logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ

8 hrs ago
user_Udanti Live Office
Udanti Live Office
ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
8 hrs ago

ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ

More news from ଓଡ଼ିଶା and nearby areas
  • ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ
    1
    ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    8 hrs ago
  • ଅଙ୍ଗନବାଡ଼ି କେନ୍ଦ୍ର ରେ ଅନୁସୂଚିତ ଜାତି ସମ୍ପ୍ରଦାୟ ର ମହିଳା ଙ୍କୁ ଅଙ୍ଗନବାଡ଼ି ସହାୟକ ପଦବୀ ନିଯୁକ୍ତି କରିଥିବା ରୁ ଅବିଭାବକ ମାନେ ନିଜ ପୁଅଝିଅ ଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଛାଡୁ ନ ଥିବା ଅଭିଯୋଗ ହୋଇଛି । ଏହିପରି ସଂଗୀନ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସିନାପାଲି ବ୍ଳକ ର ନୂଆପଡା ଅଧିନସ୍ଥ ପଲସାପଡ଼ା ଗାଁଁ ରୁ ।ଅଙ୍ଗନ ବାଡ଼ି କେନ୍ଦ୍ର ର ଅଙ୍ଗନ ବାଡ଼ି ସହାୟକ ଅନୁସୂଚିତ ଜାତି ସମ୍ପ୍ରଦାୟ ର ହୋଇ ଥିବା ରୁ ଜାତିଆଣ ମନୋଭାବ ରଖି କେନ୍ଦ୍ର କୁ ଛାତ୍ର ଛାତ୍ରୀ ଆସୁ ନ ଥିବା ଅଭିଯୋଗ ହୋଇଛି । ଏହିପରି ସଂଗୀନ ଅଭିଯୋଗ ହୋଇଛି ନୂଆପଡା ଜିଲ୍ଲା ର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସିନାପାଲି ବ୍ଳକ ର ନୂଆପଡା ପଞ୍ଚାୟତ ଅଧିନସ୍ଥ ପଲସା ପଡ଼ା ଗାଁଁ ରେ । ପଲସା ପଡ଼ା ଗାଁଁ ର ଅଙ୍ଗନବାଡ଼ି କେନ୍ଦ୍ର ର ସହାୟକ ମମତା ବାଗ ଙ୍କ ଅଭିଯୋଗ ଅନୁସାରେ ଗତ ଅକଟୋବର 2024 ରେ ପଲସାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ର ସହାୟକ ପଦବୀ ରେ ନିଯୁକ୍ତି ହୋଇଥିଲେ ତେଵେ ନିଯୁକ୍ତି ପାଇବା ଦିନଠାରୁ ସେ ଅନୁସୂଚିତ ଜାତି ସମ୍ପ୍ରଦାୟ ର ହୋଇଥିବା ବେଳେ ପଳସାପଡ଼ା ଗାଁଁ ଲୋକେ ବିରୋଧ କରିବା ସହ ନିଜ କୁନି କୁନି ପୁଅଝିଅ କୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଆସୁ ନ ଥିବା ସଂଗୀନ ଅଭିଯୋଗ ହୋଇଛି। ଦିନେ କି ଦି ଦିନ ନୁହଁ ଗତ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେଲା ଅଙ୍ଗନ ବାଡ଼ି କେନ୍ଦ୍ର ରେ ଛାତ୍ର ଛାତ୍ରୀ ଆସୁ ନ ଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ଏକ ପ୍ରକାର ଅଚଳବସ୍ଥା ଦେଖାଦେଇଛି ।ଗୋଟିଏ ପଟେ ଜାତିଆଣ ଭାବ ର ଅଭିଯୋଗ ନେଇ ସହାୟିକା ଜଣକ ବିଭାଗୀୟ ଅଧିକାରୀ ଙ୍କ ଠୁ ଆରମ୍ଭ କରି ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇ ଥିବା ବେଳେ ଅନ୍ୟପଟେ ଉକ୍ତ ଅଭିଯୋଗ ଖଣ୍ଡନ କରିଛନ୍ତି ଗ୍ରାମବାସୀ । ଜାତିଆଣ ଭାବ ନୁହଁ ନିଯୁକ୍ତି ପାଇଁ ପାଇଥିବା ସହାୟକ ଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ। ଗାଁଁ ରେ ଜଣେ ଉଚ୍ଚଶିକ୍ଷିତା ଦିବ୍ୟାଙ୍ଗ ମହିଳା ଯୋଗ୍ୟ ଥିଲେ ହେଁ ତାଙ୍କୁ ଉକ୍ତ ପଦବୀ ରୁ ବଞ୍ଚିତ କରିଥିବା ବେଳେ ଏହାକୁ ପ୍ରତିବାଦ କରି ଆମେ କେନ୍ଦ୍ର ଙ୍କୁ ଆମ ପୁଅଝିଅ କୁ ଛାଡୁ ନ ଥିବା କହିଛନ୍ତି ଅପର ପକ୍ଷରେ ଏ ନେଇ ସିନାପାଲି ସମନ୍ୱିତ ଶିଶୁ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ପଲସାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ର ସମସ୍ୟା ନେଇ ସମାଧାନ ପାଇଁ ପଦକ୍ଷେପ ନେଇଛୁ ସମାଧାନ ହୋଇ ପାରୁ ନାହିଁ ଏ ନେଇ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ସଫେଇ ଦେଇଛନ୍ତି।ତେଵେ ପଲସାପଡ଼ା ଅଙ୍ଗନ ବାଡ଼ି କେନ୍ଦ୍ର ରେ ଦେଖା ଦେଇଥିବା ବିବାଦ ଦିନେ ନୁହଁ କି ଦି ଦିନ ନୁହଁ ଏକ ବର୍ଷ ରୁ ବିତି ଯାଇଥିଲେ ହେଁ ସମାଧାନ ଦିଗରେ ପ୍ରଶାସନ ଠୋସ ପଦକ୍ଷେପ ନେଉ ନ ଥିବାରୁ ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।
    3
    ଅଙ୍ଗନବାଡ଼ି କେନ୍ଦ୍ର ରେ ଅନୁସୂଚିତ ଜାତି ସମ୍ପ୍ରଦାୟ ର ମହିଳା ଙ୍କୁ ଅଙ୍ଗନବାଡ଼ି ସହାୟକ ପଦବୀ ନିଯୁକ୍ତି କରିଥିବା ରୁ ଅବିଭାବକ ମାନେ ନିଜ ପୁଅଝିଅ ଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଛାଡୁ ନ ଥିବା ଅଭିଯୋଗ ହୋଇଛି । ଏହିପରି ସଂଗୀନ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସିନାପାଲି ବ୍ଳକ ର ନୂଆପଡା ଅଧିନସ୍ଥ ପଲସାପଡ଼ା ଗାଁଁ ରୁ ।ଅଙ୍ଗନ ବାଡ଼ି କେନ୍ଦ୍ର ର ଅଙ୍ଗନ ବାଡ଼ି ସହାୟକ ଅନୁସୂଚିତ ଜାତି ସମ୍ପ୍ରଦାୟ ର ହୋଇ ଥିବା ରୁ ଜାତିଆଣ ମନୋଭାବ ରଖି କେନ୍ଦ୍ର କୁ ଛାତ୍ର ଛାତ୍ରୀ ଆସୁ ନ ଥିବା ଅଭିଯୋଗ ହୋଇଛି । ଏହିପରି ସଂଗୀନ ଅଭିଯୋଗ ହୋଇଛି ନୂଆପଡା ଜିଲ୍ଲା ର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସିନାପାଲି ବ୍ଳକ ର ନୂଆପଡା ପଞ୍ଚାୟତ ଅଧିନସ୍ଥ ପଲସା ପଡ଼ା ଗାଁଁ ରେ  । ପଲସା ପଡ଼ା ଗାଁଁ ର ଅଙ୍ଗନବାଡ଼ି କେନ୍ଦ୍ର ର ସହାୟକ ମମତା ବାଗ ଙ୍କ ଅଭିଯୋଗ ଅନୁସାରେ  ଗତ ଅକଟୋବର 2024 ରେ ପଲସାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ର ସହାୟକ ପଦବୀ ରେ ନିଯୁକ୍ତି ହୋଇଥିଲେ ତେଵେ ନିଯୁକ୍ତି ପାଇବା ଦିନଠାରୁ ସେ ଅନୁସୂଚିତ ଜାତି ସମ୍ପ୍ରଦାୟ ର ହୋଇଥିବା ବେଳେ ପଳସାପଡ଼ା ଗାଁଁ ଲୋକେ ବିରୋଧ କରିବା ସହ ନିଜ କୁନି କୁନି ପୁଅଝିଅ କୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଆସୁ ନ ଥିବା ସଂଗୀନ ଅଭିଯୋଗ ହୋଇଛି। ଦିନେ କି ଦି ଦିନ ନୁହଁ ଗତ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେଲା ଅଙ୍ଗନ ବାଡ଼ି କେନ୍ଦ୍ର ରେ ଛାତ୍ର ଛାତ୍ରୀ ଆସୁ ନ ଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ଏକ ପ୍ରକାର ଅଚଳବସ୍ଥା ଦେଖାଦେଇଛି  ।ଗୋଟିଏ ପଟେ ଜାତିଆଣ ଭାବ ର ଅଭିଯୋଗ ନେଇ ସହାୟିକା ଜଣକ ବିଭାଗୀୟ ଅଧିକାରୀ ଙ୍କ ଠୁ ଆରମ୍ଭ କରି ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇ ଥିବା ବେଳେ ଅନ୍ୟପଟେ ଉକ୍ତ ଅଭିଯୋଗ ଖଣ୍ଡନ କରିଛନ୍ତି ଗ୍ରାମବାସୀ । ଜାତିଆଣ ଭାବ ନୁହଁ ନିଯୁକ୍ତି ପାଇଁ ପାଇଥିବା ସହାୟକ ଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ। ଗାଁଁ ରେ ଜଣେ ଉଚ୍ଚଶିକ୍ଷିତା ଦିବ୍ୟାଙ୍ଗ ମହିଳା ଯୋଗ୍ୟ ଥିଲେ ହେଁ ତାଙ୍କୁ ଉକ୍ତ ପଦବୀ ରୁ ବଞ୍ଚିତ କରିଥିବା ବେଳେ ଏହାକୁ ପ୍ରତିବାଦ କରି ଆମେ କେନ୍ଦ୍ର ଙ୍କୁ ଆମ ପୁଅଝିଅ କୁ ଛାଡୁ ନ ଥିବା କହିଛନ୍ତି ଅପର ପକ୍ଷରେ ଏ ନେଇ ସିନାପାଲି ସମନ୍ୱିତ ଶିଶୁ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ପଲସାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ର ସମସ୍ୟା ନେଇ ସମାଧାନ ପାଇଁ ପଦକ୍ଷେପ ନେଇଛୁ ସମାଧାନ ହୋଇ ପାରୁ ନାହିଁ ଏ ନେଇ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ସଫେଇ ଦେଇଛନ୍ତି।ତେଵେ ପଲସାପଡ଼ା ଅଙ୍ଗନ ବାଡ଼ି କେନ୍ଦ୍ର ରେ ଦେଖା ଦେଇଥିବା ବିବାଦ ଦିନେ ନୁହଁ କି ଦି ଦିନ ନୁହଁ ଏକ ବର୍ଷ ରୁ ବିତି ଯାଇଥିଲେ ହେଁ ସମାଧାନ ଦିଗରେ ପ୍ରଶାସନ ଠୋସ ପଦକ୍ଷେପ ନେଉ ନ ଥିବାରୁ ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।
    user_BIMAL SINGH DALPATI
    BIMAL SINGH DALPATI
    ଖରିଆର, ନୂଆପଡ଼ା, ଓଡ଼ିଶା•
    11 hrs ago
  • ନୂଆ ଷ୍ଟାଇଲ ରେ ଚାଲାଣ ହେଉଥିଲା ଗଂଜେଇ, ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତ ଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଂଜେଇ.. ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳ ର ଚାରି ଜଣ ଗଂଜେଇ ମାଫିଆ ବାଇକ ର ସିଟ ଭିତରେ ଗଂଜେଇ ରଖି ଆରାମ ରେ ସହର ନିକଟସ୍ଥ ଝାରଦେବନ୍ଦ ଜଙ୍ଗଲ ରେ ରହିଥିଲେ l ଟିଟିଲାଗଡ଼ ପୋଲିସ ପାଖରେ ଖବର ଆସିଥିଲା ଯେ ବଡ଼ ଧରଣର ଗଂଜେଇ ଚାଲାଣ ହେଉଛି, ପୋଲିସ ଝାରଦେବନ୍ଦ ଜଙ୍ଗଲ ରେ ତାଲାସ କରିବା ପରେ କିଛି ମିଳି ନ ଥିଲା.. ହେଲେ ବାଇକ ର ସିଟ ଉପରେ ବସିଥିବା ଗଂଜେଇ ମାଫିଆ ମାନଙ୍କୁ ସିଟ ଛାଡ଼ିବା ପାଇଁ କହିବା ସହ ସିଟ ର କଭର କୁ କାଢି ଦେଖିବା ମାତ୍ର କୁ ସିଟ ଭିତରେ ବ୍ୟାଗ ବ୍ୟାଗ ଗଂଜେଇ ବାହାରି ଥିଲା l ଦେଖନ୍ତୁ କେମିତି ସିଟ କୁ ଗଂଜେଇ ଚାଲାଣ କରିବା ପାଇଁ ନୂଆ ରୂପ ଦିଆଯାଇଛି l କେବଳ ସିଟ ରୁ ନୁହେଁ ବାଇକ ର ଡ଼ିକି ଏବଂ ଜରି ବ୍ୟାଗ ଭିତରୁ ମଧ୍ୟ ପୁଳା ପୁଳା ଗଂଜେଇ ବାହାରୁଛି l ଏନେଇ ଟିଟିଲାଗଡ଼ ପୋଲିସ ତିନୋଟି ବାଇକ ସମେତ ଚାରି ଜଣ ଗଂଜେଇ ମାଫିଆ ଙ୍କୁ ଅଟକ ରଖି ଆହୁରି ଅଧିକ ତଦନ୍ତ ଆରମ୍ଭ କରିଛି l କେଉଁଠାରୁ ଗଂଜେଇ ଆସିଥିଲା, କିଏ ଗଂଜେଇ ପଠାଇଥିଲା, କେଉଁ ଅଂଚଳ କୁ ଚାଲାଣ ହେଉଥିଲା ତାହା ତଦନ୍ତ ପରେ ସାମ୍ନା କୁ ଆସିବ ବୋଳି ଟିଟିଲାଗଡ଼ ଏସ ଡି ପି ଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି
    1
    ନୂଆ ଷ୍ଟାଇଲ ରେ ଚାଲାଣ ହେଉଥିଲା ଗଂଜେଇ, ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତ ଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଂଜେଇ.. ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳ ର ଚାରି ଜଣ ଗଂଜେଇ ମାଫିଆ ବାଇକ ର ସିଟ ଭିତରେ ଗଂଜେଇ ରଖି ଆରାମ ରେ ସହର ନିକଟସ୍ଥ ଝାରଦେବନ୍ଦ ଜଙ୍ଗଲ ରେ ରହିଥିଲେ l ଟିଟିଲାଗଡ଼ ପୋଲିସ ପାଖରେ ଖବର ଆସିଥିଲା ଯେ ବଡ଼ ଧରଣର ଗଂଜେଇ ଚାଲାଣ ହେଉଛି, ପୋଲିସ ଝାରଦେବନ୍ଦ ଜଙ୍ଗଲ ରେ ତାଲାସ କରିବା ପରେ କିଛି ମିଳି ନ ଥିଲା.. ହେଲେ ବାଇକ ର ସିଟ ଉପରେ ବସିଥିବା ଗଂଜେଇ ମାଫିଆ ମାନଙ୍କୁ ସିଟ ଛାଡ଼ିବା ପାଇଁ କହିବା ସହ ସିଟ ର କଭର କୁ କାଢି ଦେଖିବା ମାତ୍ର କୁ ସିଟ ଭିତରେ ବ୍ୟାଗ ବ୍ୟାଗ ଗଂଜେଇ ବାହାରି ଥିଲା l ଦେଖନ୍ତୁ କେମିତି ସିଟ କୁ ଗଂଜେଇ ଚାଲାଣ କରିବା ପାଇଁ ନୂଆ ରୂପ ଦିଆଯାଇଛି l କେବଳ ସିଟ ରୁ ନୁହେଁ ବାଇକ ର ଡ଼ିକି ଏବଂ ଜରି ବ୍ୟାଗ ଭିତରୁ ମଧ୍ୟ ପୁଳା ପୁଳା ଗଂଜେଇ ବାହାରୁଛି l ଏନେଇ ଟିଟିଲାଗଡ଼ ପୋଲିସ ତିନୋଟି ବାଇକ ସମେତ ଚାରି ଜଣ ଗଂଜେଇ ମାଫିଆ ଙ୍କୁ ଅଟକ ରଖି ଆହୁରି ଅଧିକ ତଦନ୍ତ ଆରମ୍ଭ କରିଛି l କେଉଁଠାରୁ ଗଂଜେଇ ଆସିଥିଲା, କିଏ ଗଂଜେଇ ପଠାଇଥିଲା, କେଉଁ ଅଂଚଳ କୁ ଚାଲାଣ ହେଉଥିଲା ତାହା ତଦନ୍ତ ପରେ ସାମ୍ନା କୁ ଆସିବ ବୋଳି ଟିଟିଲାଗଡ଼ ଏସ ଡି ପି ଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • Post by Murari Sweet
    3
    Post by Murari Sweet
    user_Murari Sweet
    Murari Sweet
    Indian sweets shop କେସିଙ୍ଗା, କଳାହାଣ୍ଡି, ଓଡ଼ିଶା•
    16 hrs ago
  • ନୂଆପଡା, ତା. ୧୯/୦୨ ନୂଆପଡା ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ବାଦୀ ଓ ଝଗ୍ରାହିର ଛାତ୍ରାବାସମାନଙ୍କ ପରିଚାଳନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସମିତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଓଏଭି ଝଗ୍ରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ। ବୈଠକରେ ଜଣାଗଲା ଯେ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତ୍ୟେକ ଛାତ୍ରାବାସ ପାଇଁ ବିଭିନ୍ନ ଅନୁଦାନ ଯଥା non-recurring grant, recurring grant, maintenance grant, medical grant ପ୍ରଦାନ କରୁଛି, ଯାହା ଛାତ୍ରାବାସର ବିଭିନ୍ନ ଜିନିଷ କ୍ରୟ ପାଇଁ ବ୍ୟୟ କରାଯାଏ। ଏହି କ୍ରୟ ପ୍ରକ୍ରିୟା ଜିଲ୍ଲାସ୍ତରୀୟ ସମିତିର ଚୟନ ଅନୁଯାୟୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା।ଛାତ୍ରାବାସର ଛାତ୍ରମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ ଏବଂ ଛାତ୍ରାବାସ ପାଇଁ କର୍ମଚାରୀ ନିଯୁକ୍ତିକୁ ବୈଠକରେ ଅନୁମୋଦନ ଦିଆଯାଇଥିଲା। ଜିଲ୍ଲାପାଳ ଅଧିକାରୀମାନଙ୍କୁ Odisha General Financial Rules–୨୦୨୫ ଅନୁସାରେ ସମସ୍ତ (କ୍ରୟ) ପ୍ରକ୍ରିୟା କରିବାକୁ ଓ ନିୟମାନୁସାରେ କାର୍ଯ୍ୟସାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ସିଡିଏମଓ ଡା. ଧନେଶ୍ୱର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନରେଲ ମ୍ଯାନେଜର ସମୀର ମୁଦୁଲି, ଖରିଆର ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ଓଏଭି ବାଦୀର ଅଧ୍ୟକ୍ଷ ସୁନିଲ କୁମାର ସାହୁ, ଓଏଭି ଝଗରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ଏବଂ ଓଏଭିମାନଙ୍କ ନୋଡାଲ ଅଧିକାରୀ ଖେତି ଭୂଷଣ ବିଶ୍ୱାଳ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
    1
    ନୂଆପଡା, ତା. ୧୯/୦୨
ନୂଆପଡା ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ବାଦୀ ଓ ଝଗ୍ରାହିର ଛାତ୍ରାବାସମାନଙ୍କ ପରିଚାଳନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସମିତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଓଏଭି ଝଗ୍ରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ। ବୈଠକରେ ଜଣାଗଲା ଯେ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତ୍ୟେକ ଛାତ୍ରାବାସ ପାଇଁ ବିଭିନ୍ନ ଅନୁଦାନ ଯଥା non-recurring grant, recurring grant, maintenance grant, medical grant ପ୍ରଦାନ କରୁଛି, ଯାହା ଛାତ୍ରାବାସର ବିଭିନ୍ନ ଜିନିଷ କ୍ରୟ ପାଇଁ ବ୍ୟୟ କରାଯାଏ। ଏହି କ୍ରୟ ପ୍ରକ୍ରିୟା ଜିଲ୍ଲାସ୍ତରୀୟ ସମିତିର ଚୟନ ଅନୁଯାୟୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା।ଛାତ୍ରାବାସର ଛାତ୍ରମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ ଏବଂ ଛାତ୍ରାବାସ ପାଇଁ କର୍ମଚାରୀ ନିଯୁକ୍ତିକୁ ବୈଠକରେ ଅନୁମୋଦନ ଦିଆଯାଇଥିଲା। ଜିଲ୍ଲାପାଳ  ଅଧିକାରୀମାନଙ୍କୁ Odisha General Financial Rules–୨୦୨୫ ଅନୁସାରେ ସମସ୍ତ  (କ୍ରୟ) ପ୍ରକ୍ରିୟା କରିବାକୁ ଓ ନିୟମାନୁସାରେ କାର୍ଯ୍ୟସାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ସିଡିଏମଓ ଡା. ଧନେଶ୍ୱର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନରେଲ ମ୍ଯାନେଜର ସମୀର ମୁଦୁଲି, ଖରିଆର ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ଓଏଭି ବାଦୀର ଅଧ୍ୟକ୍ଷ ସୁନିଲ କୁମାର ସାହୁ, ଓଏଭି ଝଗରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ଏବଂ ଓଏଭିମାନଙ୍କ ନୋଡାଲ ଅଧିକାରୀ ଖେତି ଭୂଷଣ ବିଶ୍ୱାଳ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
    user_Samir Meher
    Samir Meher
    Social worker Nuapada, Odisha•
    3 hrs ago
  • ଉମରକୋଟର ହକ୍ ପାଇଁ ଲଢ଼େଇ ଆରମ୍ଭ କଲା ମିଳିତ ଯୁବକ ସଂଘ......
    1
    ଉମରକୋଟର ହକ୍ ପାଇଁ ଲଢ଼େଇ ଆରମ୍ଭ କଲା ମିଳିତ ଯୁବକ ସଂଘ......
    user_ଖବର ଉମରକୋଟ
    ଖବର ଉମରକୋଟ
    ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    7 hrs ago
  • ପାଟଣାଗଡ ଡାକ୍ତରଖାନା ରେ ମାତାଲ କର୍ମଚାରୀଙ୍କ ନିରାମୟ କାଉଣ୍ଟର ରେ ଭୁଲ ଔଷଧ ବଣ୍ଟନ ଅଭିଯୋଗ। ଭିଡିଓ ଭାଇରାଲ ।
    1
    ପାଟଣାଗଡ ଡାକ୍ତରଖାନା ରେ ମାତାଲ କର୍ମଚାରୀଙ୍କ ନିରାମୟ କାଉଣ୍ଟର ରେ ଭୁଲ ଔଷଧ ବଣ୍ଟନ  ଅଭିଯୋଗ।  ଭିଡିଓ ଭାଇରାଲ  ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    16 hrs ago
  • ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ
    1
    ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.