଶ୍ରମିକ ଭାବେ ଏହା ମହୁଲ ଗୋଟାଲି ଙ୍କୁ ସାହାଯ୍ୟ କରୁଛି ।“ଗଛ ଅଛି ମାନେ ମହୁଲ ଗୋଟେଇବା କୁ ପଡିବ… ଏହା ଆମର ପାରମ୍ପରିକ କାମ।ଦର କମ୍ ଥିଲେ ମଧ୍ୟ ଛାଡି ପାରିବୁ ନାହିଁ।ସରକାର ଯଦି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରନ୍ତି, ତାହେଲେ ଆମେ ଭଲ ରୋଜଗାର ପାଇପାରିବୁ।” ମହୁଲ କେବଳ ଏକ ଫୁଲ ନୁହେଁ, ଏହା ଜନଜାତିଙ୍କ ଜୀବନ ରେଖା।ସରକାରୀ ସହଯୋଗ ଓ ନ୍ୟାୟସଙ୍ଗତ ବଜାର ବ୍ୟବସ୍ଥା ହେଲେ ଏହି ପାରମ୍ପରିକ ଜୀବିକା ଆହୁରି ସୁଦୃଢ଼ ହୋଇପାରିବ। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    4
    ମହୁଲ ଫୁଲ, ଆଦିବାସୀ ଙ୍କ ପାରମ୍ପରିକ ଜିବିକା ।
Place_Kalahandi
ବସନ୍ତ ଋତୁର ଆଗମନ ସହିତ ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ପାରମ୍ପରିକ ଜୀବିକା ପାଲଟିଥାଏ। ଏହା ଜନଜାତିଙ୍କ ଜୀବନ ଜୀବିକା, ଭାବନା ଓ ସ୍ୱାଭିମାନ ସହ ଜଡିତ।ଫାଲଗୁନରୁ ଚୈତ୍ର ପର୍ଯ୍ୟନ୍ତ ଏହି ଦୁଇ ମାସ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କରି ଲୋକେ ନିଜ ଜୀବିକା ଚଲାନ୍ତି।ତେବେ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି।
ଆସନ୍ତୁ ଦେଖିବା ଏହି ରିପୋର୍ଟ… 
ବସନ୍ତର ମଲୟ ପବନେ ମହୁଲ ଫୁଲ ପଡ଼ିବା ସହିତ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଏ ମହୁଲ ଗୋଟେଇବାର ପାରମ୍ପରିକ ଦୃଶ୍ୟ।ପିଢ଼ି ପିଢ଼ି ଧରି ଏହି କାମ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏହା କେବଳ ରୋଜଗାର ନୁହେଁ, ଏକ ଆତ୍ମସନ୍ତୋଷର ମାଧ୍ୟମ।ପ୍ରତିଦିନ ସକାଳେ ବସନ୍ତ ମଲୟ ପବନେ ମହୁଲ ଗଛ ତଳେ ଫୁଲ ସଂଗ୍ରହ କରି ସେମାନେ ନିଜ ଜୀବନ ଚାଲାନ୍ତି
ଯଦିଓ ଏହା ଜୀବିକାର ମୁଖ୍ୟ ଉତ୍ସ, କିନ୍ତୁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ବେପାରୀମାନେ କମ୍ ଦରରେ ମହୁଲ କିଣୁଛନ୍ତି।ଗତବର୍ଷ ମଧ୍ୟ ପ୍ରଥମେ କମ୍ ଦର ଥିଲା, ପରେ କିଛି ଭଲ ଦର ରେ ବିକ୍ରି କରିଥିବା କୁହନ୍ତି।ତଥାପି ଦୈନିକ ପାରିଶ୍ରମିକ ଭାବେ ଏହା ମହୁଲ ଗୋଟାଲି ଙ୍କୁ ସାହାଯ୍ୟ କରୁଛି ।“ଗଛ ଅଛି ମାନେ ମହୁଲ ଗୋଟେଇବା କୁ ପଡିବ… ଏହା ଆମର ପାରମ୍ପରିକ କାମ।ଦର କମ୍ ଥିଲେ ମଧ୍ୟ ଛାଡି ପାରିବୁ ନାହିଁ।ସରକାର ଯଦି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରନ୍ତି, ତାହେଲେ ଆମେ ଭଲ ରୋଜଗାର ପାଇପାରିବୁ।”
ମହୁଲ କେବଳ ଏକ ଫୁଲ ନୁହେଁ, ଏହା ଜନଜାତିଙ୍କ ଜୀବନ ରେଖା।ସରକାରୀ ସହଯୋଗ ଓ ନ୍ୟାୟସଙ୍ଗତ ବଜାର ବ୍ୟବସ୍ଥା ହେଲେ ଏହି ପାରମ୍ପରିକ ଜୀବିକା ଆହୁରି ସୁଦୃଢ଼ ହୋଇପାରିବ।
କଳାହାଣ୍ଡିରୁ   ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.