logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସାପ କାମୁଡ଼ାରେ ୯ ବର୍ଷୀୟ ବାଳିକା ମୃତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁ ଶୀତଲତା ସନ୍ଧାନରେ ସରି ସୃପ ନଦୀ ନାଳ, ଘର ବାରିରେ ପଶିଆସୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ସରୀସୃପ ଦ୍ୱାରା ବିଭିନ୍ନ ବିପଦ ପୂର୍ଣ୍ଣ ଘଟଣା ଘଟିବାକୁ ଦେଖା ଯାଉଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ପୁସୁଗୁଡା ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ଦିଲ୍ଲୀବାକୁ ଏପରି ଏକ ଦୁଃଖଦ ଘଟଣା । ମହାରାଜପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ର କାନା ପୁସାମ ଙ୍କ ୯ ବର୍ଷୀୟ ଝିଅ ରିବିକା ପୁସାମ ରାଜଗିରି ଆଶ୍ରମ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଗ୍ରୀଷ୍ମ ଛୁଟି ରେ ନିଜ ଗାଁ ମେଟାଗୁଡା କୁ ଆସିଥିଲା । ଗତ ଦୁଇ ଦିନ ପୂର୍ବରୁ ମୁକାନପାଲୀ ଗ୍ରାମ ରେ ନାନି ଜ୍ୱାଇଁ ଘରକୁ ବୁଲିବାକୁ ଯାଇଥିଲା । ଗତ ରାତି ୨୮ ତାରିଖରେ ପ୍ରାୟ ୨ ଟା ବେଳେ ନିଦ ଭାଙ୍ଗିଯିବାରୁ ସେ ଉଠି ସାପଟିକୁ ନିଜ ପାଖରେ ଦେଖି ଘର ଲୋକଙ୍କୁ ଜଣେଇବାରୁ ସମ୍ପର୍କୀୟ ସପଟିକୁ ମାରିଦେଇଥିଲେ। ପାହାନ୍ତିଆ ପ୍ରାୟ ୪ ଟା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ପରିବର୍ତ୍ତେ ମୁକାନପାଲୀ ଗ୍ରାମର ବଡଗୁଡା ଠାରେ ଏକ ଦେଶୀ ଜଡ଼ି ବୁଟି ଦେଉଥିବା କ୍ଵାକ ପାଖକୁ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ କ୍ଵାକ ଜଣକ ଦେଶୀ ଜଡ଼ି ବୁଟି ଜଙ୍ଗଲୀ ପତ୍ର ଆଦି ଦେଇଥିଲେ। ରିବିକା ଅଚେତ ହୋଇ ମାଟିରେ ପଡିରହିଥିଲା କିନ୍ତୁ ସ୍ଥିତି ଅସମ୍ଭାଳ ହେବାରୁ ମଧ୍ୟ ବହୁ ବିଳମ୍ବ କରି ସକାଳ ୮ ବେଳେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ସକାଳ ପ୍ରାୟ ୧୦ ଟା ସମୟ ରେ ରିବିକା କୁ ଏମ୍ ଭି ୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ହେଲେ ସାପ କାମୁଡ଼ିବାର ପ୍ରାୟ ଆଠ ଘଣ୍ଟା ପରେ ନାବାଳିକା କୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯିବା ଶିକ୍ଷା ଏବଂ ସଚେତନାର ପୂର୍ଣ୍ଣ ଅଭାବ କୁ ଦର୍ଶାଉଛି । ସମ୍ପର୍କୀୟ କହିବା ଅନୁସାରେ ଯାତାୟାତ ପାଇଁ ରାସ୍ତା ଘାଟ ଠିକ ନଥିବା ଏବଂ ମୋବାଇଲ ନେଟୱର୍କ ଠିକ ନଥିବା ଯୋଗୁ ଏପରି ବିଳମ୍ବ ହୋଇଥିବା ଦର୍ଶାଇଛନ୍ତି । ଅପର ପକ୍ଷରେ ଏମ୍ ଭି ୭୯ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଶଂଜିତ ରାୟ ସାପ କାମୁଡ଼ିବାର କୌଣ୍ଡୀ ଚି଼ହ୍ନ କିମ୍ବା କୌଣସି ଲକ୍ଷଣ ନଥିବା ସୂଚନା ପ୍ରଦାନ ସହ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମନାକୁ ଆସିବ କଥା କହିଥିଲେ । ପ୍ରତି ବର୍ଷ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରେ ସହସ୍ର ଆଦିବାସୀ ସାମ୍ପ୍ରଦାୟର ବ୍ୟକ୍ତି ବିଶେଷ ସାପ କାମୁଡ଼ା, ଗୁଣି ଗାରେଡି ଏବଂ ଅନ୍ଧବିଶ୍ୱାସ ଭଳି ଘଟଣାରେ ନିଜର ପ୍ରାଣ ହରେଇ ଥାଆନ୍ତି । କିଛି ମନ୍ଦ ପ୍ରକୃତିର ବ୍ୟକ୍ତି କ୍ଵାକ ସାଜି ଏପରି ନିରୀହ ଆଦିବାସୀଙ୍କ ଜୀବନ ନେଇ ଖେଳ ଖେଳନ୍ତି । ଏପରି ଘଟଣା ପ୍ରତି ବର୍ଷ ଘଟୁ ଥିବା ସତ୍ୱେ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକିବାକୁ ବିଫଳ ହୋଇଥିବା ଜଣାପଡୁଛି । ସ୍ୱାସ୍ଥ୍ୟ ବିଭାଗ ସଠିକ ଏବଂ ସମ୍ପୂର୍ଣ୍ଣ ଅଂଚଳରେ ସଚେତନତା ପହଞ୍ଚାଇବାରେ ସଫଳ ହୋଇନଥିବାରୁ ଏପରି କ୍ଵାକ ଏବଂ ଅନ୍ଧବିଶ୍ୱାସ ର କବଳରେ ପଡ଼ି ନିରୀହ ଲୋକେ ଜୀବନ ହରାଉଥିବା ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

2 hrs ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
2 hrs ago

ସାପ କାମୁଡ଼ାରେ ୯ ବର୍ଷୀୟ ବାଳିକା ମୃତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁ ଶୀତଲତା ସନ୍ଧାନରେ ସରି ସୃପ ନଦୀ ନାଳ, ଘର ବାରିରେ ପଶିଆସୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ସରୀସୃପ ଦ୍ୱାରା ବିଭିନ୍ନ ବିପଦ ପୂର୍ଣ୍ଣ ଘଟଣା ଘଟିବାକୁ ଦେଖା ଯାଉଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ପୁସୁଗୁଡା ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ଦିଲ୍ଲୀବାକୁ ଏପରି ଏକ ଦୁଃଖଦ ଘଟଣା । ମହାରାଜପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ର କାନା ପୁସାମ ଙ୍କ ୯ ବର୍ଷୀୟ ଝିଅ ରିବିକା ପୁସାମ ରାଜଗିରି ଆଶ୍ରମ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଗ୍ରୀଷ୍ମ ଛୁଟି ରେ ନିଜ ଗାଁ ମେଟାଗୁଡା କୁ ଆସିଥିଲା । ଗତ ଦୁଇ ଦିନ ପୂର୍ବରୁ ମୁକାନପାଲୀ ଗ୍ରାମ ରେ ନାନି

ଜ୍ୱାଇଁ ଘରକୁ ବୁଲିବାକୁ ଯାଇଥିଲା । ଗତ ରାତି ୨୮ ତାରିଖରେ ପ୍ରାୟ ୨ ଟା ବେଳେ ନିଦ ଭାଙ୍ଗିଯିବାରୁ ସେ ଉଠି ସାପଟିକୁ ନିଜ ପାଖରେ ଦେଖି ଘର ଲୋକଙ୍କୁ ଜଣେଇବାରୁ ସମ୍ପର୍କୀୟ ସପଟିକୁ ମାରିଦେଇଥିଲେ। ପାହାନ୍ତିଆ ପ୍ରାୟ ୪ ଟା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ପରିବର୍ତ୍ତେ ମୁକାନପାଲୀ ଗ୍ରାମର ବଡଗୁଡା ଠାରେ ଏକ ଦେଶୀ ଜଡ଼ି ବୁଟି ଦେଉଥିବା କ୍ଵାକ ପାଖକୁ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ କ୍ଵାକ ଜଣକ ଦେଶୀ ଜଡ଼ି ବୁଟି ଜଙ୍ଗଲୀ ପତ୍ର ଆଦି ଦେଇଥିଲେ। ରିବିକା ଅଚେତ ହୋଇ ମାଟିରେ ପଡିରହିଥିଲା କିନ୍ତୁ ସ୍ଥିତି ଅସମ୍ଭାଳ ହେବାରୁ ମଧ୍ୟ ବହୁ ବିଳମ୍ବ କରି ସକାଳ ୮ ବେଳେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ସକାଳ ପ୍ରାୟ ୧୦ ଟା ସମୟ

55340021-34d2-46a1-9321-bd4c0312438f

ରେ ରିବିକା କୁ ଏମ୍ ଭି ୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ହେଲେ ସାପ କାମୁଡ଼ିବାର ପ୍ରାୟ ଆଠ ଘଣ୍ଟା ପରେ ନାବାଳିକା କୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯିବା ଶିକ୍ଷା ଏବଂ ସଚେତନାର ପୂର୍ଣ୍ଣ ଅଭାବ କୁ ଦର୍ଶାଉଛି । ସମ୍ପର୍କୀୟ କହିବା ଅନୁସାରେ ଯାତାୟାତ ପାଇଁ ରାସ୍ତା ଘାଟ ଠିକ ନଥିବା ଏବଂ ମୋବାଇଲ ନେଟୱର୍କ ଠିକ ନଥିବା ଯୋଗୁ ଏପରି ବିଳମ୍ବ ହୋଇଥିବା ଦର୍ଶାଇଛନ୍ତି । ଅପର ପକ୍ଷରେ ଏମ୍ ଭି ୭୯ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଶଂଜିତ ରାୟ ସାପ କାମୁଡ଼ିବାର କୌଣ୍ଡୀ ଚି଼ହ୍ନ କିମ୍ବା କୌଣସି ଲକ୍ଷଣ ନଥିବା ସୂଚନା ପ୍ରଦାନ ସହ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମନାକୁ ଆସିବ କଥା କହିଥିଲେ

543cb745-60aa-4e5a-b29b-917090d3240c

। ପ୍ରତି ବର୍ଷ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରେ ସହସ୍ର ଆଦିବାସୀ ସାମ୍ପ୍ରଦାୟର ବ୍ୟକ୍ତି ବିଶେଷ ସାପ କାମୁଡ଼ା, ଗୁଣି ଗାରେଡି ଏବଂ ଅନ୍ଧବିଶ୍ୱାସ ଭଳି ଘଟଣାରେ ନିଜର ପ୍ରାଣ ହରେଇ ଥାଆନ୍ତି । କିଛି ମନ୍ଦ ପ୍ରକୃତିର ବ୍ୟକ୍ତି କ୍ଵାକ ସାଜି ଏପରି ନିରୀହ ଆଦିବାସୀଙ୍କ ଜୀବନ ନେଇ ଖେଳ ଖେଳନ୍ତି । ଏପରି ଘଟଣା ପ୍ରତି ବର୍ଷ ଘଟୁ ଥିବା ସତ୍ୱେ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକିବାକୁ ବିଫଳ ହୋଇଥିବା ଜଣାପଡୁଛି । ସ୍ୱାସ୍ଥ୍ୟ ବିଭାଗ ସଠିକ ଏବଂ ସମ୍ପୂର୍ଣ୍ଣ ଅଂଚଳରେ ସଚେତନତା ପହଞ୍ଚାଇବାରେ ସଫଳ ହୋଇନଥିବାରୁ ଏପରି କ୍ଵାକ ଏବଂ ଅନ୍ଧବିଶ୍ୱାସ ର କବଳରେ ପଡ଼ି ନିରୀହ ଲୋକେ ଜୀବନ ହରାଉଥିବା ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

More news from ଓଡ଼ିଶା and nearby areas
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Dabugan, Nabarangpur, Odisha, India ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    3 hrs ago
  • Post by Tuna Behera
    1
    Post by Tuna Behera
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    4 hrs ago
  • Slug _ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ,ହତ୍ୟା ନା ଆତ୍ମହତ୍ୟା ପୋଲିସ୍ ର ତଦନ୍ତ ଜାରି | Anchor )ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ,ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନଶୂଳି ଗ୍ରାମର ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ସହ ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ,ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ, ପଲିଟି କାଳ ଖଟି, ଓଡିଶା
    4
    Slug _ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ,ହତ୍ୟା ନା ଆତ୍ମହତ୍ୟା ପୋଲିସ୍ ର ତଦନ୍ତ ଜାରି |
Anchor )ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ,ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନଶୂଳି ଗ୍ରାମର ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ସହ  ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ।
ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ,ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।କଳାହାଣ୍ଡି ଜିଲ୍ଲା ପ୍ରତିନିଧି              ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ, ପଲିଟି କାଳ ଖଟି, ଓଡିଶା
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory କୋକସରା, କଳାହାଣ୍ଡି, ଓଡ଼ିଶା•
    22 hrs ago
  • Post by Sonu Bagh CREATION
    1
    Post by Sonu Bagh CREATION
    user_Sonu Bagh CREATION
    Sonu Bagh CREATION
    ରାୟଗଡା, ରାୟଗଡା, ଓଡ଼ିଶା•
    9 hrs ago
  • ବୁଧବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ସଂଯୋଜନାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି, ବିଧାୟକ ପ୍ରତିନିଧୂ ସରୋଜ କୁମାର ରାଉତ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନୁରାମ ମାଝୀ, ନର୍ଲା ସହକାରୀ ସମ୍ପ୍ରସାରଣ ଯନ୍ତ୍ରୀ ସୁଧାଂଶୁ ମହାଲି, ଜିପିଡିଓ ଯଦୁମଣି ନାଏକ, ତହସିଲ ଅଫିସ ତରଫରୁ ସେକ୍ସନ ଅଫିସର ଦିଗ ପଧାନ, ପାନୀୟ ଜଳ ତଥା ସ୍ବଚ୍ଛ ଓ ପରିମଳ ବିଭାଗ ର ସହକରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, କୃଷି, ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ରାକସୀ ସରପଞ୍ଚ ଯେମନୁ ପୋଢ଼, ରୁପ୍ରାରୋଡ ସରପଞ୍ଚ ହେମନୁ ଭୋଇ, ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ସମିତି ସଦସ୍ୟ ସଙ୍ଘ ସଭାପତି ଜୟ ମେହେର, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ସୁଦାମ ଝାଙ୍କର, ଦୀପା ମାଝୀଙ୍କ ସମେତ ୨୬ ଗୋଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ରଞ୍ଜିତା ନାଏକ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧୂକାରୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ କୃଷି, ଶିକ୍ଷା,ସ୍ବାସ୍ଥ୍ୟ ଓ ଉନ୍ନୟନ ବିଭାଗ ର ବିଭିନ୍ନ ସମସ୍ୟା ବିଷୟରେ ଆଲେଚନା କରିଥିଲେ। ବିଏସଏସଓ ପ୍ରଦୀପ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଡିଓ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ବୁଧବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ସଂଯୋଜନାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି, ବିଧାୟକ ପ୍ରତିନିଧୂ ସରୋଜ କୁମାର ରାଉତ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନୁରାମ ମାଝୀ, ନର୍ଲା ସହକାରୀ ସମ୍ପ୍ରସାରଣ ଯନ୍ତ୍ରୀ ସୁଧାଂଶୁ ମହାଲି, ଜିପିଡିଓ ଯଦୁମଣି ନାଏକ, ତହସିଲ ଅଫିସ ତରଫରୁ ସେକ୍ସନ ଅଫିସର ଦିଗ ପଧାନ, ପାନୀୟ ଜଳ ତଥା ସ୍ବଚ୍ଛ ଓ ପରିମଳ ବିଭାଗ ର ସହକରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, କୃଷି, ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ରାକସୀ ସରପଞ୍ଚ ଯେମନୁ ପୋଢ଼, ରୁପ୍ରାରୋଡ ସରପଞ୍ଚ ହେମନୁ ଭୋଇ, ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ସମିତି ସଦସ୍ୟ ସଙ୍ଘ ସଭାପତି ଜୟ ମେହେର, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ସୁଦାମ ଝାଙ୍କର, ଦୀପା ମାଝୀଙ୍କ ସମେତ ୨୬ ଗୋଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ରଞ୍ଜିତା ନାଏକ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧୂକାରୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ କୃଷି, ଶିକ୍ଷା,ସ୍ବାସ୍ଥ୍ୟ ଓ ଉନ୍ନୟନ ବିଭାଗ ର ବିଭିନ୍ନ ସମସ୍ୟା ବିଷୟରେ ଆଲେଚନା କରିଥିଲେ। ବିଏସଏସଓ ପ୍ରଦୀପ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଡିଓ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।
    user_Gopal Das Mahananda
    Gopal Das Mahananda
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    1 hr ago
  • କଣ୍ଠଶିଳ୍ପୀ କୁନାଲ୍ ଚରଣ ବେହେରା ଜଣେ କବି ଓ କଣ୍ଠଶିଳ୍ପୀ। ସେ ଅନେକ କଳାର ଅଧିକାରୀ।
    1
    କଣ୍ଠଶିଳ୍ପୀ କୁନାଲ୍ ଚରଣ ବେହେରା ଜଣେ କବି ଓ କଣ୍ଠଶିଳ୍ପୀ। ସେ ଅନେକ କଳାର ଅଧିକାରୀ।
    user_HEMANTA KUMAR BEHERA
    HEMANTA KUMAR BEHERA
    Video Creator ଖରିଆର, ନୂଆପଡ଼ା, ଓଡ଼ିଶା•
    10 hrs ago
  • ବିଶ୍ଵନାଥ ପୁର ଓ ଲାଞ୍ଜିଗଡ଼ ମଣ୍ଡଳ ର ମିଳିତ ଉଦ୍ୟମରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ କଲେଜ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଶୋଭା ରେ ବାହାରି ଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟା ସର୍ମିଷ୍ପା ନାଏକ, ଅଧ୍ୟକ୍ଷା କମଳା ପାତ୍ର, ଓବିସି ମୋର୍ଚ୍ଚା ସଦସ୍ୟ ମିଳନ କୁମାର ମହାପାତ୍ର, ବିଶ୍ଵନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି,ସହ ପ୍ରଭାରୀ ସୁବାସ ଅଗ୍ରୱାଲ, ସମ୍ପାଦକ ଗୌତମ କୁମାର ନାଗ, ଅମରେଶ କୁମାର ବୁଦ୍ଧିଆ,ଉପସଭାପତି ସୁନିଲ ବାଗ,ଦେବ ପୁଟେଲ, ବରିଷ୍ଠ କର୍ମକର୍ତ୍ତା ଅନନ୍ତ ପ୍ରଧାନୀ ପ୍ରମୁଖ ପରିଚାଳନା ରେ କରିଥିବା ବେଳେ ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଆଜି ବୁଧବାର ଅପରାହ୍ନ ଚାରିଟା ସମୟରେ ଶ୍ରୀବେହେରା ଦ୍ଵାରା ସୁଚନା। ବ୍ଲକ ସମସ୍ତ ପଞ୍ଚାୟତ ର କର୍ମକର୍ତ୍ତା ଏବଂ ସମସ୍ତ କମିଟି ଓ ଉପ କମିଟି ର ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ।
    1
    ବିଶ୍ଵନାଥ ପୁର ଓ ଲାଞ୍ଜିଗଡ଼ ମଣ୍ଡଳ ର ମିଳିତ ଉଦ୍ୟମରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ କଲେଜ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଶୋଭା ରେ ବାହାରି ଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟା ସର୍ମିଷ୍ପା ନାଏକ, ଅଧ୍ୟକ୍ଷା କମଳା ପାତ୍ର, ଓବିସି ମୋର୍ଚ୍ଚା ସଦସ୍ୟ ମିଳନ କୁମାର ମହାପାତ୍ର, ବିଶ୍ଵନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି,ସହ ପ୍ରଭାରୀ ସୁବାସ ଅଗ୍ରୱାଲ, ସମ୍ପାଦକ ଗୌତମ କୁମାର ନାଗ, ଅମରେଶ କୁମାର ବୁଦ୍ଧିଆ,ଉପସଭାପତି ସୁନିଲ ବାଗ,ଦେବ ପୁଟେଲ, ବରିଷ୍ଠ କର୍ମକର୍ତ୍ତା ଅନନ୍ତ ପ୍ରଧାନୀ ପ୍ରମୁଖ ପରିଚାଳନା ରେ କରିଥିବା ବେଳେ ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଆଜି ବୁଧବାର ଅପରାହ୍ନ ଚାରିଟା ସମୟରେ ଶ୍ରୀବେହେରା ଦ୍ଵାରା ସୁଚନା। ବ୍ଲକ ସମସ୍ତ ପଞ୍ଚାୟତ ର କର୍ମକର୍ତ୍ତା ଏବଂ ସମସ୍ତ କମିଟି ଓ ଉପ କମିଟି ର ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ।
    user_Gopal Das Mahananda
    Gopal Das Mahananda
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    2 hrs ago
  • Post by ଓଡ଼ିଶାର ଆବାଜ୍
    1
    Post by ଓଡ଼ିଶାର ଆବାଜ୍
    user_ଓଡ଼ିଶାର ଆବାଜ୍
    ଓଡ଼ିଶାର ଆବାଜ୍
    ଚନ୍ଦ୍ରପୁର, ରାୟଗଡା, ଓଡ଼ିଶା•
    9 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.