ପଦ୍ମପୁର ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ କେନ୍ଦୁଝର,୧୫।୯(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପୂଜା ପାଇଁ ଆଜି ମାଟି ଅନୁକୂଳ ପୂଜାର୍ଚ୍ଚନା କରାଯାଇଛି।ପୂର୍ବାହ୍ନ ୧୦ଟାବେଳେ ଘଣ୍ଟ ହୁଳହୁଳି ସହିତ ସଂଙ୍କିର୍ତ୍ତନ ମଣ୍ତଳୀ ଙ୍କ ନାଦରେ ସ୍ଥାନୀୟ ଅରଡେଇ ନଦୀକୂଳ ରେ ପହଞ୍ଚି ପୂଜକ ହୃଦାନନ୍ଦ ମିଶ୍ର ପୂଜାର୍ଚ୍ଚନା କରିବା ପରେ ମୂର୍ତ୍ତି ଗଢିବା ପାଇଁ ମାଟି ଅଣାଯାଇଥିଲା।ମହେନ୍ଦ୍ର କୁମାର ସାହୁ ସଂକଳ୍ପରେ ବସିଥିଲେ।ଏହି ଅବସର ରେ ୨୭ରୁ ୩୧ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୫ଦିନ ଧରି ଅପେରା ସୂର୍ଯ୍ୟବଂଶୀ ମଞ୍ଚସ୍ଥହେବ।ଏହାସହ ଆକର୍ଷଣୀୟ ତରଣ ମୀନା ବଜାର ଖାଇ ଦୋଳି,ଚକ୍ରି ଦୋଳି,ବିଭିନ୍ନ ସୁସ୍ବାଦୁ ଖାଦ୍ୟଷ୍ଟଲ ବସିବ।ପଦ୍ମପୁର ମହାଲକ୍ଷ୍ମୀ ପୂଜା କମିଟିର ସଭାପତି ବିଜୟ କୁମାର ସାହୁ,ସଂମ୍ପାଦକ ପ୍ରବୀଣ କୁମାର ସାହୁ,ସଦସ୍ୟ ଗୋଲକ ବିହାରୀ ସାହୁ,ଅଜିତ କୁମାର ସାହୁ,ଗୈାତମ କୁମାର ପୃଷ୍ଟି,ସମୀର କୁମାର ସାହୁ,ନବ କୁଅଁର,ଚତୁର୍ଭୁଜ ସାହୁ,ସୁଦର୍ଶନ ସାହୁ,ହୃଷିକେଶ ସାହୁ,ଜନ୍ମେଜୟ ସାହୁ,ସୁଶାନ୍ତ କୁମାର ସାହୁ,ସିଦ୍ଧାର୍ଥ ଶଙ୍କର ସାହୁ,ପ୍ରତୀକ କୁମାର ସାହୁ,ସତ୍ୟବ୍ରତ ସାହୁ,ଗଣେସ ସାହୁ,ଦୀପୁ ସାହୁ,ସୁବୋଧ ସାହୁ,ବିନୋଦ ସାହୁ,ଗୁରୁଚରଣ ଦେହୁରୀ,ସରୋଜ କୁମାର ସାହୁ,ଶ୍ରୀମନ ସାହୁ,ସଂଞ୍ଜିବ କୁମାର ସାହୁ,ଯଗମୋହନ ସାହୁ,ସମୟ ସାହୁ,ମନରଂଞ୍ଜନ ରାଉତ ପ୍ରମୁଖ ସହଯୋଗ କରୁଛନ୍ତି।
ପଦ୍ମପୁର ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ କେନ୍ଦୁଝର,୧୫।୯(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପୂଜା ପାଇଁ ଆଜି ମାଟି ଅନୁକୂଳ ପୂଜାର୍ଚ୍ଚନା କରାଯାଇଛି।ପୂର୍ବାହ୍ନ ୧୦ଟାବେଳେ ଘଣ୍ଟ ହୁଳହୁଳି ସହିତ ସଂଙ୍କିର୍ତ୍ତନ ମଣ୍ତଳୀ ଙ୍କ ନାଦରେ
ସ୍ଥାନୀୟ ଅରଡେଇ ନଦୀକୂଳ ରେ ପହଞ୍ଚି ପୂଜକ ହୃଦାନନ୍ଦ ମିଶ୍ର ପୂଜାର୍ଚ୍ଚନା କରିବା ପରେ ମୂର୍ତ୍ତି ଗଢିବା ପାଇଁ ମାଟି ଅଣାଯାଇଥିଲା।ମହେନ୍ଦ୍ର କୁମାର ସାହୁ ସଂକଳ୍ପରେ ବସିଥିଲେ।ଏହି ଅବସର ରେ ୨୭ରୁ ୩୧ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୫ଦିନ ଧରି ଅପେରା ସୂର୍ଯ୍ୟବଂଶୀ ମଞ୍ଚସ୍ଥହେବ।ଏହାସହ
ଆକର୍ଷଣୀୟ ତରଣ ମୀନା ବଜାର ଖାଇ ଦୋଳି,ଚକ୍ରି ଦୋଳି,ବିଭିନ୍ନ ସୁସ୍ବାଦୁ ଖାଦ୍ୟଷ୍ଟଲ ବସିବ।ପଦ୍ମପୁର ମହାଲକ୍ଷ୍ମୀ ପୂଜା କମିଟିର ସଭାପତି ବିଜୟ କୁମାର ସାହୁ,ସଂମ୍ପାଦକ ପ୍ରବୀଣ କୁମାର ସାହୁ,ସଦସ୍ୟ ଗୋଲକ ବିହାରୀ ସାହୁ,ଅଜିତ କୁମାର ସାହୁ,ଗୈାତମ କୁମାର ପୃଷ୍ଟି,ସମୀର କୁମାର ସାହୁ,ନବ କୁଅଁର,ଚତୁର୍ଭୁଜ
ସାହୁ,ସୁଦର୍ଶନ ସାହୁ,ହୃଷିକେଶ ସାହୁ,ଜନ୍ମେଜୟ ସାହୁ,ସୁଶାନ୍ତ କୁମାର ସାହୁ,ସିଦ୍ଧାର୍ଥ ଶଙ୍କର ସାହୁ,ପ୍ରତୀକ କୁମାର ସାହୁ,ସତ୍ୟବ୍ରତ ସାହୁ,ଗଣେସ ସାହୁ,ଦୀପୁ ସାହୁ,ସୁବୋଧ ସାହୁ,ବିନୋଦ ସାହୁ,ଗୁରୁଚରଣ ଦେହୁରୀ,ସରୋଜ କୁମାର ସାହୁ,ଶ୍ରୀମନ ସାହୁ,ସଂଞ୍ଜିବ କୁମାର ସାହୁ,ଯଗମୋହନ ସାହୁ,ସମୟ ସାହୁ,ମନରଂଞ୍ଜନ ରାଉତ ପ୍ରମୁଖ ସହଯୋଗ କରୁଛନ୍ତି।
- ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼1
- 🌹🌹🌹ସହଜ ଶିକ୍ଷା 🌹🌹🌹 ଆପଣଙ୍କ ଘର ସଜାଇବା ପାଇଁ ଆପଣ ନିଜେ ସୁନ୍ଦର ଭାବେ ପିଲାଙ୍କ ପଢାଘର,ଡାଇନିଂ,କରନେର ରେ ସଜାନ୍ତୁ 🌹🌹🌹1
- କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି। କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।1
- #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍ ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍ଆଇଆର୍ରେ ଯୋଡ଼ି ହେଲା ସାଂଘାତିକ ଦଫା1
- ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।1
- ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia1
- #ନକଲି_ଔଷଧ_ରାକେଟ୍ର_ପର୍ଦ୍ଦାଫାଶ ଦେଶରେ ଏକ ବଡ଼ ଧରଣର ନକଲି କର୍କଟ (Cancer) ଏବଂ ଜରୁରୀକାଳୀନ ICU ଔଷଧ କାରବାର ରାକେଟ୍ର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ଦିଲ୍ଲୀ, ବେଙ୍ଗାଳୁରୁ ଓ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ୯୦ରୁ ଅଧିକ ହସ୍ପିଟାଲ୍ ତଥା କ୍ଲିନିକ୍ ଏବେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।1