Shuru
Apke Nagar Ki App…
ଗୁରୁଜଙ୍ଗପାଳ ବ୍ରିଜ ନିକଟରେ ଥିବା ଗଛ ର ସମାଧାନ କରାଗଲେ, ଜନସାଧାରଣ ମାନେ ଯାତାୟାତ କରିବାକୁ ସୁବିଧା ହେବ #KaliapaniUpdate #News #Gurugangpal #KaliapaniGP #Sukinda
RAJENDRA MAHANTA
ଗୁରୁଜଙ୍ଗପାଳ ବ୍ରିଜ ନିକଟରେ ଥିବା ଗଛ ର ସମାଧାନ କରାଗଲେ, ଜନସାଧାରଣ ମାନେ ଯାତାୟାତ କରିବାକୁ ସୁବିଧା ହେବ #KaliapaniUpdate #News #Gurugangpal #KaliapaniGP #Sukinda
More news from ଓଡ଼ିଶା and nearby areas
- The Shocking Ground Reality of Sukinda........... #TheRajdharma #KaliapaniUpdate #highlight #Sukinda #Jajpur #Odisha1
- ଆଗକୁ ଆସିବାକୁ ଥିବା ସେକ୍ସୀ ବିଲ୍ଲି ଭାଉଜ ରାଣୀ ପ୍ରୋଜେକ୍ଟର ପ୍ରମୋସନ | ମୋ ସହ ଉପସ୍ଥାପିକା ଉଷାଙ୍କ ସହ କିଛି ସମୟ | ଏ ପ୍ରୋଜେକ୍ଟଟି ଖୁବଶିଘ୍ର ଆସିବାକୁ ଯାଉଛି କେବଳ ରାମ ମ୍ୟୁଜିକ ଓଡ଼ିଆରେ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- ଯାଜପୁର ଜିଲ୍ଲା ରେ ସରକାରୀ ଜମିକୁ ଅନେକ ନେତା ଓ ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଥିବା ବେଳେ,ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସ୍ ହୋଇଥିବା ଜମିକୁ ନେଇ ଅଭିଯୋଗ ହୋଇଥିଲା। ଏବଂ ସେହିପରି ଧର୍ମଶାଳା ତହସିଲ ପକ୍ଷରୁ ନୋଟିସ ମଧ୍ୟ କରା ଯାଇଥିଲା।ଏହା ଧର୍ମଶାଳା ତହସିଲ ଦ୍ୱାରା ଫାର୍ମ ହାଉସ୍ ଜମି କୁ ମାପଚୁପ କରାଯାଇଛି ।ଏହି ଜମି ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଠାରେ ହୋଇଥିବା ବେଳେ,ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ ବୋଲି ଅଭିଯୋଗ ହୋଇଛି।1
- Post by Dhenkanal News1
- ମାଣ୍ଡୁକା ପାହାଡ ଲୁଟ କରୁଥିବା ଦଲାଲ କଣ କହୁଛନ୍ତି ଟିକେ ଶୁଣନ୍ତୁ - ଏ କୋଉ ସାମ୍ବାଦିକ ଏମିତି ତାଙ୍କ ଠାରୁ ଚାନ୍ଦା ଖାଈଛନ୍ତି ଯେ ସେ ପେଟେଇ ପଡିଲେଣି । ସେ ସାମ୍ବାଦିକ କିଏ, ଚାନ୍ଦା ଖାଈ ଦଲାଲ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡୁକା ପାହାଡ ଲୁଟର ତଦନ୍ତ କରୁଥିବା ସମୟର ଦୃଶ୍ୟ1
- ଢେଙ୍କାନାଳ ସହରରେ ଆଜି ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉକୁ ନେଇ ବ୍ୟବସାୟୀଙ୍କ ପ୍ରତିକ୍ରିୟା ପ୍ରଥମେ କମ୍ପାନୀ ବ୍ୟାନ କର ପରେ ଫାଇନ ଦେବୁ ବୋଲି1
- ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ1
- Imfa Mines ରେ ପ୍ରତେକ ଦିନ ସହ ସହ ଟ୍ରକ ଲୋଡିଂ ହେଇଥିବା ବେଳେ, କାହିଁକି ରାସ୍ତା ଉପରେ ବଡ଼ ବଡ଼ ଢାଲ ଏବଂ ରାସ୍ତା ର ଦୁଇପାର୍ଶ୍ଵ ରେ ଗାଡି ଲାଇନ ହେଉଛି, ସାଧାରଣ ଲୋକ ମାନେ ଯିବା ଆସିବାକୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି #KaliapaniUpdate #highlight #Imfa1