Shuru
Apke Nagar Ki App…
#ଗଛ_ଚଢ଼ିଲେ_ଶୁଭୁଛି_ହାଲୋ ଉପାନ୍ତରେ ନେଟୱର୍କ୍ ସମସ୍ୟା ଜଟିଳ। ଡିଜିଟାଲ୍ ଯୁଗରେ ହନ୍ତସନ୍ତ ଲୋକେ। ଆଜିର ଡିଜିଟାଲ୍ ଯୁଗରେ ଦେଶ ଆଗକୁ ବଢ଼ୁଛି। ହେଲେ ରାଜ୍ୟର ଉପାନ୍ତ ଅଞ୍ଚଳରେ କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମୋବାଇଲ୍ ଫୋନ୍ ଟିକିଏ ପାଇଁ ଲୋକେ ଏବେ ବି ନାନା ହନ୍ତସନ୍ତ ହେଉଛନ୍ତି #Odisha #KanakNews #NetWorkProbelm
GANESH PANlGRAHl
#ଗଛ_ଚଢ଼ିଲେ_ଶୁଭୁଛି_ହାଲୋ ଉପାନ୍ତରେ ନେଟୱର୍କ୍ ସମସ୍ୟା ଜଟିଳ। ଡିଜିଟାଲ୍ ଯୁଗରେ ହନ୍ତସନ୍ତ ଲୋକେ। ଆଜିର ଡିଜିଟାଲ୍ ଯୁଗରେ ଦେଶ ଆଗକୁ ବଢ଼ୁଛି। ହେଲେ ରାଜ୍ୟର ଉପାନ୍ତ ଅଞ୍ଚଳରେ କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମୋବାଇଲ୍ ଫୋନ୍ ଟିକିଏ ପାଇଁ ଲୋକେ ଏବେ ବି ନାନା ହନ୍ତସନ୍ତ ହେଉଛନ୍ତି #Odisha #KanakNews #NetWorkProbelm
More news from ଓଡ଼ିଶା and nearby areas
- #ମୁଖ୍ୟମନ୍ତ୍ରୀ_ପା_ହାତ_ହଲାଇକି_ପଳାଇଲେ ନବୀନ ବାବୁ ଟିକେ ହେଲିକପ୍ଟର ନେଇ ଆସନ୍ତେନି । ବନ୍ୟାରେ ମୁଖ୍ୟମନ୍ତ୍ରୀ ଆଇଲେ, ତୁମେ ନବୀନ ବାବୁଙ୍କୁ କିଆଁ ମନେ ପକାଉଛ #LokaNakaliKathaAsali #Odisha #Flood #Politics #KanakNews1
- ଆସିକା : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ, ସାଢେ ସାତ କେଜି ରୁପା ଅଳଙ୍କାର ଓ 60 ଗ୍ରାମ ସୁନା ଅଳଙ୍କାର ଜବତ, ଆସିକାରୁ ଜଣେ ଗିରଫ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲୁଟୁଥିଲେ l ଏବଂ ଲୁଟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ଆସିକା ରେ ଆଣି ଲୁଚାଇ ରଖିଥିଲେ ଲୁଟେରା l ଖବରପାଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଆସିକା ପୋଲିସ ମାରିଲା ରେଡ l ଠାବହେଲା ବିପୁଳ ପରିମାଣର ସୁନା ରୁପା ଅଳଙ୍କାର l ପାଖାପାଖି ସାଢେ ସାତ କେଜି ଓଜନର ରୁପା ଅଳଙ୍କାର ଓ 60 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ l ଘଟଣାରେ ଆସିକା ଅଞ୍ଚଳର ଏ. ନରେଶ ନାମକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସଦସ୍ୟ କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡା, ବାରିପଦା,ଯଶିପୁର ଭଳି ଚାରି ରୁ ପାଞ୍ଚ ଥାନା ଅଞ୍ଚଳର ସାପ୍ତାହିକ ହାଟ ରୁ ବହୁ ଲୋକଙ୍କ ସୁନା ଅଳଙ୍କାର ଲୁଟ ହେଉଥିବା ଅଭିଯୋଗ ହୋଇଥିଲା l ଲୁଟ ପଛରେ ଏକ ଗ୍ୟାଙ୍ଗ ସମ୍ପୃକ୍ତି ଥିବା ପୋଲିସ ଖବରପାଇ ଯାଞ୍ଚ ବେଳେ ଗ୍ୟାଙ୍ଗ ର କିଛି ସଦସ୍ୟ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରହିଥିବା ସନ୍ଦେହକରି ପୋଲିସ ଚଢ଼ାଉ କରି ଏ. ନରେଶ କୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ କୁ ପଚାର ଉଚରା ସହ ଲୁଟ ଗ୍ୟାଙ୍ଗ ରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଅଧିକ ଖୋଲତାଡ଼ ପୋଲିସ ଜାରିରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସଡିପିଓ ସୌରଭ ପ୍ରଧାନ l1
- କିଛି ହସ କାନ୍ଦ ଜୀବନ ଭିତରେ କେବଳ 24ଘଣ୍ଟା ଭିତରୁ 1 ମିନିଟ୍ ବାହାର କରି କିଛି ଲୋକମାନଙ୍କୁ ଖୁସି କରିବା ମୋର ପ୍ରୟାସ1
- ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା; ୬୬କିଲୋ ଗଂଜେଇ ସହ ଦୁଇ ଗିରଫ2
- ପରକ୍ରିୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ . ଗଞ୍ଜାମ ୨୫/୦୮/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା ) ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ନହଡା ଗ୍ରାମରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ1
- ରାଣୀଖମା ନିକଟରେ ବୋଷ କୁ ଅପେକ୍ଷା କରିଥିବା ବେଳେ ମୋହନା ପୋଲିସ ର ଚଡାଉ 4ଟି ବସ୍ତା ଛାଡି ସିମ୍ପଟ ମାରିଲେ ଅଭିଯୁକ୍ତ ଏକ କୁଇଣ୍ଟାଲ ଗଞ୍ଜେଇ କରିଛି ପୋଲିସ1
- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ ଘରୋଇ କରଣ ଯାହା ଚିନ୍ତା ଏବେ ନବୀନ ଙ୍କ ପାଇଁ1
- #ଗଛ_ଚଢ଼ିଲେ_ଶୁଭୁଛି_ହାଲୋ ଉପାନ୍ତରେ ନେଟୱର୍କ୍ ସମସ୍ୟା ଜଟିଳ। ଡିଜିଟାଲ୍ ଯୁଗରେ ହନ୍ତସନ୍ତ ଲୋକେ। ଆଜିର ଡିଜିଟାଲ୍ ଯୁଗରେ ଦେଶ ଆଗକୁ ବଢ଼ୁଛି। ହେଲେ ରାଜ୍ୟର ଉପାନ୍ତ ଅଞ୍ଚଳରେ କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମୋବାଇଲ୍ ଫୋନ୍ ଟିକିଏ ପାଇଁ ଲୋକେ ଏବେ ବି ନାନା ହନ୍ତସନ୍ତ ହେଉଛନ୍ତି #Odisha #KanakNews #NetWorkProbelm1