logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ୮୨ ତମ ବୈଠକ,ଯୋଗ ଦେଲେ ମାଲକାନଗିରି ସଭାପତି ଲକ୍ଷ୍ମୀପୁର ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟ ପରିଷଦ ର ୮୨ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ପରିଷଦର ସଭାପତି ମହାଦେବ ଶତପଥି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ଲକ୍ଷ୍ମୀପୁର ଠାରେ ମାଲକାନଗିରି ର ମାଟି ଲଗ୍ନା ସାହିତ୍ୟ ସଂସଦ ର ପ୍ରସ୍ତାବିତ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହେବା ପାଇଁ ଆଲୋଚନା ହୋଇଥିଲା l ପ୍ରସ୍ତାବକ ମାଟି ଲଗ୍ନା ସାହିତ୍ୟ ଅନୁଷ୍ଠାନ ର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଙ୍କ ପ୍ରେରିତ ପତ୍ର ପ୍ରକାରେ, ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ର କର୍ମକର୍ତ୍ତା ଓ ସଭ୍ୟ ଙ୍କ ସହଯୋଗ ଓ ସମର୍ଥନ କରିବା ପାଇଁ ଉକ୍ତ ବୈଠକ ର ମୁଖ୍ୟ ପ୍ରସଙ୍ଗ ଥିଲା l

2 hrs ago
user_Pramodkumar Jena
Pramodkumar Jena
Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
2 hrs ago
de8f5a45-b216-45b7-8c6b-f5e99cae9c09

More news from ଓଡ଼ିଶା and nearby areas
  • Post by Pramodkumar Jena
    1
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    42 min ago
  • ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।
    1
    ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।
    user_KADAMBINI
    KADAMBINI
    ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    17 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    15 hrs ago
  • ଜୟପୁର : ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ କେହି ନାହାନ୍ତି, ଜୟପୁର ସହରର ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକାର ସ୍ବତନ୍ତ୍ର ବୈଠକକୁ ନେଇ କାଉନସିଲରଙ୍କ ଅସନ୍ତୋଷ
    1
    ଜୟପୁର : ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ କେହି ନାହାନ୍ତି, ଜୟପୁର ସହରର ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକାର ସ୍ବତନ୍ତ୍ର ବୈଠକକୁ ନେଇ କାଉନସିଲରଙ୍କ ଅସନ୍ତୋଷ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    3 hrs ago
  • ସାବଧାନ ରୁହନ୍ତୁ ଘରକୁ ଛାଡ଼ି ବାହାରେ ଯାଉନ୍ତୁ ନାହିଁ ଚୋର ଲୁଟେରା ମାନଙ୍କର ନଜର ରହିଛି
    1
    ସାବଧାନ ରୁହନ୍ତୁ ଘରକୁ ଛାଡ଼ି ବାହାରେ ଯାଉନ୍ତୁ ନାହିଁ ଚୋର ଲୁଟେରା ମାନଙ୍କର ନଜର ରହିଛି
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    6 hrs ago
  • Post by Narattam Kumar padhy
    1
    Post by Narattam Kumar padhy
    user_Narattam Kumar padhy
    Narattam Kumar padhy
    ସାମ୍ବାଦିକ ବିଷମାକଟକ, ରାୟଗଡା, ଓଡ଼ିଶା•
    24 min ago
  • କୋଟପାଡ଼ : ନୀଳକଣ୍ଠେଶ୍ଵର ଶୈବପୀଠ ରୂପାନ୍ତିକରଣ ପାଇଁ ମିଳିଲା ଆଂଜ୍ଞାମାଳ
    1
    କୋଟପାଡ଼ : ନୀଳକଣ୍ଠେଶ୍ଵର ଶୈବପୀଠ ରୂପାନ୍ତିକରଣ ପାଇଁ ମିଳିଲା ଆଂଜ୍ଞାମାଳ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    15 hrs ago
  • Post by Pramodkumar Jena
    4
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.