logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦିନ ଦ୍ବିପ୍ରହରରେ ମହିଳାଙ୍କୁ ଦୁଷ୍କର୍ମ ଧମକ! ଭିଡିଓ ଭାଇରାଲ ପରେ ଜଣେ ଅଟକ ଝାରସୁଗୁଡ଼ାର ପାହାଡିମନ୍ଦିର ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଦୁଇ ନିଶାସକ୍ତ ଯୁବକ ଜଣେ ମହିଳାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି। ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି, ଯୁବକମାନେ ପ୍ରତିବାଦ କରିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଅଟକ ରଖ୍ ପଚରାଉଚରା ଜାରି ରଖୂଛି।

1 hr ago
user_Sanjaykumarbarik
Sanjaykumarbarik
Farmer ସିମିଳିଆ, ବାଲେଶ୍ୱର, ଓଡ଼ିଶା•
1 hr ago

ଦିନ ଦ୍ବିପ୍ରହରରେ ମହିଳାଙ୍କୁ ଦୁଷ୍କର୍ମ ଧମକ! ଭିଡିଓ ଭାଇରାଲ ପରେ ଜଣେ ଅଟକ ଝାରସୁଗୁଡ଼ାର ପାହାଡିମନ୍ଦିର ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଦୁଇ ନିଶାସକ୍ତ ଯୁବକ ଜଣେ ମହିଳାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି। ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି, ଯୁବକମାନେ ପ୍ରତିବାଦ କରିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଅଟକ ରଖ୍ ପଚରାଉଚରା ଜାରି ରଖୂଛି।

More news from ଓଡ଼ିଶା and nearby areas
  • ରାଇରଙ୍ଗପୁର ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ।
    1
    ରାଇରଙ୍ଗପୁର ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • Post by DINA AUTO NEWS 6290245160
    1
    Post by DINA AUTO NEWS  6290245160
    user_DINA AUTO NEWS  6290245160
    DINA AUTO NEWS 6290245160
    ଓଉପଦା, ବାଲେଶ୍ୱର, ଓଡ଼ିଶା•
    12 hrs ago
  • ମୟୂରଭଞ୍ଜର କପ୍ତିପଦା ଧୁଡାସାହି ଗାଁର ଜଣେ ୧୨ ବର୍ଷୀୟ ନାବାଳକ ୫ ଜଣ ସାଙ୍ଗଙ୍କ ସହ କଳା ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କପ୍ତିପଦା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
    2
    ମୟୂରଭଞ୍ଜର କପ୍ତିପଦା ଧୁଡାସାହି ଗାଁର ଜଣେ ୧୨ ବର୍ଷୀୟ ନାବାଳକ ୫ ଜଣ ସାଙ୍ଗଙ୍କ ସହ କଳା ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କପ୍ତିପଦା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
    user_Malay ranjan patra
    Malay ranjan patra
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।
    1
    ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • କୋରେଇ ଥାନାରେ କିଶୋର କିସୋରିଙ୍କ ସଚେତନେତା ପାଇଁ ବାର୍ତ୍ତା ଦେଲେ କୋରାଇ ଥାନା ଅଧିକାରୀ ।
    1
    କୋରେଇ ଥାନାରେ କିଶୋର କିସୋରିଙ୍କ ସଚେତନେତା ପାଇଁ ବାର୍ତ୍ତା  ଦେଲେ କୋରାଇ ଥାନା ଅଧିକାରୀ ।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    42 min ago
  • ଦ୍ବିତୀୟ ବିବାହ କୁ ନେଇ ଝିଅ ଘରଲୋକ ଜୁୟେଂଇକୁ ମାର୍ ପିଟ୍ କଲେ । ଦ୍ବିତୀୟ ବିବାହ କରିଥିବା ଘରକୁ ଯାଇ ସେଉଠୁ ବୁଲିବା ପାଇଁ ଯାଇଥିଲେ ପ୍ରଥମ ବାହା ହେଇଥିବା ଝିଅ ଘରକୁ, ଘରେ ସମସ୍ତେ ଥିଲେ ସେତିକି ବେଳେ ତାକୁ ସମସ୍ତେ ମିଶି ମାଡ ମାରି ଥିଲେ ।
    2
    ଦ୍ବିତୀୟ ବିବାହ କୁ ନେଇ ଝିଅ ଘରଲୋକ ଜୁୟେଂଇକୁ ମାର୍ ପିଟ୍ କଲେ ।
ଦ୍ବିତୀୟ ବିବାହ କରିଥିବା ଘରକୁ ଯାଇ ସେଉଠୁ ବୁଲିବା ପାଇଁ ଯାଇଥିଲେ ପ୍ରଥମ ବାହା ହେଇଥିବା ଝିଅ ଘରକୁ, ଘରେ ସମସ୍ତେ ଥିଲେ ସେତିକି ବେଳେ ତାକୁ ସମସ୍ତେ ମିଶି ମାଡ ମାରି ଥିଲେ ।
    user_SOMA PURTY
    SOMA PURTY
    ବାହାଲଦା, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ଭୁବନେଶ୍ୱରରେ ସୋନାଲି ସାହୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କେରଳର ଜନତା ଧର୍ମ ଆଧାରିତ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଉପରେ ଭରସା କରିଛନ୍ତି। ଏହି ମନ୍ତବ୍ୟ ଜାତୀୟ ରାଜନୀତିରେ ଗୁରୁତ୍ୱ ବହନ କରେ।
    1
    ଭୁବନେଶ୍ୱରରେ ସୋନାଲି ସାହୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କେରଳର ଜନତା ଧର୍ମ ଆଧାରିତ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଉପରେ ଭରସା କରିଛନ୍ତି। ଏହି ମନ୍ତବ୍ୟ ଜାତୀୟ ରାଜନୀତିରେ ଗୁରୁତ୍ୱ ବହନ କରେ।
    user_Sanjaykumarbarik
    Sanjaykumarbarik
    Farmer ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    23 hrs ago
  • ରାସ୍ତାରେ ଫସିଥିଲା ଆଇରନ ବୋଝେଇ ଟିପର, ଉଠାଇଲା ବେଳେ ଟ୍ରାକ୍ଟର ଚାପି ଦେବାରୁ ଶ୍ରମିକ ମୃତ।
    1
    ରାସ୍ତାରେ ଫସିଥିଲା ଆଇରନ ବୋଝେଇ ଟିପର, ଉଠାଇଲା ବେଳେ ଟ୍ରାକ୍ଟର ଚାପି ଦେବାରୁ ଶ୍ରମିକ ମୃତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    5 hrs ago
  • Post by DINA AUTO NEWS 6290245160
    1
    Post by DINA AUTO NEWS  6290245160
    user_DINA AUTO NEWS  6290245160
    DINA AUTO NEWS 6290245160
    ଓଉପଦା, ବାଲେଶ୍ୱର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.