ମେଗା ସ୍ୱାସ୍ଥ୍ୟ ଶିବିର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦେଉଳା ସ୍କୁଲ ପରିସରରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଦେଉଳା ପଂଚାୟତ ପକ୍ଷରୁ ଭୁବନେଶ୍ୱର ହାଇ ଟେକ କଲେଜ ଓ ହସ୍ପିଟାଲ ଦ୍ୱାରା ଏହି ମେଗା ସ୍ୱାସ୍ଥ ଶିବିର ଆୟୋଜନ କରାଯାଇଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ଓ ଉତ୍ତମ ଚିକିତ୍ସା ପାଇଁ କଟକ ଭୁବନେଶ୍ୱର ଭଳି ବଡ଼ ବଡ଼ ହସ୍ପିଟାଲକୁ ଯାଇ ଚିକିତ୍ସା ହେବା ସେମାନଙ୍କ ପଖେ ସମ୍ଭବ ପର ନୁହେଁ। ତେଣୁ ସେମାନଙ୍କ ପାଖକୁ କିଭଳି ଉତ୍ତମ ଚିକିତ୍ସା ପହଂଚି ପାରିବ ସେ ନେଇ ବଡ଼ ହସ୍ପିଟାଲ ବିଭିନ୍ନ ବିଭାଗର ପ୍ରଫେସର ଓ ସର୍ଜନ ମାନଙ୍କୁ ନେଇ ଏଭଳି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛନ୍ତି ବୋଲି ଦେଉଳା ସରପଞ୍ଚ କହିଛନ୍ତି। ଏଥିରେ ମୋଟ ୧୧ ବିଭାଗର ୧୭ ଜଣ ଅଭିଜ୍ଞ ଡାକ୍ତର ଉପସ୍ଥିତ ହୋଇ ପାଖାପାଖି ୨ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ।ଯେଉଁଥିରେ ଭୋଗରାଇର ବିଭିନ୍ନ କଣ ଅନୁକଣରୁ ଲୋକେ ଆସି ମାଗଣାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ସୁଯୋଗ ପାଇଥିଲେ। ତେବେ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଗ୍ରାମାଞ୍ଚଳ ମାନଙ୍କରେ ଜାରି ରହିବ ବୋଲି ହାଇଟେକ ହସ୍ପିଟାଲର ଉପାଦକ୍ଷ କହିଛନ୍ତି।
ମେଗା ସ୍ୱାସ୍ଥ୍ୟ ଶିବିର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦେଉଳା ସ୍କୁଲ ପରିସରରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଦେଉଳା ପଂଚାୟତ ପକ୍ଷରୁ ଭୁବନେଶ୍ୱର ହାଇ ଟେକ କଲେଜ ଓ ହସ୍ପିଟାଲ ଦ୍ୱାରା ଏହି ମେଗା ସ୍ୱାସ୍ଥ ଶିବିର ଆୟୋଜନ କରାଯାଇଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା
ଗରିବ ଅସହାୟ ଲୋକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ଓ ଉତ୍ତମ ଚିକିତ୍ସା ପାଇଁ କଟକ ଭୁବନେଶ୍ୱର ଭଳି ବଡ଼ ବଡ଼ ହସ୍ପିଟାଲକୁ ଯାଇ ଚିକିତ୍ସା ହେବା ସେମାନଙ୍କ ପଖେ ସମ୍ଭବ ପର ନୁହେଁ। ତେଣୁ ସେମାନଙ୍କ ପାଖକୁ କିଭଳି ଉତ୍ତମ ଚିକିତ୍ସା ପହଂଚି ପାରିବ ସେ ନେଇ ବଡ଼
ହସ୍ପିଟାଲ ବିଭିନ୍ନ ବିଭାଗର ପ୍ରଫେସର ଓ ସର୍ଜନ ମାନଙ୍କୁ ନେଇ ଏଭଳି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛନ୍ତି ବୋଲି ଦେଉଳା ସରପଞ୍ଚ କହିଛନ୍ତି। ଏଥିରେ ମୋଟ ୧୧ ବିଭାଗର ୧୭ ଜଣ ଅଭିଜ୍ଞ ଡାକ୍ତର ଉପସ୍ଥିତ ହୋଇ ପାଖାପାଖି ୨ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ।ଯେଉଁଥିରେ ଭୋଗରାଇର ବିଭିନ୍ନ କଣ ଅନୁକଣରୁ ଲୋକେ ଆସି ମାଗଣାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ସୁଯୋଗ ପାଇଥିଲେ। ତେବେ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଗ୍ରାମାଞ୍ଚଳ ମାନଙ୍କରେ ଜାରି ରହିବ ବୋଲି ହାଇଟେକ ହସ୍ପିଟାଲର ଉପାଦକ୍ଷ କହିଛନ୍ତି।
- ଲଙ୍ଗଳେଶ୍ବର ପ୍ରେସ କ୍ଲବ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ1
- Post by Pradeep Jena 90900088151
- #ଆଜି_୭୭ତମ_ଗଣତନ୍ତ୍ର_ଦିବସ_ଅବସରରେ_ଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ଆଧୁନିକ ବିକାଶର ଝଲକ ଦେଖି ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟ ଗର୍ବରେ ଫୁଲି ଉଠିଛି। #ଆମର ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟର ମନମୋହକ ପରିବେଷଣ, ପାରମ୍ପରିକ ଘୋଡ଼ା ନାଚର ଚମତ୍କାରୀ ପ୍ରଦର୍ଶନ, ସୁଗନ୍ଧିତ ଓ ସୁସ୍ୱାଦୁ କୋରାପୁଟ କଫି, ଆଧୁନିକ ଭାରତର ପ୍ରତୀକ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ, ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ଆମର ଅନନ୍ୟ ହସ୍ତତନ୍ତ ଶିଳ୍ପ ଏବଂ ପିପିଲିର ପାରମ୍ପରିକ ଚାନ୍ଦୁଆ କଳା - ଏସମସ୍ତ ଜାତୀୟ ମଞ୍ଚରେ ପ୍ରଦର୍ଶିତ ହେବା ଓଡ଼ିଶାର ପରମ୍ପରା ଓ ପ୍ରଗତିର ସୁନ୍ଦର ସମନ୍ୱୟର ପ୍ରମାଣ। ଏହା ପ୍ରମାଣିତ କରେ ଯେ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ଏକ ଭାରତ ଶ୍ରେଷ୍ଠ ଭାରତ'ର ଭାବନା ସାକାର ହେଉଛି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ନିଜର ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖି ଆଧୁନିକୀକରଣର ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। #RepublicDay1
- Mamma Special Birthday Cake by @shivinaren_cakeartist https://www.instagram.com/reel/DSEf5uukU2V/?igsh=MTJob203bWt4OGYybg==1
- #ପତାକା_ଉତ୍ତୋଳନ_କଲେ_ସମାଜ ସେବୀ ମିଥୁନ ଜେନା #୭୭ତମ ସାଧାରଣତନ୍ତ୍ର ଦିବସ। କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି। #RepublicDay #77thRepublicDay #PresidentOf Bhadrak Zila Rakta Sangathan Charitable Trust,Odisha I #Mithun jena#National1
- ହାଟଡିହୀ : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଷ୍ଣୁପୁର ଗ୍ରାମର ଆନନ୍ଦ ଯେନା(୫୮) ରବିବାର ହାଇୱା ଧକ୍କାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।କ୍ଷତିପୂରଣ ପ୍ରଦାନ ଏବଂ ବାଲି ପରିବହନରେ କଟକଣା ଦାବିରେ ମୃତଦେହ ରଖି ରାସ୍ତାରୋକୋ ଆନ୍ଦୋଳନ ସୋମବାର ପ୍ରତ୍ୟାହୃତ ହୋଇଛି । ଏଥିସହ ଦୁର୍ଘଟଣା ଘଟାଇଥିବା ହାଇୱା ମାଲିକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବା ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ଏବଂ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତିନା ଯୋଗ୍ୟ, ସାଇକେଲ ଆରୋହୀ ଆନନ୍ଦ ଶାଳନିଆଁ ବଜାରରୁ ନିଜ ଘରକୁ ସାଇକେଲ ଚଳାଇ ଫେରୁଥିଲେ। ପଛପଟୁ ବାଲି ଘାଟକୁ ଯାଉଥିବା ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଆନନ୍ଦଙ୍କ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକ ବିଷ୍ଣୁପୁର ବାଲି ଘାଟକୁ ଯାଇଥିବା ହନୁମାନ ଛକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଆନ୍ଦୋଳନସ୍ଥଳରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠି, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସୁନୀଲ ନାୟକ,ସୁଶାନ୍ତ ସାହୁ, ହାଟଡିହୀ ବିଡ଼ିଓ ରଞ୍ଜନ ପରିଡା, ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି, ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, କେନ୍ଦୁଝର ବିଜେଡି ଛାତ୍ର ଜିଲା ସଭାପତି ଅମରେନ୍ଦ୍ର ଧଳ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲିକଙ୍କ ବନ୍ତ ବ୍ଲକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।2
- ୭୭-ତମ ସାଧାରଣତନ୍ତ୍ର ଦିବସ ୨୦୨୬-ର ଅଭିନନ୍ଦନ🙏1
- #ଏକ_ନମ୍ବର_କିଛି_ନାହିଁ ବରୁଣେଶ୍ୱର ମେଳାରେ ଅପେରା ଶ୍ରୀମନ୍ଦିର ଏବଂ ସିଂହ ବାହିନୀକୁ ଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।ତେବେ ଏକ ନମ୍ବର କୁ ନେଇ କିଛି ଏଭଳି କହିଛନ୍ତି ଅଭିନେତା କାହ୍ନା ସ୍ବାଇଁ। #BaruneswarMela #Jajpur #Srimandira #Singhabahini #ActorKahna #PiyushTripathy1
- ବାଲ୍ୟବିବାହ ରୋକିବାକୁ ଆଜି କରଞ୍ଜିଆ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ଏକ ଶୋଭାଯାତ୍ରା କରଞ୍ଜିଆ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି।1