ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକ ପାଳନ l ଓଡ଼ିଶାର ବରପୁତ୍ର ତଥା ନୂତନ ଓଡ଼ିଶାର କର୍ଣ୍ଣଧାରା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ବିଜୁ ଜନତା ଦଳ ତରଫରୁ ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀରେ ଖଇରା ଦୁର୍ଗା ମଣ୍ଡପ ଠାରେ ଆୟୋଜିତ ସଭାରେ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ସହ ଖଇରା ମୁଖ୍ୟ ଚିକିତ୍ସାଳୟରେ ରୋଗି ମାନଙ୍କୁ ଫଳ ପ୍ରଦାନ କରି ବିଜୁ ବାବୁଙ୍କର ଅମର ଆଦର୍ଶ, ଅତୁଳନୀୟ ଅବଦାନ ଓ ତ୍ୟାଗମୟ ଜୀବନକୁ ସ୍ମରଣ କରିଥିଲେ ଲ ସେ ଯେପରିକି ଓଡ଼ିଶାର ଉନ୍ନତି, ସ୍ୱାଭିମାନ ଓ ସେବାର ପଥ ପ୍ରଦର୍ଶନ କରିଥିଲେ, ସେହି ଆଦର୍ଶକୁ ଆଗକୁ ନେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ, ବରିଷ୍ଠ ନେତୃମଣ୍ଡଳୀ, BLA ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ l

- ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ କେନ୍ଦୁଭଦଳୀ, ଆମ୍ବଗଡ଼ିଆ ଓ ଅମାରଗଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇ ୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ କେନ୍ଦୁଭଦଳୀ ଗ୍ରାମର ଗୋଲାପ ଦାସ , ଆମ୍ବଗଡ଼ିଆ ଗ୍ରାମର ପ୍ରେମଲତା ମାଝୀ ଓ ଅମାରଗଡ଼ିଆ ଗ୍ରାମର ସାବିତ୍ରୀ ମାଝୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି ।1
- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତିରୋଧାନ ଦିବସରେ ବସ୍ତାରେ ବିଶାଳ ସମାବେଶ,ଯୋଗ ଦେଲେ ହଜାର ହଜାର ସଂଖ୍ୟାରେ କର୍ମୀ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ହେଉଛି,1
- #ବେଆଇନ_ନିର୍ମାଣ_ଅସ୍ଥାୟୀ_ପୋଲକୁ_ଉଛେଦ_କଲା_ଜଳେଶ୍ୱର_ମାଇନିଂ_ବିଭାଗ । ବାଲି ଚାଲାଣ ପାଇଁ ବାଲିଘାଟ ଲିଜ ଧାରି ପକ୍ଷରୁ ସୁବର୍ଣ୍ଣରେଖା ନଦୀ ଉପରେ ହୋମ ପାଇପ ପକାଇ ଜଳେଶ୍ୱର ତହସିଲ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ବେଆଇନ ନିର୍ମାଣ ଅସ୍ଥାୟୀ ପୋଲକୁ ଉଛେଦ କଲା ଜଳେଶ୍ୱର ମାଇନିଂ ବିଭାଗ । #mahimatv #balasore #jalasore3
- ରାସ୍ତା ଉପରେ ଶାଶୁକୁ ଚୁଟି ଘୋଷାଡ଼ି ଗୋଇଁଠା ମାରୁଛି ବୋହୁ1
- Post by Chittaranjan Nayak1
- ଖଇରା ତା 17/04/2026 ଖଇରା ଦୁର୍ଗମଣ୍ଡପ ପାଖରେ ଥିବା ବିଜୁବାବୁ ଫୋଟରେ ପୁଷ୍ପମାଳ, ଅପ୍ରଣ କରିଥିଲେ ଖଇରା ସିମୁଳିଆ ଅଞ୍ଚଳ ର ପୂର୍ଵ ତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ଜ୍ୟୋତି ନନା ) .4
- Post by Khabar1
- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ ହୋଇଥିବା ଗାଡିର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦର ଦୃଶ୍ୟ । ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।1