Shuru
Apke Nagar Ki App…
ପିକଅପ ଧକ୍କା ରେ ବାଇକ ଚାଳକ ଆହତ ପିକଅପ ଧକ୍କା ରେ ବାଇକ ଚାଳକ ଆହତ ହେବା ସହିତ ବାଇକ ଭାଙ୍ଗି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ମିଳିଥିବା ସୂଚନା ଅନୁଯାୟୀ ଉଭୟ ପିକଅପ ଓ ବାଇକ କରଞ୍ଜିଆ ପଟୁ ଠାକୁରମୁଣ୍ଡା ପଟକୁ ଯାଉଥିଲେ ରସମତଳା ନିକଟରେ ବାଇକ ଟି ପିକଅପ କୁ ଓଭରଟେକ କରିବାକୁ ଚେଷ୍ଟା କରୁଥିବା ସମୟରେ ଅସାବଧାନତା ବଶତଃ ପିକଅପ ସହିତ ଧକ୍କା ହୋଇଥିଲା ଦୁର୍ଘଟଣା ରେ ବାଇକ ଚାଳକ ଆହତ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ
Jitendra raj

More news from ଓଡ଼ିଶା and nearby areas
- Post by Uttam Kumar Mahakud 97773344221
- ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।1
- ଅଡ଼ୁଆ କଲେ ମୋହନ ବିରୋଧି ଙ୍କ ପ୍ରଥମ ଥର ବିଧାନ ସଭାରେ ବାଜିଲା ବନ୍ଦେ ମାତରଂ1
- ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.4
- ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ1
- Post by ODISHA DARPAN1
- ଖିଚିଂ ମହୋତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଦା ଗ୍ରେଟ ଟୁରିଜମ ଡେଭଲପମେଣ୍ଟ କମିଟି ଦ୍ୱାରା ଆୟୋଜିତ ଖିଚିଂ ମହୋତ୍ସବ ଉଦଘାଟିତ ହୋଇଯାଇଛି ଉଦଘାଟନୀ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଲୋକ ନୃତ୍ୟ ଓ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ଙ୍କ ମନ ଜିଣିଥିଲେ1
- Post by Uttam Kumar Mahakud 97773344221
- ଅଡ଼ୁଆ ପକେଇ ଦେଲେ ପାଣ୍ଡିଆନ ଫସିଯିବେ ସବୁ ସରପଞ୍ଚ କଣ ହବ ଆମ ଓଡ଼ିଶା ନବୀନ ଓଡ଼ିଶା ଭାଗ୍ୟ1