Shuru
Apke Nagar Ki App…
ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ୍ ସେଣ୍ଟର୍ ରେ ୩୭୩ ରୁ ୩୬୯ ଯାନ ଦେଲେ ମାତୃଭାଷା ପରୀକ୍ଷା
Pramodkumar Jena
ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ୍ ସେଣ୍ଟର୍ ରେ ୩୭୩ ରୁ ୩୬୯ ଯାନ ଦେଲେ ମାତୃଭାଷା ପରୀକ୍ଷା
- Pramodkumar Jenaଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶାok2 hrs ago
More news from ଓଡ଼ିଶା and nearby areas
- Post by Pramodkumar Jena1
- ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।1
- Post by HABIL DONGRI1
- ଦାମନଯୋଡିରେ ମାଟ୍ରିକ ବୋର୍ଡ ପରୀକ୍ଷା । କେମିତି ରହିଛି ପ୍ରସ୍ତୁତି ଆଉ କେତେ ଉତ୍ସାହିତ ଛାତ୍ରଛାତ୍ରୀ । ପିଲାଙ୍କ ଉପରେ କେତେ ଆଶାବାଦୀ ଶିକ୍ଷକ। ଆସନ୍ତୁ ଜାଣିବା।1
- Post by Satyanarayan Bidika1
- ଜୟପୁର : ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ କେହି ନାହାନ୍ତି, ଜୟପୁର ସହରର ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକାର ସ୍ବତନ୍ତ୍ର ବୈଠକକୁ ନେଇ କାଉନସିଲରଙ୍କ ଅସନ୍ତୋଷ1
- ସାବଧାନ ରୁହନ୍ତୁ ଘରକୁ ଛାଡ଼ି ବାହାରେ ଯାଉନ୍ତୁ ନାହିଁ ଚୋର ଲୁଟେରା ମାନଙ୍କର ନଜର ରହିଛି1
- Post by Pramodkumar Jena4