Shuru
Apke Nagar Ki App…
ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବମାନଙ୍କ ଜାତୀୟ ସମ୍ମିଳନୀ ନୂଆ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ମାନଙ୍କ ଜାତୀୟ ସମ୍ମିଳନୀ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି।
ନୃସିଂହ ଚରଣ ବାରିକ
ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବମାନଙ୍କ ଜାତୀୟ ସମ୍ମିଳନୀ ନୂଆ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ମାନଙ୍କ ଜାତୀୟ ସମ୍ମିଳନୀ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି।
More news from Odisha and nearby areas
- ଆସନ୍ତା 28ତାରିଖ ରେ ସୁଭଦ୍ରା ଭଉଣୀ ଙ୍କ ଆକାଉଣ୍ଟ କୁ ଆସିବା ପଞ୍ଚମ କିସ୍ତି ଟଙ୍କା ଘୋଷଣା କଲେ ମୋହନ ସରକାର1
- ପାହାଳ ମିଠା ବଜାରରେ B M C ର ବଡ ଚଢ଼ାଉ , ଟିମ୍ ପହଞ୍ଚିବା ପୂର୍ବରୁ ସଟର ହେଲା ବନ୍ଦ ପାହାଳ ମିଠା ବଜାରରେ B M C ର ବଡ ଚଢ଼ାଉ , ଟିମ୍ ପହଞ୍ଚିବା ପୂର୍ବରୁ ସଟର ହେଲା ବନ୍ଦ #LatestNews #UpdateNews #apanankakhabara #cuttack #news #OdishaNews #odisha1
- ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।1
- ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହି ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ବ୍ଲକ ଏଜୁକେଶନ ଅଫିସରଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହିଛି । ଫାଟକ ନିକଟରେ ସତେ ଯେପରି ଏକ କୃତ୍ରିମ ପୁଷ୍କରିଣୀ ସୃଷ୍ଟି ହୋଇଛି । ସେହି କାର୍ଯ୍ୟାଳୟ ପରିସରରେ ଏକ ଆବାସିକ ବିଦ୍ୟାଳୟ ଅଛି। ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଅଭିଭାବକଙ୍କୁ ପାଣିରେ ପଶି ଯିବାକୁ ପଡୁଛି। ସେହି ପରି ଅନତି ଦୂରରେ ଥିବା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସରର ଅବସ୍ଥା ତଦ୍ରୁପ । ଅଫିସ ପରିସରରେ ବର୍ଷାପାଣି ଜମି ରହୁଥିବାରୁ ସାଧାରଣ ଲୋକେ କିମ୍ବା କର୍ମଚାରୀ ଭିତରକୁ ବହୁ ଅସୁବିଧାରେ ଆସୁଥିବା ଦେଖିବାକୁ ମିଳୁଛି । ସିଉଳି ଯୋଗୁଁ ଗୋଡ଼ ଖସିଯାଇ କେତେକ ଲୋକ ତଳେ ପଡି ଖଣ୍ଡିଆ ଖାବରା ହୋଇଛନ୍ତି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।4
- ଅଲାର ପୁର ନିକଟ ପୁରୀ ମୁଖ୍ୟ କେନାଲରେ ଭାସୁଛି ଅନିହ୍ନା ଶବ #Balianta #Baliantapolice #Police #ACPBhubaneswar1
- *दिल्लीवाले टैक्स वर्ल्ड-क्लास सिटी का भर रहे हैं और सुविधाएं थर्ड क्लास सिटी की मिल रही हैं।* _दिल्ली की पॉश कॉलोनियों से लेकर सड़कें और चौराहें इसी तरह जलमग्न हैं। लगता है हल्की सी बारिश में ही इस सरकार के चारों इंजन डूबकर सीज हो गए हैं।_1
- ହଠାତ୍ ମାଡ଼ିଆସିଲା ପାଣି ll ପୁରା ପରିବାର ଚାରି ଘଣ୍ଟା ପାଣି ଭିତରେ ଫସି ରହିଲେ ll ହଠାତ୍ ମାଡ଼ିଆସିଲା ପାଣି ll ପୁରା ପରିବାର ଚାରି ଘଣ୍ଟା ପାଣି ଭିତରେ ଫସି ରହିଲେ ll1
- ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବୁଗୁଡ଼ା ଅଞ୍ଚଳର ପ୍ରମୁଖ ଶୈବପୀଠ ବୁଦ୍ଧଖୋଲ ଓ କୁବେରେଶ୍ୱର ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି #LatestNews #UpdateNews #apanankakhabara #ganjam #news #OdishaNews #odisha1
- ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ-୨୦୨୬କୁ ରଦ୍ଦ କରିବା ଦାବୀରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ ଓଡ଼ିଶାର ସ୍ବାର୍ଥ ବିରୋଧୀ ଏମ ଏମ ଡି ଆର ବିଲ୍ କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିରୋଧ କରାଯାଇଛି । ଏହି କଳା ଆଇନକୁ ରଦ୍ଦ କରାନଗଲେ ବିଭିନ୍ନ ରାଜନୈତିକ ଦଳକୁ ନେଇ ଇଣ୍ଡିଆ ମେଣ୍ଟ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ ବୋଲି ଏହାର ପ୍ରମୁଖ ନେତା ପ୍ରକାଶ କରିଛନ୍ତି।1