Shuru
Apke Nagar Ki App…
User9028jemsrourkela
- Manoj MajhiHemgir, Sundargarhjago Aadibasi1 hr ago
- Rabindra Pandaସୋନପୁର, ସୋନପୁର, ଓଡ଼ିଶା🙏2 hrs ago
More news from Sundargarh and nearby areas
- Post by Sandeep Barla1
- ସମଲେଶ୍ଵରୀ ଆଞ୍ଚଳିକ କୃଷକ ଏକତା ମଞ୍ଚ, କୁଚିଣ୍ଡା ପକ୍ଷରୁ ଉପଖଣ୍ଡର ମଣ୍ଡି ଗୁଡ଼ିକରେ ବିଭିନ୍ନ ସମସ୍ୟା ପଡ଼ିଥିବା ଚାଷିମାନଙ୍କ କଷ୍ଟୋର୍ପାଜିତ ଧାନକୁ ତୁରନ୍ତ କ୍ରୟ କରାଯାଉ ,କଟନି ଚଟନି ବନ୍ଦ, ଟୋକନ ମିଳି ନ ଥିବା ଚାଷୀଙ୍କୁ ତୁରନ୍ତ ଟୋକନ ପ୍ରଦାନ ଓ ଚାଷିମାନଙ୍କ ସମସ୍ତ ପଞ୍ଜିକୃତ ଚାଷ ଜମିର ବଳକା ଧାନକୁ ସରକାରଙ୍କ ଘୋଷିତ ବୋନସ୍ ଟ.୮୦୦/-ସହିତ ଧାନର ଏମ୍. ଏସ୍.ପି. ଟ. ୨୩୬୯/- ହିସାବରେ କ୍ୟୁଣ୍ଟାଲ ପ୍ରତି ସର୍ବ ମୋଟ୍ ଟ. ୩୧୬୯/ - ଦରରେ ସରକାର କିଣିବା ଦାବୀ ରେ ଶୋଭାଯାତ୍ରା । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସିମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ।1
- बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday1
- କରଞ୍ଜିଆ ଓ ଝାଡ଼ଖଣ୍ଡ ସୀମାରେ ଗୋଠଛଡା ଦନ୍ତାର ଆତଙ୍କ,ହାତୀ ଆକ୍ରମଣରେ ଦୁଇ ଯୁବକ ମୃତ,ଜଣେ ଗୁରୁତର1
- ପ୍ରବଳ ଶୀତରେ ଥରୁଛନ୍ତି କଣିହାଁ ଓ ଆଖପାଖ ଅଞ୍ଚଳବାସୀ1
- ବାଧକାମହେଉଛିଦେଖତୁ1
- लड़की को इंप्रेस करने के लिए कराया उसका एक्सिडेंट1
- ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ଐତିହାସିକ ସ୍ମୃତି ବହନ କରୁଥିବା ବାଜି ରାଉତ ଛାତ୍ରାବାସ ବିପଦରେ ପଡ଼ିଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଛାତ୍ରାବାସକୁ ବଦନାମ କରିବା ସହ ଏହାର ସ୍ଥାବର–ଅସ୍ଥାବର ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଛାତ୍ରାବାସର କାର୍ଯ୍ୟକର୍ତ୍ତାମାନେ। ସାମ୍ବାଦିକ ସମ୍ମିଳନୀରେ କୃଷ୍ଣା ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଅନୁଗୋଳରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୧୯୯୬ ମସିହାରେ ମାଳତୀ ଚୌଧୁରୀ ଏକ ୱିଲ୍ ମାଧ୍ୟମରେ ନିଜ କ୍ରୟ ଜମିରୁ ୨.୨୩ ଏକର ଜମି ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ। ଟିକସ ଅଭାବରୁ ଦୀର୍ଘ ସମୟ ଧରି ଏହି ଜମି ଛାତ୍ରାବାସ ନାମରେ ପଞ୍ଜିକୃତ ହୋଇପାରିନଥିଲେ ମଧ୍ୟ, ଗତବର୍ଷ ଆଧିକାରିକ ଭାବେ ଛାତ୍ରାବାସ ନାମରେ ପଟ୍ଟା କରାଯାଇଛି। ତେବେ ଏହି ସମ୍ପତ୍ତି ଉପରେ ଅଧିକାର ଦାବି କରି କୃଷ୍ଣା ମହାନ୍ତିଙ୍କ ପୁଅ ଅମ୍ଳାନ ମହାନ୍ତି ଓ ତାଙ୍କ ପତ୍ନୀ ଅଦାଲତରେ ମାମଲା ଦାୟର କରିଥିବା ଅଭିଯୋଗ ହୋଇଛି। ଛାତ୍ରାବାସର ସ୍ୱାର୍ଥକୁ ଗୁରୁତ୍ୱ ଦେବାରୁ କୃଷ୍ଣା ମହାନ୍ତି ଶାରୀରିକ ନିର୍ଯାତନାର ସିକାର ହୋଇଥିବା ଓ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଥିବା ମଧ୍ୟ ସେ କହିଛନ୍ତି। ଭୟଭୀତ ପରିସ୍ଥିତିରେ ବର୍ତ୍ତମାନ ସେ ଛାତ୍ରାବାସ ପରିସରରେ ଥିବା ନୁମା–ବାପୀ କୁଟୀରରେ ରହୁଛନ୍ତି, ଯାହା ପୂର୍ବରୁ ମ୍ୟୁଜିୟମ୍ ଭାବେ ବ୍ୟବହୃତ ହୋଇଆସୁଥିଲା। ସେହିପରି ଛାତ୍ରାବାସର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ପରିସ୍ଥିତିରେ ଛାତ୍ରାବାସ ଜମିର ଡି-ମାର୍କେସନ୍ କରି ପାଚେରି ନିର୍ମାଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି। ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବାବେଳେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।6