Shuru
Apke Nagar Ki App…
ଖିଚିଂ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ଯୋଗଦେଲେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କରଞ୍ଜିଆ ଉପଖଣ୍ଡ ର ଐତିହାସିକ ମାଆ କିଚକେ ଶ୍ୱରୀ ଙ୍କ ପୀଠ ଖିଚିଂ ଠାରେ ଅନୁଷ୍ଠିତ ହେଉଥିବା ଖିଚିଂ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ମୁଖ୍ୟଅତିଥି ରୂପେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ସ୍ୱତନ୍ତ୍ର ଅତିଥି ରୂପେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସରସକଣା ବିଧାୟକ ଭାଦବ ହାଁସଦା,ଉଦଳା ବିଧାୟକ ଭାସ୍କର ମଢେଇ ପ୍ରମୁଖ ଯୋଗଦେଇଥିଲେ
Jitendra raj
ଖିଚିଂ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ଯୋଗଦେଲେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କରଞ୍ଜିଆ ଉପଖଣ୍ଡ ର ଐତିହାସିକ ମାଆ କିଚକେ ଶ୍ୱରୀ ଙ୍କ ପୀଠ ଖିଚିଂ ଠାରେ ଅନୁଷ୍ଠିତ ହେଉଥିବା ଖିଚିଂ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ମୁଖ୍ୟଅତିଥି ରୂପେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ସ୍ୱତନ୍ତ୍ର ଅତିଥି ରୂପେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସରସକଣା ବିଧାୟକ ଭାଦବ ହାଁସଦା,ଉଦଳା ବିଧାୟକ ଭାସ୍କର ମଢେଇ ପ୍ରମୁଖ ଯୋଗଦେଇଥିଲେ
More news from Mayurbhanj and nearby areas
- କରଞ୍ଜିଆ,୧୭/୨(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧ ସରୁବାଲି ସ୍ଥିତ ଜାଗୃତୀ ସ୍ଵୟଂସହାୟିକା ଗୋଷ୍ଠୀ ମହିଳାଙ୍କୁ ବାମନାଶାଳ ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ୧୪ ଲକ୍ଷ ୮୦ ହଜାର ଟଙ୍କାର କାର୍ଯ୍ୟାଦେଶ ୨୦୨୩-୨୪ ମସିହାରେ ମୁକ୍ତା ଯୋଜନାରେ ପ୍ରଦାନ କରାଯାଇଥିଲା। ମହିଳା ମାନେ ଖୁସିରେ ଏହି କାର୍ଯ୍ୟ ସମ୍ପାଦନ ମଧ୍ୟ କଲେ। ହେଲେ ଦୁଃଖର କଥା ଯେ କାର୍ଯ୍ୟ ସମାପ୍ତ ପରେ ମୁକ୍ତା ଯୋଜନା ବନ୍ଦ ହୋଇଯାଇଥିବା ଆଳ ଦେଖାଇ ସେମାନଙ୍କ ବିଲ୍ ପାରିତ କରାଗଲା ନାହିଁ । ଏହା ଭିତରେ ୨ ବର୍ଷ ଅତିବାହିତ ହୋଇ ସାରିଛି।ଏବିଷୟରେ ମହିଳା ଗଣ ବାରମ୍ବାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମଧ୍ୟ ସୁଫଳ ନପାଇ ଜିଲ୍ଲାପାଳଙ୍କ ନିକଟରେ ଫେରଦ ହେଇଛନ୍ତି। ସଂଘର ସଭାନେତ୍ରୀ ସାବିତ୍ରୀ ମହାନ୍ତ ଓ ସମ୍ପାଦୀକା କଲ୍ୟାଣୀ ମହାନ୍ତ କହିଛନ୍ତି ଯେ ସେମାନେ ବ୍ୟାଙ୍କ ଋଣ କରି କାର୍ଯ୍ୟ କରିଥିଲେ ଏବଂ ବ୍ୟାଙ୍କ ଋଣ ସୁଝିବାକୁ ବାରମ୍ବାର ଆମର ଦ୍ୱାରସ୍ଥ ହେଉଛି।1
- Post by Jitendra raj1
- Post by Uttam Kumar Mahakud 97773344221
- Post by Satish Naik1
- Post by Rajib Behera3
- ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।1
- ବିଜେଡି ବିଧାୟକ ରାଜା ସ୍ୱାଇଁ ଙ୍କ ଉପରେ ଉଠିଲା ପ୍ରଶ୍ନ ଗରିବ ଙ୍କ ନାମରେ ଉଠିଛି ଟଙ୍କା ଖର୍ଚ୍ଚ ହେଇଚି କଉଠି1
- କରଞ୍ଜିଆ,୧୭/୨,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବେଧଡକ ମହୁଲି ମଦ କାରବାର ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଅବକାରୀ ଥାନା ଆଇଆଇସି ଜୟନ୍ତୀ ଆଚାର୍ଯ୍ୟ,ଓଆଇସି ରଶ୍ମି ରଂଜନ ନାୟକଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣି ନାୟକଙ୍କ ସହିତ ଅବକାରୀ ଦଳ ଆଜି ଦିନ ତମାମ ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ସମୁଦାୟ ୮୬୦ ଲିଟର ମହୁଲି ମଦ,୯ ହଜାର କିଲୋ ପୋଚ ସହିତ ୮ ଲିଟର ବିଦେଶୀ ମଦ ଜବତ କରି ଅବକାରୀ ଥାନାରେ ୩ ଗୋଟି ମାମଲା ରୁଜୁ କରିଛି। ଅବକାରୀ ଦଳ ଆଜି ସକାଳୁ ପ୍ରଥମେ ଖଡିକୁଦର ଗ୍ରାମ ନିକଟରେ ଚଢ଼ାଉ କରିବା ସମୟରେ ବନ୍ଧ ପର୍ଶ୍ୱରୁ ୪ ହଜାର କିଲୋ ପୋଚ,୪୮୦ ଲିଟର ମହୁଲି,ଜରାସାହି ନାଳ ପର୍ଶ୍ଵରୁ ୫ ହଜାର କିଲୋ ପୋଚ,୩୮୦ ଲିଟର ମହୁଲି ମଦ ଓ ପିଙ୍ଗୁ ଗ୍ରାମର ତ୍ରିନାଥ ନାଏକ ନିକଟରୁ ୮ ଲିଟର ବିଦେଶୀ ମଦ ଜବତ କରିଥିଲା। ଏନେଇ ଅବକାରୀ ଥାନାରେ ୨୦୮,୨୦୯,୨୧୦/୨୫,୨୬ ନମ୍ୱରରେ ୩ ଗୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରିଥିବା ଓଆଇସି ଶ୍ରୀ ନାୟକ ସୂଚନା ଦେବା ସହିତ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି।1