logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଜେପି କୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂଆ ରଣନୀତି, ନବୀନ ଦେଵେ କଡା ଟକ୍କର

7 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
7 hrs ago

ବିଜେପି କୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂଆ ରଣନୀତି, ନବୀନ ଦେଵେ କଡା ଟକ୍କର

  • user_SOUBHAGYA RAY BAGHEL BABOO
    SOUBHAGYA RAY BAGHEL BABOO
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା
    ନବୀନ ପଟ୍ଟନାୟକଙ୍କ ସରକାର ଦରକାର୍ ପଡୁଛି
    5 hrs ago
  • user_SOUBHAGYA RAY BAGHEL BABOO
    SOUBHAGYA RAY BAGHEL BABOO
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା
    🙏
    5 hrs ago
More news from ଓଡ଼ିଶା and nearby areas
  • 👇 ଜଙ୍ଗଲ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର — ଉଦଳାରେ ଚଞ୍ଚଳତା ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଥିବା ନାବରା ସଂରକ୍ଷିତ ଶାଳ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଭୁଲ ନିଷ୍ପତ୍ତି ନେଇଗଲେ ଯୁବକ l 📌 ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। 📌 ଘଟଣାସ୍ଥଳରୁ ଗୋଟିଏ ସାଇକେଲ ମଧ୍ୟ ମିଳିଥିବା ଜଣାପଡିଛି। 👉 ପରେ ମୃତକଙ୍କ ପରିଚୟ କଟୁରୀଆ ହୁଡ଼ିସାହି ଗ୍ରାମର ବାରିଆ ସୋରେନ ବୋଲି ଚିହ୍ନଟ ହୋଇଛି। ସେ ବିବାହିତ ଥିବା ସହ ଦୁଇ ସନ୍ତାନର ପିତା ଥିଲେ ଏବଂ ଉଦଳାରେ ଏକ ଫାଷ୍ଟ ଫୁଡ୍ ଦୋକାନରେ କାମ କରୁଥିଲେ। ⚠️ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଳହକୁ କେନ୍ଦ୍ର କରି ଘଟିଥିବା ଘଟଣା ବୋଲି ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ଓ ତଦନ୍ତ ପରେ ସ୍ପଷ୍ଟ ହେବ। 👮‍♂️ ଉଦଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। 💔 ଘଟଣା ପରେ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ। #odiabharatlive #Mayurbhanj #Udala #BreakingNews #OdishaNews #LocalNews #Justice #RIP
    1
    👇
ଜଙ୍ଗଲ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର — ଉଦଳାରେ ଚଞ୍ଚଳତା
ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଥିବା ନାବରା ସଂରକ୍ଷିତ ଶାଳ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଭୁଲ ନିଷ୍ପତ୍ତି ନେଇଗଲେ ଯୁବକ l
📌 ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।
📌 ଘଟଣାସ୍ଥଳରୁ ଗୋଟିଏ ସାଇକେଲ ମଧ୍ୟ ମିଳିଥିବା ଜଣାପଡିଛି।
👉 ପରେ ମୃତକଙ୍କ ପରିଚୟ କଟୁରୀଆ ହୁଡ଼ିସାହି ଗ୍ରାମର ବାରିଆ ସୋରେନ ବୋଲି ଚିହ୍ନଟ ହୋଇଛି। ସେ ବିବାହିତ ଥିବା ସହ ଦୁଇ ସନ୍ତାନର ପିତା ଥିଲେ ଏବଂ ଉଦଳାରେ ଏକ ଫାଷ୍ଟ ଫୁଡ୍ ଦୋକାନରେ କାମ କରୁଥିଲେ।
⚠️ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଳହକୁ କେନ୍ଦ୍ର କରି ଘଟିଥିବା ଘଟଣା ବୋଲି ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ଓ ତଦନ୍ତ ପରେ ସ୍ପଷ୍ଟ ହେବ।
👮‍♂️ ଉଦଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
💔 ଘଟଣା ପରେ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ।
#odiabharatlive #Mayurbhanj #Udala #BreakingNews #OdishaNews #LocalNews #Justice #RIP
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ବାରିପଦା ତହସିଲଦାରଙ୍କ ମନମାନୀ! ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ପରେ ବି ମିଳୁନି ନ୍ୟାୟ, ବିପଦରେ ବାବା ପାତାଳେଶ୍ୱରଙ୍କ ମନ୍ଦିର।" ବଡ଼ ଖବର: "ରାଷ୍ଟ୍ରପତିଙ୍କ ଶ୍ରଦ୍ଧାର କେନ୍ଦ୍ରରେ ପ୍ରଶାସନର ବୁଲଡୋଜର! ତକତପୁର ପାତାଳେଶ୍ୱର ମନ୍ଦିର ଉପରେ କାହିଁକି ଆଖି ପକାଇଛି ପ୍ରଶାସନ?" ​ଧାର୍ମିକ ଭାବନା: "ସନାତନ ଧର୍ମ ଉପରେ ପ୍ରହାର: ବାରିପଦାରେ ପ୍ରଶାସନର ଅଭାବନୀୟ କାର୍ଯ୍ୟାନୁଷ୍ଠାନ, କାହିଁକି ଚୁପ୍ ରହିଛନ୍ତି ସ୍ଥାନୀୟ ମନ୍ତ୍ରୀ ଓ ବିଧାୟକ?" ​ସିଧାସଳଖ ପ୍ରଶ୍ନ: "ଶ୍ରୀନିବାସ ପ୍ରାସାଦଙ୍କ କୋହଭରା ପ୍ରଶ୍ନ - ନିଜ ଦେଶରେ ପୂଜା କରିବା କଣ ପାପ? ମନ୍ଦିର ଜାଗା ହଡ଼ପ ପାଇଁ ଚାଲିଛି କି ବଡ଼ ଷଡ଼ଯନ୍ତ୍ର?"
    1
    ବାରିପଦା ତହସିଲଦାରଙ୍କ ମନମାନୀ! ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ପରେ ବି ମିଳୁନି ନ୍ୟାୟ, ବିପଦରେ ବାବା ପାତାଳେଶ୍ୱରଙ୍କ ମନ୍ଦିର।"
ବଡ଼ ଖବର: "ରାଷ୍ଟ୍ରପତିଙ୍କ ଶ୍ରଦ୍ଧାର କେନ୍ଦ୍ରରେ ପ୍ରଶାସନର ବୁଲଡୋଜର! ତକତପୁର ପାତାଳେଶ୍ୱର ମନ୍ଦିର ଉପରେ କାହିଁକି ଆଖି ପକାଇଛି ପ୍ରଶାସନ?"
​ଧାର୍ମିକ ଭାବନା: "ସନାତନ ଧର୍ମ ଉପରେ ପ୍ରହାର: ବାରିପଦାରେ ପ୍ରଶାସନର ଅଭାବନୀୟ କାର୍ଯ୍ୟାନୁଷ୍ଠାନ, କାହିଁକି ଚୁପ୍ ରହିଛନ୍ତି ସ୍ଥାନୀୟ ମନ୍ତ୍ରୀ ଓ ବିଧାୟକ?"
​ସିଧାସଳଖ ପ୍ରଶ୍ନ: "ଶ୍ରୀନିବାସ ପ୍ରାସାଦଙ୍କ କୋହଭରା ପ୍ରଶ୍ନ - ନିଜ ଦେଶରେ ପୂଜା କରିବା କଣ ପାପ? ମନ୍ଦିର ଜାଗା ହଡ଼ପ ପାଇଁ ଚାଲିଛି କି ବଡ଼ ଷଡ଼ଯନ୍ତ୍ର?"
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • Najane Kaisa Aisah Hai#Viral Hindi Video Song#Kedar#Short#Reels
    1
    Najane Kaisa Aisah Hai#Viral Hindi Video Song#Kedar#Short#Reels
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।
    1
    କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡ଼ଗାଁ ପଞ୍ଚାୟତ ସରଧା ଗ୍ରାମ ସଂଲଗ୍ନ ଏକ ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ମାଫିଆ ମାନେ ସକ୍ରିୟ ଥିବା ଖବର ପାଇ ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହିତ ପୋଲିସ ଦଳ ଚଢ଼ାଉ କରିଥିଲେ। ମଙ୍ଗଳବାର ଅପରାହ୍ନରେ ପଥର କଟା ଚାଲିଥିବା ବେଳେ କାଟୁଥିବା ଲୋକମାନେ ପଥରକଟା ମେସିନ୍ ପାୱାରଟିଲର,ଏକ ସ୍କୁଟି ଓ ଏକ ମଟରସାଇକେଲ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସେଗୁଡିକୁ ଜବତ୍ କରି ୧୩୦/୨୬ ନମ୍ବରରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗତ ୫ ତାରିଖରେ କରଞ୍ଜିଆ ପୋଲିସ ପକ୍ଷରୁ ଗିଧିବାସ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ ଟି ଟ୍ରାକ୍ଟର ଜବତ୍ କରି ଜଣେ ଟ୍ରାକ୍ଟର ମାଲିକ୍ ଓ ଜଣେ ଟ୍ରାକ୍ଟର ମାଲିକର ଭାଇକୁ ଗିରଫ କରିଥିଲା। ତାଟୋ ତଥା ଏହାର ଆଖପାଖ ଅଞ୍ଚଳକୁ ବହୁ ଦିନରୁ ଏହି କାରୋବାର ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ଆକ୍ସନ ମୋଡରେ ଥିବାରୁ ମାଫିଆଙ୍କ ମଧ୍ୟରେ ଛନକା ପଡ଼ିଛି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    46 min ago
  • ବେତନଟୀ ନିକଟସ୍ଥ ଦାନ୍ତିଆ ମୁହାର ଫଳ ଓ ପରିବା ଚାଷୀ ମାନେ ଋତୁ କାଳୀନ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଜଣ ସାଧାରଣ ବି ଭିନ୍ନ ଭିନ୍ନ ଫଳ ଖାଇ ପାରୁଛନ୍ତି ।
    1
    ବେତନଟୀ ନିକଟସ୍ଥ ଦାନ୍ତିଆ ମୁହାର ଫଳ ଓ ପରିବା ଚାଷୀ ମାନେ ଋତୁ କାଳୀନ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଜଣ ସାଧାରଣ ବି ଭିନ୍ନ ଭିନ୍ନ ଫଳ ଖାଇ ପାରୁଛନ୍ତି ।
    user_Kaizan mohanta
    Kaizan mohanta
    ସାମ୍ବାଦିକ Betanati, Mayurbhanj•
    1 hr ago
  • "ଜୀବନ ଅମ୍ରିତ" ଟ୍ରଷ୍ଟ ପକ୍ଷରୁ ବାଲେଶ୍ବର ସହରରେ ସୌନ୍ଦର୍ଯ୍ୟ କରଣ ପାଇଁ ବୃକ୍ଷ ରୋପଣ।
    1
    "ଜୀବନ ଅମ୍ରିତ" ଟ୍ରଷ୍ଟ ପକ୍ଷରୁ ବାଲେଶ୍ବର ସହରରେ ସୌନ୍ଦର୍ଯ୍ୟ କରଣ ପାଇଁ ବୃକ୍ଷ ରୋପଣ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    48 min ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.