Shuru
Apke Nagar Ki App…
ଜୟ ଶ୍ରୀ ଗଣେଶ ଦେବା 🙏🏻🙏🏻♥️♥️🙏🏻🙏🏻 JAI SHREE GANESH DEVA ♥️🙏🏻
PRASANTA DASH
ଜୟ ଶ୍ରୀ ଗଣେଶ ଦେବା 🙏🏻🙏🏻♥️♥️🙏🏻🙏🏻 JAI SHREE GANESH DEVA ♥️🙏🏻
- PRASANTA DASHଟାଙ୍ଗରପାଲି, ସୁନ୍ଦରଗଡ଼, ଓଡ଼ିଶାJAI SHREE GANESH DEVA ♥️🙏🏻♥️1 hr ago
More news from ଓଡ଼ିଶା and nearby areas
- -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- ତା: ୨୫।୮: ବେଲପାହାଡ଼ ଥାନା ଅନ୍ତର୍ଗତ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀ ଜଣକ ଜୟବୁଡ଼ିଆ ଗ୍ରାମର ମୋହନ ପିଙ୍ଗ (୪୫) ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର ଦିନ ମୋହନ ଏକ ହିରୋ ଗ୍ଲେମ୍ବର୍ ବାଇକ (ଓଡ଼ି-୨୩ଏଚ୍-୮୪୦୦) ଯୋଗେ କୌଣସି କାର୍ଯ୍ୟରେ ବେଲପାହାଡ଼କୁ ଆସି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟାରେ ସେ ଘରକୁ ଫେରୁଥିଲେ। ତେବେ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ମୋହନ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ କିଛି ସମୟ ଧରି ଜାତୀୟ ରାଜପଥ ଜାମ୍ ରହିଥିଲା। ବେଲପାହାଡ଼ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଗୁରୁତର ମୋହନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖବର ଲେଖାହେବା ସମୟରେ ଥାନାରେ କୌଣସି ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇନଥିବା ପୁଲିସ ପ୍ରକାଶ କରିଛି।3
- 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar1
- #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ । ୨୫ ବର୍ଷ ମଧ୍ୟରେ ଅନେକ ସଂଘର୍ଷ ପରେ ଆଜି ସଫଳତାର ସହ ନିଜ କ୍ୟାମ୍ପସରେ ରୌପ୍ୟ ଜୟନ୍ତୀ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ବିକାଶ ହାଇୟର ଇନଷ୍ଟିଚ୍ୟୁଟ୍ । ଆଉ କେଇ ଦିନ ପରେ ବରଗଡରେ ହେବାକୁ ଯାଉଛି ୟୁନିଭରସିଟି । #vikashgroupofinstitutions #laxmivikash #EducationalInstitute #bargarh #silverjubileeanniversary #celebration1
- ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ ଆଗାମୀ ଦିନରେ ଗୁରୁଙ୍କ ସ୍ମୃତିରେ ଅନେକ କାର୍ଯ୍ୟକ୍ରମ କରାଯିବ ଚେୟାରମେନ ନରେନ୍ଦ୍ର ହୋତା ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ ଆଗାମୀ ଦିନରେ ଗୁରୁଙ୍କ ସ୍ମୃତିରେ ଅନେକ କାର୍ଯ୍ୟକ୍ରମ କରାଯିବ ଚେୟାରମେନ ନରେନ୍ଦ୍ର ହୋତା ବରଗଡ଼ : ବରପାଲି,୨୫.୦୮.୨୦୨୬ ବରପାଲି ଫାର୍ମାସ୍ୟୁଟିକାଲ କଲେଜ ଠାରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ଏବଂ ପ୍ରଚାର,ପ୍ରସାର ଉଦ୍ଦେଶ୍ୟରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ମହାସମାରୋହରେ ଉଦଘାଟିତ ହୋଇଯାଇଅଛି । ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼.ଆସୁତୋଷ ପଧାନ ସମସ୍ତଙ୍କୁ ସ୍ଵାଗତ କରିଥିଲେ, କଲେଜ ନିର୍ଦ୍ଦେଶକ ଡ଼.ରଞ୍ଜନ କୁମାର ସାହୁ ଅତିଥି ପରିଚୟ କରିଥିଲେ, କଲେଜ ଚେୟାରମେନ ତଥା ଉଦ୍ୟୋକ୍ତା ନରେନ୍ଦ୍ର ହୋତା ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ସଭା ପ୍ରାରମ୍ଭରେ କବି ନିସାର ଅହମ୍ମଦ ନିସାର ଗୁରୁ ବନ୍ଦନା ଗାନ କରିଥିଲେ । ନରେନ୍ଦ୍ର ହୋତାଙ୍କ ସଭାପତିତ୍ବରେ ଗୁରୁ ଭଗବାନ ସାହୁଙ୍କ ଦୁଇ ଆଦର୍ଶ ପଟ୍ଟ ଶିଷ୍ୟ ଗବେଷକ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ) ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ସଭାପତି ଦଧିବାବନ ଶତପଥୀ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଅନୁଷ୍ଠାନ ଉଦଘାଟନ କରିଥିଲେ ଏବଂ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ ବିଶେଷ ପଦକ୍ଷେପ ନେଇଥିବା ସ୍ମୃତି କମିଟି ସଦସ୍ୟ ନରେନ୍ଦ୍ର ହୋତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ, ରାଜ୍ୟସ୍ତରୀୟ ସ୍ମୃତି କମିଟି ସମ୍ପାଦକ ତୁଳସୀ ଚରଣ ଦାଶଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଟେକଚାନ୍ଦ ଦୂଆନ, ମୂଖ୍ୟ ବକ୍ତା ପ୍ରାକ୍ତନ ପ୍ରାଧ୍ୟାପକ ସନ୍ତୋଷ କୁମାର ପଣ୍ଡା , ବରେଣ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ. ଘନଶ୍ୟାମ ପାଣିଗ୍ରାହୀ, ସମ୍ମାନିତ ଅତିଥି ସ୍ମୃତି କମିଟି ଉପସଭାପତି ସର୍ଦ୍ଦାର ପ୍ରିତମ ସିଂ, ସଂଯୋଜକ କୃଷ୍ଣ ଚନ୍ଦ୍ର ପଣ୍ଡା, ଡ଼. ସୁବାସ ଚନ୍ଦ୍ର ପାତ୍ର, ବିପ୍ର ଚରଣ ସାହୁ, ମହେନ୍ଦ୍ର ମେହେର, ନିରଞ୍ଜନ ପଣ୍ଡା,ସୁରେଶ ଚନ୍ଦ୍ର ଦାଶ , ସବିତା ମହରା,ଜେଠୁ ଭୋଇ,ପ୍ରମୁଖ ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତି ପାଇଁ ଯୁଗାନ୍ତକାରୀ ଅବଦାନ ଉପରେ ଆଲୋକପାତ କରି ଗୁରୁଙ୍କ ସ୍ମୃତିରେ ଅନୁଷ୍ଠାନକୁ ଆଗେଇ ନେବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଉଦ୍ୟୋକ୍ତା ନରେନ୍ଦ୍ର ହୋତା ଶବ୍ଦନୃତ୍ୟର ଶାସ୍ତ୍ରୀୟତା ଉପରେ ଆସନ୍ତା ଦିନରେ ସେମିନାର ସହିତ ଗୁରୁଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଶିକ୍ଷାବିତ ନିବେଦିତା ସାହୁ,ନିହାର ରଞ୍ଜନ ପ୍ରଧାନ,ଜତିଲାଲ ବାଗ, ବିମଳ କୃଷ୍ଣ ମିଶ୍ର ପ୍ରଦୀପ ସାହୁ, ରୋହିତ ମହାରଣା, ବିଜୟାନନ୍ଦ ସାହୁ,ଭୂବନ ଭୋଇ, ଉଦ୍ଧବ ବାରିକ, ଦିଲିପ ସାହୁ, ରମେଶ ମାଝୀ,ହର୍ଷ ବେହେରା,ଝାଡେଶ୍ବର ପଧାନ,ଲୋକପାଲ ପଟେଲ,ସଚିନ ମହାପାତ୍ର, ଅରକ୍ଷିତ ଚନ୍ଦ୍ର ମହାନନ୍ଦ, ସୁଦାମ ସୁନା ସମେତ ସ୍ମୃତି କମିଟିର ବିଭିନ୍ନ ଜିଲ୍ଲାରୁ ଅନେକ ସଦସ୍ୟ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ କଲେଜ କର୍ତୃପକ୍ଷଙ୍କ ସହଯୋଗ ଏବଂ ଛାତ୍ର ଛାତ୍ରୀ ଙ୍କ ଯୋଗଦାନ ପାଇଁ ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟିର ସଭାପତି ଓ ସଂପାଦକ କୃତଜ୍ଞତା ଜ୍ଞାପନ କରିଥିଲେ ।1
- ରାଜ୍ୟ ରାଜ ପଥର ଚିକଟ ମାଟି ଛକ ରେ ବସ ଓ ଟ୍ରାକଟର ମାଧ୍ୟ୍ୟରେ ଧକ୍କା ୩ ଆହତ1
- ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା କରି ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l3
- ।।ବ୍ରଜରାଜନଗର କଲେଜ ଛାତ୍ରଙ୍କୁ କଲେଜ ବାହାର ଯୁବକ ସଂଘବଧ ଭାବେ ଆକ୍ରମଣ ଭିଡିଓ ଭାଇରାଲ।। ଏହି ଦୃଶ୍ୟଟି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ବି ଏନ କଲେଜ ର ଦୃଶ୍ୟ। ଏହା ସାମାଜିକ ଗଣମାଧ୍ୟମ ରୁ ଆମର ହସ୍ତଗତ। ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ କିଛି ବାହାରର ଯୁବକ ଜଣେ କଲେଜ ଛାତ୍ରଙ୍କୁ ସଂଘବଧ ଭାବେ ଆକ୍ରମଣ କରୁଥୁବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଦୃଶ୍ୟଟି ସତ ତେବେ ଏହା ମହାବିଦ୍ୟାଳୟ ର ପ୍ରତିଷ୍ଠା, ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ବିପଦ। ତେଣୁ ଏଥିପ୍ରତି କଲେଜ କତୃପକ୍ଷ ଏବଂ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।1
- ।।ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ନିକଟରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଉତ୍ତେଜନା।। ମଙ୍ଗଳାବାର ଦିନ ଜାତୀୟ ରାଜପଥ - 49 ବେଲପାହାଡ଼ ଗୌରପଡ଼ା ନିକଟରେ ବାଇକ କାର ଭିତରେ ଏକସିଡେଣ୍ଟ ପରେ ଘଟଣାସ୍ତଲରେ ଉତ୍ତେଜନା ଦେଖାଦେଇଥିଲା। ବେଲପାହାଡ ପୋଲିସ ଘଟଣାସ୍ତଲରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି l ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ପାଖରେ ଦୁର୍ଘଟଣା ଘଟିଥିଲା l ବାଇକରେ ୩ ଜଣ ବସିଥିବା ୩ ଜଣ ଆରୋହୀ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି l ଘଟିଥିବା ଦୁର୍ଘଟଣା କୁ ନେଇ ତଦନ୍ତ ପରେ ସମ୍ପୂର୍ଣ ସୂଚନା ମିଳବ ବୋଲି ପୋଲିସ ସୂଚନା ଦେଇଛି l1