logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କରଞ୍ଜିଆର ବିଭିନ୍ନ ସ୍ଥାନରେ ବାବାସାହେବ ଆମ୍ବେଦକରଙ୍କ ୧୩୬ତମ ଜନ୍ମ ଜୟନ୍ତୀ ପାଳିତ କରଞ୍ଜିଆ,୧୪/୪(ପାର୍ଥ ପ୍ରଶନ୍ନ ମିଶ୍ର):ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜନ୍ମଜୟନ୍ତୀ ଆଜି କରଞ୍ଜିଆ ଠାରେ ପ୍ରଶାସନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବାବାସାହେବ ଆମ୍ବେଦକର,ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତୀରେ ସହକାରୀ ଜିଲ୍ଲାପାଳ ବେଦବ୍ୟାସ ଭୋଇଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେହିପରି କଚେରୀ ଛକ ଠାରେ ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପଖଣ୍ଡ ପୋଲିସ୍ ଅଧିକାରୀ ନବକୃଷ୍ଣ ନାଏକ ଓ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ଏବଂ କଚେରୀ ପରିସରରେ ଥିବା ମହା ପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କଚେରୀ ଛକ ଠାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ,କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, କମିଟି ସଭାପତି କୁମାର ଦେବାଶିଷ ବେହେରା, ଠିକାଦାର ସଂଘ ସଭାପତି ପ୍ରମୋଦ କୁମାର ନାୟକ,ବିଜେପି ନେତା ଇଂ ମନୋଜ୍ କୁମାର ସେଠୀ,ମନ ଜେନା, ସାମ୍ୱାଦିକ ଅରୁଣ ବେହେରା,ବି ଦିବ୍ୟେନ୍ଦୁ ଶେଖର, ସତ୍ୟବ୍ରତ ମିଶ୍ର, ଉଦିପ୍ତ ବେହେରା,ସାଜୁ ବାବୁଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ କଚେରୀ ଛକ ଠାରେ ପଥିଙ୍କଙ୍କୁ ମୃଦୁ ପାନୀୟ ଜଳ ବଣ୍ଟନ କରିଥିଲେ।

18 hrs ago
user_Partha Prasanna Mishra
Partha Prasanna Mishra
ସାମ୍ବାଦିକ Karanjia, Mayurbhanj•
18 hrs ago
9c830e3b-6883-4453-bfd5-319665909bfe

କରଞ୍ଜିଆର ବିଭିନ୍ନ ସ୍ଥାନରେ ବାବାସାହେବ ଆମ୍ବେଦକରଙ୍କ ୧୩୬ତମ ଜନ୍ମ ଜୟନ୍ତୀ ପାଳିତ କରଞ୍ଜିଆ,୧୪/୪(ପାର୍ଥ ପ୍ରଶନ୍ନ ମିଶ୍ର):ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜନ୍ମଜୟନ୍ତୀ ଆଜି କରଞ୍ଜିଆ ଠାରେ ପ୍ରଶାସନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବାବାସାହେବ ଆମ୍ବେଦକର,ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତୀରେ ସହକାରୀ ଜିଲ୍ଲାପାଳ ବେଦବ୍ୟାସ ଭୋଇଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେହିପରି କଚେରୀ ଛକ ଠାରେ ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପଖଣ୍ଡ ପୋଲିସ୍ ଅଧିକାରୀ ନବକୃଷ୍ଣ ନାଏକ ଓ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ଏବଂ କଚେରୀ ପରିସରରେ ଥିବା ମହା ପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କଚେରୀ ଛକ ଠାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ,କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, କମିଟି ସଭାପତି କୁମାର ଦେବାଶିଷ ବେହେରା, ଠିକାଦାର ସଂଘ ସଭାପତି ପ୍ରମୋଦ କୁମାର ନାୟକ,ବିଜେପି ନେତା ଇଂ ମନୋଜ୍ କୁମାର ସେଠୀ,ମନ ଜେନା, ସାମ୍ୱାଦିକ ଅରୁଣ ବେହେରା,ବି ଦିବ୍ୟେନ୍ଦୁ ଶେଖର, ସତ୍ୟବ୍ରତ ମିଶ୍ର, ଉଦିପ୍ତ ବେହେରା,ସାଜୁ ବାବୁଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ କଚେରୀ ଛକ ଠାରେ ପଥିଙ୍କଙ୍କୁ ମୃଦୁ ପାନୀୟ ଜଳ ବଣ୍ଟନ କରିଥିଲେ।

More news from ମୟୂରଭଞ୍ଜ and nearby areas
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    ମୟୂରଭଞ୍ଜ•
    22 hrs ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    23 hrs ago
  • Post by Anantacharan Mohanta
    1
    Post by Anantacharan Mohanta
    user_Anantacharan Mohanta
    Anantacharan Mohanta
    Patana, Kendujhar•
    2 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • Gud Gud Santali trading reels video Kedar Kalundia 🙏❤️👍
    1
    Gud Gud Santali trading reels video Kedar Kalundia 🙏❤️👍
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।
    1
    ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।
    user_KALIAPANI UPDATE
    KALIAPANI UPDATE
    କାଳିଆପାଣି, ଯାଜପୁର, ଓଡ଼ିଶା•
    21 min ago
  • ଜୟ ଶ୍ରୀ ରାମ! ଆଜିର ପବିତ୍ର ଦିନରେ, ସାରା ରାଜ୍ୟରେ ଶୁଣାଯାଉଛି ବଜରଙ୍ଗବଲୀଙ୍କ ଜୟଗାନ। ଏହି ବିଶେଷ ଦିନରେ, ବିଶେଷ କରି ମୟୂରଭଞ୍ଜର ବାରିପଦା ସହରରେ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।"
    1
    ଜୟ ଶ୍ରୀ ରାମ! ଆଜିର ପବିତ୍ର ଦିନରେ, ସାରା ରାଜ୍ୟରେ ଶୁଣାଯାଉଛି ବଜରଙ୍ଗବଲୀଙ୍କ ଜୟଗାନ। ଏହି ବିଶେଷ ଦିନରେ, ବିଶେଷ କରି ମୟୂରଭଞ୍ଜର ବାରିପଦା ସହରରେ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।"
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.