Shuru
Apke Nagar Ki App…
ଭିଜିଲାନ୍ସ ଚଢ଼ାଉ: ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ଘରେ ବଡ଼ ଖୋଲାସା! ଢ଼େଙ୍କାନାଳ ଜିଲ୍ଲାର ବିମ୍ବୋଲ ମୌଜା ଅନ୍ତର୍ଗତ ଲମ୍ବୋଦରପୁର ଅଞ୍ଚଳରେ। ଏଠାରେ ପ୍ରାୟ ୧ ଏକର ଜମି ଉପରେ ତିଆରି ହୋଇଥିବା ଏକ ଭବ୍ୟ ଆଲିଶାନ ବଙ୍ଗଳା ଉପରେ ଭିଜିଲାନ୍ସ ଟିମର ବିଶେଷ ନଜର ପଡ଼ିଥିଲା। ପ୍ରାରମ୍ଭିକ ଆନୁମାନ ଅନୁସାରେ ଏହି ବଙ୍ଗଳାର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହୋଇପାରେ। #VigilanceRaid #RajeshMohanty #IrrigationDepartment #OdishaNews #BreakingNews Dhenkanal CorruptionCase OdishaVigilance GovernmentOfficer
Dhenkanal News

More news from Odisha and nearby areas
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଙ୍କଡପାଳ ଗ୍ରାମ ପଞ୍ଚାୟତ ଅଧିନ କୁଷୁପଦା ଗ୍ରାମରେ ଥିବା ଏକ ସରକାରୀ ଜମିକୁ ଉଛେଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗ୍ରାମ ନିକଟରେ ଥିବା ଏକ ସରକାରୀ ଜମି ଯେଉଁଥିରେ ଗ୍ରାମବାସୀମାନେ ସ୍ମଂଶାନ କରିଥିଲେ । ସେହି ଜମିକୁ ଜଣେ ବ୍ୟକ୍ତି ନିଜର କହି ଅନ୍ୟ ଜଣଙ୍କୁ ବିକ୍ରୟ କରି ଦେଇଛନ୍ତି । କିଣିଥିବା ବ୍ୟକ୍ତି ଜଣକ ସେହି ଜମିରେ ତାରବାଡ ଦେଇଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ପ୍ରତିକାର ତଥା ସରକାରୀ ଜମିକୁ ଉଛେଦ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |1
- Post by News odia odisha1
- ଜଳସେଚନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ତଥା କେନ୍ଦ୍ରୀୟ ଜଳସେଚନ ସର୍କଲ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ଘରେ ଭିଜିଲାନ୍ସ ରେଡ || ଢେଙ୍କାନାଳ ସମେତ କଟକ, ଭୁବନେଶ୍ୱର ଓ ଯାଜପୁର ସମେତ ୬ଟି ଜାଗାରେ ଚାଲିଛି ରେଡ | ଢେଙ୍କାନାଳ ଫାର୍ମ ହାଉସ1
- ଓଡ଼ିଶାର ଦଣ୍ଡନାଚ ପରମ୍ପରାକୁ ବଜାୟ ରଖିବା ପାଇଁ ସିନେମା ନିର୍ମାଣ | ଗାଁ ର କାହଣୀ ପରଦାରେ ହେବ ପ୍ରଦର୍ଶିତ | ବଡ଼ ବଜେଟ୍ ବଡ଼ କଳାକାରଙ୍କ ସିନେମା | ଭୁବନେଶ୍ବର, ଓଡ଼ିଶା #bhubabeswar #odisha1
- Cuttack jila re barsha start1
- କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ କଟକ ବିଜେଡ଼ି ପକ୍ଷରୁ ବିକ୍ଷୋଭ। ବିଜେପି ସରକାର ମେଟ୍ରୋ ପ୍ରକଳ୍ପ ବନ୍ଦ କରି ଭୁବନେଶ୍ୱର-କଟକର ସ୍ୱପ୍ନକୁ ଧୂଳିସାତ କରିଛି: ବିଜେଡି କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ସରକାର ବାତିଲ କରିବା ପରିପ୍ରେକ୍ଷୀରେ କଟକ ବିଜେଡ଼ି ପକ୍ଷରୁ ପ୍ରତିବାଦ।1
- Post by Dhenkanal News1