logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତା:୦୧/୦୭/୨୬ରେ ଝାରସୁଗୁଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ପକ୍ଷରୁ ଆୟୋଜିତ ପାଞ୍ଚଦିନିଆ 'ଉଦ୍ୟମୀ ଓଡ଼ିଶା' ଅଭିଯାନର ଉଦ୍‌ଯାପନୀ ସମାରୋହ ଏମ.ସି.ଏଲ ଅଡିଟରିଅମ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣlଲ ମୋତିରାମ ଚୱlଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ 'ଉଦ୍ୟମୀ ଓଡ଼ିଶା'କୁ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ଜନଆନ୍ଦୋଳନ ବୋଲି ଅଭିହିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଚାହ୍ୱଣ ଉଦବୋଧନ ଦେଇ କହିଥିଲେ ଯେ, ଝାରସୁଗୁଡ଼ାରେ ପ୍ରଚୁର ପ୍ରତିଭା, କଞ୍ଚାମାଲ ଏବଂ ଶିଳ୍ପ ପାଇଁ ଉପଯୁକ୍ତ ଜମି ଉପଲବ୍ଧ ରହିଛି। ଏହି ସବୁ ସମ୍ବଳର ସର୍ବୋତ୍ତମ ବିନିଯୋଗ ସହ ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀରେ ପରିଣତ କରିବା ଆମର ଲକ୍ଷ୍ୟ। ସେ ଆଶ୍ୱାସନା ଦେଇଥିଲେ ଯେ ଡିଆଇସି ଓ ଡିଆଇପିଏ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ଧାରଣାଠାରୁ ଶିଳ୍ପ ପ୍ରତିଷ୍ଠା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ଏବଂ "ମେକ୍ ଇନ୍ ଝାରସୁଗୁଡ଼ା, ମେକ୍ ଫର୍ ଓଡ଼ିଶା" ଆମର ସଂକଳ୍ପ ବୋଲି ଦୃଢ଼ୋକ୍ତି ଦେଇଥିଲେ। ଏହା ସହ ସେ ସମସ୍ତ ସମ୍ପୃକ୍ତ ବିଭାଗକୁ ଏମଏସଏମଇ ସମ୍ବନ୍ଧୀୟ ଫାଇଲ୍‌ଗୁଡ଼ିକର 'ଶୂନ୍ୟ ବକେୟା (Zero Pendency)' ନୀତି ଅନୁସରଣ କରି ତ୍ୱରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଅଧିକ ଉଦ୍ୟୋଗୀ, ପଲିଟେକନିକ୍ ଓ ଆଇ.ଟି.ଆଇର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ସମ୍ଭାବ୍ୟ ନିବେଶକମାନେ ଯୋଗଦେଇଥିଲେ। ଅଭିଯାନ ସମୟରେ ଉଦ୍ୟମ ପଞ୍ଜୀକରଣ ଅଭିଯାନ ମାଧ୍ୟମରେ ନୂତନ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ୟୁନିଟ୍‌ଗୁଡ଼ିକର ଉଦ୍ୟମ ପୋର୍ଟାଲରେ ପଞ୍ଜୀକରଣ କରାଯାଇଥିଲା। ଏଥିସହ ପିଏମଇଜିପି ଓ ପିଏମଏଫଏମଇ ଯୋଜନା ଅଧୀନରେ ବହୁ ସଂଖ୍ୟକ ଆବେଦନ ସଂଗ୍ରହ କରାଯାଇଥିଲା। ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (DPR) ପ୍ରସ୍ତୁତି, Go-SWIFT ଏକକ ୱିଣ୍ଡୋ ବ୍ୟବସ୍ଥା ଏବଂ ବ୍ୟାଙ୍କ ଋଣ ସହାୟତା ସମ୍ପର୍କରେ ତିନୋଟି ବୈଷୟିକ ପ୍ରଶିକ୍ଷଣ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ଡିଆଇପିଏ, ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲାର ଲ୍ୟାଣ୍ଡ ବ୍ୟାଙ୍କ, ଶିଳ୍ପ ସ୍ଥାପନ ସୁବିଧା ଓ ପରବର୍ତ୍ତୀ ସହାୟତା ବ୍ୟବସ୍ଥା ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ଅଭିଯାନରେ ପିଏମଇଜିପି, ପିଏମଏଫଏମଇ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଅନ୍ନ ରୋଜଗାର ମିଶନ (CM-SRIM) ଅଧୀନରେ ସଫଳତାର ସହ ଶିଳ୍ପ ପ୍ରତିଷ୍ଠା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନୁସୂଚିତ ଜାତି ଓ ଜନଜାତିର ଯୁବ ଉଦ୍ୟୋଗୀଙ୍କ ସମେତ ଅନ୍ୟାନ୍ୟ ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ, ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଆଇପିଓ), ଓରମାସ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା, ଜିଲ୍ଲା ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପରିଶେଷରେ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସୂଚନା ଦେଇଥିଲେ ଯେ ଅଭିଯାନ ସମୟରେ ପ୍ରାପ୍ତ ସମସ୍ତ ଆବେଦନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ବ୍ଲକ ସ୍ତରରେ ପରବର୍ତ୍ତୀ ସହାୟତା ଶିବିର ଆୟୋଜନ କରାଯିବ। ଜିଲ୍ଲାରେ ତୃଣମୂଳ ସ୍ତରରେ ଉଦ୍ୟୋଗୀ ସୃଷ୍ଟି, ସ୍ୱରୋଜଗାରର ପ୍ରୋତ୍ସାହନ ଏବଂ ନିବେଶକୁ ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

1 hr ago
user_Saroj Kumar Mirdha
Saroj Kumar Mirdha
Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
1 hr ago
60fe28be-4c5a-4ec7-a759-d64f6d01a447

ତା:୦୧/୦୭/୨୬ରେ ଝାରସୁଗୁଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ପକ୍ଷରୁ ଆୟୋଜିତ ପାଞ୍ଚଦିନିଆ 'ଉଦ୍ୟମୀ ଓଡ଼ିଶା' ଅଭିଯାନର ଉଦ୍‌ଯାପନୀ ସମାରୋହ ଏମ.ସି.ଏଲ ଅଡିଟରିଅମ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣlଲ ମୋତିରାମ ଚୱlଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ 'ଉଦ୍ୟମୀ ଓଡ଼ିଶା'କୁ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ଜନଆନ୍ଦୋଳନ ବୋଲି ଅଭିହିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଚାହ୍ୱଣ ଉଦବୋଧନ ଦେଇ କହିଥିଲେ ଯେ, ଝାରସୁଗୁଡ଼ାରେ ପ୍ରଚୁର ପ୍ରତିଭା, କଞ୍ଚାମାଲ ଏବଂ ଶିଳ୍ପ ପାଇଁ ଉପଯୁକ୍ତ ଜମି ଉପଲବ୍ଧ ରହିଛି। ଏହି ସବୁ ସମ୍ବଳର ସର୍ବୋତ୍ତମ ବିନିଯୋଗ ସହ ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀରେ ପରିଣତ କରିବା ଆମର ଲକ୍ଷ୍ୟ। ସେ ଆଶ୍ୱାସନା ଦେଇଥିଲେ ଯେ ଡିଆଇସି ଓ ଡିଆଇପିଏ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ଧାରଣାଠାରୁ ଶିଳ୍ପ ପ୍ରତିଷ୍ଠା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ଏବଂ "ମେକ୍ ଇନ୍ ଝାରସୁଗୁଡ଼ା, ମେକ୍ ଫର୍ ଓଡ଼ିଶା" ଆମର ସଂକଳ୍ପ ବୋଲି ଦୃଢ଼ୋକ୍ତି ଦେଇଥିଲେ। ଏହା ସହ ସେ ସମସ୍ତ ସମ୍ପୃକ୍ତ ବିଭାଗକୁ ଏମଏସଏମଇ ସମ୍ବନ୍ଧୀୟ ଫାଇଲ୍‌ଗୁଡ଼ିକର 'ଶୂନ୍ୟ ବକେୟା (Zero Pendency)' ନୀତି ଅନୁସରଣ କରି ତ୍ୱରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଅଧିକ ଉଦ୍ୟୋଗୀ, ପଲିଟେକନିକ୍ ଓ ଆଇ.ଟି.ଆଇର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ସମ୍ଭାବ୍ୟ ନିବେଶକମାନେ ଯୋଗଦେଇଥିଲେ। ଅଭିଯାନ ସମୟରେ ଉଦ୍ୟମ ପଞ୍ଜୀକରଣ ଅଭିଯାନ ମାଧ୍ୟମରେ ନୂତନ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ

(MSME) ୟୁନିଟ୍‌ଗୁଡ଼ିକର ଉଦ୍ୟମ ପୋର୍ଟାଲରେ ପଞ୍ଜୀକରଣ କରାଯାଇଥିଲା। ଏଥିସହ ପିଏମଇଜିପି ଓ ପିଏମଏଫଏମଇ ଯୋଜନା ଅଧୀନରେ ବହୁ ସଂଖ୍ୟକ ଆବେଦନ ସଂଗ୍ରହ କରାଯାଇଥିଲା। ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (DPR) ପ୍ରସ୍ତୁତି, Go-SWIFT ଏକକ ୱିଣ୍ଡୋ ବ୍ୟବସ୍ଥା ଏବଂ ବ୍ୟାଙ୍କ ଋଣ ସହାୟତା ସମ୍ପର୍କରେ ତିନୋଟି ବୈଷୟିକ ପ୍ରଶିକ୍ଷଣ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ଡିଆଇପିଏ, ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲାର ଲ୍ୟାଣ୍ଡ ବ୍ୟାଙ୍କ, ଶିଳ୍ପ ସ୍ଥାପନ ସୁବିଧା ଓ ପରବର୍ତ୍ତୀ ସହାୟତା ବ୍ୟବସ୍ଥା ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ଅଭିଯାନରେ ପିଏମଇଜିପି, ପିଏମଏଫଏମଇ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଅନ୍ନ ରୋଜଗାର ମିଶନ (CM-SRIM) ଅଧୀନରେ ସଫଳତାର ସହ ଶିଳ୍ପ ପ୍ରତିଷ୍ଠା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନୁସୂଚିତ ଜାତି ଓ ଜନଜାତିର ଯୁବ ଉଦ୍ୟୋଗୀଙ୍କ ସମେତ ଅନ୍ୟାନ୍ୟ ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ, ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଆଇପିଓ), ଓରମାସ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା, ଜିଲ୍ଲା ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପରିଶେଷରେ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସୂଚନା ଦେଇଥିଲେ ଯେ ଅଭିଯାନ ସମୟରେ ପ୍ରାପ୍ତ ସମସ୍ତ ଆବେଦନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ବ୍ଲକ ସ୍ତରରେ ପରବର୍ତ୍ତୀ ସହାୟତା ଶିବିର ଆୟୋଜନ କରାଯିବ। ଜିଲ୍ଲାରେ ତୃଣମୂଳ ସ୍ତରରେ ଉଦ୍ୟୋଗୀ ସୃଷ୍ଟି, ସ୍ୱରୋଜଗାରର ପ୍ରୋତ୍ସାହନ ଏବଂ ନିବେଶକୁ ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

More news from ଓଡ଼ିଶା and nearby areas
  • ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଥିବା 'ବୃକ୍ଷର ବନ୍ଧୁ' ଅନୁଷ୍ଠାନ ପକ୍ଷରୁ ଜୁଲାଇ ୧, ୨୦୨୬, ବୁଧବାର ଦିନ ବନମହୋତ୍ସବ ପାଳନ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବେଲପାହାଡ଼ ଗୁମାଡେରା ସ୍ଥିତ ମିରର ଥିଏଟର ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମତ ପ୍ରକାଶ ପାଇଛି ଯେ, ଜିଲ୍ଲାରେ ଶିଳ୍ପାୟନ ଏବଂ ଖଣି ଖାଦାନ ବୃଦ୍ଧି ପାଇବା ଦ୍ୱାରା ମାନବ ସମାଜ ଓ ଜୀବଜଗତ ବର୍ତ୍ତମାନ ବିନାଶ ଆଡ଼କୁ ଗତି କରୁଛି। ଧୀରେ ଧୀରେ ଜିଲ୍ଲାରେ ପ୍ରାକୃତିକ ଜଙ୍ଗଲ ହ୍ରାସ ପାଉଥିବା ବେଳେ ଅସଂଖ୍ୟ ବୃକ୍ଷଲତା ବଳି ପଡ଼ି ଧୂଳିସାତ୍ ହେଉଛି। ଆଗାମୀ ସମୟରେ ଅଞ୍ଚଳରେ ଆହୁରି ଅଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠା ହେବା ନିଶ୍ଚିତ ହୋଇସାରିଛି, କିନ୍ତୁ ତୁଳନାତ୍ମକ ଭାବେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦିଆଯାଇ ନାହିଁ। ଏଣୁ, ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦ୍ୱାରା ହିଁ ଆଗକୁ ମାନବ ସମାଜ ଓ ଜୀବଜଗତକୁ ବିନାଶରୁ ବଞ୍ଚାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପାହାଡ଼ ରେଞ୍ଜର ପ୍ରଦୀପ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ବେଲପାହାଡ଼ ଜୁନିୟର କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇ, ବର୍ଷିୟାନ୍ ନାଗରିକ ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, ରମାକାନ୍ତ ମଲ୍ଲିକ, ଗଜେନ୍ଦ୍ର ନାଏକ, ମିରର ଥିଏଟରର ନିର୍ଦ୍ଦେଶକ ଡଃ ସୁବାସ ଚନ୍ଦ୍ର ପ୍ରଧାନ ଓ ପୌର କର୍ମଚାରୀ ଶୈଳେଶ ବହିଦାର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବା ଓ ପରିବେଶ ସଚେତନତା କ୍ଷେତ୍ରରେ ଅବଦାନ ପାଇଁ ସୁରେନ୍ଦ୍ର ଭୋଇଙ୍କୁ ଏବଂ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ରେ ଚୟନିତ ଅଭିନେତ୍ରୀ ସୋନିଆ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଆୟୋଜନରେ 'ବୃକ୍ଷର ବନ୍ଧୁ'ର ପ୍ରତିଷ୍ଠାତା ଜେନାମଣି ସେଠଙ୍କ ସମେତ ରଞ୍ଜିତା ବିଶ୍ୱାଳ, ଲାଲୁ କିଶାନ, ବବିତା ପଟ୍ଟନାୟକ, ପ୍ରିୟମ୍ବଦା କିଶାନ, ସୁକାନ୍ତି ମିର୍ଦ୍ଧା, ବବିତା ପଟ୍ଟନାୟକ, ବନଜା ସାହୁ, ପୂର୍ଣ୍ଣିମା ନାଥ, ସାରିକା ମହାନ୍ତି, ନିବେଦିତା ଖଣ୍ଡା, ସୁନିତା ନାଏକ, ମୀନା କିଶାନ, ଗୀତା ପଟେଲ, ନିରୂପମା ଶାସ୍ମଲ ଓ ରୁବି ବେଜ୍ ପ୍ରମୁଖ ସହଯୋଗ କରିଥିଲେ। ସଭାକୁ ରଞ୍ଜିତା ବିଶ୍ୱାଳ ପରିଚାଳନା କରିଥିବା ବେଳେ ବୃକ୍ଷର ବନ୍ଧୁର ଜେନାମଣି ସେଠ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
    4
    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଥିବା 'ବୃକ୍ଷର ବନ୍ଧୁ' ଅନୁଷ୍ଠାନ ପକ୍ଷରୁ ଜୁଲାଇ ୧, ୨୦୨୬, ବୁଧବାର ଦିନ ବନମହୋତ୍ସବ ପାଳନ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବେଲପାହାଡ଼ ଗୁମାଡେରା ସ୍ଥିତ ମିରର ଥିଏଟର ନିକଟରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ମତ ପ୍ରକାଶ ପାଇଛି ଯେ, ଜିଲ୍ଲାରେ ଶିଳ୍ପାୟନ ଏବଂ ଖଣି ଖାଦାନ ବୃଦ୍ଧି ପାଇବା ଦ୍ୱାରା ମାନବ ସମାଜ ଓ ଜୀବଜଗତ ବର୍ତ୍ତମାନ ବିନାଶ ଆଡ଼କୁ ଗତି କରୁଛି। ଧୀରେ ଧୀରେ ଜିଲ୍ଲାରେ ପ୍ରାକୃତିକ ଜଙ୍ଗଲ ହ୍ରାସ ପାଉଥିବା ବେଳେ ଅସଂଖ୍ୟ ବୃକ୍ଷଲତା ବଳି ପଡ଼ି ଧୂଳିସାତ୍ ହେଉଛି। ଆଗାମୀ ସମୟରେ ଅଞ୍ଚଳରେ ଆହୁରି ଅଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠା ହେବା ନିଶ୍ଚିତ ହୋଇସାରିଛି, କିନ୍ତୁ ତୁଳନାତ୍ମକ ଭାବେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦିଆଯାଇ ନାହିଁ। ଏଣୁ, ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦ୍ୱାରା ହିଁ ଆଗକୁ ମାନବ ସମାଜ ଓ ଜୀବଜଗତକୁ ବିନାଶରୁ ବଞ୍ଚାଯାଇ ପାରିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପାହାଡ଼ ରେଞ୍ଜର ପ୍ରଦୀପ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ବେଲପାହାଡ଼ ଜୁନିୟର କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇ, ବର୍ଷିୟାନ୍ ନାଗରିକ ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, ରମାକାନ୍ତ ମଲ୍ଲିକ, ଗଜେନ୍ଦ୍ର ନାଏକ, ମିରର ଥିଏଟରର ନିର୍ଦ୍ଦେଶକ ଡଃ ସୁବାସ ଚନ୍ଦ୍ର ପ୍ରଧାନ ଓ ପୌର କର୍ମଚାରୀ ଶୈଳେଶ ବହିଦାର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବା ଓ ପରିବେଶ ସଚେତନତା କ୍ଷେତ୍ରରେ ଅବଦାନ ପାଇଁ ସୁରେନ୍ଦ୍ର ଭୋଇଙ୍କୁ ଏବଂ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ରେ ଚୟନିତ ଅଭିନେତ୍ରୀ ସୋନିଆ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଆୟୋଜନରେ 'ବୃକ୍ଷର ବନ୍ଧୁ'ର ପ୍ରତିଷ୍ଠାତା ଜେନାମଣି ସେଠଙ୍କ ସମେତ ରଞ୍ଜିତା ବିଶ୍ୱାଳ, ଲାଲୁ କିଶାନ, ବବିତା ପଟ୍ଟନାୟକ, ପ୍ରିୟମ୍ବଦା କିଶାନ, ସୁକାନ୍ତି ମିର୍ଦ୍ଧା, ବବିତା ପଟ୍ଟନାୟକ, ବନଜା ସାହୁ, ପୂର୍ଣ୍ଣିମା ନାଥ, ସାରିକା ମହାନ୍ତି, ନିବେଦିତା ଖଣ୍ଡା, ସୁନିତା ନାଏକ, ମୀନା କିଶାନ, ଗୀତା ପଟେଲ, ନିରୂପମା ଶାସ୍ମଲ ଓ ରୁବି ବେଜ୍ ପ୍ରମୁଖ ସହଯୋଗ କରିଥିଲେ। ସଭାକୁ ରଞ୍ଜିତା ବିଶ୍ୱାଳ ପରିଚାଳନା କରିଥିବା ବେଳେ ବୃକ୍ଷର ବନ୍ଧୁର ଜେନାମଣି ସେଠ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    10 min ago
  • ଓଡ଼ିଶା ହାଇକୋର୍ଟ ବେଲପାହାଡ଼ ପୌରପାଳିକାର ଅନାସ୍ଥା ବିବାଦରେ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ଉପରେ ଥିବା ରୋକ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୪ ରେ ହେବ।
    1
    ଓଡ଼ିଶା ହାଇକୋର୍ଟ ବେଲପାହାଡ଼ ପୌରପାଳିକାର ଅନାସ୍ଥା ବିବାଦରେ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ଉପରେ ଥିବା ରୋକ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୪ ରେ ହେବ।
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    3 hrs ago
  • ଝାରସୁଗୁଡା ବନଖଣ୍ଡ ପକ୍ଷରୁ ଗତକାଲି ମଙ୍ଗଳବାର, 30-06-2026 ରେ ବ୍ରଜରାଜନଗରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇଙ୍କୁ 'ପ୍ରକୃତି ବନ୍ଧୁ 2026' ପୁରସ୍କାରରେ ସମ୍ମାନିତ କରାଯାଇଛି। ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନ୍ୟ କିଛି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ଶ୍ରୀ ଭୋଇଙ୍କୁ ମାନପତ୍ର ଏବଂ ପ୍ରୋତ୍ସାହନ ସ୍ୱରୂପ 10,000 ଟଙ୍କାର ଏକ ଚେକ୍ ପ୍ରଦାନ କରି ସମ୍ମାନିତ କରିଥିଲେ।
    1
    ଝାରସୁଗୁଡା ବନଖଣ୍ଡ ପକ୍ଷରୁ ଗତକାଲି ମଙ୍ଗଳବାର, 30-06-2026 ରେ ବ୍ରଜରାଜନଗରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇଙ୍କୁ 'ପ୍ରକୃତି ବନ୍ଧୁ 2026' ପୁରସ୍କାରରେ ସମ୍ମାନିତ କରାଯାଇଛି। ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନ୍ୟ କିଛି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ଶ୍ରୀ ଭୋଇଙ୍କୁ ମାନପତ୍ର ଏବଂ ପ୍ରୋତ୍ସାହନ ସ୍ୱରୂପ 10,000 ଟଙ୍କାର ଏକ ଚେକ୍ ପ୍ରଦାନ କରି ସମ୍ମାନିତ କରିଥିଲେ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    8 hrs ago
  • ସତଲମା ଉଚ୍ଚ ବିଦ୍ୟାଳୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଡୋଳାମାଣି ପଟେଲ ଏବଂ ଶିକ୍ଷକ ଜୟନ୍ତ କୁମାର ଦର୍ଜୀଙ୍କୁ ଅତିଥି ଓ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ସ୍ମାରକ ପ୍ରଦାନ କରାଯାଇଥିଲା।
    1
    ସତଲମା ଉଚ୍ଚ ବିଦ୍ୟାଳୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଡୋଳାମାଣି ପଟେଲ ଏବଂ ଶିକ୍ଷକ ଜୟନ୍ତ କୁମାର ଦର୍ଜୀଙ୍କୁ ଅତିଥି ଓ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ସ୍ମାରକ ପ୍ରଦାନ କରାଯାଇଥିଲା।
    user_Aamar News 9
    Aamar News 9
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    5 hrs ago
  • ବରଗଡ଼ ଜିଲ୍ଲାର ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବ ଠାରେ ଭଗବାନ ସାହୁଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ସାଂସ୍କୃତିକ ଝଲକ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ବୀର ଭୁବନ ଭୋଇ, ବଂଶୀବାଦକ ମୀନକେତନ ଏବଂ ବିନ୍ଦୁ ପ୍ରମୁଖ ଭାବେ ସାମିଲ ଥିଲେ।
    1
    ବରଗଡ଼ ଜିଲ୍ଲାର ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବ ଠାରେ ଭଗବାନ ସାହୁଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ସାଂସ୍କୃତିକ ଝଲକ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ବୀର ଭୁବନ ଭୋଇ, ବଂଶୀବାଦକ ମୀନକେତନ ଏବଂ ବିନ୍ଦୁ ପ୍ରମୁଖ ଭାବେ ସାମିଲ ଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • ତଲସରା ଥାନା ପରିସରରେ 'ଆମ ପୋଲିସ ସମିତି' ପକ୍ଷରୁ 'ନିଶା ମୁକ୍ତ ଓଡିଶା' ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
    1
    ତଲସରା ଥାନା ପରିସରରେ 'ଆମ ପୋଲିସ ସମିତି' ପକ୍ଷରୁ 'ନିଶା ମୁକ୍ତ ଓଡିଶା' ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    2 hrs ago
  • ତା:୦୧/୦୭/୨୬ରେ ଝାରସୁଗୁଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ପକ୍ଷରୁ ଆୟୋଜିତ ପାଞ୍ଚଦିନିଆ 'ଉଦ୍ୟମୀ ଓଡ଼ିଶା' ଅଭିଯାନର ଉଦ୍‌ଯାପନୀ ସମାରୋହ ଏମ.ସି.ଏଲ ଅଡିଟରିଅମ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣlଲ ମୋତିରାମ ଚୱlଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ 'ଉଦ୍ୟମୀ ଓଡ଼ିଶା'କୁ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ଜନଆନ୍ଦୋଳନ ବୋଲି ଅଭିହିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଚାହ୍ୱଣ ଉଦବୋଧନ ଦେଇ କହିଥିଲେ ଯେ, ଝାରସୁଗୁଡ଼ାରେ ପ୍ରଚୁର ପ୍ରତିଭା, କଞ୍ଚାମାଲ ଏବଂ ଶିଳ୍ପ ପାଇଁ ଉପଯୁକ୍ତ ଜମି ଉପଲବ୍ଧ ରହିଛି। ଏହି ସବୁ ସମ୍ବଳର ସର୍ବୋତ୍ତମ ବିନିଯୋଗ ସହ ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀରେ ପରିଣତ କରିବା ଆମର ଲକ୍ଷ୍ୟ। ସେ ଆଶ୍ୱାସନା ଦେଇଥିଲେ ଯେ ଡିଆଇସି ଓ ଡିଆଇପିଏ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ଧାରଣାଠାରୁ ଶିଳ୍ପ ପ୍ରତିଷ୍ଠା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ଏବଂ "ମେକ୍ ଇନ୍ ଝାରସୁଗୁଡ଼ା, ମେକ୍ ଫର୍ ଓଡ଼ିଶା" ଆମର ସଂକଳ୍ପ ବୋଲି ଦୃଢ଼ୋକ୍ତି ଦେଇଥିଲେ। ଏହା ସହ ସେ ସମସ୍ତ ସମ୍ପୃକ୍ତ ବିଭାଗକୁ ଏମଏସଏମଇ ସମ୍ବନ୍ଧୀୟ ଫାଇଲ୍‌ଗୁଡ଼ିକର 'ଶୂନ୍ୟ ବକେୟା (Zero Pendency)' ନୀତି ଅନୁସରଣ କରି ତ୍ୱରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଅଧିକ ଉଦ୍ୟୋଗୀ, ପଲିଟେକନିକ୍ ଓ ଆଇ.ଟି.ଆଇର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ସମ୍ଭାବ୍ୟ ନିବେଶକମାନେ ଯୋଗଦେଇଥିଲେ। ଅଭିଯାନ ସମୟରେ ଉଦ୍ୟମ ପଞ୍ଜୀକରଣ ଅଭିଯାନ ମାଧ୍ୟମରେ ନୂତନ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ୟୁନିଟ୍‌ଗୁଡ଼ିକର ଉଦ୍ୟମ ପୋର୍ଟାଲରେ ପଞ୍ଜୀକରଣ କରାଯାଇଥିଲା। ଏଥିସହ ପିଏମଇଜିପି ଓ ପିଏମଏଫଏମଇ ଯୋଜନା ଅଧୀନରେ ବହୁ ସଂଖ୍ୟକ ଆବେଦନ ସଂଗ୍ରହ କରାଯାଇଥିଲା। ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (DPR) ପ୍ରସ୍ତୁତି, Go-SWIFT ଏକକ ୱିଣ୍ଡୋ ବ୍ୟବସ୍ଥା ଏବଂ ବ୍ୟାଙ୍କ ଋଣ ସହାୟତା ସମ୍ପର୍କରେ ତିନୋଟି ବୈଷୟିକ ପ୍ରଶିକ୍ଷଣ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ଡିଆଇପିଏ, ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲାର ଲ୍ୟାଣ୍ଡ ବ୍ୟାଙ୍କ, ଶିଳ୍ପ ସ୍ଥାପନ ସୁବିଧା ଓ ପରବର୍ତ୍ତୀ ସହାୟତା ବ୍ୟବସ୍ଥା ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ଅଭିଯାନରେ ପିଏମଇଜିପି, ପିଏମଏଫଏମଇ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଅନ୍ନ ରୋଜଗାର ମିଶନ (CM-SRIM) ଅଧୀନରେ ସଫଳତାର ସହ ଶିଳ୍ପ ପ୍ରତିଷ୍ଠା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନୁସୂଚିତ ଜାତି ଓ ଜନଜାତିର ଯୁବ ଉଦ୍ୟୋଗୀଙ୍କ ସମେତ ଅନ୍ୟାନ୍ୟ ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ, ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଆଇପିଓ), ଓରମାସ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା, ଜିଲ୍ଲା ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପରିଶେଷରେ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସୂଚନା ଦେଇଥିଲେ ଯେ ଅଭିଯାନ ସମୟରେ ପ୍ରାପ୍ତ ସମସ୍ତ ଆବେଦନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ବ୍ଲକ ସ୍ତରରେ ପରବର୍ତ୍ତୀ ସହାୟତା ଶିବିର ଆୟୋଜନ କରାଯିବ। ଜିଲ୍ଲାରେ ତୃଣମୂଳ ସ୍ତରରେ ଉଦ୍ୟୋଗୀ ସୃଷ୍ଟି, ସ୍ୱରୋଜଗାରର ପ୍ରୋତ୍ସାହନ ଏବଂ ନିବେଶକୁ ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
    2
    ତା:୦୧/୦୭/୨୬ରେ ଝାରସୁଗୁଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ପକ୍ଷରୁ ଆୟୋଜିତ ପାଞ୍ଚଦିନିଆ 'ଉଦ୍ୟମୀ ଓଡ଼ିଶା' ଅଭିଯାନର ଉଦ୍‌ଯାପନୀ ସମାରୋହ ଏମ.ସି.ଏଲ ଅଡିଟରିଅମ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣlଲ ମୋତିରାମ ଚୱlଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ 'ଉଦ୍ୟମୀ ଓଡ଼ିଶା'କୁ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ଜନଆନ୍ଦୋଳନ ବୋଲି ଅଭିହିତ କରିଥିଲେ।

ଜିଲ୍ଲାପାଳ ଶ୍ରୀ ଚାହ୍ୱଣ ଉଦବୋଧନ ଦେଇ କହିଥିଲେ ଯେ, ଝାରସୁଗୁଡ଼ାରେ ପ୍ରଚୁର ପ୍ରତିଭା, କଞ୍ଚାମାଲ ଏବଂ ଶିଳ୍ପ ପାଇଁ ଉପଯୁକ୍ତ ଜମି ଉପଲବ୍ଧ ରହିଛି। ଏହି ସବୁ ସମ୍ବଳର ସର୍ବୋତ୍ତମ ବିନିଯୋଗ ସହ ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀରେ ପରିଣତ କରିବା ଆମର ଲକ୍ଷ୍ୟ। ସେ ଆଶ୍ୱାସନା ଦେଇଥିଲେ ଯେ ଡିଆଇସି ଓ ଡିଆଇପିଏ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ଧାରଣାଠାରୁ ଶିଳ୍ପ ପ୍ରତିଷ୍ଠା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ଏବଂ "ମେକ୍ ଇନ୍ ଝାରସୁଗୁଡ଼ା, ମେକ୍ ଫର୍ ଓଡ଼ିଶା" ଆମର ସଂକଳ୍ପ ବୋଲି ଦୃଢ଼ୋକ୍ତି ଦେଇଥିଲେ। ଏହା ସହ ସେ ସମସ୍ତ ସମ୍ପୃକ୍ତ ବିଭାଗକୁ ଏମଏସଏମଇ ସମ୍ବନ୍ଧୀୟ ଫାଇଲ୍‌ଗୁଡ଼ିକର 'ଶୂନ୍ୟ ବକେୟା (Zero Pendency)' ନୀତି ଅନୁସରଣ କରି ତ୍ୱରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଅଧିକ ଉଦ୍ୟୋଗୀ, ପଲିଟେକନିକ୍ ଓ ଆଇ.ଟି.ଆଇର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ସମ୍ଭାବ୍ୟ ନିବେଶକମାନେ ଯୋଗଦେଇଥିଲେ। ଅଭିଯାନ ସମୟରେ ଉଦ୍ୟମ ପଞ୍ଜୀକରଣ ଅଭିଯାନ ମାଧ୍ୟମରେ ନୂତନ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ୟୁନିଟ୍‌ଗୁଡ଼ିକର ଉଦ୍ୟମ ପୋର୍ଟାଲରେ ପଞ୍ଜୀକରଣ କରାଯାଇଥିଲା। ଏଥିସହ ପିଏମଇଜିପି ଓ ପିଏମଏଫଏମଇ ଯୋଜନା ଅଧୀନରେ ବହୁ ସଂଖ୍ୟକ ଆବେଦନ ସଂଗ୍ରହ କରାଯାଇଥିଲା। ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (DPR) ପ୍ରସ୍ତୁତି, Go-SWIFT ଏକକ ୱିଣ୍ଡୋ ବ୍ୟବସ୍ଥା ଏବଂ ବ୍ୟାଙ୍କ ଋଣ ସହାୟତା ସମ୍ପର୍କରେ ତିନୋଟି ବୈଷୟିକ ପ୍ରଶିକ୍ଷଣ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ଡିଆଇପିଏ, ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲାର ଲ୍ୟାଣ୍ଡ ବ୍ୟାଙ୍କ, ଶିଳ୍ପ ସ୍ଥାପନ ସୁବିଧା ଓ ପରବର୍ତ୍ତୀ ସହାୟତା ବ୍ୟବସ୍ଥା ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା।

ଅଭିଯାନରେ ପିଏମଇଜିପି, ପିଏମଏଫଏମଇ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଅନ୍ନ ରୋଜଗାର ମିଶନ (CM-SRIM) ଅଧୀନରେ ସଫଳତାର ସହ ଶିଳ୍ପ ପ୍ରତିଷ୍ଠା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନୁସୂଚିତ ଜାତି ଓ ଜନଜାତିର ଯୁବ ଉଦ୍ୟୋଗୀଙ୍କ ସମେତ ଅନ୍ୟାନ୍ୟ ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ, ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଆଇପିଓ), ଓରମାସ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା, ଜିଲ୍ଲା ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପରିଶେଷରେ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସୂଚନା ଦେଇଥିଲେ ଯେ ଅଭିଯାନ ସମୟରେ ପ୍ରାପ୍ତ ସମସ୍ତ ଆବେଦନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ବ୍ଲକ ସ୍ତରରେ ପରବର୍ତ୍ତୀ ସହାୟତା ଶିବିର ଆୟୋଜନ କରାଯିବ। ଜିଲ୍ଲାରେ ତୃଣମୂଳ ସ୍ତରରେ ଉଦ୍ୟୋଗୀ ସୃଷ୍ଟି, ସ୍ୱରୋଜଗାରର ପ୍ରୋତ୍ସାହନ ଏବଂ ନିବେଶକୁ ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    1 hr ago
  • ରାୟପୁର ଟୋଲ ଗେଟ୍ ନିକଟରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମଧ୍ୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଯୁବତୀ ଜଣକ ନିଜ ରାସ୍ତାରେ ଯାଉଥିବା ସମୟରେ ପଛ ପଟୁ ତୀବ୍ର ବେଗରେ ବାଇକ୍ ଚଳାଉଥିବା ଯୁବକ ତାଙ୍କୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଯୁବତୀଙ୍କ ହାତ ଓ ଗୋଡ଼ରେ ମଧ୍ୟ ବହୁତ ଚୋଟ ଲାଗିଛି। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ମାନବିକତା ପ୍ରଦର୍ଶନ କରି ଟୋଲ ଗେଟ୍ର ଜରୁରୀକାଳୀନ ଦଳକୁ ସୂଚନା ଦେଇଥିଲେ। ପାଖାପାଖି ୧୫ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲା। ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଯୁବକଙ୍କ ଅବସ୍ଥା ସ୍ଥିର ରହିଛି। ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।
    1
    ରାୟପୁର ଟୋଲ ଗେଟ୍ ନିକଟରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମଧ୍ୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଯୁବତୀ ଜଣକ ନିଜ ରାସ୍ତାରେ ଯାଉଥିବା ସମୟରେ ପଛ ପଟୁ ତୀବ୍ର ବେଗରେ ବାଇକ୍ ଚଳାଉଥିବା ଯୁବକ ତାଙ୍କୁ ଧକ୍କା ଦେଇଥିଲେ।

ଏହି ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଯୁବତୀଙ୍କ ହାତ ଓ ଗୋଡ଼ରେ ମଧ୍ୟ ବହୁତ ଚୋଟ ଲାଗିଛି। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ମାନବିକତା ପ୍ରଦର୍ଶନ କରି ଟୋଲ ଗେଟ୍ର ଜରୁରୀକାଳୀନ ଦଳକୁ ସୂଚନା ଦେଇଥିଲେ। ପାଖାପାଖି ୧୫ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲା।

ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଯୁବକଙ୍କ ଅବସ୍ଥା ସ୍ଥିର ରହିଛି। ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.