ଧ୍ୱଂସମୁଖରେ ଐତିହ୍ୟ ପ୍ରେମର ସ୍ମାରକୀ ମୁକ୍ତାକୁମାରୀ ବାବୁଲୀ ନୂଆପଡା ଜିଲା ଖଡିଆଳ ସହର ବ୍ରଜରାଜ ବାଗଠାରେ ରାଜାରାଜୁଡାଙ୍କ ସନ୍ତରଣ ପାଇଁ ଥିବା ବହୁ ପୁରାତନ ଏକ ଜଳାଶୟ ମୁକ୍ତାକୁମାରୀ ବାବୁଲୀ ଏବେ ଧ୍ୱଂସ ମୁହଁରେ । ଏକଦା ରାଜା ବ୍ରଜରାଜ ସିଂଦେଓ ତାଙ୍କର ଦ୍ବିତୀୟ ପତ୍ନୀ ମୁକ୍ତା କୁମାରୀ ଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଜଳାଶୟ ନିର୍ମାଣ କରିଥିଲେ । ସ୍ମୃତି ରେ ଜଡିତ ଏହି ଜଳାଶୟ ଖଡିଆଳବାସୀଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରୁଥିଲେ ହେଁ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡିଛି । ଜଙ୍ଗଲି ଗଛ ଓ ଲଟାରେ ପରିପୂର୍ଣ ହୋଇପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଜଳାଶୟ ।ଏହାର ପାଚେରି ଭାଙ୍ଗି ପଡିଲାଣି । ଏପରିକି ଜଳାଶୟଟି ମଧ୍ୟ ପୋତି ହୋଇପଡିଲାଣି । ଜଳାଶୟର ପାଣି ଏବେ ପ୍ରତିଗନ୍ଧମୟ ହୋଇପଡିଛି ।ଖଡିଆଳ କଲେଜର ପଛପାଖରେ ଥୁବା ବ୍ରଜରାଜବାଗ କଡରେ ରହିଛି ମୁକ୍ତାକୁମାରୀ ବାବୁଲୀ ବା ସନ୍ତରଣ ଜଳାଶୟ । ଜଳାଶୟଟି ୧୯୦୬ମସିହାରେ ନିର୍ମିତ ହୋଇଥିବା ଖଡିଆଳର ବରିଷ୍ଠ ନାଗରିଜମାନଙ୍କ ସୂତ୍ରରୁ ପ୍ରକାଶ । ପତ୍ନୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏହି ଜଳାଶୟକୁ ରାଜା ବ୍ରଜରାଜ ସିଂଦେଓ ବହୁ ଯନୁରେ ତିଆରି କରିଥିଲେ। ପ୍ରାୟ ଅଧ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଜଳାଶୟଟିର ଲମ୍ବ ୪୫ ଫୁଟ ଓ ଚଉଡା ୩୦ ଫୁଟ ଥିଲା। ଗଭୀରତା ପ୍ରାୟ ୩୫ଫୁଟ ହେବ । ଏହି ଜଳାଶୟକୁ ବେଢି ରହିଛି ୨୫ ଫୁଟ ଉଚ୍ଚର ଏକ ବିରାଟ ପାଚେରି । ଜଳାଶୟଟି ପୋତି ହୋଇପଡିଥିଲେ ମଧ୍ୟ ୬ ପୁଟ୍ ପାଣି ରହିଛି । ଜଳାଶୟକୁ ଯିବାପାଇଁ ଦୁଇଟି ମୁଖ୍ୟ ଦ୍ଵାର ଥିଲା । ଏହି ମୁଖ୍ୟ ଦ୍ଵାରରେ ମୂଲ୍ୟବାନ କାଠରେ କାରୁକାର୍ଯ୍ୟ ସମ୍ପନ୍ନଦ୍ବାର ଲାଗିଥିଲା । ସାମ୍ନା ଗେଟ ପଟେ ଗଲେ ଉପରକୁ ଯିବାପାଇଁ ରହିଛି ପାହାଚ। ଏହି ପାହାଚ ଦେଇ ଉପରକୁ ଯାଇ ସନ୍ତରଣକାରୀମାନେ ପାଣିକୁ ଡେଉଁଥିଲେ । ଏହାର ଚାରିପଟେ ଥୁବା ଛାତରେ ଲାଗିଥିଲା ଶାଗୁଆନ କାଠର ବିମ୍ ଯାହାକି ଚୋରି ହୋଇଗଲାଣି । ଜଳାଶୟକୁ ଯିବାପାଇଁ ଥିଲା ସୁନ୍ଦର ରାସ୍ତା । ରାଜା ବ୍ରଜରାଜ ସିଂଦେଓଗଣେଶ ଭକ୍ତ ଥିବାରୁ ଜଳାଶୟ ଚାରିପଟେ ରଖାଇଥିଲେ ପଥର ଖୋଦିତ ଅନେକ ମୂଲ୍ୟବାନ ଗଣେଶଙ୍କ ମୂର୍ତ୍ତି ଯାହାକି ଜଳାଶୟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା । ହେଲେ ଏବେ ଏହି ମୂର୍ତି ସବୁଚୋରିହୋଇଯାଇଥିବାବେଳେ ଅନେକ ମୂର୍ତି ଭାଙ୍ଗିରୁଜି ଗଲାଣି ଜଳାଶୟପୋତିହୋଇଯାଇଥିବାରବେଳେ ଚାରିପଟର ପାଚେରି ଭାଙ୍ଗି ରୁଜି ଗଲାଣି । ଜଳ ଶୟ ଭିତର ଅନବନା ଗଛଲଟାରେ ଭର୍ଜି ହୋଇ ପରିତ୍ୟକ୍ତ ହୋଇପଡିଛି । ଜଳାଶୟର ପାଣି ମଧ୍ୟ ନଷ୍ଟ ହୋଇଗଲାଣି । ହେଲେ ଜିଲା ପ୍ରଶାସନ କିମ୍ବା ପନୂତାକ୍ସି ଜ ବିଭାଗର ନଜର ନାହିଁ । ଯାହାଫଳଳରେ ଶତାଧୁକ ବର୍ଷର ଏହି ସ୍ମାରକୀ ଏବେ ଧ୍ବଂସ ପାଇବାରେ ଲାଗିଛି । ବ୍ରଜରାଜସିଂଦେଓ ମୁକ୍ତା କୁମାରୀଙ୍କୁ ବହୁତ ଭଲ ପାଉଥିଲେ || ହେଲେ ମୁଳାକୁମାରୀ ଦେବୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ରାଣୀଙ୍କ ଗୁ ଡି ଉଦ୍ଦେଶ୍ୟରେ ରାଜା ବ୍ରଜରାଜ ସିଂଦେଓ ଜଳାଶୟକୁ ଖଡିଆଳ ରାଜା ବ୍ରଜରାଳ ସିଂଦେଓଙ୍କ ପ୍ରେମର ସ୍ମାରକୀ ଏହି ଜଳାଶୟ ଏକଦା ରାଜାଙ୍କର ଆମୋଦର କେନ୍ଦ୍ରବିନ୍ଦୁ ମଧ୍ୟ ଥିଲା । ରାଜଉଆସଠାରୁ ମାତ୍ର ୨ କିମି ଦୂରରେ ଥିବା ଏହି ଜଳାଶୟକୁ ରାଜାମାନେ ଅବସର ସମୟରେ ଆସି ସନ୍ତରଣ କରୁଥିଲେ । ଦ୍ଵିତୀୟ ପନ୍ତ୍ରୀଙ୍କ ସ୍ମୃତିରେ ଏହା କରିଥିବାରୁ ଏହା ମୁକ୍ତା କୁମାରୀ ବାବୁଲୀ ନାମରେ ପରିଚିତ ଥିଲା । ଖଡିଆଳ ରାଜା ପଦ୍ମନ ସିଂ ଦେଓଙ୍କ ପୁତ୍ର ଥିଲେ ବ୍ରଜରାଜ ସିଂଦେଓ । ସେ ବଣେଇ କଦମ୍ବ ବଂଶର ରାଜକୁମାରୀ ଧନେଶ୍ୱର ପ୍ରିୟାଦେବୀଙ୍କୁ ବିବାହ କରିଥିଲେ । ଦୁଇଟି ସନ୍ତାନ ପରେ ପ୍ରିୟା ଦେବୀଟ୍ଟର ଅକାଳ ବିୟୋଗ ହୋଇଥିଲା । ପରେ ରାଜା ବ୍ରଜରାଳ ସିଂଦେଓ ଆଗଳପୁର ରାଜ୍ୟର ଲାଲବଂଶ ବା ଶାହାଣୀ ବଂଶର ରାଜକୁମାରୀ ମୁକ୍ତା କୁମାରୀ ଦେବୀଙ୍କୁ ବିବାହ କରିଥିଲେ ।ଖଡିଆଳ ଗଡଜାତ ଅଞ୍ଚଳ ବ୍ରଜରାଇବାଗ ନିକଟରେ ସ୍ଥାପନ କରିଥିଲେ ମୁକ୍ତାପୁର ଗାଁ । ତାପରେ ଖୋଳାଇଥିଲେ ମୁକ୍ତା ସାଗର ପୋଖରୀ । ଏବେ ଏହି ଗାଁ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ଡ ନଂ-୧ରେ ମୁକ୍ତାପୁର ନାମରେ ରହିଛି। ପରେ ରାଜା ବ୍ରଜରାଜସିଂଦେଓ ମୁକ୍ତା ସାଗର ପୋଖରୀ ଓ ମୁକ୍ତାପୁର ଗାଁର ପୂର୍ବଦିଗରେ ଅନତି ଦୂରରେ ନିର୍ମାଣ କରିଥିଲେ ମୁଭାସାଗର ବାବୁଲୀ । ପରେ ରାଜା ମୁକ୍ତା ଦେବୀଙ୍କ ଭଉଣୀ ରାଜକନ୍ୟା କ୍ଷରୋଦା ଦେବୀ ଙ୍କୁ ତୃତୀୟ ବିବାହ କରିଥିଲେ ।ହେଲେ ଶତାଧୁକ ବର୍ଷର ଏହି ପୋଖରୀ ଏବେ ବି ଖଡିଆଳ ରାଜାଙ୍କ ଅଧୀନରେ ରହିଛି । ହେଲେ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏହା ମାନଚିତ୍ରରେ ହଜିଯିବାକୁ ବସିଛି । ଏ ପ୍ରକାର ବାବୁଲିମାନ ବିଶେଷକରି ରାଜସ୍ଥାନ ତଥା ଦକ୍ଷିଣଭାରତର ବିଭିନ୍ନ ରାଜ୍ୟରେ ଦେଖୁବାକୁ ମିଳେ । ପନୂ ତାତ୍ତ୍ୱିକ ବିଭାଗ ତଥା ଜିଲା ସଂସ୍କୃତି ବିଭାଗ ଯଦି ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଅନ୍ତେ ତେବେ ଏହା ଧ୍ୱଂସମୁହଁରୁ ରକ୍ଷା ପାଇପାରନ୍ତା । ତେବେ ଏପରି ଏକ ଐତିହ୍ୟ ସମ୍ପନ୍ନ ପୁନରୁଦ୍ଧାର କରି ସନ୍ତରଣପ୍ରେମୀଙ୍କ ପାଇଁ ଉସଗୀକୃତ କରି ବାକୁ ଜିଲାବାସୀ ଦାବି କରିଛନ୍ତି ।
ଧ୍ୱଂସମୁଖରେ ଐତିହ୍ୟ ପ୍ରେମର ସ୍ମାରକୀ ମୁକ୍ତାକୁମାରୀ ବାବୁଲୀ ନୂଆପଡା ଜିଲା ଖଡିଆଳ ସହର ବ୍ରଜରାଜ ବାଗଠାରେ ରାଜାରାଜୁଡାଙ୍କ ସନ୍ତରଣ ପାଇଁ ଥିବା ବହୁ ପୁରାତନ ଏକ ଜଳାଶୟ ମୁକ୍ତାକୁମାରୀ ବାବୁଲୀ ଏବେ ଧ୍ୱଂସ ମୁହଁରେ । ଏକଦା ରାଜା ବ୍ରଜରାଜ ସିଂଦେଓ ତାଙ୍କର ଦ୍ବିତୀୟ ପତ୍ନୀ ମୁକ୍ତା କୁମାରୀ ଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଜଳାଶୟ ନିର୍ମାଣ କରିଥିଲେ । ସ୍ମୃତି ରେ ଜଡିତ ଏହି ଜଳାଶୟ ଖଡିଆଳବାସୀଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରୁଥିଲେ ହେଁ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡିଛି । ଜଙ୍ଗଲି ଗଛ ଓ ଲଟାରେ ପରିପୂର୍ଣ ହୋଇପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଜଳାଶୟ ।ଏହାର ପାଚେରି ଭାଙ୍ଗି ପଡିଲାଣି । ଏପରିକି ଜଳାଶୟଟି ମଧ୍ୟ ପୋତି ହୋଇପଡିଲାଣି । ଜଳାଶୟର ପାଣି ଏବେ ପ୍ରତିଗନ୍ଧମୟ ହୋଇପଡିଛି ।ଖଡିଆଳ କଲେଜର ପଛପାଖରେ ଥୁବା ବ୍ରଜରାଜବାଗ କଡରେ ରହିଛି ମୁକ୍ତାକୁମାରୀ ବାବୁଲୀ ବା ସନ୍ତରଣ ଜଳାଶୟ । ଜଳାଶୟଟି ୧୯୦୬ମସିହାରେ ନିର୍ମିତ ହୋଇଥିବା ଖଡିଆଳର ବରିଷ୍ଠ ନାଗରିଜମାନଙ୍କ ସୂତ୍ରରୁ ପ୍ରକାଶ । ପତ୍ନୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏହି ଜଳାଶୟକୁ ରାଜା ବ୍ରଜରାଜ ସିଂଦେଓ ବହୁ ଯନୁରେ ତିଆରି କରିଥିଲେ। ପ୍ରାୟ ଅଧ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଜଳାଶୟଟିର ଲମ୍ବ ୪୫ ଫୁଟ ଓ ଚଉଡା ୩୦ ଫୁଟ ଥିଲା। ଗଭୀରତା ପ୍ରାୟ ୩୫ଫୁଟ ହେବ । ଏହି ଜଳାଶୟକୁ ବେଢି ରହିଛି ୨୫ ଫୁଟ ଉଚ୍ଚର ଏକ ବିରାଟ ପାଚେରି । ଜଳାଶୟଟି ପୋତି ହୋଇପଡିଥିଲେ ମଧ୍ୟ ୬ ପୁଟ୍ ପାଣି ରହିଛି । ଜଳାଶୟକୁ ଯିବାପାଇଁ ଦୁଇଟି ମୁଖ୍ୟ ଦ୍ଵାର ଥିଲା । ଏହି ମୁଖ୍ୟ ଦ୍ଵାରରେ ମୂଲ୍ୟବାନ କାଠରେ କାରୁକାର୍ଯ୍ୟ ସମ୍ପନ୍ନଦ୍ବାର ଲାଗିଥିଲା । ସାମ୍ନା ଗେଟ ପଟେ ଗଲେ ଉପରକୁ ଯିବାପାଇଁ ରହିଛି ପାହାଚ। ଏହି ପାହାଚ ଦେଇ ଉପରକୁ ଯାଇ ସନ୍ତରଣକାରୀମାନେ ପାଣିକୁ ଡେଉଁଥିଲେ । ଏହାର ଚାରିପଟେ ଥୁବା ଛାତରେ ଲାଗିଥିଲା ଶାଗୁଆନ କାଠର ବିମ୍ ଯାହାକି ଚୋରି ହୋଇଗଲାଣି । ଜଳାଶୟକୁ ଯିବାପାଇଁ ଥିଲା ସୁନ୍ଦର ରାସ୍ତା । ରାଜା ବ୍ରଜରାଜ ସିଂଦେଓଗଣେଶ ଭକ୍ତ ଥିବାରୁ ଜଳାଶୟ ଚାରିପଟେ ରଖାଇଥିଲେ ପଥର ଖୋଦିତ ଅନେକ ମୂଲ୍ୟବାନ ଗଣେଶଙ୍କ ମୂର୍ତ୍ତି ଯାହାକି ଜଳାଶୟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା । ହେଲେ ଏବେ ଏହି ମୂର୍ତି ସବୁଚୋରିହୋଇଯାଇଥିବାବେଳେ ଅନେକ ମୂର୍ତି ଭାଙ୍ଗିରୁଜି ଗଲାଣି ଜଳାଶୟପୋତିହୋଇଯାଇଥିବାରବେଳେ ଚାରିପଟର ପାଚେରି ଭାଙ୍ଗି ରୁଜି ଗଲାଣି । ଜଳ ଶୟ ଭିତର ଅନବନା ଗଛଲଟାରେ ଭର୍ଜି ହୋଇ ପରିତ୍ୟକ୍ତ ହୋଇପଡିଛି । ଜଳାଶୟର
ପାଣି ମଧ୍ୟ ନଷ୍ଟ ହୋଇଗଲାଣି । ହେଲେ ଜିଲା ପ୍ରଶାସନ କିମ୍ବା ପନୂତାକ୍ସି ଜ ବିଭାଗର ନଜର ନାହିଁ । ଯାହାଫଳଳରେ ଶତାଧୁକ ବର୍ଷର ଏହି ସ୍ମାରକୀ ଏବେ ଧ୍ବଂସ ପାଇବାରେ ଲାଗିଛି । ବ୍ରଜରାଜସିଂଦେଓ ମୁକ୍ତା କୁମାରୀଙ୍କୁ ବହୁତ ଭଲ ପାଉଥିଲେ || ହେଲେ ମୁଳାକୁମାରୀ ଦେବୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ରାଣୀଙ୍କ ଗୁ ଡି ଉଦ୍ଦେଶ୍ୟରେ ରାଜା ବ୍ରଜରାଜ ସିଂଦେଓ ଜଳାଶୟକୁ ଖଡିଆଳ ରାଜା ବ୍ରଜରାଳ ସିଂଦେଓଙ୍କ ପ୍ରେମର ସ୍ମାରକୀ ଏହି ଜଳାଶୟ ଏକଦା ରାଜାଙ୍କର ଆମୋଦର କେନ୍ଦ୍ରବିନ୍ଦୁ ମଧ୍ୟ ଥିଲା । ରାଜଉଆସଠାରୁ ମାତ୍ର ୨ କିମି ଦୂରରେ ଥିବା ଏହି ଜଳାଶୟକୁ ରାଜାମାନେ ଅବସର ସମୟରେ ଆସି ସନ୍ତରଣ କରୁଥିଲେ । ଦ୍ଵିତୀୟ ପନ୍ତ୍ରୀଙ୍କ ସ୍ମୃତିରେ ଏହା କରିଥିବାରୁ ଏହା ମୁକ୍ତା କୁମାରୀ ବାବୁଲୀ ନାମରେ ପରିଚିତ ଥିଲା । ଖଡିଆଳ ରାଜା ପଦ୍ମନ ସିଂ ଦେଓଙ୍କ ପୁତ୍ର ଥିଲେ ବ୍ରଜରାଜ ସିଂଦେଓ । ସେ ବଣେଇ କଦମ୍ବ ବଂଶର ରାଜକୁମାରୀ ଧନେଶ୍ୱର ପ୍ରିୟାଦେବୀଙ୍କୁ ବିବାହ କରିଥିଲେ । ଦୁଇଟି ସନ୍ତାନ ପରେ ପ୍ରିୟା ଦେବୀଟ୍ଟର ଅକାଳ ବିୟୋଗ ହୋଇଥିଲା । ପରେ ରାଜା ବ୍ରଜରାଳ ସିଂଦେଓ ଆଗଳପୁର ରାଜ୍ୟର ଲାଲବଂଶ ବା ଶାହାଣୀ ବଂଶର ରାଜକୁମାରୀ ମୁକ୍ତା କୁମାରୀ ଦେବୀଙ୍କୁ ବିବାହ କରିଥିଲେ ।ଖଡିଆଳ ଗଡଜାତ ଅଞ୍ଚଳ ବ୍ରଜରାଇବାଗ ନିକଟରେ ସ୍ଥାପନ କରିଥିଲେ ମୁକ୍ତାପୁର ଗାଁ । ତାପରେ ଖୋଳାଇଥିଲେ ମୁକ୍ତା ସାଗର ପୋଖରୀ । ଏବେ ଏହି ଗାଁ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ଡ ନଂ-୧ରେ ମୁକ୍ତାପୁର ନାମରେ ରହିଛି। ପରେ ରାଜା ବ୍ରଜରାଜସିଂଦେଓ ମୁକ୍ତା ସାଗର ପୋଖରୀ ଓ ମୁକ୍ତାପୁର ଗାଁର ପୂର୍ବଦିଗରେ ଅନତି ଦୂରରେ ନିର୍ମାଣ କରିଥିଲେ ମୁଭାସାଗର ବାବୁଲୀ । ପରେ ରାଜା ମୁକ୍ତା ଦେବୀଙ୍କ ଭଉଣୀ ରାଜକନ୍ୟା କ୍ଷରୋଦା ଦେବୀ ଙ୍କୁ ତୃତୀୟ ବିବାହ କରିଥିଲେ ।ହେଲେ ଶତାଧୁକ ବର୍ଷର ଏହି ପୋଖରୀ ଏବେ ବି ଖଡିଆଳ ରାଜାଙ୍କ ଅଧୀନରେ ରହିଛି । ହେଲେ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏହା ମାନଚିତ୍ରରେ ହଜିଯିବାକୁ ବସିଛି । ଏ ପ୍ରକାର ବାବୁଲିମାନ ବିଶେଷକରି ରାଜସ୍ଥାନ ତଥା ଦକ୍ଷିଣଭାରତର ବିଭିନ୍ନ ରାଜ୍ୟରେ ଦେଖୁବାକୁ ମିଳେ । ପନୂ ତାତ୍ତ୍ୱିକ ବିଭାଗ ତଥା ଜିଲା ସଂସ୍କୃତି ବିଭାଗ ଯଦି ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଅନ୍ତେ ତେବେ ଏହା ଧ୍ୱଂସମୁହଁରୁ ରକ୍ଷା ପାଇପାରନ୍ତା । ତେବେ ଏପରି ଏକ ଐତିହ୍ୟ ସମ୍ପନ୍ନ ପୁନରୁଦ୍ଧାର କରି ସନ୍ତରଣପ୍ରେମୀଙ୍କ ପାଇଁ ଉସଗୀକୃତ କରି ବାକୁ ଜିଲାବାସୀ ଦାବି କରିଛନ୍ତି ।
- ଅଙ୍ଗନବାଡ଼ି କେନ୍ଦ୍ର ରେ ଅନୁସୂଚିତ ଜାତି ସମ୍ପ୍ରଦାୟ ର ମହିଳା ଙ୍କୁ ଅଙ୍ଗନବାଡ଼ି ସହାୟକ ପଦବୀ ନିଯୁକ୍ତି କରିଥିବା ରୁ ଅବିଭାବକ ମାନେ ନିଜ ପୁଅଝିଅ ଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଛାଡୁ ନ ଥିବା ଅଭିଯୋଗ ହୋଇଛି । ଏହିପରି ସଂଗୀନ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସିନାପାଲି ବ୍ଳକ ର ନୂଆପଡା ଅଧିନସ୍ଥ ପଲସାପଡ଼ା ଗାଁଁ ରୁ ।ଅଙ୍ଗନ ବାଡ଼ି କେନ୍ଦ୍ର ର ଅଙ୍ଗନ ବାଡ଼ି ସହାୟକ ଅନୁସୂଚିତ ଜାତି ସମ୍ପ୍ରଦାୟ ର ହୋଇ ଥିବା ରୁ ଜାତିଆଣ ମନୋଭାବ ରଖି କେନ୍ଦ୍ର କୁ ଛାତ୍ର ଛାତ୍ରୀ ଆସୁ ନ ଥିବା ଅଭିଯୋଗ ହୋଇଛି । ଏହିପରି ସଂଗୀନ ଅଭିଯୋଗ ହୋଇଛି ନୂଆପଡା ଜିଲ୍ଲା ର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସିନାପାଲି ବ୍ଳକ ର ନୂଆପଡା ପଞ୍ଚାୟତ ଅଧିନସ୍ଥ ପଲସା ପଡ଼ା ଗାଁଁ ରେ । ପଲସା ପଡ଼ା ଗାଁଁ ର ଅଙ୍ଗନବାଡ଼ି କେନ୍ଦ୍ର ର ସହାୟକ ମମତା ବାଗ ଙ୍କ ଅଭିଯୋଗ ଅନୁସାରେ ଗତ ଅକଟୋବର 2024 ରେ ପଲସାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ର ସହାୟକ ପଦବୀ ରେ ନିଯୁକ୍ତି ହୋଇଥିଲେ ତେଵେ ନିଯୁକ୍ତି ପାଇବା ଦିନଠାରୁ ସେ ଅନୁସୂଚିତ ଜାତି ସମ୍ପ୍ରଦାୟ ର ହୋଇଥିବା ବେଳେ ପଳସାପଡ଼ା ଗାଁଁ ଲୋକେ ବିରୋଧ କରିବା ସହ ନିଜ କୁନି କୁନି ପୁଅଝିଅ କୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଆସୁ ନ ଥିବା ସଂଗୀନ ଅଭିଯୋଗ ହୋଇଛି। ଦିନେ କି ଦି ଦିନ ନୁହଁ ଗତ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେଲା ଅଙ୍ଗନ ବାଡ଼ି କେନ୍ଦ୍ର ରେ ଛାତ୍ର ଛାତ୍ରୀ ଆସୁ ନ ଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ଏକ ପ୍ରକାର ଅଚଳବସ୍ଥା ଦେଖାଦେଇଛି ।ଗୋଟିଏ ପଟେ ଜାତିଆଣ ଭାବ ର ଅଭିଯୋଗ ନେଇ ସହାୟିକା ଜଣକ ବିଭାଗୀୟ ଅଧିକାରୀ ଙ୍କ ଠୁ ଆରମ୍ଭ କରି ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇ ଥିବା ବେଳେ ଅନ୍ୟପଟେ ଉକ୍ତ ଅଭିଯୋଗ ଖଣ୍ଡନ କରିଛନ୍ତି ଗ୍ରାମବାସୀ । ଜାତିଆଣ ଭାବ ନୁହଁ ନିଯୁକ୍ତି ପାଇଁ ପାଇଥିବା ସହାୟକ ଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ। ଗାଁଁ ରେ ଜଣେ ଉଚ୍ଚଶିକ୍ଷିତା ଦିବ୍ୟାଙ୍ଗ ମହିଳା ଯୋଗ୍ୟ ଥିଲେ ହେଁ ତାଙ୍କୁ ଉକ୍ତ ପଦବୀ ରୁ ବଞ୍ଚିତ କରିଥିବା ବେଳେ ଏହାକୁ ପ୍ରତିବାଦ କରି ଆମେ କେନ୍ଦ୍ର ଙ୍କୁ ଆମ ପୁଅଝିଅ କୁ ଛାଡୁ ନ ଥିବା କହିଛନ୍ତି ଅପର ପକ୍ଷରେ ଏ ନେଇ ସିନାପାଲି ସମନ୍ୱିତ ଶିଶୁ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ପଲସାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ର ସମସ୍ୟା ନେଇ ସମାଧାନ ପାଇଁ ପଦକ୍ଷେପ ନେଇଛୁ ସମାଧାନ ହୋଇ ପାରୁ ନାହିଁ ଏ ନେଇ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ସଫେଇ ଦେଇଛନ୍ତି।ତେଵେ ପଲସାପଡ଼ା ଅଙ୍ଗନ ବାଡ଼ି କେନ୍ଦ୍ର ରେ ଦେଖା ଦେଇଥିବା ବିବାଦ ଦିନେ ନୁହଁ କି ଦି ଦିନ ନୁହଁ ଏକ ବର୍ଷ ରୁ ବିତି ଯାଇଥିଲେ ହେଁ ସମାଧାନ ଦିଗରେ ପ୍ରଶାସନ ଠୋସ ପଦକ୍ଷେପ ନେଉ ନ ଥିବାରୁ ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।3
- ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା। ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ଘଟଣା ର ପର୍ଦ୍ଦାଫାଶ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଖଡିଆଳ ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଘଟଣା ନେଇ ଖଡିଆଳ ଏସ ଡି ପି ଓ ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଖଡିଆଳ ଥାନା କେଶ ନମ୍ୱର୍ ୫୬ ତାରିଖ ୧୬ ଫେବୃଆରୀ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରିଥିଲେ। ପ୍ରବୀଣ ଅଗ୍ରୱାଲ ଦୁଇ ଭାଇ ସହ ପୁଟୁପଡ଼ା ରେ ବସବାସ କରୁଥିଲେ। ଶିବରାତ୍ରି ଦିନ ସମସ୍ତ ପରିବାର ପୂଜା ପାଇଁ ଯାଇ ଥିବା ବେଳେ ରାତ୍ର ୧୨ ଘଣ୍ଟା ରେ ତାଙ୍କ ଘରକୁ ପୁଅ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଞ୍ଚଳପୁର ଗ୍ରାମର ଯୁବକ ତାଙ୍କ ଘରେ କାମ କରୁଥିଲା। ୨ ବର୍ଷ ପୂର୍ବେ କାମ ଛାଡ଼ି ଦେଇଥିଲା। ଘର ନିକଟ ରେ ତାକୁ ବୁଲିବା ଦେଖାଯାଇଥିଲା। ସେହିଠାରୁ ତାକୁ ସନ୍ଦେହ କରି ତଦନ୍ତ ରେ ଘଟଣା ସ୍ବୀକାର କରିଥିଲେ। ଏହି ଘଟଣା ରେ ନାଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଉଦ୍ଧାର ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ର ରୂପା ବିକ୍ସୁଟ, ରୂପା ପଇସା, ୫୦ ଗ୍ରାମ ସୁନା ଗହଣା ୭ ଲକ୍ଷ ଟଙ୍କା ମୂଲ୍ୟ ଥିବା ଜଣାପଡିଛି। ଏହି ଘଟଣା ରେ ସମୁଦାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ୪ ଗୋଟି ମୋବାଇଲ ଫୋନ୍ ଏବଂ ଦୁଇ ଗୋଟି ବାଇକ୍ ମଧ୍ୟ ଜବତ କରିଛନ୍ତି। ଚାରି ଅଭିଯୁକ୍ତ ହେଲେ ଅଞ୍ଚଳପୁର ଗ୍ରାମର ଭୋଲେଶ୍ୱର୍ ଠେଲା,ଚୂଡାମଣି କାଣ୍ଡ, ଗଣେଶ ଠେଲା ଏବଂ ହେମନ୍ତ କଟା କୁ ଖଡିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ପ୍ରଧାନ, ଖଡିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ବୋଡ଼େନ ଥାନା ଅଧିକାରୀ ଏବଂ ସିନାପାଲି ଥାନା ଅଧିକାରୀ ଉପସ୍ଥିତ ଥିଲେ। ଚୋରି ଘଟଣା ରେ ଲୁହା ଟେଜେରି କୁ ମଧ୍ୟ ଉଠାଇ ନେଇ ହତିବନ୍ଧା ଉଦନ୍ତୀ ନଦୀରେ ଫାଡ଼ି ଥିଲେ। ବାଲିରେ ଟେଜେରୀ କୁ ପୋତି ଦେଇଥିବା ସୁଚନା ଦେଇଥିଲେ।2
- ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ1
- ପାଟଣାଗଡ ଡାକ୍ତରଖାନା ରେ ମାତାଲ କର୍ମଚାରୀଙ୍କ ନିରାମୟ କାଉଣ୍ଟର ରେ ଭୁଲ ଔଷଧ ବଣ୍ଟନ ଅଭିଯୋଗ। ଭିଡିଓ ଭାଇରାଲ ।1
- ନୂଆ ଷ୍ଟାଇଲ ରେ ଚାଲାଣ ହେଉଥିଲା ଗଂଜେଇ, ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତ ଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଂଜେଇ.. ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳ ର ଚାରି ଜଣ ଗଂଜେଇ ମାଫିଆ ବାଇକ ର ସିଟ ଭିତରେ ଗଂଜେଇ ରଖି ଆରାମ ରେ ସହର ନିକଟସ୍ଥ ଝାରଦେବନ୍ଦ ଜଙ୍ଗଲ ରେ ରହିଥିଲେ l ଟିଟିଲାଗଡ଼ ପୋଲିସ ପାଖରେ ଖବର ଆସିଥିଲା ଯେ ବଡ଼ ଧରଣର ଗଂଜେଇ ଚାଲାଣ ହେଉଛି, ପୋଲିସ ଝାରଦେବନ୍ଦ ଜଙ୍ଗଲ ରେ ତାଲାସ କରିବା ପରେ କିଛି ମିଳି ନ ଥିଲା.. ହେଲେ ବାଇକ ର ସିଟ ଉପରେ ବସିଥିବା ଗଂଜେଇ ମାଫିଆ ମାନଙ୍କୁ ସିଟ ଛାଡ଼ିବା ପାଇଁ କହିବା ସହ ସିଟ ର କଭର କୁ କାଢି ଦେଖିବା ମାତ୍ର କୁ ସିଟ ଭିତରେ ବ୍ୟାଗ ବ୍ୟାଗ ଗଂଜେଇ ବାହାରି ଥିଲା l ଦେଖନ୍ତୁ କେମିତି ସିଟ କୁ ଗଂଜେଇ ଚାଲାଣ କରିବା ପାଇଁ ନୂଆ ରୂପ ଦିଆଯାଇଛି l କେବଳ ସିଟ ରୁ ନୁହେଁ ବାଇକ ର ଡ଼ିକି ଏବଂ ଜରି ବ୍ୟାଗ ଭିତରୁ ମଧ୍ୟ ପୁଳା ପୁଳା ଗଂଜେଇ ବାହାରୁଛି l ଏନେଇ ଟିଟିଲାଗଡ଼ ପୋଲିସ ତିନୋଟି ବାଇକ ସମେତ ଚାରି ଜଣ ଗଂଜେଇ ମାଫିଆ ଙ୍କୁ ଅଟକ ରଖି ଆହୁରି ଅଧିକ ତଦନ୍ତ ଆରମ୍ଭ କରିଛି l କେଉଁଠାରୁ ଗଂଜେଇ ଆସିଥିଲା, କିଏ ଗଂଜେଇ ପଠାଇଥିଲା, କେଉଁ ଅଂଚଳ କୁ ଚାଲାଣ ହେଉଥିଲା ତାହା ତଦନ୍ତ ପରେ ସାମ୍ନା କୁ ଆସିବ ବୋଳି ଟିଟିଲାଗଡ଼ ଏସ ଡି ପି ଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି1
- Post by Murari Sweet3
- ନୂଆପଡା -୧୮/୦୨ -ଆଜି ଅପରାହ୍ନରେ ନୂଆପଡା ଜିଲ୍ଲା ସଦର ବସ୍ ଷ୍ଟାଣ୍ଡର ନୂତନ ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ କୁ ଜଣେ ସାଧାରଣ ଯାତ୍ରୀ, ଗୋବର୍ଦ୍ଧନ ମହାନନ୍ଦ ଉଦ୍ଘାଟନ କରିଛନ୍ତି l ବ୍ୟାଙ୍କ୍ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ମୁଖ୍ୟ ଅତିଥି ଭାବରେ ଏଥିପାଇଁ ନିମନ୍ତ୍ରଣ କରା ଯାଇଥିଲାl ନିର୍ଦ୍ଦିଷ୍ଟ ସମୟରେ ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିଲେ l କିନ୍ତୁ ସେ ନିମନ୍ତ୍ରଣ କଲେ ଜଣେ ସାଧାରଣ ଯାତ୍ରୀ ଗୋବର୍ଦ୍ଧନ ମହାନନ୍ଦ, ଧରମ ବନ୍ଧା ଙ୍କୁ ଏହା ଉଦ୍ଘାଟନ ପାଇଁ, ଯିଏକି ନିଜ ଗାଁକୁ ଯିବା ପାଇଁ ବସ୍ ଷ୍ଟାଣ୍ଡ ଆସିଥିଲେ l ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ୍ ଆର୍ ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ, ନୂଆପଡା ଶାଖା ମୁଖ୍ୟ ପରିଚାଳକ ଲିଙ୍କନ ଦାଶ, ଡି ଟି ଏମ୍ ଆକାଶ ମହାପାତ୍ର, ଆର୍ ଟି ଓ ଶର୍ମିଲା ମହାରଣା ଏବଂ ଆମ ବସ୍ ଷ୍ଟାଣ୍ଡ ପରିଚାଳନା କମିଟିର ସଦସ୍ୟ ଯାଜ୍ଞସେନୀ ମହାପାତ୍ର, ବିଜୟ କୁମାର ରାଉତ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଏ ବିଷୟରେ ଜିଲ୍ଲାପାଳ କହିଲେ ଯେ, ଏହା ହେଉଛି ଲୋକମାନଙ୍କ ସରକାର ଏବଂ ପ୍ରଶାସନ l ଏଥିରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ସମ୍ମାନର ଅଧିକାରୀ l ଏଣୁ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ସମ୍ମାନଜନକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଜଣେ ସାଧାରଣ ଯାତ୍ରୀଙ୍କୁ ଅବସର ଦିଆଗଲା l ଜନ ସାଧାରଣଙ୍କ ସରକାରରେ ସମସ୍ତ ବ୍ୟକ୍ତି ଅସାଧାରଣ ଏବଂ ଜିଲ୍ଲାର ପ୍ରଗତିରେ ସମସ୍ତଙ୍କ ଯୋଗଦାନ ରହିଛି ବୋଲି ଜିଲ୍ଲାପାଳ କହିଥିଲେ l3
- ନୂଆପଡା ଜିଲା ଖଡିଆଳ ସହର ବ୍ରଜରାଜ ବାଗଠାରେ ରାଜାରାଜୁଡାଙ୍କ ସନ୍ତରଣ ପାଇଁ ଥିବା ବହୁ ପୁରାତନ ଏକ ଜଳାଶୟ ମୁକ୍ତାକୁମାରୀ ବାବୁଲୀ ଏବେ ଧ୍ୱଂସ ମୁହଁରେ । ଏକଦା ରାଜା ବ୍ରଜରାଜ ସିଂଦେଓ ତାଙ୍କର ଦ୍ବିତୀୟ ପତ୍ନୀ ମୁକ୍ତା କୁମାରୀ ଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଜଳାଶୟ ନିର୍ମାଣ କରିଥିଲେ । ସ୍ମୃତି ରେ ଜଡିତ ଏହି ଜଳାଶୟ ଖଡିଆଳବାସୀଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରୁଥିଲେ ହେଁ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡିଛି । ଜଙ୍ଗଲି ଗଛ ଓ ଲଟାରେ ପରିପୂର୍ଣ ହୋଇପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଜଳାଶୟ ।ଏହାର ପାଚେରି ଭାଙ୍ଗି ପଡିଲାଣି । ଏପରିକି ଜଳାଶୟଟି ମଧ୍ୟ ପୋତି ହୋଇପଡିଲାଣି । ଜଳାଶୟର ପାଣି ଏବେ ପ୍ରତିଗନ୍ଧମୟ ହୋଇପଡିଛି ।ଖଡିଆଳ କଲେଜର ପଛପାଖରେ ଥୁବା ବ୍ରଜରାଜବାଗ କଡରେ ରହିଛି ମୁକ୍ତାକୁମାରୀ ବାବୁଲୀ ବା ସନ୍ତରଣ ଜଳାଶୟ । ଜଳାଶୟଟି ୧୯୦୬ମସିହାରେ ନିର୍ମିତ ହୋଇଥିବା ଖଡିଆଳର ବରିଷ୍ଠ ନାଗରିଜମାନଙ୍କ ସୂତ୍ରରୁ ପ୍ରକାଶ । ପତ୍ନୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏହି ଜଳାଶୟକୁ ରାଜା ବ୍ରଜରାଜ ସିଂଦେଓ ବହୁ ଯନୁରେ ତିଆରି କରିଥିଲେ। ପ୍ରାୟ ଅଧ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଜଳାଶୟଟିର ଲମ୍ବ ୪୫ ଫୁଟ ଓ ଚଉଡା ୩୦ ଫୁଟ ଥିଲା। ଗଭୀରତା ପ୍ରାୟ ୩୫ଫୁଟ ହେବ । ଏହି ଜଳାଶୟକୁ ବେଢି ରହିଛି ୨୫ ଫୁଟ ଉଚ୍ଚର ଏକ ବିରାଟ ପାଚେରି । ଜଳାଶୟଟି ପୋତି ହୋଇପଡିଥିଲେ ମଧ୍ୟ ୬ ପୁଟ୍ ପାଣି ରହିଛି । ଜଳାଶୟକୁ ଯିବାପାଇଁ ଦୁଇଟି ମୁଖ୍ୟ ଦ୍ଵାର ଥିଲା । ଏହି ମୁଖ୍ୟ ଦ୍ଵାରରେ ମୂଲ୍ୟବାନ କାଠରେ କାରୁକାର୍ଯ୍ୟ ସମ୍ପନ୍ନଦ୍ବାର ଲାଗିଥିଲା । ସାମ୍ନା ଗେଟ ପଟେ ଗଲେ ଉପରକୁ ଯିବାପାଇଁ ରହିଛି ପାହାଚ। ଏହି ପାହାଚ ଦେଇ ଉପରକୁ ଯାଇ ସନ୍ତରଣକାରୀମାନେ ପାଣିକୁ ଡେଉଁଥିଲେ । ଏହାର ଚାରିପଟେ ଥୁବା ଛାତରେ ଲାଗିଥିଲା ଶାଗୁଆନ କାଠର ବିମ୍ ଯାହାକି ଚୋରି ହୋଇଗଲାଣି । ଜଳାଶୟକୁ ଯିବାପାଇଁ ଥିଲା ସୁନ୍ଦର ରାସ୍ତା । ରାଜା ବ୍ରଜରାଜ ସିଂଦେଓଗଣେଶ ଭକ୍ତ ଥିବାରୁ ଜଳାଶୟ ଚାରିପଟେ ରଖାଇଥିଲେ ପଥର ଖୋଦିତ ଅନେକ ମୂଲ୍ୟବାନ ଗଣେଶଙ୍କ ମୂର୍ତ୍ତି ଯାହାକି ଜଳାଶୟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା । ହେଲେ ଏବେ ଏହି ମୂର୍ତି ସବୁଚୋରିହୋଇଯାଇଥିବାବେଳେ ଅନେକ ମୂର୍ତି ଭାଙ୍ଗିରୁଜି ଗଲାଣି ଜଳାଶୟପୋତିହୋଇଯାଇଥିବାରବେଳେ ଚାରିପଟର ପାଚେରି ଭାଙ୍ଗି ରୁଜି ଗଲାଣି । ଜଳ ଶୟ ଭିତର ଅନବନା ଗଛଲଟାରେ ଭର୍ଜି ହୋଇ ପରିତ୍ୟକ୍ତ ହୋଇପଡିଛି । ଜଳାଶୟର ପାଣି ମଧ୍ୟ ନଷ୍ଟ ହୋଇଗଲାଣି । ହେଲେ ଜିଲା ପ୍ରଶାସନ କିମ୍ବା ପନୂତାକ୍ସି ଜ ବିଭାଗର ନଜର ନାହିଁ । ଯାହାଫଳଳରେ ଶତାଧୁକ ବର୍ଷର ଏହି ସ୍ମାରକୀ ଏବେ ଧ୍ବଂସ ପାଇବାରେ ଲାଗିଛି । ବ୍ରଜରାଜସିଂଦେଓ ମୁକ୍ତା କୁମାରୀଙ୍କୁ ବହୁତ ଭଲ ପାଉଥିଲେ || ହେଲେ ମୁଳାକୁମାରୀ ଦେବୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ରାଣୀଙ୍କ ଗୁ ଡି ଉଦ୍ଦେଶ୍ୟରେ ରାଜା ବ୍ରଜରାଜ ସିଂଦେଓ ଜଳାଶୟକୁ ଖଡିଆଳ ରାଜା ବ୍ରଜରାଳ ସିଂଦେଓଙ୍କ ପ୍ରେମର ସ୍ମାରକୀ ଏହି ଜଳାଶୟ ଏକଦା ରାଜାଙ୍କର ଆମୋଦର କେନ୍ଦ୍ରବିନ୍ଦୁ ମଧ୍ୟ ଥିଲା । ରାଜଉଆସଠାରୁ ମାତ୍ର ୨ କିମି ଦୂରରେ ଥିବା ଏହି ଜଳାଶୟକୁ ରାଜାମାନେ ଅବସର ସମୟରେ ଆସି ସନ୍ତରଣ କରୁଥିଲେ । ଦ୍ଵିତୀୟ ପନ୍ତ୍ରୀଙ୍କ ସ୍ମୃତିରେ ଏହା କରିଥିବାରୁ ଏହା ମୁକ୍ତା କୁମାରୀ ବାବୁଲୀ ନାମରେ ପରିଚିତ ଥିଲା । ଖଡିଆଳ ରାଜା ପଦ୍ମନ ସିଂ ଦେଓଙ୍କ ପୁତ୍ର ଥିଲେ ବ୍ରଜରାଜ ସିଂଦେଓ । ସେ ବଣେଇ କଦମ୍ବ ବଂଶର ରାଜକୁମାରୀ ଧନେଶ୍ୱର ପ୍ରିୟାଦେବୀଙ୍କୁ ବିବାହ କରିଥିଲେ । ଦୁଇଟି ସନ୍ତାନ ପରେ ପ୍ରିୟା ଦେବୀଟ୍ଟର ଅକାଳ ବିୟୋଗ ହୋଇଥିଲା । ପରେ ରାଜା ବ୍ରଜରାଳ ସିଂଦେଓ ଆଗଳପୁର ରାଜ୍ୟର ଲାଲବଂଶ ବା ଶାହାଣୀ ବଂଶର ରାଜକୁମାରୀ ମୁକ୍ତା କୁମାରୀ ଦେବୀଙ୍କୁ ବିବାହ କରିଥିଲେ ।ଖଡିଆଳ ଗଡଜାତ ଅଞ୍ଚଳ ବ୍ରଜରାଇବାଗ ନିକଟରେ ସ୍ଥାପନ କରିଥିଲେ ମୁକ୍ତାପୁର ଗାଁ । ତାପରେ ଖୋଳାଇଥିଲେ ମୁକ୍ତା ସାଗର ପୋଖରୀ । ଏବେ ଏହି ଗାଁ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ଡ ନଂ-୧ରେ ମୁକ୍ତାପୁର ନାମରେ ରହିଛି। ପରେ ରାଜା ବ୍ରଜରାଜସିଂଦେଓ ମୁକ୍ତା ସାଗର ପୋଖରୀ ଓ ମୁକ୍ତାପୁର ଗାଁର ପୂର୍ବଦିଗରେ ଅନତି ଦୂରରେ ନିର୍ମାଣ କରିଥିଲେ ମୁଭାସାଗର ବାବୁଲୀ । ପରେ ରାଜା ମୁକ୍ତା ଦେବୀଙ୍କ ଭଉଣୀ ରାଜକନ୍ୟା କ୍ଷରୋଦା ଦେବୀ ଙ୍କୁ ତୃତୀୟ ବିବାହ କରିଥିଲେ ।ହେଲେ ଶତାଧୁକ ବର୍ଷର ଏହି ପୋଖରୀ ଏବେ ବି ଖଡିଆଳ ରାଜାଙ୍କ ଅଧୀନରେ ରହିଛି । ହେଲେ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏହା ମାନଚିତ୍ରରେ ହଜିଯିବାକୁ ବସିଛି । ଏ ପ୍ରକାର ବାବୁଲିମାନ ବିଶେଷକରି ରାଜସ୍ଥାନ ତଥା ଦକ୍ଷିଣଭାରତର ବିଭିନ୍ନ ରାଜ୍ୟରେ ଦେଖୁବାକୁ ମିଳେ । ପନୂ ତାତ୍ତ୍ୱିକ ବିଭାଗ ତଥା ଜିଲା ସଂସ୍କୃତି ବିଭାଗ ଯଦି ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଅନ୍ତେ ତେବେ ଏହା ଧ୍ୱଂସମୁହଁରୁ ରକ୍ଷା ପାଇପାରନ୍ତା । ତେବେ ଏପରି ଏକ ଐତିହ୍ୟ ସମ୍ପନ୍ନ ପୁନରୁଦ୍ଧାର କରି ସନ୍ତରଣପ୍ରେମୀଙ୍କ ପାଇଁ ଉସଗୀକୃତ କରି ବାକୁ ଜିଲାବାସୀ ଦାବି କରିଛନ୍ତି ।2