logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ର ସର୍ବପୁରାତନ ଶ୍ରୀ ମର୍ଦରାଜ ହାଇସ୍କୁଲ ପରିସରରେ ଉତ୍ସାହ ଓ ଆନନ୍ଦ ମଧ୍ୟରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ–୨୦୨୬ ଅନୁଷ୍ଠିତ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦେଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

17 hrs ago
user_Ganjam Khabar
Ganjam Khabar
Journalist Kabisuryanagar, Ganjam•
17 hrs ago

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ର ସର୍ବପୁରାତନ ଶ୍ରୀ ମର୍ଦରାଜ ହାଇସ୍କୁଲ ପରିସରରେ ଉତ୍ସାହ ଓ ଆନନ୍ଦ ମଧ୍ୟରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ–୨୦୨୬ ଅନୁଷ୍ଠିତ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦେଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

More news from ଓଡ଼ିଶା and nearby areas
  • ପୋଲସରା ବ୍ଲକ୍ ହାତୀଓଟ ଜରାଶ୍ରମ ଠାରେ ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଓ ଅଖଣ୍ଡଦୀପ ଶତାବ୍ଦୀ ବର୍ଷ ମହୋତ୍ସବ -(୨୦୨୬) ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ପୋଲସରା ବ୍ଲକ୍ ହାତୀଓଟ ଜରାଶ୍ରମ ଠାରେ ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଓ ଅଖଣ୍ଡଦୀପ ଶତାବ୍ଦୀ ବର୍ଷ ମହୋତ୍ସବ -(୨୦୨୬) ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍‌, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା I #rescue #police #train #firedepartment #odishabhaskar #Northeast #Thailand
    1
    ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍‌, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି ।  ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା  I 
#rescue #police #train #firedepartment #odishabhaskar #Northeast #Thailand
    user_Odisha Bhaskar
    Odisha Bhaskar
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    7 hrs ago
  • Post by Chocolate Boy Aju🫡
    1
    Post by Chocolate Boy Aju🫡
    user_Chocolate Boy Aju🫡
    Chocolate Boy Aju🫡
    Khalikote, Ganjam•
    9 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Arjyapalli Marine, Ganjam•
    23 hrs ago
  • ଛୁଆ ପାଇଁ ଗୁଆ ଖୋଜା, ଅଟ୍ରିରେ ନିଆରା ମକର ମେଳା ଖୋର୍ଦ୍ଧା:- ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ ପବିତ୍ର ପୀଠ ଚଳଚଞ୍ଚଳ ହୋଇଉଠିଛି । ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ । ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନ ଅର୍ଦ୍ଧରାତ୍ରିରୁ ସନ୍ତାନ ନଥିବା ନାରୀମାନେ ମହାଦେବ ହଟକେଶ୍ୱରଙ୍କ ପାଖରେ ମାନସିକ କରି କୁଣ୍ଡରୁ ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ମକର ସଂକ୍ରାନ୍ତି ଠାରୁ ମାଘ ସପ୍ତମୀ ଦିନ ପର୍ଯ୍ଯନ୍ତ ଧରି ମକର ମେଳା ଚାଲିଥାଏ । ମକର ମେଳାରେ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିବାରୁ ଧାଡି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, “ଅଟ୍ରି ମକର ମେଳାକୁ ସରସ ସୁନ୍ଦର କରିବା ପାଇଁ ମହୋତ୍ସବର ଆୟୋଜନ କରାଯାଇଛି । ବିଶ୍ବାସ ରହିଛି ଯେ, ସନ୍ତାନ ନଥିବା ନାରୀମାନେ ମାନସିକ କରି ବାବା ହଟକେଶ୍ବରଙ୍କ ପୀଠରେ ଥିବା ଗୁଆ ଖୋଜା କୁଣ୍ଡରୁ ଗୁଆ ଖୋଜି ପାଇ ତାକୁ ସେବନ କଲେ ସନ୍ତାନଲାଭ ହୋଇଥାଏ । ସାରା ରାଜ୍ୟରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ବାବା ହଟକେଶ୍ବରଙ୍କ ପୀଠକୁ ଆସିଛନ୍ତି । ସୁରକ୍ଷ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
    2
    ଛୁଆ ପାଇଁ ଗୁଆ ଖୋଜା, ଅଟ୍ରିରେ ନିଆରା ମକର ମେଳା
ଖୋର୍ଦ୍ଧା:- ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ ପବିତ୍ର ପୀଠ ଚଳଚଞ୍ଚଳ ହୋଇଉଠିଛି । ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ ।
ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନ ଅର୍ଦ୍ଧରାତ୍ରିରୁ ସନ୍ତାନ ନଥିବା ନାରୀମାନେ ମହାଦେବ ହଟକେଶ୍ୱରଙ୍କ ପାଖରେ ମାନସିକ କରି କୁଣ୍ଡରୁ ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ମକର ସଂକ୍ରାନ୍ତି ଠାରୁ ମାଘ ସପ୍ତମୀ ଦିନ ପର୍ଯ୍ଯନ୍ତ ଧରି ମକର ମେଳା ଚାଲିଥାଏ । ମକର ମେଳାରେ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିବାରୁ ଧାଡି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ।
ଏନେଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, “ଅଟ୍ରି ମକର ମେଳାକୁ ସରସ ସୁନ୍ଦର କରିବା ପାଇଁ ମହୋତ୍ସବର ଆୟୋଜନ କରାଯାଇଛି । ବିଶ୍ବାସ ରହିଛି ଯେ, ସନ୍ତାନ ନଥିବା ନାରୀମାନେ ମାନସିକ କରି ବାବା ହଟକେଶ୍ବରଙ୍କ ପୀଠରେ ଥିବା ଗୁଆ ଖୋଜା କୁଣ୍ଡରୁ ଗୁଆ ଖୋଜି ପାଇ ତାକୁ ସେବନ କଲେ ସନ୍ତାନଲାଭ ହୋଇଥାଏ । ସାରା ରାଜ୍ୟରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ବାବା ହଟକେଶ୍ବରଙ୍କ ପୀଠକୁ ଆସିଛନ୍ତି । ସୁରକ୍ଷ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
    user_Nayagarh Fast Breaking
    Nayagarh Fast Breaking
    Journalist Nayagarh, Odisha•
    2 hrs ago
  • ଶୀର୍ଷକ: 🚩 ଜୟ ମା' ଭୁଇଁଆଣି 🚩 ​ଆଜି ନୟାଗଡ଼ର ସୋଲପଟା ପଞ୍ଚାୟତସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ଭୁଇଁଆଣିଙ୍କ ପବିତ୍ର ପୀଠରେ ମକର ଯାତ୍ରା ଦର୍ଶନ କରି ମନ ଶାନ୍ତିରେ ଭରିଗଲା। ୩୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ମାଆଙ୍କ ପ୍ରତି ସଭିଙ୍କ ଅତୁଟ ବିଶ୍ୱାସ ଦେଖିଲେ ମନେହୁଏ ଏହି ପୀଠ ପ୍ରକୃତରେ ଏକ ଅନନ୍ୟ ସ୍ଥଳୀ। 🙏 ​ମାଆଙ୍କ ଆଶିଷରୁ ସବୁ କିଛି ମିଳୁଛି, କିନ୍ତୁ ଏହି ପୀଠର ବିକାଶ ପାଇଁ ଆଉ ଟିକେ ଆନ୍ତରିକତାର ଆବଶ୍ୟକତା ରହିଛି। ଯଦି ସରକାର ଓ ସଂସ୍କୃତି ବିଭାଗ ଏହି ପୀଠକୁ 'ପର୍ଯ୍ୟଟନ ସ୍ଥଳୀ' ର ମାନ୍ୟତା ପ୍ରଦାନ କରନ୍ତେ ଏବଂ ମନ୍ଦିରକୁ ଯିବା ପାଇଁ ରାସ୍ତାଘାଟର ଉନ୍ନତି ହୁଅନ୍ତା, ତେବେ ହଜାର ହଜାର ଭକ୍ତଙ୍କ ପାଇଁ ଏହା ବହୁତ ସୁବିଧାଜନକ ହୁଅନ୍ତା।
    4
    ଶୀର୍ଷକ: 🚩 ଜୟ ମା' ଭୁଇଁଆଣି 🚩
​ଆଜି ନୟାଗଡ଼ର ସୋଲପଟା ପଞ୍ଚାୟତସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ଭୁଇଁଆଣିଙ୍କ ପବିତ୍ର ପୀଠରେ ମକର ଯାତ୍ରା ଦର୍ଶନ କରି ମନ ଶାନ୍ତିରେ ଭରିଗଲା। ୩୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ମାଆଙ୍କ ପ୍ରତି ସଭିଙ୍କ ଅତୁଟ ବିଶ୍ୱାସ ଦେଖିଲେ ମନେହୁଏ ଏହି ପୀଠ ପ୍ରକୃତରେ ଏକ ଅନନ୍ୟ ସ୍ଥଳୀ। 🙏 
​ମାଆଙ୍କ ଆଶିଷରୁ ସବୁ କିଛି ମିଳୁଛି, କିନ୍ତୁ ଏହି ପୀଠର ବିକାଶ ପାଇଁ ଆଉ ଟିକେ ଆନ୍ତରିକତାର ଆବଶ୍ୟକତା ରହିଛି। ଯଦି ସରକାର ଓ ସଂସ୍କୃତି ବିଭାଗ ଏହି ପୀଠକୁ 'ପର୍ଯ୍ୟଟନ ସ୍ଥଳୀ' ର ମାନ୍ୟତା ପ୍ରଦାନ କରନ୍ତେ ଏବଂ ମନ୍ଦିରକୁ ଯିବା ପାଇଁ ରାସ୍ତାଘାଟର ଉନ୍ନତି ହୁଅନ୍ତା, ତେବେ ହଜାର ହଜାର ଭକ୍ତଙ୍କ ପାଇଁ ଏହା ବହୁତ ସୁବିଧାଜନକ ହୁଅନ୍ତା।
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    2 hrs ago
  • ଚିରିକିପଡା ଶାସନ ଗ୍ରାମର ଜଳଭାଙ୍ଗି ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗ୍ରାମର ମାଁ ମାନଙ୍କ ଦ୍ବାରା ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
    1
    ଚିରିକିପଡା ଶାସନ ଗ୍ରାମର ଜଳଭାଙ୍ଗି ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗ୍ରାମର ମାଁ ମାନଙ୍କ ଦ୍ବାରା ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
    user_Ganjam Khabar
    Ganjam Khabar
    Journalist Polasara, Ganjam•
    16 hrs ago
  • ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍‌, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା I ଗଣେଶ ପାଣିଗ୍ରାହୀ ରିପୋର୍ଟ #rescue #police #train #firedepartment #odishabhaskar #Northeast #Thailand
    1
    ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍‌, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି ।  ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା  I  ଗଣେଶ ପାଣିଗ୍ରାହୀ ରିପୋର୍ଟ 
#rescue #police #train #firedepartment #odishabhaskar #Northeast #Thailand
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    7 hrs ago
  • "ମଣ୍ଡିରେ ଚାଷୀଙ୍କ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡିଛି, କିନ୍ତୁ ଚାଷୀଙ୍କ ଠାରୁ ସରକାର କିଣୁ ନାହାଁନ୍ତି" #Bhubaneswar #OdishaCongress #congresspressmeet #FarmersIssues #bjpgovt #LatestNews #odishabhaskar
    1
    "ମଣ୍ଡିରେ ଚାଷୀଙ୍କ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡିଛି, କିନ୍ତୁ ଚାଷୀଙ୍କ ଠାରୁ ସରକାର କିଣୁ ନାହାଁନ୍ତି" 
#Bhubaneswar #OdishaCongress #congresspressmeet #FarmersIssues #bjpgovt #LatestNews #odishabhaskar
    user_Odisha Bhaskar
    Odisha Bhaskar
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.