Shuru
Apke Nagar Ki App…
https://www.facebook.com/share/v/1DgDfwTkJr/
Rajib Behera
More news from Mayurbhanj and nearby areas
- ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ପରିଦର୍ଶନ କଲେ ମନ୍ତ୍ରୀ ଗଣେଷ ରାମସିଂ ଖୁଣ୍ଟିଆ1
- ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ।1
- ହାଇୱା ଧକ୍କା ରେ ସ୍କୁଟି ଚାଳିକା ଗୁରୁତର4
- “ବଦଳିଯାଇଛି ଭଦ୍ରକ ମେଡିକାଲ। ଆଜି ଏହା ସୁନ୍ଦର, ସୁସଜ୍ଜିତ ଏବଂ ପରିଷ୍କାର ପରିବେଶରେ ରୋଗୀଙ୍କୁ ସେବା ପ୍ରଦାନ କରୁଛି। ଉନ୍ନତ ପରିଚାଳନା ଓ ନିୟମିତ ସଫାସୁତୁରା ଦ୍ୱାରା ମେଡିକାଲର ରୂପରେ ଏକ ସକାରାତ୍ମକ ପରିବର୍ତ୍ତନ ଦେଖାଯାଉଛି।”1
- ରାଜ୍ୟ ନିର୍ବାଚନ କମିଶନର ମଧୁସୁଦନ ପାଢ଼ୀ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲାପାଳ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପଂଚାୟତ ନିର୍ବାଚନ ୨୦୨୭ ଏବଂ ପୌର ପରିଷଦର ଆଗାମୀ ନିର୍ବାଚନ ଉପରେ ମଧ୍ୟ ସମୀକ୍ଷା କରିଛନ୍ତି | ଵାଲାଟ ବକ୍ସ ମହଜୁଦ ଏବଂ ତାହାର ସ୍ଥିତି,ଜିଲ୍ଲାର ଜନସଂଖ୍ୟା ପରିସଂଖ୍ୟାନ,ଅସ୍ଥାୟୀ ବୁଥ୍, ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍,ଘରକୁ ଘରକୁ ସର୍ଭେ,ପ୍ରାର୍ଥୀ ସଂରକ୍ଷିତ ତାଲିକା, ଭୋଟ ଗଣତି ମତାମତ ସମେତ ଭୋଟର ତାଲିକା, ଭୋଟର ତାଲିକାରେ ନାମ ଯୋଡିବା, କାଟିବା ଇତ୍ୟାଦି ବ୍ୟତୀତ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରିଥିଲେ | ଆଜି ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ରମେଶ ପଣ୍ଡା, କେନ୍ଦ୍ରାପଡ଼ା ମୁନିସିପାଲିଟି ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ ଉପସ୍ଥିତ ଥିଲେ |1
- ସିଳିପୁର ଅଣ୍ଡର ବାଇପାସ ଆନ୍ଦୋଳନ ଘଟଣା ରେ ଆନ୍ଦୋଳନ ରେ ସାମିଲ ହୋଇଥିବା ସ୍କୁଲ ର ଛାତ୍ରଛାତ୍ରୀ ମାନେ ମଧ୍ୟାନ ଭୋଜନ ଖାଇଲେ ରାଜ ରାସ୍ତା ଉପରେ1
- Post by User9028jemsrourkela1
- କରଞ୍ଜିଆ ବଜାର ଅମ୍ବିକା ମନ୍ଦିର ନିକଟରେ ଥିବା ଷ୍ଟାର୍ ମେଚିଂ ସେଣ୍ଟର୍ ରେ ଭୟାବହ ଅଗ୍ନିକାଣ୍ଡ1