logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁର କଲ୍ୟାଣ ମଣ୍ଡପ ପରିସରରେ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି

1 hr ago
user_SONEPUR NEWS
SONEPUR NEWS
ସାମ୍ବାଦିକ Sonapur, Sonepur•
1 hr ago
60d5092f-adef-4061-800f-55d43e7aebfa
2f3c12d5-672e-456d-9f51-d587a9a3907c
a78fee6e-75b5-4cfb-8d96-932b4e18e338
207f12f6-3376-433d-a247-e00d37935163

ବୀରମହାରାଜପୁର କଲ୍ୟାଣ ମଣ୍ଡପ ପରିସରରେ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି

More news from ଓଡ଼ିଶା and nearby areas
  • #କଥା_ଆପଣଙ୍କର, #ବ୍ୟଥା_ଲୋକଙ୍କର ସୁବର୍ଣ୍ଣପୁର: ଗତ ଅକ୍ଟୋବର ମାସରେ ବୁଲା ଗାଈଗୋରୁ ରାସ୍ତାରେ ଦୃଷ୍ଟି ଗୋଚର ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲପାଳ ଡ ନୃପାରାଜ୍ ସାହୁ ପ୍ରତିଶ୍ରୁତି ଏବଂ ଚେତାବନୀ ଦେଇଥିଲେ। ହେଲେ ପାଞ୍ଚମାସ ବିତିଯାଇଥିଲେ ହେଁ ପୁରାଣ ହୋଇପାରିନାହିଁ।
    1
    #କଥା_ଆପଣଙ୍କର, #ବ୍ୟଥା_ଲୋକଙ୍କର
ସୁବର୍ଣ୍ଣପୁର: ଗତ ଅକ୍ଟୋବର ମାସରେ ବୁଲା ଗାଈଗୋରୁ ରାସ୍ତାରେ ଦୃଷ୍ଟି ଗୋଚର ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲପାଳ ଡ ନୃପାରାଜ୍ ସାହୁ ପ୍ରତିଶ୍ରୁତି ଏବଂ ଚେତାବନୀ ଦେଇଥିଲେ। ହେଲେ ପାଞ୍ଚମାସ ବିତିଯାଇଥିଲେ ହେଁ ପୁରାଣ ହୋଇପାରିନାହିଁ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    ଜଗୁଆଳି Sonapur, Sonepur•
    3 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ଅଫିମ ଚାଷ l ଖବର ପାଇ ଏସପିଙ୍କ ନେତୃତ୍ୱରେ ଚଢ଼ାଉ କଲା ପୋଲିସ
    1
    ସୁବର୍ଣ୍ଣପୁର ଜିଲ୍ଲାରେ ଅଫିମ ଚାଷ l ଖବର ପାଇ ଏସପିଙ୍କ ନେତୃତ୍ୱରେ ଚଢ଼ାଉ କଲା ପୋଲିସ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ଯୋଗଗୁରୁ ଡ. ହୃଷିକେଶ ଦେହେରି । ସେ ତାଙ୍କ ପ୍ରୟାସ ରେ ଅନେକ ଗ୍ରାମାଞ୍ଚଲ ମାନଙ୍କର ଛୋଟଵଡ ସମସ୍ତଙ୍କୁ ନେଇ ଯୋଗ ପ୍ରୟାସ ଜାରିରଖିଛନ୍ତି । ତାଙ୍କ ଯୋଗ ଅଭ୍ୟାସ ର କିଛି ଅଭୂଲା ସୃତି ।
    2
    ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ଯୋଗଗୁରୁ ଡ. ହୃଷିକେଶ ଦେହେରି ।
ସେ ତାଙ୍କ ପ୍ରୟାସ ରେ ଅନେକ ଗ୍ରାମାଞ୍ଚଲ ମାନଙ୍କର ଛୋଟଵଡ ସମସ୍ତଙ୍କୁ ନେଇ ଯୋଗ ପ୍ରୟାସ ଜାରିରଖିଛନ୍ତି । ତାଙ୍କ ଯୋଗ ଅଭ୍ୟାସ ର କିଛି ଅଭୂଲା ସୃତି ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • Post by Pitambar Sahu
    1
    Post by Pitambar Sahu
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    15 hrs ago
  • ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ସଚେତନତା ସଭା l ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା କରିବା ନିମନ୍ତେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମାଧପୁର ରେଞ୍ଜଅଧିକାରୀ ଆସିକ କୁମାର ଡିଗାଲଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଚେତନତା ସଭାରେ ଅଞ୍ଚଳର ବହୁ ଜନସାଧାରଣ ଓ ବନ ସୁରକ୍ଷା ସହ ଜଡିତ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।ସଭାରେ ଗ୍ରୀଷ୍ମ ଋତୁ ଆରମ୍ଭ ସହିତ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢ଼ିଥାଏ ବୋଲି ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଜଙ୍ଗଲ ଆମ ପରିବେଶ, ଜଳବାୟୁ ସମତୁଳନ ଓ ବନ୍ୟପ୍ରାଣୀଙ୍କ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଥିବାରୁ ଏହାକୁ ନିଆଁ ଦାଉରୁ ସୁରକ୍ଷା କରିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ରେଞ୍ଜର ଡିଗାଲ ମତ ପ୍ରକାଶ କରିଥିଲେ। ଜଙ୍ଗଲରେ ଅବହେଳାବଶତଃ ନିଆଁ ନ ଲଗାଇବା, ଶୁଖିଲା ପତ୍ର କିମ୍ବା ଘାସକୁ ଅଗ୍ନି ସଂସ୍ପର୍ଶ ନ କରିବା ଏବଂ କୌଣସି ସ୍ଥାନରେ ନିଆଁ ଦେଖିଲେ ସତ୍ବରେ ବନ ବିଭାଗକୁ ସୂଚନା ଦେବାକୁ ଲୋକମାନଙ୍କୁ ଏସି ଏଫ ଆଶିଷ କହଁର ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏସି ଏଫ ଆଶିଷ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଡଡେଣି ଗଡ଼ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ପ୍ରଧାନ ଏବଂ ମାଧପୁର ରେଞ୍ଜରେ କାର୍ଯ୍ୟରତ ବନପାଳ ଅଭିମନ୍ୟୁ ମହାନ୍ତି, ଭକ୍ତ ବତ୍ସଳ ମଲ୍ଲିକ, ସୁମନ୍ତ ମଲ୍ଲିକ,ଫରେଷ୍ଟ ଗାର୍ଡ ଶରତ ନାଏକ, ସୀତାରାମ ବେହେରା, ମିଲି କିସ୍ପିଟା, ଗୀତା ଏକ୍କା, ବୀଣାପାଣି ଖଡୁଆ ସମେତ ସ୍କ୍ୱାର୍ଡ ଟିମ ଉପସ୍ଥିତ ରହିଥିଲେ। ସଭାରେ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ରହିବା ସହ ବନ ବିଭାଗକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।
    1
    ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ସଚେତନତା ସଭା l
ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା କରିବା ନିମନ୍ତେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମାଧପୁର ରେଞ୍ଜଅଧିକାରୀ ଆସିକ କୁମାର ଡିଗାଲଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଚେତନତା ସଭାରେ ଅଞ୍ଚଳର ବହୁ ଜନସାଧାରଣ ଓ ବନ ସୁରକ୍ଷା ସହ ଜଡିତ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।ସଭାରେ ଗ୍ରୀଷ୍ମ ଋତୁ ଆରମ୍ଭ ସହିତ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢ଼ିଥାଏ ବୋଲି ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଜଙ୍ଗଲ ଆମ ପରିବେଶ, ଜଳବାୟୁ ସମତୁଳନ ଓ ବନ୍ୟପ୍ରାଣୀଙ୍କ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଥିବାରୁ ଏହାକୁ ନିଆଁ ଦାଉରୁ ସୁରକ୍ଷା କରିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ରେଞ୍ଜର  ଡିଗାଲ ମତ ପ୍ରକାଶ କରିଥିଲେ। ଜଙ୍ଗଲରେ ଅବହେଳାବଶତଃ ନିଆଁ ନ ଲଗାଇବା, ଶୁଖିଲା ପତ୍ର କିମ୍ବା ଘାସକୁ ଅଗ୍ନି ସଂସ୍ପର୍ଶ ନ କରିବା ଏବଂ କୌଣସି ସ୍ଥାନରେ ନିଆଁ ଦେଖିଲେ ସତ୍ବରେ ବନ ବିଭାଗକୁ ସୂଚନା ଦେବାକୁ ଲୋକମାନଙ୍କୁ ଏସି ଏଫ ଆଶିଷ କହଁର ଅନୁରୋଧ କରିଥିଲେ l 
ଏହି କାର୍ଯ୍ୟକ୍ରମରେ ଏସି ଏଫ ଆଶିଷ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଡଡେଣି ଗଡ଼ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ପ୍ରଧାନ ଏବଂ ମାଧପୁର ରେଞ୍ଜରେ କାର୍ଯ୍ୟରତ ବନପାଳ ଅଭିମନ୍ୟୁ ମହାନ୍ତି, ଭକ୍ତ ବତ୍ସଳ ମଲ୍ଲିକ, ସୁମନ୍ତ ମଲ୍ଲିକ,ଫରେଷ୍ଟ ଗାର୍ଡ ଶରତ ନାଏକ, ସୀତାରାମ ବେହେରା, ମିଲି କିସ୍ପିଟା, ଗୀତା ଏକ୍କା, ବୀଣାପାଣି ଖଡୁଆ ସମେତ ସ୍କ୍ୱାର୍ଡ ଟିମ ଉପସ୍ଥିତ ରହିଥିଲେ। ସଭାରେ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ରହିବା ସହ ବନ ବିଭାଗକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
  • କାର୍ଯ୍ୟରେ ଅବହେଳାକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ ସୁବର୍ଣ୍ଣପୁର: ସୋନପୁର ମହାରାଜା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଶିଷ ରଞ୍ଜନ ରଥ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ନିଲମ୍ୱିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଥିବା ଜଣାଯାଇଛି।
    1
    କାର୍ଯ୍ୟରେ ଅବହେଳାକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ
ସୁବର୍ଣ୍ଣପୁର: ସୋନପୁର ମହାରାଜା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଶିଷ ରଞ୍ଜନ ରଥ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ନିଲମ୍ୱିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଥିବା ଜଣାଯାଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.