logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଡ଼ ଭାଇ କୁ ଛୁରୀ ଭୁସିି ହତ୍ୟା

1 day ago
user_DEB REPOTER
DEB REPOTER
Credit reporting agency ପାଲଲହଡା, ଅନୁଗୁଳ, ଓଡ଼ିଶା•
1 day ago
4b7d087e-3593-4fa6-b6d6-d75d9b79bfff

ବଡ଼ ଭାଇ କୁ ଛୁରୀ ଭୁସିି ହତ୍ୟା

More news from ଓଡ଼ିଶା and nearby areas
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    1 hr ago
  • pandit ka beta abba bol rahe hai
    1
    pandit ka beta abba bol rahe hai
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    4 hrs ago
  • ତାଳଚେର :-ତାଳଚେର ବ୍ଲକ ବିକ୍ରମପୁର ସ୍ଥିତ ଭଞ୍ଜ କଲୋନୀ ଠାରେ ଅସହାୟ ବୃଦ୍ଧ ଗୋବିନ୍ଦ ପ୍ରଧାନଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ ବିଭୁତି ସାହୁ l କୌଣସି କାରଣ ବଶତ ଦୁର୍ଘଟଣାରେ ସେ ଚାଲି ବୁଲି ପାରୁ ନଥିଲେ l ଖବର ପାଇଁ ଶ୍ରୀ ସାହୁ ଯୁବବନ୍ଧୁ ମାନଙ୍କ ସହିତ ସେଠାରେ ପହଞ୍ଚି ଲେଗ ୱାକର ସହଯୋଗ କରିଥିଲେ l ସୂଚନାଯୋଗ୍ୟ, ଶ୍ରୀ ସାହୁ ସମାଜରେ ଅସୁବିଧାରେ ଥିବା ଅସହାୟ ଲୋକ ମାନଙ୍କୁ ସାହାଯ୍ଯ ସହଯୋଗର ହାତ ବଢାଇବା ସହ ମାନବ ସେବାକୁ ମାଧବ ସେବା ମନରେ ଭାବି ଦୀର୍ଘ ବର୍ଷ ହେଲା ଏହି ସେବା ସହଯୋଗ ଜାରି ରଖିଥିବା ଜଣାପଡିଛି l
    1
    ତାଳଚେର :-ତାଳଚେର ବ୍ଲକ ବିକ୍ରମପୁର ସ୍ଥିତ ଭଞ୍ଜ କଲୋନୀ ଠାରେ ଅସହାୟ ବୃଦ୍ଧ ଗୋବିନ୍ଦ ପ୍ରଧାନଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ ବିଭୁତି ସାହୁ l କୌଣସି କାରଣ ବଶତ ଦୁର୍ଘଟଣାରେ ସେ ଚାଲି ବୁଲି ପାରୁ ନଥିଲେ l ଖବର ପାଇଁ ଶ୍ରୀ ସାହୁ ଯୁବବନ୍ଧୁ ମାନଙ୍କ ସହିତ ସେଠାରେ ପହଞ୍ଚି ଲେଗ ୱାକର ସହଯୋଗ କରିଥିଲେ l ସୂଚନାଯୋଗ୍ୟ, ଶ୍ରୀ ସାହୁ ସମାଜରେ ଅସୁବିଧାରେ ଥିବା ଅସହାୟ ଲୋକ ମାନଙ୍କୁ ସାହାଯ୍ଯ ସହଯୋଗର ହାତ ବଢାଇବା ସହ ମାନବ ସେବାକୁ ମାଧବ ସେବା ମନରେ ଭାବି ଦୀର୍ଘ ବର୍ଷ ହେଲା ଏହି ସେବା ସହଯୋଗ ଜାରି ରଖିଥିବା ଜଣାପଡିଛି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    4 hrs ago
  • Post by AratDehuri
    1
    Post by AratDehuri
    user_AratDehuri
    AratDehuri
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    47 min ago
  • Imfa Mines ରେ ପ୍ରତେକ ଦିନ ସହ ସହ ଟ୍ରକ ଲୋଡିଂ ହେଇଥିବା ବେଳେ, କାହିଁକି ରାସ୍ତା ଉପରେ ବଡ଼ ବଡ଼ ଢାଲ ଏବଂ ରାସ୍ତା ର ଦୁଇପାର୍ଶ୍ଵ ରେ ଗାଡି ଲାଇନ ହେଉଛି, ସାଧାରଣ ଲୋକ ମାନେ ଯିବା ଆସିବାକୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି #KaliapaniUpdate #highlight #Imfa
    1
    Imfa Mines ରେ ପ୍ରତେକ ଦିନ ସହ ସହ ଟ୍ରକ ଲୋଡିଂ ହେଇଥିବା ବେଳେ, କାହିଁକି ରାସ୍ତା ଉପରେ ବଡ଼ ବଡ଼ ଢାଲ ଏବଂ ରାସ୍ତା ର ଦୁଇପାର୍ଶ୍ଵ ରେ ଗାଡି ଲାଇନ ହେଉଛି, ସାଧାରଣ ଲୋକ ମାନେ ଯିବା ଆସିବାକୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି #KaliapaniUpdate #highlight #Imfa
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    4 min ago
  • କରଞ୍ଜିଆ,୧୭/୨(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧ ସରୁବାଲି ସ୍ଥିତ ଜାଗୃତୀ ସ୍ଵୟଂସହାୟିକା ଗୋଷ୍ଠୀ ମହିଳାଙ୍କୁ ବାମନାଶାଳ ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ୧୪ ଲକ୍ଷ ୮୦ ହଜାର ଟଙ୍କାର କାର୍ଯ୍ୟାଦେଶ ୨୦୨୩-୨୪ ମସିହାରେ ମୁକ୍ତା ଯୋଜନାରେ ପ୍ରଦାନ କରାଯାଇଥିଲା। ମହିଳା ମାନେ ଖୁସିରେ ଏହି କାର୍ଯ୍ୟ ସମ୍ପାଦନ ମଧ୍ୟ କଲେ। ହେଲେ ଦୁଃଖର କଥା ଯେ କାର୍ଯ୍ୟ ସମାପ୍ତ ପରେ ମୁକ୍ତା ଯୋଜନା ବନ୍ଦ ହୋଇଯାଇଥିବା ଆଳ ଦେଖାଇ ସେମାନଙ୍କ ବିଲ୍ ପାରିତ କରାଗଲା ନାହିଁ । ଏହା ଭିତରେ ୨ ବର୍ଷ ଅତିବାହିତ ହୋଇ ସାରିଛି।ଏବିଷୟରେ ମହିଳା ଗଣ ବାରମ୍ବାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମଧ୍ୟ ସୁଫଳ ନପାଇ ଜିଲ୍ଲାପାଳଙ୍କ ନିକଟରେ ଫେରଦ ହେଇଛନ୍ତି। ସଂଘର ସଭାନେତ୍ରୀ ସାବିତ୍ରୀ ମହାନ୍ତ ଓ ସମ୍ପାଦୀକା କଲ୍ୟାଣୀ ମହାନ୍ତ କହିଛନ୍ତି ଯେ ସେମାନେ ବ୍ୟାଙ୍କ ଋଣ କରି କାର୍ଯ୍ୟ କରିଥିଲେ ଏବଂ ବ୍ୟାଙ୍କ ଋଣ ସୁଝିବାକୁ ବାରମ୍ବାର ଆମର ଦ୍ୱାରସ୍ଥ ହେଉଛି।
    1
    କରଞ୍ଜିଆ,୧୭/୨(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧ ସରୁବାଲି ସ୍ଥିତ ଜାଗୃତୀ ସ୍ଵୟଂସହାୟିକା ଗୋଷ୍ଠୀ ମହିଳାଙ୍କୁ ବାମନାଶାଳ ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ୧୪ ଲକ୍ଷ ୮୦ ହଜାର ଟଙ୍କାର କାର୍ଯ୍ୟାଦେଶ ୨୦୨୩-୨୪ ମସିହାରେ ମୁକ୍ତା ଯୋଜନାରେ ପ୍ରଦାନ କରାଯାଇଥିଲା। ମହିଳା ମାନେ ଖୁସିରେ ଏହି କାର୍ଯ୍ୟ ସମ୍ପାଦନ ମଧ୍ୟ କଲେ। ହେଲେ ଦୁଃଖର କଥା ଯେ କାର୍ଯ୍ୟ ସମାପ୍ତ ପରେ ମୁକ୍ତା ଯୋଜନା ବନ୍ଦ ହୋଇଯାଇଥିବା ଆଳ ଦେଖାଇ ସେମାନଙ୍କ ବିଲ୍ ପାରିତ କରାଗଲା ନାହିଁ । ଏହା ଭିତରେ ୨ ବର୍ଷ ଅତିବାହିତ ହୋଇ ସାରିଛି।ଏବିଷୟରେ ମହିଳା ଗଣ ବାରମ୍ବାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମଧ୍ୟ ସୁଫଳ ନପାଇ ଜିଲ୍ଲାପାଳଙ୍କ ନିକଟରେ ଫେରଦ ହେଇଛନ୍ତି। ସଂଘର ସଭାନେତ୍ରୀ ସାବିତ୍ରୀ ମହାନ୍ତ ଓ ସମ୍ପାଦୀକା କଲ୍ୟାଣୀ ମହାନ୍ତ କହିଛନ୍ତି ଯେ ସେମାନେ ବ୍ୟାଙ୍କ ଋଣ କରି କାର୍ଯ୍ୟ କରିଥିଲେ ଏବଂ ବ୍ୟାଙ୍କ ଋଣ ସୁଝିବାକୁ ବାରମ୍ବାର ଆମର ଦ୍ୱାରସ୍ଥ ହେଉଛି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    26 min ago
  • ଆଗକୁ ଆସିବାକୁ ଥିବା ସେକ୍ସୀ ବିଲ୍ଲି ଭାଉଜ ରାଣୀ ପ୍ରୋଜେକ୍ଟର ପ୍ରମୋସନ | ମୋ ସହ ଉପସ୍ଥାପିକା ଉଷାଙ୍କ ସହ କିଛି ସମୟ | ଏ ପ୍ରୋଜେକ୍ଟଟି ଖୁବଶିଘ୍ର ଆସିବାକୁ ଯାଉଛି କେବଳ ରାମ ମ୍ୟୁଜିକ ଓଡ଼ିଆରେ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଆଗକୁ ଆସିବାକୁ ଥିବା ସେକ୍ସୀ ବିଲ୍ଲି ଭାଉଜ ରାଣୀ ପ୍ରୋଜେକ୍ଟର ପ୍ରମୋସନ | ମୋ ସହ ଉପସ୍ଥାପିକା ଉଷାଙ୍କ ସହ କିଛି ସମୟ | ଏ ପ୍ରୋଜେକ୍ଟଟି ଖୁବଶିଘ୍ର ଆସିବାକୁ ଯାଉଛି କେବଳ ରାମ ମ୍ୟୁଜିକ ଓଡ଼ିଆରେ |
ଭୁବନେଶ୍ୱର, ଓଡ଼ିଶା
#bhubaneswar #odisha
    user_Nanda Kishor Naik
    Nanda Kishor Naik
    Journalist ଭୁବନ, ଢେଙ୍କାନାଳ, ଓଡ଼ିଶା•
    26 min ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.