logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

L & K କମ୍ପାନୀ ବିରୁଦ୍ଧରେ ଏକାଧିକ ଅଭିଯୋଗ ସ୍ୱୀକାର କଲେ ଜିଲ୍ଲାପାଳ, ତଦନ୍ତ ପରେ ବ୍ଳାକ୍ଲିଷ୍ଟ ନିଷ୍ପତ୍ତି L & K କମ୍ପାନୀ ବିରୁଦ୍ଧରେ ଏକାଧିକ ଅଭିଯୋଗ ସ୍ୱୀକାର କଲେ ଜିଲ୍ଲାପାଳ, ତଦନ୍ତ ପରେ ବ୍ଳାକ୍ଲିଷ୍ଟ ନିଷ୍ପତ୍ତି ଜୟପୁର ସଫେଇ ବ୍ୟବସ୍ଥା ନେଇ ବଢ଼ୁଛି ବିବାଦ, କଡ଼ା ପଦକ୍ଷେପର ସଙ୍କେତ ଜୟପୁର ସହରର ସଫେଇ ଦାୟିତ୍ୱ ନେଇଥିବା L & K କମ୍ପାନୀ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆସିଥିବାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି। ସଫେଇ କାର୍ଯ୍ୟରେ ଅନିୟମିତତା ଓ ଚୁକ୍ତି ଉଲ୍ଲଂଘନ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ପରେ ପ୍ରଶାସନ ଗୁରୁତ୍ୱ

7 hrs ago
user_UD MEDIA NEWS
UD MEDIA NEWS
Journalist ଜୟପୁର, କୋରାପୁଟ, ଓଡ଼ିଶା•
7 hrs ago

L & K କମ୍ପାନୀ ବିରୁଦ୍ଧରେ ଏକାଧିକ ଅଭିଯୋଗ ସ୍ୱୀକାର କଲେ ଜିଲ୍ଲାପାଳ, ତଦନ୍ତ ପରେ ବ୍ଳାକ୍ଲିଷ୍ଟ ନିଷ୍ପତ୍ତି L & K କମ୍ପାନୀ ବିରୁଦ୍ଧରେ ଏକାଧିକ ଅଭିଯୋଗ ସ୍ୱୀକାର କଲେ ଜିଲ୍ଲାପାଳ, ତଦନ୍ତ ପରେ ବ୍ଳାକ୍ଲିଷ୍ଟ ନିଷ୍ପତ୍ତି ଜୟପୁର ସଫେଇ ବ୍ୟବସ୍ଥା ନେଇ ବଢ଼ୁଛି ବିବାଦ, କଡ଼ା ପଦକ୍ଷେପର ସଙ୍କେତ ଜୟପୁର ସହରର ସଫେଇ ଦାୟିତ୍ୱ ନେଇଥିବା L & K କମ୍ପାନୀ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆସିଥିବାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି। ସଫେଇ କାର୍ଯ୍ୟରେ ଅନିୟମିତତା ଓ ଚୁକ୍ତି ଉଲ୍ଲଂଘନ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ପରେ ପ୍ରଶାସନ ଗୁରୁତ୍ୱ

More news from ଓଡ଼ିଶା and nearby areas
  • କୁମାରୀ ଅକାବରମ ଶସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ସୂଚନା ଦେଲେ ଜୟପୁର ପୌର ପରିଷଦର ସତନ୍ତ୍ର ବୈଠକରେ ବଡ଼ ନିଷ୍ପତି ନିଆଗଲା
    1
    କୁମାରୀ ଅକାବରମ ଶସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ସୂଚନା ଦେଲେ ଜୟପୁର ପୌର ପରିଷଦର ସତନ୍ତ୍ର ବୈଠକରେ ବଡ଼ ନିଷ୍ପତି ନିଆଗଲା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    15 min ago
  • ନୂତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମିଡ଼ିଆ ହାଉସ ଦାମନଯୋଡିର ସାମ୍ବାଦିକମାନେ। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଦାମନଯୋଡି ଥାନା ଅଧିକାରୀ ଶ୍ରୀ ସୁନାନୀ କହିଛନ୍ତି।
    1
    ନୂତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମିଡ଼ିଆ ହାଉସ ଦାମନଯୋଡିର ସାମ୍ବାଦିକମାନେ। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଦାମନଯୋଡି ଥାନା ଅଧିକାରୀ ଶ୍ରୀ ସୁନାନୀ କହିଛନ୍ତି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    16 hrs ago
  • ବନ ବିଭାଗ ତରଫରୁ ଜୟପୁରରେ ପ୍ରେସମିଟ୍ #Deshduniyakhabar24 #jeypore #saveforest
    1
    ବନ ବିଭାଗ ତରଫରୁ ଜୟପୁରରେ ପ୍ରେସମିଟ୍ 
#Deshduniyakhabar24 
#jeypore 
#saveforest
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    28 min ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    1 hr ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    18 hrs ago
  • କାହିଁକି ଆଇରନ ଓ ଫୋଲିକ୍ ଏସିଡ ବଟିକା। ବାଣ୍ଟିଲେ ନାହିଁ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀ । ଅବ୍ୟବସ୍ଥା ଘେରରେ ବୁଡ଼ି ରହିଛି ଜୟପାଟଣା ବ୍ଳକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ । ସରକାର କିଶୋରୀ ବାଳିକା ଙ୍କୁ ଆଇରନ ଓ ଫୋଲିକ୍ ଏସିଡ ବଟିକା ଦିଆଯାଉଥିବା ବେଳେ ଜୟପାଟଣା ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟଳୟରେ ପଡ଼ି ରହିଛି ଆଇରନ ଓ ଫୋଲିକ୍ ଏସିଡ ବଟିକା। ଅବଧି ତାରିଖ ସରିଯାଇଛି ହେଲେ ପେଟି ପେଟି ଫୋଲିକ ଏସିଡ ବଟିକା ବାଣ୍ଟିଲେ ନାହିଁ କାହିଁକି । କଣ ରହିଛି ଭିତିରିଆ ରହସ୍ୟ ? ଏହି ବିଷୟରେ ଗଣ ପ୍ରତିନିଧି ବିଭାଗୀୟ ଅଧିକାରୀ ସିଡିପିଓଙ୍କୁ ପଚାରିବାରୁ ସିଧା ସଳଖ ମନାକରି ଦେଇଥିଲେ। ଏବଂ ମୁଁ ନୂଆ ଆସିଛି ଏହି ସବୁ ଆଗରୁ ଥିଲା ବୋଲି ସୂଚନା ଦେଇଥିଲେ । ଶିଶୁ ଏବଂ ମାଁ ମାନଙ୍କ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ସୁରକ୍ଷା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି ସତ ,କିନ୍ତୁ ତାହା ବାଟ ବଣା ହେଉଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ଭିତରେ ଦେଖିବାକୁ ମିଳିଛି କାଗଜ କାଟନ୍ ବାକ୍ସରେ ପଡ଼ିରହିଛି ଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଜି ବଟିକା , ଯାହାର ଉତ୍ପାଦନ ତାରିଖ ୦୮/୨୦୨୩ ଥିବା ବେଳେ ଅବଧି ତାରିଖ ୦୭/୨୦୨୫ ରେ ଶେଷ ହୋଇଯାଇଛି। କଣ ତ୍ରୁଟି ରହିଥିଲା ଯାହା ଫଳରେ କିଶୋରୀ ବାଳିକା ଏବଂ ଗର୍ଭବତୀ ମହିଳାଙ୍କୁ ଦିଆଗଲା ନାହିଁ । କେତେ ଜଣଙ୍କ ପାଇଁ କେତେ ପରିମାଣରେ ଏହିଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଯୋଗାଇ ଦିଆଯାଉଛି ? କାହିଁକି ଏତେ ପରିମାଣର ଔଷଧ ଦିଆଗଲା ନାହିଁ । ତାହା ପ୍ରଶ୍ନବାଚୀ ଉଠିଛି । କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡ ଙ୍କ ରିପୋର୍ଟ
    4
    କାହିଁକି ଆଇରନ ଓ ଫୋଲିକ୍ ଏସିଡ ବଟିକା। ବାଣ୍ଟିଲେ ନାହିଁ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀ ।
ଅବ୍ୟବସ୍ଥା ଘେରରେ ବୁଡ଼ି ରହିଛି ଜୟପାଟଣା ବ୍ଳକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ । ସରକାର କିଶୋରୀ ବାଳିକା ଙ୍କୁ ଆଇରନ ଓ ଫୋଲିକ୍ ଏସିଡ ବଟିକା  ଦିଆଯାଉଥିବା ବେଳେ ଜୟପାଟଣା ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟଳୟରେ ପଡ଼ି ରହିଛି  ଆଇରନ ଓ ଫୋଲିକ୍ ଏସିଡ ବଟିକା। ଅବଧି ତାରିଖ ସରିଯାଇଛି ହେଲେ ପେଟି ପେଟି ଫୋଲିକ ଏସିଡ ବଟିକା ବାଣ୍ଟିଲେ ନାହିଁ କାହିଁକି । କଣ ରହିଛି ଭିତିରିଆ ରହସ୍ୟ ? ଏହି ବିଷୟରେ ଗଣ ପ୍ରତିନିଧି  ବିଭାଗୀୟ ଅଧିକାରୀ ସିଡିପିଓଙ୍କୁ ପଚାରିବାରୁ ସିଧା ସଳଖ ମନାକରି ଦେଇଥିଲେ। ଏବଂ ମୁଁ ନୂଆ ଆସିଛି ଏହି ସବୁ ଆଗରୁ ଥିଲା ବୋଲି ସୂଚନା ଦେଇଥିଲେ ।
ଶିଶୁ ଏବଂ ମାଁ ମାନଙ୍କ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ସୁରକ୍ଷା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି ସତ ,କିନ୍ତୁ ତାହା ବାଟ ବଣା ହେଉଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ଭିତରେ ଦେଖିବାକୁ ମିଳିଛି କାଗଜ କାଟନ୍ ବାକ୍ସରେ ପଡ଼ିରହିଛି ଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଜି ବଟିକା , ଯାହାର ଉତ୍ପାଦନ ତାରିଖ ୦୮/୨୦୨୩ ଥିବା ବେଳେ ଅବଧି ତାରିଖ ୦୭/୨୦୨୫ ରେ ଶେଷ ହୋଇଯାଇଛି। କଣ ତ୍ରୁଟି ରହିଥିଲା ଯାହା ଫଳରେ କିଶୋରୀ ବାଳିକା ଏବଂ ଗର୍ଭବତୀ ମହିଳାଙ୍କୁ ଦିଆଗଲା ନାହିଁ । କେତେ ଜଣଙ୍କ ପାଇଁ କେତେ ପରିମାଣରେ ଏହିଆଇରନ ଏବଂ ଫୋଲିକ ଏସିଡ ଭିଟାମିନ  ଯୋଗାଇ ଦିଆଯାଉଛି ? କାହିଁକି ଏତେ ପରିମାଣର ଔଷଧ ଦିଆଗଲା ନାହିଁ  । ତାହା ପ୍ରଶ୍ନବାଚୀ ଉଠିଛି । 
କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡ ଙ୍କ ରିପୋର୍ଟ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    18 hrs ago
  • ହାତୀ ର ଉତ୍ପାତ
    1
    ହାତୀ ର ଉତ୍ପାତ
    user_Satyanarayan Bidika
    Satyanarayan Bidika
    Agistment service Rayagada, Odisha•
    19 hrs ago
  • ଜୟପୁର ପୌର ପରିଷଦର ସତନ୍ତ୍ର ବୈଠକରେ ନିଆଗଲା ବଡ଼ ନିଷ୍ପତି ରିୱାଲ ହେବ ନାହିଁ ଟେଣ୍ଡର କରାଯିବ ବୋଲି ସୂଚନା ଦେଲେ କାଉନସିଲର ପ୍ରଣବ କିଶୋର ନାୟକ
    1
    ଜୟପୁର ପୌର ପରିଷଦର ସତନ୍ତ୍ର ବୈଠକରେ ନିଆଗଲା ବଡ଼ ନିଷ୍ପତି ରିୱାଲ ହେବ ନାହିଁ ଟେଣ୍ଡର କରାଯିବ ବୋଲି ସୂଚନା ଦେଲେ କାଉନସିଲର ପ୍ରଣବ କିଶୋର ନାୟକ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    39 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.