logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭରଣପୋଷଣ ଓ କଲ୍ୟାଣ ଆଇନ ୨୦୦୭ ଉପରେ ଜିଲ୍ଲାସ୍ତରୀୟ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ ୨୦୦୭ ଜିଲ୍ଲା ସ୍ତରୀୟ ସଚେତନତା ଶିବିର ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।

on 25 February
user_Ram Shankar Bhoi
Ram Shankar Bhoi
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
on 25 February

ଭରଣପୋଷଣ ଓ କଲ୍ୟାଣ ଆଇନ ୨୦୦୭ ଉପରେ ଜିଲ୍ଲାସ୍ତରୀୟ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ ୨୦୦୭ ଜିଲ୍ଲା ସ୍ତରୀୟ ସଚେତନତା ଶିବିର ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    20 min ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • ଦାମୀ କାରରେ କିଭଳି ହେଉଥିଲା ଗଞ୍ଜେଇ ଚାଲାଣ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ
    1
    ଦାମୀ କାରରେ କିଭଳି ହେଉଥିଲା ଗଞ୍ଜେଇ ଚାଲାଣ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • ଧୁ ଧୁ ଖରାରେ ଯାତ୍ରୀ ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସ ଷ୍ଟାଣ୍ଡ ସୁବର୍ଣ୍ଣପୁର: ଗତ ମାସ ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ହେଲେ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଧୁ ଧୁ ଖରାରେ ଯାତ୍ରୀ ବସ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ବ୍ୟବସ୍ଥା ନୈରାଶ୍ୟଜନକ।
    1
    ଧୁ ଧୁ ଖରାରେ ଯାତ୍ରୀ 
ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସ ଷ୍ଟାଣ୍ଡ 
ସୁବର୍ଣ୍ଣପୁର: ଗତ ମାସ ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ହେଲେ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଧୁ ଧୁ ଖରାରେ ଯାତ୍ରୀ ବସ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ବ୍ୟବସ୍ଥା ନୈରାଶ୍ୟଜନକ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି
    1
    କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି 
ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    5 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.