logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୧୨୩ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା *୧୨୩ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା : ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ଉଦାସୀନତା ପାଇଁ ପୁରୀବାସୀଙ୍କ ଅହିଂସାପୂର୍ଣ୍ଣ ସଂଗ୍ରାମ* *"୧୨୩ ଦିନ ବିତିଗଲା। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅହିଂସାପୂର୍ଣ୍ଣ ନୀରବ ସତ୍ୟାଗ୍ରହ ଅବ୍ୟାହତ ରହିଛି। କିନ୍ତୁ ଦୁଃଖର ବିଷୟ, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ନ୍ୟାୟସଙ୍ଗତ ଦାବି ପ୍ରତି ଏପର୍ଯ୍ୟନ୍ତ ଉଦାସୀନ ରହିଛନ୍ତି।"* ପୁରୀ (୦୧/୦୮) : ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୩ ଦିନରେ ପହଞ୍ଚିଛି। ଏତେ ଦୀର୍ଘ ସମୟ ଧରି ଶାନ୍ତିପୂର୍ଣ୍ଣ, ଅହିଂସାପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ ଆନ୍ଦୋଳନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ସ୍ପଷ୍ଟ କିମ୍ବା ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ। ଏହି ନୀରବତା ପୁରୀବାସୀଙ୍କ ଭାବାବେଗ ଓ ନ୍ୟାୟସଙ୍ଗତ ଦାବି ପ୍ରତି ଅବହେଳାର ପରିଚୟ ବୋଲି ସତ୍ୟାଗ୍ରହୀମାନେ ମତ ପ୍ରକାଶ କରିଛନ୍ତି। ସତ୍ୟାଗ୍ରହୀମାନଙ୍କ କହିବା ଅନୁସାରେ, ଯେଉଁ ସରକାର ଓ ପ୍ରଶାସନ ଲୋକଙ୍କ କଥା ଶୁଣିବାର ପ୍ରତିଶ୍ରୁତି ଦେଇଛନ୍ତି, ସେହି ସରକାର ୧୨୩ ଦିନ ଧରି ଚାଲିଥିବା ଏକ ଅହିଂସାପୂର୍ଣ୍ଣ ଜନ ଆନ୍ଦୋଳନ ପ୍ରତି ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପୁରୀବାସୀଙ୍କ ଦୀର୍ଘଦିନର ପରମ୍ପରାଗତ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ଆବଶ୍ୟକ ସଂଳାପ କିମ୍ବା ପଦକ୍ଷେପ ଗ୍ରହଣ ନକରିବାରୁ ଅସନ୍ତୋଷ ବଢ଼ିଚାଲିଛି। ଆଜି ସତ୍ୟାଗ୍ରହୀମାନେ ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରି କହିଥିଲେ, "ହେ କାଳିଆ ସାଆନ୍ତ ! ଆମର ସଂଗ୍ରାମ କାହା ବିରୋଧରେ ନୁହେଁ, ଅନ୍ୟାୟ ବିରୋଧରେ। ସତ୍ୟ ଓ ନ୍ୟାୟର ବିଜୟ ହେଉ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ।" ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ଵନାଥ ମିଶ୍ର, କାହ୍ନୁଚରଣ ପ୍ରଧାନ, ଅଭିମନ୍ୟୁ ରାୟଗୁରୁ, ବିଭୁଦତ୍ତ ମିଶ୍ର, ପ୍ରଣତୀ ରାୟ, ଅରୁଣା ପଟ୍ଟନାୟକ, ଛବିରାଣୀ ମହାରଣା, ବନିତା ଦିକ୍ଷୀତ, କଳ୍ପନା ତ୍ରିପାଠୀ, ମମତା ସ୍ବାଇଁ, ଶିଶିରକାନ୍ତ ଶତପଥୀ, ନୃସିଂହନାଥ ନାୟକ, ସୁବାଷ ପଟ୍ଟନାୟକ, ଯାଦବାନନ୍ଦ ରାୟ, ସନ୍ତୋଷ ସେନାପତି, ଗଦାଧର ମହାରଣା, ପତିତପାବନ ସାମନ୍ତରାୟ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, "ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ନୀରବତା ଆମକୁ ନିରାଶ କରିଛି, କିନ୍ତୁ ଆମର ସଂକଳ୍ପକୁ ଦୁର୍ବଳ କରିପାରିନାହିଁ। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଅଧିକାର କୌଣସି ଦୟା କିମ୍ବା ଅନୁଗ୍ରହର ବିଷୟ ନୁହେଁ; ଏହା ସେମାନଙ୍କ ଐତିହାସିକ ଓ ପରମ୍ପରାଗତ ଅଧିକାର। ସରକାର ଓ ପ୍ରଶାସନ ଏହି ଦାବିକୁ ଆଉ ବିଳମ୍ବ ନକରି ତୁରନ୍ତ ସମାଧାନ କରନ୍ତୁ। ଯେପର୍ଯ୍ୟନ୍ତ ପୁରୀବାସୀଙ୍କ ଅଧିକାର ପୁନଃସ୍ଥାପିତ ନହେବ, ସେପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ ଓ ଗଣ ଜାଗରଣ ଅବିରତ ଜାରି ରହିବ।" ଜୟ ଶ୍ରୀଜଗନ୍ନାଥ।

1 hr ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•

More news from Odisha and nearby areas
  • ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା। ତା୦୧/୦୮/୨୦୨୬,ଶନିବାର।ମୁଣ୍ଡଳୀ,କଟକ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଚଳିତବର୍ଷ କଟକ ଜିଲ୍ଲା ମୁଣ୍ଡଳୀ ନିକଟରେ ମହାନଦୀ ର ବନ୍ୟାଜଳ ପ୍ରବାହିତ ହେବା ପରେ ବନ୍ୟାଜଳ କୁ ଦେଖିବା ପାଇଁ ଲାଗିଛି ନାହିଁ ନଥିବା ଭିଡ ତେବେ ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ତୁପକ୍ଷ ନେଇଛନ୍ତି କଡ଼ା ପଦକ୍ଷେପ।ଲୋକ ମାନଙ୍କୁ ମୁଣ୍ଡଳୀ ବ୍ରିଜ୍ ଉପରକୁ ଯାଇ ଅଯଥା ଭିଡ଼ କରିବାକୁ ବାରଣ କରାଯାଉଥିବା ବେଳେ ଫୋଟେ ଉଠାଇବା ପାଇଁ ମଧ୍ୟ ମନା କରାଯାଉଛି। ତେବେ ଗତକାଲି ସଂନ୍ଧ୍ୟା ସମୟ ରେ ମୁଣ୍ଡଳୀ ବ୍ରିଜ୍ ଉପରେ ନାହିଁ ନଥିବା ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୋଲିସ ନାକେଦମ୍ ହୋଇ ପଡ଼ୁଥିବା ବେଳେ ଵ୍ରିଜ ଉପରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଧରି ଆସୁଥିବା ଏକ ଆମ୍ବୁଲାନ୍ସ ଖୋଜୁଥିଲା ବାଟ।ଏପରି ସ୍ଥଳେ ଆମ୍ବୁଲାନ୍ସ ଡ଼୍ରାଇଭର ନିରୁପାୟ ହୋଇ ପଡ଼ୁଥିବା ବେଳେ ଦେବଦୂତ ସାଜି ଆସିଥିଲେ ସ୍ଥାନୀୟ ସାହାସୀ ଯୁବକ ତଥା ସମାଜସେବୀ ମାନସ ବେହେରା। ଆମ୍ବୁଲାନ୍ସ କୁ ବାଟ କଢ଼େଇ ନେବାରେ ଯେଉଁ ଭଳି ପ୍ରୟାସ କରୁଥିଲେ ନିହାତି ପ୍ରଶଂସନୀୟ। ଗୋଡ଼ ହାତ ଧରି ରାସ୍ତା ଅବରୋଧ କରିଥିବା ଗାଡି ଚାଳକ ମାନଙ୍କୁ ଅନୁରୋଧ ପୂର୍ବକ ଆମ୍ବୁଲାନ୍ସ ପାଇଁ ପ୍ରାୟ ତିନି କିଲୋମିଟର ରାସ୍ତା ନିଜେ ଚାଲି ଚାଲି ପରିଷ୍କାର କରିଥିଲେ। ରୋଗୀ ର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଆକୁଳ ପ୍ରୟାସ ଉପସ୍ଥିତ ସମସ୍ତ ଗାଡ଼ି ଚାଳକ ମାନଙ୍କୁ ବୋଧ ହୁଏ ଆମ୍ବୁଲାନ୍ସ କୁ ବାଟ ଦେବାକୁ ବାଧ୍ୟ କରିଥିଲା।ମାନସ ଙ୍କର ଏତାଦୃଶ ସହଯୋଗ ମନୋଭାବ ପାଇଁ ସ୍ଥାନୀୟ ପୋଲିସ ତରଫରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ସ୍ଥାନୀୟ ବାସିନ୍ଦା ଏତାଦୃଶ କାର୍ଯକୁ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉ କି ସମାଜସେବୀ ମାନସ ବେହେରା ବିଗତ ଦିନରେ ସାହାସୀ ସାମ୍ବାଦିକ ଅରିନ୍ଦମ ଙ୍କୁ ମୁଣ୍ଡଳୀ ପାଣି ରୁ ଛାଣି ଆଣିଥିଲେ ସିନା ବଞ୍ଚାଇ ପାରିନଥିଲେ କିନ୍ତୁ ଆଜି ଯେଉଁ ଭଳି ଆମ୍ବୁଲାନ୍ସ ପାଇଁ ରାସ୍ତା ପରିଷ୍କାର କରି ରୋଗୀ କୁ ଡାକ୍ତରଖାନା ପହଞ୍ଚାଇଲେ ନିହାତି ଜଣକ ଜୀବନ ବଞ୍ଚାଇ ଦେଲେ।
    1
    ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା
ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା।
ତା୦୧/୦୮/୨୦୨୬,ଶନିବାର।ମୁଣ୍ଡଳୀ,କଟକ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। 
ଚଳିତବର୍ଷ କଟକ ଜିଲ୍ଲା ମୁଣ୍ଡଳୀ ନିକଟରେ ମହାନଦୀ ର ବନ୍ୟାଜଳ ପ୍ରବାହିତ ହେବା ପରେ ବନ୍ୟାଜଳ କୁ ଦେଖିବା ପାଇଁ ଲାଗିଛି ନାହିଁ ନଥିବା ଭିଡ ତେବେ ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ତୁପକ୍ଷ ନେଇଛନ୍ତି କଡ଼ା ପଦକ୍ଷେପ।ଲୋକ ମାନଙ୍କୁ ମୁଣ୍ଡଳୀ ବ୍ରିଜ୍ ଉପରକୁ ଯାଇ ଅଯଥା ଭିଡ଼ କରିବାକୁ ବାରଣ କରାଯାଉଥିବା ବେଳେ ଫୋଟେ ଉଠାଇବା ପାଇଁ ମଧ୍ୟ ମନା କରାଯାଉଛି।
ତେବେ ଗତକାଲି ସଂନ୍ଧ୍ୟା ସମୟ ରେ ମୁଣ୍ଡଳୀ ବ୍ରିଜ୍ ଉପରେ ନାହିଁ ନଥିବା ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୋଲିସ ନାକେଦମ୍ ହୋଇ ପଡ଼ୁଥିବା ବେଳେ ଵ୍ରିଜ ଉପରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଧରି ଆସୁଥିବା ଏକ ଆମ୍ବୁଲାନ୍ସ ଖୋଜୁଥିଲା ବାଟ।ଏପରି ସ୍ଥଳେ ଆମ୍ବୁଲାନ୍ସ ଡ଼୍ରାଇଭର ନିରୁପାୟ ହୋଇ ପଡ଼ୁଥିବା ବେଳେ ଦେବଦୂତ ସାଜି ଆସିଥିଲେ ସ୍ଥାନୀୟ ସାହାସୀ ଯୁବକ ତଥା ସମାଜସେବୀ ମାନସ ବେହେରା। ଆମ୍ବୁଲାନ୍ସ କୁ ବାଟ କଢ଼େଇ ନେବାରେ ଯେଉଁ ଭଳି ପ୍ରୟାସ କରୁଥିଲେ ନିହାତି ପ୍ରଶଂସନୀୟ। ଗୋଡ଼ ହାତ ଧରି ରାସ୍ତା ଅବରୋଧ କରିଥିବା ଗାଡି ଚାଳକ ମାନଙ୍କୁ ଅନୁରୋଧ ପୂର୍ବକ ଆମ୍ବୁଲାନ୍ସ ପାଇଁ ପ୍ରାୟ ତିନି କିଲୋମିଟର ରାସ୍ତା ନିଜେ ଚାଲି ଚାଲି ପରିଷ୍କାର କରିଥିଲେ।
ରୋଗୀ ର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଆକୁଳ ପ୍ରୟାସ ଉପସ୍ଥିତ ସମସ୍ତ ଗାଡ଼ି ଚାଳକ ମାନଙ୍କୁ ବୋଧ ହୁଏ ଆମ୍ବୁଲାନ୍ସ କୁ ବାଟ ଦେବାକୁ ବାଧ୍ୟ କରିଥିଲା।ମାନସ ଙ୍କର ଏତାଦୃଶ ସହଯୋଗ ମନୋଭାବ ପାଇଁ ସ୍ଥାନୀୟ ପୋଲିସ ତରଫରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ସ୍ଥାନୀୟ ବାସିନ୍ଦା ଏତାଦୃଶ କାର୍ଯକୁ ପ୍ରଶଂସା କରିଛନ୍ତି।
ପ୍ରକାଶ ଥାଉ କି ସମାଜସେବୀ ମାନସ ବେହେରା ବିଗତ ଦିନରେ ସାହାସୀ ସାମ୍ବାଦିକ ଅରିନ୍ଦମ ଙ୍କୁ ମୁଣ୍ଡଳୀ ପାଣି ରୁ ଛାଣି ଆଣିଥିଲେ ସିନା ବଞ୍ଚାଇ ପାରିନଥିଲେ କିନ୍ତୁ ଆଜି ଯେଉଁ ଭଳି ଆମ୍ବୁଲାନ୍ସ ପାଇଁ ରାସ୍ତା ପରିଷ୍କାର କରି ରୋଗୀ କୁ ଡାକ୍ତରଖାନା ପହଞ୍ଚାଇଲେ ନିହାତି ଜଣକ ଜୀବନ ବଞ୍ଚାଇ ଦେଲେ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    23 min ago
  • ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    1
    ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    11 hrs ago
  • ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes
    1
    ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ 
ମୋହନ ଚରଣ ମାଝୀ 
#rishitv #sambalpuri #days #sambalpur 
#paschimodisha #news #odisha #cm
#MohanCharanMajhi #wishes
    user_Ranjan hota
    Ranjan hota
    Sonepur, Odisha•
    3 hrs ago
  • ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି
    1
    ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ। ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
    1
    ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ।
ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
    user_Subrat Kumar sahu
    Subrat Kumar sahu
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    5 hrs ago
  • Post by Nilakantha Kumar
    1
    Post by Nilakantha Kumar
    user_Nilakantha Kumar
    Nilakantha Kumar
    Gochhapada, Kandhamal•
    18 hrs ago
  • 🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    18 hrs ago
  • ୧୨୩ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା *୧୨୩ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା : ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ଉଦାସୀନତା ପାଇଁ ପୁରୀବାସୀଙ୍କ ଅହିଂସାପୂର୍ଣ୍ଣ ସଂଗ୍ରାମ* *"୧୨୩ ଦିନ ବିତିଗଲା। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅହିଂସାପୂର୍ଣ୍ଣ ନୀରବ ସତ୍ୟାଗ୍ରହ ଅବ୍ୟାହତ ରହିଛି। କିନ୍ତୁ ଦୁଃଖର ବିଷୟ, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ନ୍ୟାୟସଙ୍ଗତ ଦାବି ପ୍ରତି ଏପର୍ଯ୍ୟନ୍ତ ଉଦାସୀନ ରହିଛନ୍ତି।"* ପୁରୀ (୦୧/୦୮) : ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୩ ଦିନରେ ପହଞ୍ଚିଛି। ଏତେ ଦୀର୍ଘ ସମୟ ଧରି ଶାନ୍ତିପୂର୍ଣ୍ଣ, ଅହିଂସାପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ ଆନ୍ଦୋଳନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ସ୍ପଷ୍ଟ କିମ୍ବା ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ। ଏହି ନୀରବତା ପୁରୀବାସୀଙ୍କ ଭାବାବେଗ ଓ ନ୍ୟାୟସଙ୍ଗତ ଦାବି ପ୍ରତି ଅବହେଳାର ପରିଚୟ ବୋଲି ସତ୍ୟାଗ୍ରହୀମାନେ ମତ ପ୍ରକାଶ କରିଛନ୍ତି। ସତ୍ୟାଗ୍ରହୀମାନଙ୍କ କହିବା ଅନୁସାରେ, ଯେଉଁ ସରକାର ଓ ପ୍ରଶାସନ ଲୋକଙ୍କ କଥା ଶୁଣିବାର ପ୍ରତିଶ୍ରୁତି ଦେଇଛନ୍ତି, ସେହି ସରକାର ୧୨୩ ଦିନ ଧରି ଚାଲିଥିବା ଏକ ଅହିଂସାପୂର୍ଣ୍ଣ ଜନ ଆନ୍ଦୋଳନ ପ୍ରତି ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପୁରୀବାସୀଙ୍କ ଦୀର୍ଘଦିନର ପରମ୍ପରାଗତ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ଆବଶ୍ୟକ ସଂଳାପ କିମ୍ବା ପଦକ୍ଷେପ ଗ୍ରହଣ ନକରିବାରୁ ଅସନ୍ତୋଷ ବଢ଼ିଚାଲିଛି। ଆଜି ସତ୍ୟାଗ୍ରହୀମାନେ ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରି କହିଥିଲେ, "ହେ କାଳିଆ ସାଆନ୍ତ ! ଆମର ସଂଗ୍ରାମ କାହା ବିରୋଧରେ ନୁହେଁ, ଅନ୍ୟାୟ ବିରୋଧରେ। ସତ୍ୟ ଓ ନ୍ୟାୟର ବିଜୟ ହେଉ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ।" ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ଵନାଥ ମିଶ୍ର, କାହ୍ନୁଚରଣ ପ୍ରଧାନ, ଅଭିମନ୍ୟୁ ରାୟଗୁରୁ, ବିଭୁଦତ୍ତ ମିଶ୍ର, ପ୍ରଣତୀ ରାୟ, ଅରୁଣା ପଟ୍ଟନାୟକ, ଛବିରାଣୀ ମହାରଣା, ବନିତା ଦିକ୍ଷୀତ, କଳ୍ପନା ତ୍ରିପାଠୀ, ମମତା ସ୍ବାଇଁ, ଶିଶିରକାନ୍ତ ଶତପଥୀ, ନୃସିଂହନାଥ ନାୟକ, ସୁବାଷ ପଟ୍ଟନାୟକ, ଯାଦବାନନ୍ଦ ରାୟ, ସନ୍ତୋଷ ସେନାପତି, ଗଦାଧର ମହାରଣା, ପତିତପାବନ ସାମନ୍ତରାୟ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, "ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ନୀରବତା ଆମକୁ ନିରାଶ କରିଛି, କିନ୍ତୁ ଆମର ସଂକଳ୍ପକୁ ଦୁର୍ବଳ କରିପାରିନାହିଁ। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଅଧିକାର କୌଣସି ଦୟା କିମ୍ବା ଅନୁଗ୍ରହର ବିଷୟ ନୁହେଁ; ଏହା ସେମାନଙ୍କ ଐତିହାସିକ ଓ ପରମ୍ପରାଗତ ଅଧିକାର। ସରକାର ଓ ପ୍ରଶାସନ ଏହି ଦାବିକୁ ଆଉ ବିଳମ୍ବ ନକରି ତୁରନ୍ତ ସମାଧାନ କରନ୍ତୁ। ଯେପର୍ଯ୍ୟନ୍ତ ପୁରୀବାସୀଙ୍କ ଅଧିକାର ପୁନଃସ୍ଥାପିତ ନହେବ, ସେପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ ଓ ଗଣ ଜାଗରଣ ଅବିରତ ଜାରି ରହିବ।" ଜୟ ଶ୍ରୀଜଗନ୍ନାଥ।
    1
    ୧୨୩ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା
*୧୨୩ ଦିନରେ ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ନୀରବ ସତ୍ୟାଗ୍ରହ ପଦଯାତ୍ରା : ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ଉଦାସୀନତା ପାଇଁ              ପୁରୀବାସୀଙ୍କ ଅହିଂସାପୂର୍ଣ୍ଣ ସଂଗ୍ରାମ*
*"୧୨୩ ଦିନ ବିତିଗଲା। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅହିଂସାପୂର୍ଣ୍ଣ ନୀରବ ସତ୍ୟାଗ୍ରହ ଅବ୍ୟାହତ ରହିଛି। କିନ୍ତୁ ଦୁଃଖର ବିଷୟ, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ନ୍ୟାୟସଙ୍ଗତ ଦାବି ପ୍ରତି ଏପର୍ଯ୍ୟନ୍ତ ଉଦାସୀନ ରହିଛନ୍ତି।"*
ପୁରୀ (୦୧/୦୮) : ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୩ ଦିନରେ ପହଞ୍ଚିଛି। ଏତେ ଦୀର୍ଘ ସମୟ ଧରି ଶାନ୍ତିପୂର୍ଣ୍ଣ, ଅହିଂସାପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ ଆନ୍ଦୋଳନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ସ୍ପଷ୍ଟ କିମ୍ବା ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ। ଏହି ନୀରବତା ପୁରୀବାସୀଙ୍କ ଭାବାବେଗ ଓ ନ୍ୟାୟସଙ୍ଗତ ଦାବି ପ୍ରତି ଅବହେଳାର ପରିଚୟ ବୋଲି ସତ୍ୟାଗ୍ରହୀମାନେ ମତ ପ୍ରକାଶ କରିଛନ୍ତି।
ସତ୍ୟାଗ୍ରହୀମାନଙ୍କ କହିବା ଅନୁସାରେ, ଯେଉଁ ସରକାର ଓ ପ୍ରଶାସନ ଲୋକଙ୍କ କଥା ଶୁଣିବାର ପ୍ରତିଶ୍ରୁତି ଦେଇଛନ୍ତି, ସେହି ସରକାର ୧୨୩ ଦିନ ଧରି ଚାଲିଥିବା ଏକ ଅହିଂସାପୂର୍ଣ୍ଣ ଜନ ଆନ୍ଦୋଳନ ପ୍ରତି ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପୁରୀବାସୀଙ୍କ ଦୀର୍ଘଦିନର ପରମ୍ପରାଗତ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ଆବଶ୍ୟକ ସଂଳାପ କିମ୍ବା ପଦକ୍ଷେପ ଗ୍ରହଣ ନକରିବାରୁ ଅସନ୍ତୋଷ ବଢ଼ିଚାଲିଛି। ଆଜି ସତ୍ୟାଗ୍ରହୀମାନେ ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରି କହିଥିଲେ, "ହେ କାଳିଆ ସାଆନ୍ତ ! ଆମର ସଂଗ୍ରାମ କାହା ବିରୋଧରେ ନୁହେଁ, ଅନ୍ୟାୟ ବିରୋଧରେ। ସତ୍ୟ ଓ ନ୍ୟାୟର ବିଜୟ ହେଉ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ।"
ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ଵନାଥ ମିଶ୍ର, କାହ୍ନୁଚରଣ ପ୍ରଧାନ, ଅଭିମନ୍ୟୁ ରାୟଗୁରୁ, ବିଭୁଦତ୍ତ ମିଶ୍ର, ପ୍ରଣତୀ ରାୟ, ଅରୁଣା ପଟ୍ଟନାୟକ, ଛବିରାଣୀ ମହାରଣା, ବନିତା ଦିକ୍ଷୀତ, କଳ୍ପନା ତ୍ରିପାଠୀ, ମମତା ସ୍ବାଇଁ, ଶିଶିରକାନ୍ତ ଶତପଥୀ, ନୃସିଂହନାଥ ନାୟକ, ସୁବାଷ ପଟ୍ଟନାୟକ, ଯାଦବାନନ୍ଦ ରାୟ, ସନ୍ତୋଷ ସେନାପତି, 
ଗଦାଧର ମହାରଣା, ପତିତପାବନ ସାମନ୍ତରାୟ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ।
ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, "ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ନୀରବତା ଆମକୁ ନିରାଶ କରିଛି, କିନ୍ତୁ ଆମର ସଂକଳ୍ପକୁ ଦୁର୍ବଳ କରିପାରିନାହିଁ। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଅଧିକାର କୌଣସି ଦୟା କିମ୍ବା ଅନୁଗ୍ରହର ବିଷୟ ନୁହେଁ; ଏହା ସେମାନଙ୍କ ଐତିହାସିକ ଓ ପରମ୍ପରାଗତ ଅଧିକାର। ସରକାର ଓ ପ୍ରଶାସନ ଏହି ଦାବିକୁ ଆଉ ବିଳମ୍ବ ନକରି ତୁରନ୍ତ ସମାଧାନ କରନ୍ତୁ। ଯେପର୍ଯ୍ୟନ୍ତ ପୁରୀବାସୀଙ୍କ ଅଧିକାର ପୁନଃସ୍ଥାପିତ ନହେବ, ସେପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ ଓ ଗଣ ଜାଗରଣ ଅବିରତ ଜାରି ରହିବ।" ଜୟ ଶ୍ରୀଜଗନ୍ନାଥ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.