କେନ୍ଦୁପୋଶିରେ ବିଶ୍ବକର୍ମାପୂଜା କେନ୍ଦୁଝର,୧୭।୯(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଅଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମର ବାବାସାହେବ ସାଂସ୍କୃତିକ ବ୍ଲକ ପକ୍ଷରୁ ବିଶ୍ବକର୍ମାପୂଜା ପାଳିତ ହୋଇଛି। ଅପରାହ୍ନ ୧ଟା ରେ ଘଣ୍ଟହୁଳ ହୁଳି ସଂକିର୍ତ୍ତ ନମଣ୍ତଳୀ ଙ୍କ ନାଦରେ ଗ୍ରାମର ପୁଷ୍ପରିଣୀରୁ ମୋହିତ କୁମାର ପାତ୍ର,ପୁଟୁନ ପାତ୍ର,ଅମରନାଥ ପାତ୍ର,ଟିଟନ ପାତ୍ର,ମନ୍ଦିପନ ପାତ୍ର ପଞ୍ଚ କୋଳସ ଆଣି ପୂଜା ମଣ୍ତପରେ ସ୍ଥାପନ କରିଥିଲେ।ରୀତିନିତି ଅନୁସାରେ ସନ୍ଧ୍ୟା ୫ଟାବେଳେ ଗ୍ରାମର ପୁରହିତ ପରମେଶ୍ବର ଦାସ ପୂଜାର୍ଚ୍ଚନା କରିଥିଲେ।ପରେ ଉପସ୍ଥିତ ଭକ୍ତ ଓ ଶୃଦ୍ଧାଳୁ ବାବା ବିଶ୍ବକର୍ମା ଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ।ଶେଷରେ ସର୍ବସାଧାରଣ ଙ୍କୁ ସୁସ୍ବାଦୁ ପ୍ରସାଦ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଥିଲା।ସନ୍ଧ୍ୟାରେ ସାଂସ୍କୃତିକ ଭୋଜନ ସମାରୋହ ପରିବେଷଣ ହୋଇଥିଲା।ଚଳିତ ବର୍ଷ ୱାର୍ଡମେମ୍ବର ତଥା ବାବାସାହେବ ସାଂସ୍କୃତିକ ବ୍ଲକ ସଭାପତି ଦୁର୍ଯ୍ୟାେଧନ ପାତ୍ର,ସମ୍ପାଦକ ଦିଲ୍ଲିପ କୁମାର ପାତ୍ର ସଦସ୍ୟ ପ୍ରତାପ ପାତ୍ର,ଦିପୁ ପାତ୍ର,ପରେଶ ପାତ୍ର,ଲକ୍ଷ୍ମଣ ପାତ୍ର,ହରେକୃଷ୍ଣ ପାତ୍ର,ତପନ ପାତ୍ର,ପ୍ରଶାନ୍ତ ପାତ୍ର,ଯୋଶବନ୍ତ ପାତ୍ର,ଭକ୍ତବନ୍ଧୁ ପାତ୍ର,ଅଭିମନ୍ୟୁ ପାତ୍ର,ପରମେଶ୍ବର ଦାସ,ଭିମଶେନ ପାତ୍ର,ପ୍ରଦୀପ ପାତ୍ର,ଜଗନ୍ନାଥ ପାତ୍ର,ପଦ୍ମଲୋଚନ ପାତ୍ର,ସନାତନ ପାତ୍ର(ଏ)ଲେମ୍ବଧର ପାତ୍ର,ଭୁଲୁ ପାତ୍ର,ମଙ୍ଗୁଳୁ ଚରଣ ପାତ୍ର,ଗଣେଶ୍ବର ପାତ୍ର,ଲେମ୍ବୁଧର ପାତ୍ର,ବୁଦ୍ଧଦେବ ପାତ୍ର,ଭରତ ପାତ୍ର,ହରିହର ପାତ୍ର,ପିତାମ୍ବର ପାତ୍ର,ପର୍ଶୁ ପାତ୍ର,ଦିବାକର ପାତ୍ର,ଭକ୍ତବନ୍ଧୁ ପାତ୍ର,ନିତ୍ୟାନନ୍ଦ ପାତ୍ର,ବିକି ପାତ୍ର,ଶୁଭମ ପାତ୍ର,ପୁଟୁନ ପାତ୍ର,ଉପେନ୍ଦ୍ର ପାତ୍ର,ସତ୍ୟଜିତ ପାତ୍ର,ତାଳକେଶ୍ବର ପାତ୍ର,ହରିହର ପାତ୍ର,ମନମୋହନ ପାତ୍ର,ବିଶ୍ବଜିତ ପାତ୍ର,ଅନିରୁଧ ପାତ୍ର,ସନାତନ ପାତ୍ର(ବି)ଚନ୍ଦନ ଦାସ,ପରେଶ ପାତ୍ର,ଦେବାନନ୍ଦ ପାତ୍ର,ଦୁଲ୍ଲଭ ପାତ୍ର,ଟିଟନ ପାତ୍ର,ପୂଜାରାଣୀ ପାତ୍ର,ଗୈାତମ ପାତ୍ର,ପୁରୁଷୋତ୍ତମ ପାତ୍ର,ପ୍ରମୁଖ ପରିଚଳନାରେ ସହଯୋଗ କରୁଛନ୍ତି।
କେନ୍ଦୁପୋଶିରେ ବିଶ୍ବକର୍ମାପୂଜା କେନ୍ଦୁଝର,୧୭।୯(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଅଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମର ବାବାସାହେବ ସାଂସ୍କୃତିକ ବ୍ଲକ ପକ୍ଷରୁ ବିଶ୍ବକର୍ମାପୂଜା ପାଳିତ ହୋଇଛି। ଅପରାହ୍ନ ୧ଟା ରେ ଘଣ୍ଟହୁଳ ହୁଳି ସଂକିର୍ତ୍ତ ନମଣ୍ତଳୀ ଙ୍କ ନାଦରେ ଗ୍ରାମର ପୁଷ୍ପରିଣୀରୁ ମୋହିତ କୁମାର ପାତ୍ର,ପୁଟୁନ ପାତ୍ର,ଅମରନାଥ ପାତ୍ର,ଟିଟନ ପାତ୍ର,ମନ୍ଦିପନ ପାତ୍ର ପଞ୍ଚ କୋଳସ ଆଣି ପୂଜା ମଣ୍ତପରେ ସ୍ଥାପନ
କରିଥିଲେ।ରୀତିନିତି ଅନୁସାରେ ସନ୍ଧ୍ୟା ୫ଟାବେଳେ ଗ୍ରାମର ପୁରହିତ ପରମେଶ୍ବର ଦାସ ପୂଜାର୍ଚ୍ଚନା କରିଥିଲେ।ପରେ ଉପସ୍ଥିତ ଭକ୍ତ ଓ ଶୃଦ୍ଧାଳୁ ବାବା ବିଶ୍ବକର୍ମା ଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ।ଶେଷରେ ସର୍ବସାଧାରଣ ଙ୍କୁ ସୁସ୍ବାଦୁ ପ୍ରସାଦ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଥିଲା।ସନ୍ଧ୍ୟାରେ ସାଂସ୍କୃତିକ ଭୋଜନ ସମାରୋହ ପରିବେଷଣ ହୋଇଥିଲା।ଚଳିତ ବର୍ଷ ୱାର୍ଡମେମ୍ବର ତଥା ବାବାସାହେବ ସାଂସ୍କୃତିକ ବ୍ଲକ ସଭାପତି ଦୁର୍ଯ୍ୟାେଧନ ପାତ୍ର,ସମ୍ପାଦକ ଦିଲ୍ଲିପ କୁମାର ପାତ୍ର ସଦସ୍ୟ ପ୍ରତାପ ପାତ୍ର,ଦିପୁ ପାତ୍ର,ପରେଶ ପାତ୍ର,ଲକ୍ଷ୍ମଣ
ପାତ୍ର,ହରେକୃଷ୍ଣ ପାତ୍ର,ତପନ ପାତ୍ର,ପ୍ରଶାନ୍ତ ପାତ୍ର,ଯୋଶବନ୍ତ ପାତ୍ର,ଭକ୍ତବନ୍ଧୁ ପାତ୍ର,ଅଭିମନ୍ୟୁ ପାତ୍ର,ପରମେଶ୍ବର ଦାସ,ଭିମଶେନ ପାତ୍ର,ପ୍ରଦୀପ ପାତ୍ର,ଜଗନ୍ନାଥ ପାତ୍ର,ପଦ୍ମଲୋଚନ ପାତ୍ର,ସନାତନ ପାତ୍ର(ଏ)ଲେମ୍ବଧର ପାତ୍ର,ଭୁଲୁ ପାତ୍ର,ମଙ୍ଗୁଳୁ ଚରଣ ପାତ୍ର,ଗଣେଶ୍ବର ପାତ୍ର,ଲେମ୍ବୁଧର ପାତ୍ର,ବୁଦ୍ଧଦେବ ପାତ୍ର,ଭରତ ପାତ୍ର,ହରିହର ପାତ୍ର,ପିତାମ୍ବର ପାତ୍ର,ପର୍ଶୁ ପାତ୍ର,ଦିବାକର ପାତ୍ର,ଭକ୍ତବନ୍ଧୁ ପାତ୍ର,ନିତ୍ୟାନନ୍ଦ ପାତ୍ର,ବିକି ପାତ୍ର,ଶୁଭମ ପାତ୍ର,ପୁଟୁନ ପାତ୍ର,ଉପେନ୍ଦ୍ର ପାତ୍ର,ସତ୍ୟଜିତ ପାତ୍ର,ତାଳକେଶ୍ବର ପାତ୍ର,ହରିହର ପାତ୍ର,ମନମୋହନ ପାତ୍ର,ବିଶ୍ବଜିତ ପାତ୍ର,ଅନିରୁଧ ପାତ୍ର,ସନାତନ ପାତ୍ର(ବି)ଚନ୍ଦନ ଦାସ,ପରେଶ ପାତ୍ର,ଦେବାନନ୍ଦ ପାତ୍ର,ଦୁଲ୍ଲଭ ପାତ୍ର,ଟିଟନ ପାତ୍ର,ପୂଜାରାଣୀ ପାତ୍ର,ଗୈାତମ ପାତ୍ର,ପୁରୁଷୋତ୍ତମ ପାତ୍ର,ପ୍ରମୁଖ ପରିଚଳନାରେ ସହଯୋଗ କରୁଛନ୍ତି।
- #ଅଧିକ_ମିଠା_ବଡ଼_ବିପଦ! ପ୍ରତିଦିନ ଅତ୍ୟଧିକ ଚିନି ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଅଧିକ ମିଠା ଖାଇବା ମୋଟାପଣ, ଟାଇପ୍-୨ ଡାଇବେଟିସ୍ ଓ ହୃଦରୋଗ ଭଳି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡ଼ିତ। ତେବେ ପ୍ରତିଦିନ କେତେ ପରିମାଣରେ ଚିନି ଖାଇବା ଉଚିତ୍ ଏବଂ କେଉଁ ସମୟରେ ସତର୍କ ହେବା ଦରକାର, ଆସନ୍ତୁ ଜାଣିବା।1
- ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି। ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି।1
- ମୋଦୀଙ୍କ ଦୀର୍ଘାୟୁ ପାଇଁ, ମା’ ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା କଲେ ଧର୍ମେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ପାଇଁ, ମା’ ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା କଲେ ଧର୍ମେନ୍ଦ୍ର । ସମ୍ବଲପୁର, ଓଡ଼ିଶା #Sambalpur #Odisha1
- *ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’* *୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହଣ* *ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’* *୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲା ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଫେଡେରେସନ୍ ଏବଂ ବ୍ଲକସ୍ତରୀୟ ଫେଡେରେସନ୍ର ୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟା ଯୋଗଦେଇ ସମୂହ ଦୀପଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ସେ ସେବା ସଂକଳ୍ପ ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସାମୂହିକ ପ୍ରୟାସ ଓ ସହଭାଗିତା ମାଧ୍ୟମରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳା ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ । ନିଜ ବକ୍ତବ୍ୟରେ ସେ ମହିଳାମାନଙ୍କ ସାମୂହିକ ସହଭାଗିତା, ଆତ୍ମନିର୍ଭରତା ଓ ସେବା ମନୋଭାବର ଗୁରୁତ୍ୱ ଉପରେ ପ୍ରକାଶ କରିବା ସହ ଏକତା ଓ ପରସ୍ପର ସହଯୋଗ ମାଧ୍ୟମରେ ନିଜ ପରିବାର ଓ ସମାଜର ପ୍ରଗତିରେ ମହିଳାମାନେ ଅଧିକ ସକ୍ରିୟ ଭୂମିକା ତୁଲାଇବାକୁ ଆହ୍ୱାନ ଦେଇଥିଲେ । ଦୀପଦାନ ପୂର୍ବରୁ ମହିଳା ସଦସ୍ୟାମାନଙ୍କ ପକ୍ଷରୁ ବିଭିନ୍ନ ରଙ୍ଗରେ ଆକର୍ଷଣୀୟ ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା । ସୁନ୍ଦର ଭାବେ ପ୍ରସ୍ତୁତ ରଙ୍ଗୋଲି ମଧ୍ୟରେ ଦୀପ ସ୍ଥାପନ କରାଯାଇ ସମସ୍ତେ ଏକତ୍ରିତ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ । ଅନେକ ଦୀପର ଆଲୋକରେ କାର୍ଯ୍ୟକ୍ରମସ୍ଥଳ ଆଲୋକିତ ହୋଇ ସେବା, ଏକତା ଓ ସାମୂହିକ ସଂକଳ୍ପର ଏକ ମନୋରମ ପରିବେଶ ସୃଷ୍ଟି ହୋଇଥିଲା । ସାମୂହିକ ଅଂଶଗ୍ରହଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସେବା, ସମର୍ପଣ, ଏକତା ଓ ସାମୂହିକ ସଂକଳ୍ପର ଏକ ସୁନ୍ଦର ପ୍ରତୀକ ଭାବେ ପରିଲକ୍ଷିତ ହୋଇଥିଲା । ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ମିଶନ ଶକ୍ତି ବିଭାଗର ସମନ୍ୱୟରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ୍ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ନବୀନ ସେନାପତି ସମେତ ବିଭାଗୀୟ କର୍ମକର୍ତ୍ତା ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫେଡେରେସନ୍ର ମହିଳା ସଦସ୍ୟାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ସଫଳ କରିଥିଲେ । ###4
- ଭଦ୍ରକ ରେ ଆରମ୍ଭ ହେଲା ଲଘୁଚାପ ଜନିତ ବର୍ଷା, କିଛିଦିନ ର ବ୍ୟବଧାନ ପରେ ପୁଣି ଲଘୁଚାପ ବର୍ଷା ଆରମ୍ଭ1
- ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳର ପ୍ରସିଦ୍ଧ ବାବା ପଶ୍ଚିମେଶ୍ୱରଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ଦଳୀୟ ନେତା, ମହିଳା କର୍ମୀ ଓ ଦଳୀୟ କର୍ମୀମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରି ଶତାଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହାସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ସାମୁହିକ ଦୀପଦାନ ଓ ପୂଜାର୍ଚ୍ଚନାକୁ ନେଇ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। #Hashtags: #NarendraModi #PMModiBirthday #ModiBirthday #Dhenkanal #DhenkanalNews #PaschimeswarTemple #Deepadan #BJP #OdishaNews #DhenkanalNewsOdisha #BirthdayCelebration #OdishaNewsToday1
- ଭସାଣି ସମୟରେ ମୁଣ୍ଡ ଫଟା ଫଟି | Odisha Reporter 5 ଜଣ ମିଶି ମୋ ଭାଇକୁ ପଛପଟୁ ଆକ୍ରମଣ କଲେ ।1
- ବ୍ରାଉନ ସୁଗାର ଚାଲାଣ ବେଳେ ମାଡ଼ିବସିଲା ପୋଲିସ, #bhadrak #odisha #braunsugar #police1
- *_⏰17 September 2026 | Today Horoscope | Today Astrology | Today Horoscope in Hindi | Latest | #dblive_*1