logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍‌, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା I #rescue #police #train #firedepartment #odishabhaskar #Northeast #Thailand

6 hrs ago
user_Odisha Bhaskar
Odisha Bhaskar
Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
6 hrs ago

ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍‌, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା I #rescue #police #train #firedepartment #odishabhaskar #Northeast #Thailand

More news from ଓଡ଼ିଶା and nearby areas
  • ରାଉଲକେଲାରେ କ୍ରାଶ ହେଇଥିବା ବିମାନର ମାଲିକ ଆସି ପହଞ୍ଚିଲେ ଆଉ କହିଦେଲେ ସତ ଯେ ଏହି ବିମାନରେ ଥିଲା ବଡ଼ ସିକ୍ରେଟ୍ #roukela #trending #odisha #odishabhaskar
    1
    ରାଉଲକେଲାରେ କ୍ରାଶ ହେଇଥିବା ବିମାନର   ମାଲିକ ଆସି ପହଞ୍ଚିଲେ ଆଉ କହିଦେଲେ ସତ ଯେ ଏହି ବିମାନରେ ଥିଲା ବଡ଼ ସିକ୍ରେଟ୍
#roukela #trending #odisha #odishabhaskar
    user_Odisha Bhaskar
    Odisha Bhaskar
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ପୋଲସରା ବ୍ଲକ୍ ହାତୀଓଟ ଜରାଶ୍ରମ ଠାରେ ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଓ ଅଖଣ୍ଡଦୀପ ଶତାବ୍ଦୀ ବର୍ଷ ମହୋତ୍ସବ -(୨୦୨୬) ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ପୋଲସରା ବ୍ଲକ୍ ହାତୀଓଟ ଜରାଶ୍ରମ ଠାରେ ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଓ ଅଖଣ୍ଡଦୀପ ଶତାବ୍ଦୀ ବର୍ଷ ମହୋତ୍ସବ -(୨୦୨୬) ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଚିରିକିପଡା ଶାସନ ଗ୍ରାମର ଜଳଭାଙ୍ଗି ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗ୍ରାମର ମାଁ ମାନଙ୍କ ଦ୍ବାରା ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
    1
    ଚିରିକିପଡା ଶାସନ ଗ୍ରାମର ଜଳଭାଙ୍ଗି ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗ୍ରାମର ମାଁ ମାନଙ୍କ ଦ୍ବାରା ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
    user_Ganjam Khabar
    Ganjam Khabar
    Journalist Polasara, Ganjam•
    15 hrs ago
  • କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ନିମଖଣ୍ତି ଶ୍ରୀକୃଷ୍ଣସାହୁ ନୋଡାଲ ଉଚ୍ଚବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଶ୍ରୀ ମହୋତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
    1
    କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ନିମଖଣ୍ତି ଶ୍ରୀକୃଷ୍ଣସାହୁ ନୋଡାଲ ଉଚ୍ଚବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଶ୍ରୀ ମହୋତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    12 hrs ago
  • Post by Swadhin kumar behera
    1
    Post by Swadhin kumar behera
    user_Swadhin kumar behera
    Swadhin kumar behera
    Dancer Khalikote, Ganjam•
    1 hr ago
  • ଦୀର୍ଘଦିନର ଅନ୍ତ ଘଟିଛି- ପାହାଡ଼ ସାହି ପିଚୁ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦେଲେ କନ୍ଧମାଳ ସାଂସଦ ---- ଜି.ଉଦୟଗିରି, ୧୪/୦୧(ଚିନ୍ମୟ) ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାହାଡ଼ ସାହି ରାସ୍ତା ନିର୍ମାଣ ପାଇଁ ସାହି ବାସିନ୍ଦା ଙ୍କ ତରଫରୁ କରାଯାଇଥିବା ଦୀର୍ଘଦିନର ଦାବି ଓ ଅପେକ୍ଷାର ଅନ୍ତ ଘଟିଛି , ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ, କାଉନ୍ସିଲର ଜାକେଶ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ ଓ ଏମଇ ଅସିତ୍ କୁମାର ସେଠୀ ଙ୍କ ଅ଼ଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ କରିବା ର ତତ୍ପରତା ଯୋଗୁଁ ପ୍ରାୟ ୧୪ ଲକ୍ଷ ଟଙ୍କା ବ୍ୟୟରେ ବ୍ଲକ ଛକ ଠାରୁ ନୂଆସାହି ଚର୍ଚ୍ଚ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ଅବସରରେ କାଉନ୍ସିଲର ଓ ସାହି ବାସିନ୍ଦା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। 🙏
    1
    ଦୀର୍ଘଦିନର ଅନ୍ତ ଘଟିଛି-
ପାହାଡ଼ ସାହି ପିଚୁ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦେଲେ କନ୍ଧମାଳ ସାଂସଦ ----
ଜି.ଉଦୟଗିରି, ୧୪/୦୧(ଚିନ୍ମୟ)
ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାହାଡ଼ ସାହି ରାସ୍ତା ନିର୍ମାଣ ପାଇଁ ସାହି ବାସିନ୍ଦା ଙ୍କ ତରଫରୁ କରାଯାଇଥିବା ଦୀର୍ଘଦିନର ଦାବି ଓ ଅପେକ୍ଷାର ଅନ୍ତ ଘଟିଛି , ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ, କାଉନ୍ସିଲର ଜାକେଶ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ ଓ ଏମଇ ଅସିତ୍ କୁମାର ସେଠୀ ଙ୍କ ଅ଼ଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ କରିବା ର ତତ୍ପରତା ଯୋଗୁଁ ପ୍ରାୟ ୧୪ ଲକ୍ଷ ଟଙ୍କା ବ୍ୟୟରେ ବ୍ଲକ ଛକ ଠାରୁ ନୂଆସାହି ଚର୍ଚ୍ଚ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ଅବସରରେ କାଉନ୍ସିଲର ଓ ସାହି ବାସିନ୍ଦା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। 🙏
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist G.Udayagiri, Kandhamal•
    4 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Arjyapalli Marine, Ganjam•
    6 hrs ago
  • ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍‌, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା I #rescue #police #train #firedepartment #odishabhaskar #Northeast #Thailand
    1
    ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍‌, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି ।  ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା  I 
#rescue #police #train #firedepartment #odishabhaskar #Northeast #Thailand
    user_Odisha Bhaskar
    Odisha Bhaskar
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.