Shuru
Apke Nagar Ki App…
Pradeep Jena 9090008815
More news from ଓଡ଼ିଶା and nearby areas
- ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଶାରିରୀକ ଶିକ୍ଷା ମହାବିଦ୍ୟାଳୟ ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।1
- ଲଙ୍ଗଳେଶ୍ବର କାଳିଝାଟି ପଡ଼ିଆ ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ1
- ସାରା ଭାରତ ବର୍ଷ ଆଜି ପାଳନ କରୁଛି ୭୭ ତମ ସାଧାରଣତନ୍ତ୍ର ଦିବସ। ସବୁଠି ଫରଫର ହୋଇ ଉଡ଼ୁଛି ଭାରତୀୟ ମାନଙ୍କ ଗର୍ବ ଆଉ ଗୌରବର ତ୍ରିରଙ୍ଗା। ଭାରତ ସ୍ୱାଧୀନତା ପାଇବା ପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଥମ କରି ଏକ ଲିଖିତ ସମ୍ବିଧାନ ପ୍ରଣୟନ ହୋଇଥିଲା। ଆଉ ସେବୁଠୁ ଏକ ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବିଧାନ ପ୍ରତିଷ୍ଠା ପରେ ପ୍ରତି ବର୍ଷ ଏହି ଦିନକୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇ ଆସୁଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଥାନାଛକ ହେଲିପ୍ୟାଡ଼ ପଡିଆରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି। ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତଳୋନ କରିଥିଲେ। ଏଥିରେ ଭୋଗରାଇର ବିଭିନ୍ନ ସ୍କୁଲ କଲେଜର ପିଲାଙ୍କୁ ନେଇ ଫ୍ଲାଗ ମାର୍ଚ୍ଚ କରାଯଇଥିଲା। ଯୋଗ ଦେଇଥିବା ଅଥିତି ମାନେ ପୁର୍ବ ପୁରୁଷଙ୍କୁ ବଳିଦାନର ଆଜି ଆମେ ସ୍ୱାଧୀନତା ହାସଲ କରିଛୁ ବୋଲି କହିଥିଲେ ।1
- ମେଗା ସ୍ୱାସ୍ଥ୍ୟ ଶିବିର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦେଉଳା ସ୍କୁଲ ପରିସରରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଦେଉଳା ପଂଚାୟତ ପକ୍ଷରୁ ଭୁବନେଶ୍ୱର ହାଇ ଟେକ କଲେଜ ଓ ହସ୍ପିଟାଲ ଦ୍ୱାରା ଏହି ମେଗା ସ୍ୱାସ୍ଥ ଶିବିର ଆୟୋଜନ କରାଯାଇଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ଓ ଉତ୍ତମ ଚିକିତ୍ସା ପାଇଁ କଟକ ଭୁବନେଶ୍ୱର ଭଳି ବଡ଼ ବଡ଼ ହସ୍ପିଟାଲକୁ ଯାଇ ଚିକିତ୍ସା ହେବା ସେମାନଙ୍କ ପଖେ ସମ୍ଭବ ପର ନୁହେଁ। ତେଣୁ ସେମାନଙ୍କ ପାଖକୁ କିଭଳି ଉତ୍ତମ ଚିକିତ୍ସା ପହଂଚି ପାରିବ ସେ ନେଇ ବଡ଼ ହସ୍ପିଟାଲ ବିଭିନ୍ନ ବିଭାଗର ପ୍ରଫେସର ଓ ସର୍ଜନ ମାନଙ୍କୁ ନେଇ ଏଭଳି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛନ୍ତି ବୋଲି ଦେଉଳା ସରପଞ୍ଚ କହିଛନ୍ତି। ଏଥିରେ ମୋଟ ୧୧ ବିଭାଗର ୧୭ ଜଣ ଅଭିଜ୍ଞ ଡାକ୍ତର ଉପସ୍ଥିତ ହୋଇ ପାଖାପାଖି ୨ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ।ଯେଉଁଥିରେ ଭୋଗରାଇର ବିଭିନ୍ନ କଣ ଅନୁକଣରୁ ଲୋକେ ଆସି ମାଗଣାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ସୁଯୋଗ ପାଇଥିଲେ। ତେବେ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଗ୍ରାମାଞ୍ଚଳ ମାନଙ୍କରେ ଜାରି ରହିବ ବୋଲି ହାଇଟେକ ହସ୍ପିଟାଲର ଉପାଦକ୍ଷ କହିଛନ୍ତି।4
- भारत की संस्कृति और हिंदी भाषा ने अंतरिक्ष में ऐतिहासिक पहचान बनाई 🇮🇳🚀।1931 की फ़िल्म आलम आरा का गीत “जात कहाँ हो” दुनिया का एकमात्र हिंदी गीत है, जो धरती से निकलकर हमारे सौरमंडल के बाहर पहुंच चुका है। यह गीत वॉयेजर-1 के गोल्डन रिकॉर्ड के साथ आज भी अंतरतारकीय अंतरिक्ष में तैर रहा है, जहां भारत की आवाज़ सितारों के बीच गूंज रही है 🎵🌌। #HindiPride #IndianCulture #Voyager1 #GoldenRecord #SpaceHistory #DesiPride #IndiaInSpace #MusicInSpace #Explore1
- ବାରିପଦାରେ ଜିଲ୍ଲାସ୍ତରୀୟ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ | Republic Day 2026 | Baripada | Mayurbhanj News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #republicday Date - 26.01.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- #ମିଡ଼ିଆ_ମାଫିଆ_ଗୀତ📱#Media_Mafia_Song📱 #ବର୍ତମାନ_ସମାଜରେ #ସମସ୍ତଙ୍କ କ୍ଷେତ୍ରରେ #ସତ ନହେଲେବି ଅନେକ କ୍ଷେତ୍ରରେ ସତ ବୋଲି ମାନିବା ପାଇଁ ପଡିବ👈#ମୁଁ_ନହଲେବି_ସେ #ସେ_ନହେଲେବି_ସେମାନେ👈1
- Post by Pradeep Jena 90900088151