logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାରାଦୀପ ବଡ଼ପଡ଼ିଆ ଅଞ୍ଚଳ ପଞ୍ଚୁଦୋଳ କୁ ନେଇ ହୋଇପଡିଛି ଉତ୍ସବମୁଖର... ପଞ୍ଚୁଦୋଳ କୁ ନେଇ ଉତ୍ସବମୁଖର ବନ୍ଦରନଗରୀ, ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ପଡ଼ିଆ ଅଞ୍ଚଳ....

8 hrs ago
user_Biraja prasad tripathy Tripathy
Biraja prasad tripathy Tripathy
ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
8 hrs ago

ପାରାଦୀପ ବଡ଼ପଡ଼ିଆ ଅଞ୍ଚଳ ପଞ୍ଚୁଦୋଳ କୁ ନେଇ ହୋଇପଡିଛି ଉତ୍ସବମୁଖର... ପଞ୍ଚୁଦୋଳ କୁ ନେଇ ଉତ୍ସବମୁଖର ବନ୍ଦରନଗରୀ, ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ପଡ଼ିଆ ଅଞ୍ଚଳ....

More news from ଓଡ଼ିଶା and nearby areas
  • ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ଶୋଭାଯାତ୍ରା,ମହିଳା ମାନଙ୍କ ଦାବିକୁ ନେଇ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ତରଫରୁ ଶକ୍ତି ପ୍ରଦର୍ଶନ, ଆଗାମୀ ଦିନରେ ମହିଳା ଙ୍କ ସ୍ୱାର୍ଥ କୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ..
    1
    ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ଶୋଭାଯାତ୍ରା,ମହିଳା ମାନଙ୍କ ଦାବିକୁ ନେଇ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ତରଫରୁ ଶକ୍ତି ପ୍ରଦର୍ଶନ, ଆଗାମୀ ଦିନରେ ମହିଳା ଙ୍କ ସ୍ୱାର୍ଥ କୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ..
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    6 hrs ago
  • କେନ୍ଦ୍ରାପଡ଼ା ପୌରପାଳିକା ବିଭିନ୍ନ ୱାର୍ଡ ରେ ଥିବା ଡ୍ରେନେଜ ଗୁଡିକ ରେ ସ୍ଲାପ ନଥିବା କାରଣରୁ ଦୈନ ଦିନ ବ୍ୟବହୃତ ବର୍ଜ୍ୟବସ୍ତୁ ଗୁଡିକୁ ଲୋକେ ଉକ୍ତ ଡ୍ରେନ ରେ ପକାଇବା କାରଣରୁ ଡ୍ରେନ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି I ଯାହା ଦ୍ୱାରା ପାଣି ଗୁଡିକ ଡ୍ରେନ ମଧ୍ୟରେ ରହି ପଚି ସେଥିରୁ ମଶା ମାଛିଙ୍କ ଉତ୍ପନ ହେଉଛି, ଯାହା ଫଳରେ ମଶା ମାଛିଙ୍କ ଜାଳାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି,
    1
    କେନ୍ଦ୍ରାପଡ଼ା ପୌରପାଳିକା ବିଭିନ୍ନ ୱାର୍ଡ ରେ ଥିବା ଡ୍ରେନେଜ ଗୁଡିକ ରେ ସ୍ଲାପ ନଥିବା କାରଣରୁ ଦୈନ ଦିନ ବ୍ୟବହୃତ ବର୍ଜ୍ୟବସ୍ତୁ ଗୁଡିକୁ ଲୋକେ ଉକ୍ତ ଡ୍ରେନ ରେ ପକାଇବା କାରଣରୁ ଡ୍ରେନ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି I ଯାହା ଦ୍ୱାରା ପାଣି ଗୁଡିକ ଡ୍ରେନ ମଧ୍ୟରେ ରହି ପଚି ସେଥିରୁ ମଶା ମାଛିଙ୍କ ଉତ୍ପନ ହେଉଛି, ଯାହା ଫଳରେ ମଶା ମାଛିଙ୍କ ଜାଳାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି,
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    4 hrs ago
  • karilopatana college rod kenal bridge ra bada nahi bahut accident hauchi
    1
    karilopatana college rod kenal bridge ra bada nahi bahut accident hauchi
    user_Uttam Kumar mallick
    Uttam Kumar mallick
    କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    5 hrs ago
  • କଟକ ନିଶ୍ଚିନ୍ତକୋଇଲି ଅଧିନସ୍ତ ଅସୁରେଶ୍ୱର ପଞ୍ଚାୟତ ଅଣସରପୁର 10ୱାର୍ଡ ରେ ଲାଗିଛି ନିଆଁ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନି
    1
    କଟକ ନିଶ୍ଚିନ୍ତକୋଇଲି ଅଧିନସ୍ତ ଅସୁରେଶ୍ୱର ପଞ୍ଚାୟତ ଅଣସରପୁର 10ୱାର୍ଡ ରେ ଲାଗିଛି ନିଆଁ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    14 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    3 hrs ago
  • ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।
    2
    ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।
    user_Shantanu Mohanty
    Shantanu Mohanty
    Local News Reporter ନିମାପଡା, ପୁରୀ, ଓଡ଼ିଶା•
    3 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଟଙ୍କା ନଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର.... କୁଜଙ୍ଗ ମେଡିକାଲ ରେ ହାଇଡ୍ରାମା, ଟଙ୍କା ନ ଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର, ଦାୟିତ୍ୱରେ ଥିବା ଅଧିକାରୀ ଙ୍କୁ ଘେରିଲେ ଲୋକ, ଟଙ୍କା ଦେଇ ମିଳିନି ଜନ୍ମ ପ୍ରମାଣପତ୍ର, ଦୁର୍ନୀତି ର ଗନ୍ତାଘର ପାଲଟିଛି କୁଜଙ୍ଗ ମେଡିକାଲ,ଟଙ୍କା ନେଲେ ଦେଲେନି ବାର୍ଥସାର୍ଟିଫିକେଟ, ଘେରିଲେ ଉତ୍ୟକ୍ତ ଲୋକ...
    1
    ଟଙ୍କା ନଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର....
କୁଜଙ୍ଗ ମେଡିକାଲ ରେ ହାଇଡ୍ରାମା, ଟଙ୍କା ନ ଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର, ଦାୟିତ୍ୱରେ ଥିବା ଅଧିକାରୀ ଙ୍କୁ ଘେରିଲେ ଲୋକ, ଟଙ୍କା ଦେଇ ମିଳିନି ଜନ୍ମ ପ୍ରମାଣପତ୍ର, ଦୁର୍ନୀତି ର ଗନ୍ତାଘର ପାଲଟିଛି କୁଜଙ୍ଗ ମେଡିକାଲ,ଟଙ୍କା ନେଲେ ଦେଲେନି ବାର୍ଥସାର୍ଟିଫିକେଟ, ଘେରିଲେ ଉତ୍ୟକ୍ତ ଲୋକ...
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.