ଆସିକା : ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆସିକା ରେ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଇଦ-ମିଲାଦୁନ୍ ନବୀ ପାଳିତ ଆଜି ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଭାବେ ଇଦ୍-ମିଲାଦୁନ୍ ନବୀ ଧୁମଧାମ ରେ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇଯାଇଛି। ଜିଲ୍ଲାର ବ୍ରହ୍ମପୁର, ଆସିକା, ଛତ୍ରପୁର, ଖଲ୍ଲିକୋଟ, ବୁଢ଼ାମ୍ବ, ସୋରଡ଼ା, ଭଞ୍ଜନଗର ଆଦି ସ୍ଥାନରେ ଇଦ-ମିଲାଦୁନ୍ ନବୀ ଅବସରରେ ସହର ପରିକ୍ରମା କରିବା ସହ ମହାପୁରୁଷ ମହମ୍ମଦ ଜୀବନୀ ଉପରେ ଚର୍ଚ୍ଚା କରାଯାଇ ଥିଲା। ସେହିଭଳି ଆସିକା ଜାମିଆ ମସଜିଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ୱାର୍ଡ ପରିକ୍ରମା କରାଯାଇଥିଲା ପରେ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ମଧ୍ୟାନ୍ନ ରେ (ଲଙ୍ଗର) ବା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆସିକା ଜାମିଆ ମସଜିଦର ସାହି ଇମାମ ସାନାୱାଜ୍ ହୁସେନ ମହାପୁରୁଷ ମହମ୍ମଦଙ୍କ ଜୀବନୀ ଉପରେ ଚର୍ଚ୍ଚା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମୁନାଫ ସରିଫ, ଇମାମା ଅବଦୁଲ ମାନାନ୍ ସାହେବ, ଶେଖ ସାଜିଦ, ନାଶେର ସାରିଫ, ମେହେମୁଦ ସାରିଫ,ୱାଲି ମହମ୍ମଦ, ଅବଦୁସ ସମ୍ମି, ଅବଦୁଲ ରିଜୱାନ, ରାଶିଦ ଅଲ୍ଲୀ, ସୟଦ ଇମିତାଜ, ହୁସେନ ସରିଫ,ମେହେମୁଦ ଖାନ, ଅଲ୍ଲୀଖାନ, ଆବୁ ଖାନ, ସୟଦ ୱାସିମ, ଶେଖ ଆସଲାମ, ରିଆଜ ମହମ୍ମଦଙ୍କ ସମେତ ଆସିକା ଓ କୋଟିନଡ଼ା ଅଞ୍ଚଳର ବହୁ ମୁସଲିମ ସମ୍ପ୍ରଦାୟର ଲୋକେ ଅଂଶ ଗ୍ରହଣ କରିଥିଲେ। ଆସିକା ଥାନା ପକ୍ଷରୁ ପୋଲିସ ସୁରକ୍ଷାର ର ବନ୍ଦୋବସ୍ତ କରାଯାଇଥିଲା।

- ଆସିକା : ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆସିକା ରେ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଇଦ-ମିଲାଦୁନ୍ ନବୀ ପାଳିତ ଆଜି ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଭାବେ ଇଦ୍-ମିଲାଦୁନ୍ ନବୀ ଧୁମଧାମ ରେ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇଯାଇଛି। ଜିଲ୍ଲାର ବ୍ରହ୍ମପୁର, ଆସିକା, ଛତ୍ରପୁର, ଖଲ୍ଲିକୋଟ, ବୁଢ଼ାମ୍ବ, ସୋରଡ଼ା, ଭଞ୍ଜନଗର ଆଦି ସ୍ଥାନରେ ଇଦ-ମିଲାଦୁନ୍ ନବୀ ଅବସରରେ ସହର ପରିକ୍ରମା କରିବା ସହ ମହାପୁରୁଷ ମହମ୍ମଦ ଜୀବନୀ ଉପରେ ଚର୍ଚ୍ଚା କରାଯାଇ ଥିଲା। ସେହିଭଳି ଆସିକା ଜାମିଆ ମସଜିଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ୱାର୍ଡ ପରିକ୍ରମା କରାଯାଇଥିଲା ପରେ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ମଧ୍ୟାନ୍ନ ରେ (ଲଙ୍ଗର) ବା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆସିକା ଜାମିଆ ମସଜିଦର ସାହି ଇମାମ ସାନାୱାଜ୍ ହୁସେନ ମହାପୁରୁଷ ମହମ୍ମଦଙ୍କ ଜୀବନୀ ଉପରେ ଚର୍ଚ୍ଚା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମୁନାଫ ସରିଫ, ଇମାମା ଅବଦୁଲ ମାନାନ୍ ସାହେବ, ଶେଖ ସାଜିଦ, ନାଶେର ସାରିଫ, ମେହେମୁଦ ସାରିଫ,ୱାଲି ମହମ୍ମଦ, ଅବଦୁସ ସମ୍ମି, ଅବଦୁଲ ରିଜୱାନ, ରାଶିଦ ଅଲ୍ଲୀ, ସୟଦ ଇମିତାଜ, ହୁସେନ ସରିଫ,ମେହେମୁଦ ଖାନ, ଅଲ୍ଲୀଖାନ, ଆବୁ ଖାନ, ସୟଦ ୱାସିମ, ଶେଖ ଆସଲାମ, ରିଆଜ ମହମ୍ମଦଙ୍କ ସମେତ ଆସିକା ଓ କୋଟିନଡ଼ା ଅଞ୍ଚଳର ବହୁ ମୁସଲିମ ସମ୍ପ୍ରଦାୟର ଲୋକେ ଅଂଶ ଗ୍ରହଣ କରିଥିଲେ। ଆସିକା ଥାନା ପକ୍ଷରୁ ପୋଲିସ ସୁରକ୍ଷାର ର ବନ୍ଦୋବସ୍ତ କରାଯାଇଥିଲା।1
- #ମୁଖ୍ୟମନ୍ତ୍ରୀ_ପା_ହାତ_ହଲାଇକି_ପଳାଇଲେ ନବୀନ ବାବୁ ଟିକେ ହେଲିକପ୍ଟର ନେଇ ଆସନ୍ତେନି । ବନ୍ୟାରେ ମୁଖ୍ୟମନ୍ତ୍ରୀ ଆଇଲେ, ତୁମେ ନବୀନ ବାବୁଙ୍କୁ କିଆଁ ମନେ ପକାଉଛ #LokaNakaliKathaAsali #Odisha #Flood #Politics #KanakNews1
- ‘ଛାତ୍ର ସଂସଦ ନିର୍ବାଚନ ନିଶ୍ଚିତ’ ଖୁବଶୀଘ୍ର ଆରମ୍ଭ ହେବ ଛାତ୍ରସଂସଦ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ।1
- କିଛି ହସ କାନ୍ଦ ଜୀବନ ଭିତରେ କେବଳ 24ଘଣ୍ଟା ଭିତରୁ 1 ମିନିଟ୍ ବାହାର କରି କିଛି ଲୋକମାନଙ୍କୁ ଖୁସି କରିବା ମୋର ପ୍ରୟାସ1
- କାଦମୂଳି ଗ୍ରାମ ନିକଟ ଜଙ୍ଗଲ ରୁ 30ଟି ବସ୍ତା ରୁ 9କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଆର ଉଦୟଗିରି ପୋଲିସ ବୁଧୁବାର ଭରସକାଳୁ ଅଭିଯୁକ୍ତ ଫେରା ଅଛନ୍ତି ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ କଳ୍ପଲତା ପ୍ରଧାନ ସୂଚନା ଦେଇଛନ୍ତି1
- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ ଘରୋଇ କରଣ ଯାହା ଚିନ୍ତା ଏବେ ନବୀନ ଙ୍କ ପାଇଁ1
- ନିରାକାରାପୁର ଜଗନ୍ନାଥ ମନ୍ଦିର ତୃତୀୟ ଦିବସ ଝୁଲଣ ଉତ୍ସବରେ ବହୁ ଭକଙ୍କ ସମାଗମ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମାନୁଷ୍ଠାନ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଝୁଲଣ ଉତ୍ସବ ଜାରୀ ରହିଛି ।ତୃତୀୟ ଦିବସ ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ସମୟରେ ମହାପ୍ରଭୁ ଙ୍କ ଝୁଲଣ ଉତ୍ସବ ରେ ଠାକୁର ଙ୍କୁ ପୁର୍ବ ପ୍ରସ୍ତୁତି ଅନୁଯାୟୀ ସୁସଜିତ ପଲଙ୍କରେ ବିଭିନ୍ନ ପ୍ରକାରର ସୁବାସିତ ପୁଷ୍ପ ମାଲ୍ୟ ଓ ଅଙ୍ଗ ବତ୍ସ ପରିଧାନ କରି ମଣ୍ଡପ ରେ ଆସିନ ହୋଇଥିଲେ l ହରିବୋଲ ହୁଳହୁଳି ଘଣ୍ଟ କିର୍ତ୍ତନ ରେ କମ୍ପିଥିଲା ମନ୍ଦିର ପରିସର । ଏହି ତୃତୀୟ ଦିବସ କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଟ୍ରଷ୍ଟ ପକ୍ଷରୁ ଠାକୁର ଙ୍କ ସମସ୍ତ ନିତି ନିୟମ କାର୍ଯ୍ୟକୁ ଵିଧି ଅନୁପାଳନ କରି ତୃତୀୟ ଦିବସ ରେ ପହଞ୍ଚିଛି। ପରିଶେଷରେ ସମସ୍ତ ଭକ୍ତଙ୍କୁ ଠାକୁର ଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସବ କୁ ସହଯୋଗ କରିଥିଲେ।1
- #ଗଛ_ଚଢ଼ିଲେ_ଶୁଭୁଛି_ହାଲୋ ଉପାନ୍ତରେ ନେଟୱର୍କ୍ ସମସ୍ୟା ଜଟିଳ। ଡିଜିଟାଲ୍ ଯୁଗରେ ହନ୍ତସନ୍ତ ଲୋକେ। ଆଜିର ଡିଜିଟାଲ୍ ଯୁଗରେ ଦେଶ ଆଗକୁ ବଢ଼ୁଛି। ହେଲେ ରାଜ୍ୟର ଉପାନ୍ତ ଅଞ୍ଚଳରେ କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମୋବାଇଲ୍ ଫୋନ୍ ଟିକିଏ ପାଇଁ ଲୋକେ ଏବେ ବି ନାନା ହନ୍ତସନ୍ତ ହେଉଛନ୍ତି #Odisha #KanakNews #NetWorkProbelm1