logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

7 hrs ago
user_Satish Naik
Satish Naik
ପାଟଣା, କେନ୍ଦୁଝର, ଓଡ଼ିଶା•
7 hrs ago

More news from ଓଡ଼ିଶା and nearby areas
  • Post by Satish Naik
    1
    Post by Satish Naik
    user_Satish Naik
    Satish Naik
    ପାଟଣା, କେନ୍ଦୁଝର, ଓଡ଼ିଶା•
    7 hrs ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    20 hrs ago
  • କରଞ୍ଜିଆ,୧୮/୨(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତରେ ଆଜି ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା ଆସି ସ୍ଥାନୀୟ ବାଇପାସ୍ ଛକ ଠାରେ ପହଞ୍ଚିବା ପରେ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଭୁବନ ବିହାରି ସାହୁ,ରାଜ୍ୟ ସମ୍ପାଦକ ଲକ୍ଷ୍ମୀଧର ସିଂ,ନାରୀନେତ୍ରୀ ଜବାମଣି ଟୁଡୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ସେ ୱାର୍ଡ ନମ୍ୱର ୯ ଠାରେ ଏକ ନବନିର୍ମିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଥିଲେ।
    1
    କରଞ୍ଜିଆ,୧୮/୨(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତରେ ଆଜି ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା ଆସି ସ୍ଥାନୀୟ ବାଇପାସ୍ ଛକ ଠାରେ ପହଞ୍ଚିବା ପରେ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଭୁବନ ବିହାରି ସାହୁ,ରାଜ୍ୟ ସମ୍ପାଦକ ଲକ୍ଷ୍ମୀଧର ସିଂ,ନାରୀନେତ୍ରୀ ଜବାମଣି ଟୁଡୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ସେ ୱାର୍ଡ ନମ୍ୱର ୯ ଠାରେ ଏକ ନବନିର୍ମିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    1 hr ago
  • କରଞ୍ଜିଆ ବ୍ଲକ ଅଧ୍ୟକ୍ଷା, ଏବିଡ଼ିଓ, ସରପଞ୍ଚ ଙ୍କ ଉପସ୍ଥିତି ରେ ଜାତୀୟ ପାରା ଚାମ୍ପିୟନସିପ ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା
    1
    କରଞ୍ଜିଆ ବ୍ଲକ ଅଧ୍ୟକ୍ଷା, ଏବିଡ଼ିଓ, ସରପଞ୍ଚ ଙ୍କ ଉପସ୍ଥିତି ରେ ଜାତୀୟ ପାରା ଚାମ୍ପିୟନସିପ ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • The Shocking Ground Reality of Sukinda........... #TheRajdharma #KaliapaniUpdate #highlight #Sukinda #Jajpur #Odisha
    1
    The Shocking Ground Reality of Sukinda...........
#TheRajdharma #KaliapaniUpdate #highlight 
#Sukinda #Jajpur #Odisha
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    18 hrs ago
  • ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ। ଉଦଳାରେ ଆଜ୍ଞାମାଳ ପହଞ୍ଚିବା ପରେ ଭକ୍ତିମୟ ପରିବେଶରେ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଛି। ଢୋଲ, ଘଣ୍ଟ, ହରିନାମ ଓ ଜୟଘୋଷରେ ଗୁଞ୍ଜିଉଠିଛି ସମଗ୍ର ଅଞ୍ଚଳ। ଭକ୍ତମାନେ ଦୀପ, ଧୂପ ଓ ପୁଷ୍ପ ନେଇ ଭଗବାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ମହାଦେବଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖାଦେଇଛି। ଶତାଧିକ ଭକ୍ତଙ୍କ ସମାଗମରେ ଉଦଳା ଭକ୍ତିର ମହୋତ୍ସବରେ ପରିଣତ ହୋଇଛି
    1
    ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ।
ଉଦଳାରେ ଆଜ୍ଞାମାଳ ପହଞ୍ଚିବା ପରେ ଭକ୍ତିମୟ ପରିବେଶରେ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଛି। ଢୋଲ, ଘଣ୍ଟ, ହରିନାମ ଓ ଜୟଘୋଷରେ ଗୁଞ୍ଜିଉଠିଛି ସମଗ୍ର ଅଞ୍ଚଳ। ଭକ୍ତମାନେ ଦୀପ, ଧୂପ ଓ ପୁଷ୍ପ ନେଇ ଭଗବାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି।
ମହାଦେବଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖାଦେଇଛି। ଶତାଧିକ ଭକ୍ତଙ୍କ ସମାଗମରେ ଉଦଳା ଭକ୍ତିର ମହୋତ୍ସବରେ ପରିଣତ ହୋଇଛି
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    1 hr ago
  • ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଜିଲ୍ଲା ମେଡିକାଲ୍ ପରିବର୍ତେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରିବା ଦାବୀରେ ରାଜ୍ୟ ବିଧାନସଭା ସମ୍ମୁଖରେ ତାଳଚେରବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆ ଯାଇଛି । ସୂଚନା ଯୋଗ୍ୟ, ତାଳଚେରରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପବିତ୍ର ମୋହନ ମେଡିକାଲ୍ ତିଆରି କଲେ । ପବିତ୍ର ମୋହନ ମେଡିକାଲ୍ ରେ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଗଲା । କିନ୍ତୁ ଦୁଃଖର ବିଷୟ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେଲା କିନ୍ତୁ ସରକାର ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ପବିତ୍ର ମୋହନ ମେଡିକାଲ୍ ବଦଳରେ ଅନୁଗୋଳ ଜିଲ୍ଲା ମେଡିକାଲ୍ କୁ ଗ୍ରହଣ କଲେ । ବର୍ତମାନ ଜିଲ୍ଲା ମେଡିକାଲ୍ ରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ମେଡିକାଲ୍ କାର୍ଯ୍ୟ କରୁଅଛି । ତାଳଚେରବାସୀ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେବା ପାଇଁ ଏଠାରୁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ ହେଉଅଛି । ଏହାଦ୍ୱାରା ଏହି ଅଂଚଳ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ଅଂଚଳ ଭାବରେ ବିବେଚନା ହୋଇଛି ଓ ପ୍ରଦୂଷଣରେ ଧୂଳିଧୂଆଁ ଖାଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଏଠାରେ ଖୁବ୍ କମ୍ ବୟସରେ ଲୋକମାନେ ହାର୍ଟ, କ୍ୟାନସର ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ଗୁରୁତ୍ୱ ଦେଇ ତାଳଚେରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମେଡିକାଲ୍ କଲେଜ୍ ର ହସ୍‌ପିଟାଲ୍ କୁ ଜିଲ୍ଲା ହସ୍‌ପିଟାଲ୍ ପରିବର୍ତେ ପବିତ୍ର ମୋହନ ହସପିଟାଲ୍ କୁ ଗ୍ରହଣ କରାଯାଉ । ଆଜିର ଏହି ଗଣଧାରଣାରେ ତାଳଚେରର ବହୁ ଜନସାଧାରଣ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ତାଳଚେରରେ ରୋଗୀ ସେବା ଆରମ୍ଭ କରିବା ପାଇଁ ଦାବୀ କରିବା ସହିତ ଏନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l
    1
    ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଜିଲ୍ଲା ମେଡିକାଲ୍ ପରିବର୍ତେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରିବା ଦାବୀରେ ରାଜ୍ୟ ବିଧାନସଭା ସମ୍ମୁଖରେ ତାଳଚେରବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆ ଯାଇଛି । ସୂଚନା ଯୋଗ୍ୟ, ତାଳଚେରରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପବିତ୍ର ମୋହନ ମେଡିକାଲ୍ ତିଆରି କଲେ । ପବିତ୍ର ମୋହନ ମେଡିକାଲ୍ ରେ ଆନୁସଙ୍ଗିକ ବ୍ୟବସ୍ଥା  ମଧ୍ୟ କରାଗଲା । କିନ୍ତୁ ଦୁଃଖର ବିଷୟ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେଲା କିନ୍ତୁ ସରକାର ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ପବିତ୍ର ମୋହନ ମେଡିକାଲ୍ ବଦଳରେ ଅନୁଗୋଳ ଜିଲ୍ଲା ମେଡିକାଲ୍ କୁ ଗ୍ରହଣ କଲେ । ବର୍ତମାନ ଜିଲ୍ଲା ମେଡିକାଲ୍ ରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ମେଡିକାଲ୍ କାର୍ଯ୍ୟ କରୁଅଛି । ତାଳଚେରବାସୀ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେବା ପାଇଁ ଏଠାରୁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ ହେଉଅଛି । ଏହାଦ୍ୱାରା ଏହି ଅଂଚଳ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ଅଂଚଳ ଭାବରେ ବିବେଚନା ହୋଇଛି ଓ ପ୍ରଦୂଷଣରେ ଧୂଳିଧୂଆଁ ଖାଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଏଠାରେ ଖୁବ୍ କମ୍ ବୟସରେ ଲୋକମାନେ ହାର୍ଟ, କ୍ୟାନସର  ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ଗୁରୁତ୍ୱ ଦେଇ ତାଳଚେରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମେଡିକାଲ୍ କଲେଜ୍ ର ହସ୍‌ପିଟାଲ୍ କୁ ଜିଲ୍ଲା ହସ୍‌ପିଟାଲ୍ ପରିବର୍ତେ ପବିତ୍ର ମୋହନ ହସପିଟାଲ୍ କୁ ଗ୍ରହଣ କରାଯାଉ । ଆଜିର ଏହି ଗଣଧାରଣାରେ ତାଳଚେରର ବହୁ ଜନସାଧାରଣ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ତାଳଚେରରେ ରୋଗୀ ସେବା ଆରମ୍ଭ କରିବା ପାଇଁ ଦାବୀ କରିବା ସହିତ ଏନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    3 hrs ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.