logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ଏକ ବଡ଼ ସଫଳତା ହାସଲ କରି ବାଦଲିଗୁଡ଼ା ଗ୍ରାମରୁ ଏକ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଓ ତାଙ୍କ ଟିମ୍ ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲେ। ଜବତ ହୋଇଥିବା ଏହି ବିପୁଳ ପରିମାଣର ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରଥମେ ଗୋଟେ କୋଟିରୁ ଊର୍ଦ୍ଧ୍ବ ଏବଂ ପରେ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଇଛି। କାଲିମେଳା ବ୍ଲକ ପୂର୍ବରୁ ଅସାଧୁ ବ୍ୟବସାୟୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ବର୍ତ୍ତମାନ ଏଥିରେ ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଯେବେଠାରୁ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ସେବେଠାରୁ ଅସାଧୁ ଓ ଅସାମାଜିକ ଲୋକଙ୍କର ନିଦ ହଜିଯାଇଛି। ଏବେ ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ଆଉ ଦେଖିବାକୁ ମିଳୁନାହିଁ। ଏହା ସହିତ ଥାନାକୁ ଆସୁଥିବା ସମସ୍ତ ମାମଲାକୁ ଶ୍ରୀଯୁକ୍ତ ବିଶ୍ଵାଳ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ କରୁଥିବାରୁ ଲୋକମାନେ ନ୍ୟାୟ ପାଇଁ ଆଉ ହନ୍ତସନ୍ତ ହେଉନାହାନ୍ତି। ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ପକ୍ଷରୁ ଖୋଜା ଚାଲିଛି। ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ପ୍ରକାଶ କରିଛନ୍ତି।

3 hrs ago
user_ମାନସ ରଞ୍ଜନ ଜେନା
ମାନସ ରଞ୍ଜନ ଜେନା
Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
3 hrs ago

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ଏକ ବଡ଼ ସଫଳତା ହାସଲ କରି ବାଦଲିଗୁଡ଼ା ଗ୍ରାମରୁ ଏକ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଓ ତାଙ୍କ ଟିମ୍ ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲେ। ଜବତ ହୋଇଥିବା ଏହି ବିପୁଳ ପରିମାଣର ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରଥମେ ଗୋଟେ କୋଟିରୁ ଊର୍ଦ୍ଧ୍ବ ଏବଂ ପରେ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଇଛି। କାଲିମେଳା ବ୍ଲକ ପୂର୍ବରୁ ଅସାଧୁ ବ୍ୟବସାୟୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ବର୍ତ୍ତମାନ ଏଥିରେ ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଯେବେଠାରୁ

e6d653eb-4c40-420e-9cf2-e4525c2a5dd8

କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ସେବେଠାରୁ ଅସାଧୁ ଓ ଅସାମାଜିକ ଲୋକଙ୍କର ନିଦ ହଜିଯାଇଛି। ଏବେ ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ଆଉ ଦେଖିବାକୁ ମିଳୁନାହିଁ। ଏହା ସହିତ ଥାନାକୁ ଆସୁଥିବା ସମସ୍ତ ମାମଲାକୁ ଶ୍ରୀଯୁକ୍ତ ବିଶ୍ଵାଳ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ କରୁଥିବାରୁ ଲୋକମାନେ ନ୍ୟାୟ ପାଇଁ ଆଉ ହନ୍ତସନ୍ତ ହେଉନାହାନ୍ତି। ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ପକ୍ଷରୁ ଖୋଜା ଚାଲିଛି। ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ପ୍ରକାଶ କରିଛନ୍ତି।

More news from ଓଡ଼ିଶା and nearby areas
  • ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ଏକ ବଡ଼ ସଫଳତା ହାସଲ କରି ବାଦଲିଗୁଡ଼ା ଗ୍ରାମରୁ ଏକ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଓ ତାଙ୍କ ଟିମ୍ ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲେ। ଜବତ ହୋଇଥିବା ଏହି ବିପୁଳ ପରିମାଣର ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରଥମେ ଗୋଟେ କୋଟିରୁ ଊର୍ଦ୍ଧ୍ବ ଏବଂ ପରେ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଇଛି। କାଲିମେଳା ବ୍ଲକ ପୂର୍ବରୁ ଅସାଧୁ ବ୍ୟବସାୟୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ବର୍ତ୍ତମାନ ଏଥିରେ ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଯେବେଠାରୁ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ସେବେଠାରୁ ଅସାଧୁ ଓ ଅସାମାଜିକ ଲୋକଙ୍କର ନିଦ ହଜିଯାଇଛି। ଏବେ ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ଆଉ ଦେଖିବାକୁ ମିଳୁନାହିଁ। ଏହା ସହିତ ଥାନାକୁ ଆସୁଥିବା ସମସ୍ତ ମାମଲାକୁ ଶ୍ରୀଯୁକ୍ତ ବିଶ୍ଵାଳ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ କରୁଥିବାରୁ ଲୋକମାନେ ନ୍ୟାୟ ପାଇଁ ଆଉ ହନ୍ତସନ୍ତ ହେଉନାହାନ୍ତି। ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ପକ୍ଷରୁ ଖୋଜା ଚାଲିଛି। ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ପ୍ରକାଶ କରିଛନ୍ତି।
    2
    ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ଏକ ବଡ଼ ସଫଳତା ହାସଲ କରି ବାଦଲିଗୁଡ଼ା ଗ୍ରାମରୁ ଏକ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଓ ତାଙ୍କ ଟିମ୍ ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲେ। ଜବତ ହୋଇଥିବା ଏହି ବିପୁଳ ପରିମାଣର ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରଥମେ ଗୋଟେ କୋଟିରୁ ଊର୍ଦ୍ଧ୍ବ ଏବଂ ପରେ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଇଛି।

କାଲିମେଳା ବ୍ଲକ ପୂର୍ବରୁ ଅସାଧୁ ବ୍ୟବସାୟୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ବର୍ତ୍ତମାନ ଏଥିରେ ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଯେବେଠାରୁ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ସେବେଠାରୁ ଅସାଧୁ ଓ ଅସାମାଜିକ ଲୋକଙ୍କର ନିଦ ହଜିଯାଇଛି। ଏବେ ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ଆଉ ଦେଖିବାକୁ ମିଳୁନାହିଁ। ଏହା ସହିତ ଥାନାକୁ ଆସୁଥିବା ସମସ୍ତ ମାମଲାକୁ ଶ୍ରୀଯୁକ୍ତ ବିଶ୍ଵାଳ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ କରୁଥିବାରୁ ଲୋକମାନେ ନ୍ୟାୟ ପାଇଁ ଆଉ ହନ୍ତସନ୍ତ ହେଉନାହାନ୍ତି।

ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ପକ୍ଷରୁ ଖୋଜା ଚାଲିଛି। ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ପ୍ରକାଶ କରିଛନ୍ତି।
    user_ମାନସ ରଞ୍ଜନ ଜେନା
    ମାନସ ରଞ୍ଜନ ଜେନା
    Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
    3 hrs ago
  • କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ମଦ ବାର୍‌ରୁ ବଟି ମାଗିବା ଘଟଣାକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଏହି ସମ୍ପର୍କିତ ଆଉ ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ବାର୍ ମ୍ୟାନେଜରକୁ ପାଣି ପିଆଇ ଦେଉଥିବା ବା ସମ୍ପୂର୍ଣ୍ଣ ନାକେଦମ କରୁଥିବା ଶୁଣିବାକୁ ମିଳୁଛି। ଏହି ଭାଇରାଲ ଅଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଏବଂ ଏଭଳି ସ୍ଥିତିରେ ପ୍ରକୃତରେ ଭୁଲ୍ କାହାର, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    1
    କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ମଦ ବାର୍‌ରୁ ବଟି ମାଗିବା ଘଟଣାକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଏହି ସମ୍ପର୍କିତ ଆଉ ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ବାର୍ ମ୍ୟାନେଜରକୁ ପାଣି ପିଆଇ ଦେଉଥିବା ବା ସମ୍ପୂର୍ଣ୍ଣ ନାକେଦମ କରୁଥିବା ଶୁଣିବାକୁ ମିଳୁଛି। ଏହି ଭାଇରାଲ ଅଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଏବଂ ଏଭଳି ସ୍ଥିତିରେ ପ୍ରକୃତରେ ଭୁଲ୍ କାହାର, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    4 hrs ago
  • କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ଉନ୍ନୟନ କମିଟି ଗଠନ କରାଯାଇଛି।
    1
    କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ଉନ୍ନୟନ କମିଟି ଗଠନ କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    11 hrs ago
  • କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡ଼ି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଏବଂ ତାଙ୍କ ଦଳୀୟ କର୍ମୀମାନେ କୋଷାଗୁମୁଡ଼ା ଲେମ୍ପସରେ ପଶି ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ହୋହଲ୍ଲା କରିଥିବା ଅଭିଯୋଗରେ ଦୁଇ ଦଳ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି। ବିଧାୟକଙ୍କ କର୍ମୀମାନେ ଲେମ୍ପସ ସଭାପତି ମଦ୍ୟପାନ କରିଥିବା କହି ପୋଲିସ ଦ୍ୱାରା ଯାଞ୍ଚ କରିବାକୁ କହିବା ସହ ଏମଡିମାନଙ୍କୁ ଚୋର ବୋଲି ଆକ୍ଷେପ କରିଥିଲେ, ଯାହାକୁ ଦୁଇ ଦଳର କର୍ମୀମାନେ ମିଛ ଓ ଭିତ୍ତିହୀନ ବୋଲି କହି ଦୃଢ଼ ନିନ୍ଦା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବ୍ଲକ ସଭାପତି ପଦ୍ମ ସାଇ ମାଳି, ମଝିଧନୁଆ ସମିତି ସଭ୍ୟ ଯୁଗଧର ହରିଜନ, ଯୁବ କଂଗ୍ରେସ କର୍ମୀ ବାବୁଲି ବାଘ, ଶୁଭାଶିଷ ପଟନାୟକ (ଟିକିନା), ରଘୁ ମାଝୀ ଏବଂ ବିଜେଡି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ ଓ ଡାଇରେକ୍ଟର ମଧୁସୂଦନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ବିଧାୟକ କାହିଁକି ଚାଷୀମାନଙ୍କୁ ଦଳୀୟ ଭିତ୍ତିରେ ଭାଗ କରୁଛନ୍ତି? କାହା କପାଳରେ କେଉଁ ଦଳର ନାଁ ଲେଖାଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ବିଧାୟକ ଗୌରୀ ମାଝୀ ସରକାରୀ ନିୟମଠାରୁ ଉର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କରିବା ସହ ଲେମ୍ପସରେ କ୍ୟାସଲେସ ପେମେଣ୍ଟ ନିୟମ ଥିବାବେଳେ ବିଧାୟକ କିପରି ନଗଦ ଟଙ୍କା ଦେବାକୁ ଫୋନ୍‌ରେ କହିଲେ ବୋଲି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି। ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ନାମରେ ନ ବାଣ୍ଟିବାକୁ ଉଭୟ ଦଳ ଚେତାବନୀ ଦେଇଛନ୍ତି। ବିଧାୟକ ଗୌରୀ ମାଝୀ ତୁରନ୍ତ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଓ ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯାଇଛି।
    1
    କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡ଼ି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଏବଂ ତାଙ୍କ ଦଳୀୟ କର୍ମୀମାନେ କୋଷାଗୁମୁଡ଼ା ଲେମ୍ପସରେ ପଶି ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ହୋହଲ୍ଲା କରିଥିବା ଅଭିଯୋଗରେ ଦୁଇ ଦଳ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି। ବିଧାୟକଙ୍କ କର୍ମୀମାନେ ଲେମ୍ପସ ସଭାପତି ମଦ୍ୟପାନ କରିଥିବା କହି ପୋଲିସ ଦ୍ୱାରା ଯାଞ୍ଚ କରିବାକୁ କହିବା ସହ ଏମଡିମାନଙ୍କୁ ଚୋର ବୋଲି ଆକ୍ଷେପ କରିଥିଲେ, ଯାହାକୁ ଦୁଇ ଦଳର କର୍ମୀମାନେ ମିଛ ଓ ଭିତ୍ତିହୀନ ବୋଲି କହି ଦୃଢ଼ ନିନ୍ଦା କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବ୍ଲକ ସଭାପତି ପଦ୍ମ ସାଇ ମାଳି, ମଝିଧନୁଆ ସମିତି ସଭ୍ୟ ଯୁଗଧର ହରିଜନ, ଯୁବ କଂଗ୍ରେସ କର୍ମୀ ବାବୁଲି ବାଘ, ଶୁଭାଶିଷ ପଟନାୟକ (ଟିକିନା), ରଘୁ ମାଝୀ ଏବଂ ବିଜେଡି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ ଓ ଡାଇରେକ୍ଟର ମଧୁସୂଦନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ବିଧାୟକ କାହିଁକି ଚାଷୀମାନଙ୍କୁ ଦଳୀୟ ଭିତ୍ତିରେ ଭାଗ କରୁଛନ୍ତି? କାହା କପାଳରେ କେଉଁ ଦଳର ନାଁ ଲେଖାଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ବିଧାୟକ ଗୌରୀ ମାଝୀ ସରକାରୀ ନିୟମଠାରୁ ଉର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କରିବା ସହ ଲେମ୍ପସରେ କ୍ୟାସଲେସ ପେମେଣ୍ଟ ନିୟମ ଥିବାବେଳେ ବିଧାୟକ କିପରି ନଗଦ ଟଙ୍କା ଦେବାକୁ ଫୋନ୍‌ରେ କହିଲେ ବୋଲି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି।

ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ନାମରେ ନ ବାଣ୍ଟିବାକୁ ଉଭୟ ଦଳ ଚେତାବନୀ ଦେଇଛନ୍ତି। ବିଧାୟକ ଗୌରୀ ମାଝୀ ତୁରନ୍ତ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଓ ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯାଇଛି।
    user_Santosh kumar
    Santosh kumar
    Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    2 hrs ago
  • କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡ଼ି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଶୁକ୍ରବାର ସନ୍ଧ୍ୟାରେ କୋଷାଗୁମୁଡ଼ା ଲେମ୍ପସରେ ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଲେମ୍ପସ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ଦଳୀୟ କର୍ମୀଙ୍କ ଦ୍ୱାରା ହୋହାଲ୍ଲା କରିବା ଘଟଣାକୁ ଏହି ସମ୍ମିଳନୀରେ ତୀବ୍ର ନିନ୍ଦା କରାଯାଇଛି। ଲେମ୍ପସ ସଭାପତି ମଦ ପିଇଛନ୍ତି କହି ପୋଲିସ ଡାକି ଚେକ୍ କରାଇବା, ଲେମ୍ପସ ଏମଡିମାନଙ୍କୁ ଚୋର କହିବା ଏବଂ ବିଜେଡ଼ି ଓ କଂଗ୍ରେସ ଲୋକଙ୍କୁ ପ୍ରଥମେ ସାର ଓ ଧାନ ଟୋକେନ୍ ଦିଆଯାଉଛି ବୋଲି ହୋଇଥିବା ସଙ୍ଗିନ ଅଭିଯୋଗକୁ ଦୁଇ ଦଳର ନେତାମାନେ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ ବୋଲି କହିଛନ୍ତି। ସମ୍ମିଳନୀରେ କଂଗ୍ରେସ ବ୍ଲକ ସଭାପତି ପଦ୍ମ ସାଇ ମାଳି, ମଝିଧନୁଆ ସମିତି ସଭ୍ୟ ଯୁଗଧର ହରିଜନ, ଆଇନଜୀବୀ ବାବୁଲି ବାଘ, ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ (ଟିକିନା), ରଘୁ ମାଝୀ ଏବଂ ବିଜେଡ଼ି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ, ଲେମ୍ପସ ଡାଇରେକ୍ଟର ମଧୁସୂଦନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ନେତାଙ୍କଠାରୁ ଏଭଳି ଧମକ, 'ଚୋର' କିମ୍ବା 'ମଦୁଆ' ଗାଳି ଶୁଣି ନାହାନ୍ତି ବୋଲି ସେମାନେ କହିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଲୋକଙ୍କ କପାଳରେ କୌଣସି ଦଳର ନାମ ଲେଖା ନଥାଏ, ତେଣୁ ବିଧାୟକ କାହିଁକି କଂଗ୍ରେସ-ବିଜେଡି ଲୋକଙ୍କୁ ପ୍ରଥମେ ଓ ବିଜେପି ଲୋକଙ୍କୁ ଶେଷରେ ଟୋକେନ ମିଳୁଥିବା କଥା କହିଲେ? ଅନ୍ୟପଟେ ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ପ୍ରଶ୍ନ କରିଛନ୍ତି ଯେ ବିଧାୟକ ଗୌରୀ ମାଝୀ କ’ଣ ସରକାରୀ ଗାଇଡଲାଇନ ପଢ଼ିନାହାନ୍ତି? ସରକାରୀ ନିୟମ ଅନୁସାରେ କ୍ୟୁଆର କୋଡ୍ ଜରିଆରେ କ୍ୟାସଲେସ ପେମେଣ୍ଟ କରିବା ପାଇଁ ନିୟମ ଥିବାବେଳେ ବିଧାୟକ ଫୋନ ଯୋଗେ ଡିଆରସିଏସକୁ କେସ୍ ପେମେଣ୍ଟ ପାଇଁ କିପରି ଅନୁମତି ମାଗିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ନାମରେ ନ ବାଣ୍ଟିବାକୁ ଦୁଇ ଦଳ ଚେତାବନୀ ଦେବା ସହ ବିଧାୟକ ଗୌରୀ ମାଝୀ ତୁରନ୍ତ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ମାଗନ୍ତୁ ବୋଲି ଦୃଢ଼ ଦାବି କରିଛନ୍ତି।
    1
    କୋଷାଗୁମୁଡ଼ା ସଦର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ଏବଂ ବିଜେଡ଼ି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଶୁକ୍ରବାର ସନ୍ଧ୍ୟାରେ କୋଷାଗୁମୁଡ଼ା ଲେମ୍ପସରେ ସଭାପତି ମହେଶ୍ବର ଭଣ୍ଡାରୀ ଏବଂ ଲେମ୍ପସ ଏମଡିଙ୍କୁ ଦୁର୍ବ୍ୟବହାର କରିବା ସହ ଦଳୀୟ କର୍ମୀଙ୍କ ଦ୍ୱାରା ହୋହାଲ୍ଲା କରିବା ଘଟଣାକୁ ଏହି ସମ୍ମିଳନୀରେ ତୀବ୍ର ନିନ୍ଦା କରାଯାଇଛି। 

ଲେମ୍ପସ ସଭାପତି ମଦ ପିଇଛନ୍ତି କହି ପୋଲିସ ଡାକି ଚେକ୍ କରାଇବା, ଲେମ୍ପସ ଏମଡିମାନଙ୍କୁ ଚୋର କହିବା ଏବଂ ବିଜେଡ଼ି ଓ କଂଗ୍ରେସ ଲୋକଙ୍କୁ ପ୍ରଥମେ ସାର ଓ ଧାନ ଟୋକେନ୍ ଦିଆଯାଉଛି ବୋଲି ହୋଇଥିବା ସଙ୍ଗିନ ଅଭିଯୋଗକୁ ଦୁଇ ଦଳର ନେତାମାନେ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ ବୋଲି କହିଛନ୍ତି। ସମ୍ମିଳନୀରେ କଂଗ୍ରେସ ବ୍ଲକ ସଭାପତି ପଦ୍ମ ସାଇ ମାଳି, ମଝିଧନୁଆ ସମିତି ସଭ୍ୟ ଯୁଗଧର ହରିଜନ, ଆଇନଜୀବୀ ବାବୁଲି ବାଘ, ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ (ଟିକିନା), ରଘୁ ମାଝୀ ଏବଂ ବିଜେଡ଼ି ପକ୍ଷରୁ ପ୍ରଶାନ୍ତ ବକ୍ସି, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଭି-ପ୍ରସାଦ ରାଓ, ଲେମ୍ପସ ସଭାପତି ହରିହର ଭଣ୍ଡାରୀ, ଲେମ୍ପସ ଡାଇରେକ୍ଟର ମଧୁସୂଦନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ନେତାଙ୍କଠାରୁ ଏଭଳି ଧମକ, 'ଚୋର' କିମ୍ବା 'ମଦୁଆ' ଗାଳି ଶୁଣି ନାହାନ୍ତି ବୋଲି ସେମାନେ କହିଛନ୍ତି।

ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଲୋକଙ୍କ କପାଳରେ କୌଣସି ଦଳର ନାମ ଲେଖା ନଥାଏ, ତେଣୁ ବିଧାୟକ କାହିଁକି କଂଗ୍ରେସ-ବିଜେଡି ଲୋକଙ୍କୁ ପ୍ରଥମେ ଓ ବିଜେପି ଲୋକଙ୍କୁ ଶେଷରେ ଟୋକେନ ମିଳୁଥିବା କଥା କହିଲେ? ଅନ୍ୟପଟେ ଯୁବ କଂଗ୍ରେସ କର୍ମୀ ଶୁଭାଶିଷ ପଟନାୟକ ପ୍ରଶ୍ନ କରିଛନ୍ତି ଯେ ବିଧାୟକ ଗୌରୀ ମାଝୀ କ’ଣ ସରକାରୀ ଗାଇଡଲାଇନ ପଢ଼ିନାହାନ୍ତି? ସରକାରୀ ନିୟମ ଅନୁସାରେ କ୍ୟୁଆର କୋଡ୍ ଜରିଆରେ କ୍ୟାସଲେସ ପେମେଣ୍ଟ କରିବା ପାଇଁ ନିୟମ ଥିବାବେଳେ ବିଧାୟକ ଫୋନ ଯୋଗେ ଡିଆରସିଏସକୁ କେସ୍ ପେମେଣ୍ଟ ପାଇଁ କିପରି ଅନୁମତି ମାଗିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଷୀମାନଙ୍କୁ ବିଜେଡି, କଂଗ୍ରେସ ଓ ବିଜେପି ନାମରେ ନ ବାଣ୍ଟିବାକୁ ଦୁଇ ଦଳ ଚେତାବନୀ ଦେବା ସହ ବିଧାୟକ ଗୌରୀ ମାଝୀ ତୁରନ୍ତ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରି କ୍ଷମା ମାଗନ୍ତୁ ବୋଲି ଦୃଢ଼ ଦାବି କରିଛନ୍ତି।
    user_ଉତ୍କଳ ସମାଜ
    ଉତ୍କଳ ସମାଜ
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    2 hrs ago
  • କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପୁକାଲି ପଞ୍ଚାୟତର ପୁକାଲି ସାପ୍ତାହିକ ଶନିବାର ହାଟରେ ରାସ୍ତାର ଦୁଇ ପାର୍ଶ୍ୱରେ ହାଟ ବସୁଥିବା ହେତୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହି କାରଣରୁ ଯାତାୟାତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଥିସହ ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧା ଓ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ପୁକାଲି ସାପ୍ତାହିକ ହାଟ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଦୋକାନ ବଜାର ବସିବା ଯୋଗୁଁ ହିଁ ଏହି ପ୍ରକାର ଟ୍ରାଫିକ ସମସ୍ୟା ଉପୁଜୁଛି।
    1
    କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପୁକାଲି ପଞ୍ଚାୟତର ପୁକାଲି ସାପ୍ତାହିକ ଶନିବାର ହାଟରେ ରାସ୍ତାର ଦୁଇ ପାର୍ଶ୍ୱରେ ହାଟ ବସୁଥିବା ହେତୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହି କାରଣରୁ ଯାତାୟାତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଥିସହ ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧା ଓ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ପୁକାଲି ସାପ୍ତାହିକ ହାଟ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଦୋକାନ ବଜାର ବସିବା ଯୋଗୁଁ ହିଁ ଏହି ପ୍ରକାର ଟ୍ରାଫିକ ସମସ୍ୟା ଉପୁଜୁଛି।
    user_Kuna Khara
    Kuna Khara
    ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    7 hrs ago
  • କୋରାପୁଟ ଜିଲ୍ଲା କୋଟପାଡ଼ରେ ମହିଳାଙ୍କ ଆଗରେ ଶେଷରେ ପ୍ରଶାସନ ହାର ମାନିଛି। ଏହି ପରିସ୍ଥିତି ପରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆକ୍ସନ୍ ମୁଡ଼କୁ ଆସିଯାଇଛି।
    1
    କୋରାପୁଟ ଜିଲ୍ଲା କୋଟପାଡ଼ରେ ମହିଳାଙ୍କ ଆଗରେ ଶେଷରେ ପ୍ରଶାସନ ହାର ମାନିଛି। ଏହି ପରିସ୍ଥିତି ପରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆକ୍ସନ୍ ମୁଡ଼କୁ ଆସିଯାଇଛି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    6 hrs ago
  • ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରି ୧,୦୧୫ କିଲୋଗ୍ରାମ (ଗୋଟିଏ ଟନ୍ ପନ୍ଦର କିଲୋଗ୍ରାମ) ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ କୋଟି ତିନିଲକ୍ଷ ଟଙ୍କା ହେବ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ଚୋରା ଚାଲାଣ କରିବା ପାଇଁ ଏହି ଗଞ୍ଜେଇକୁ ଗଚ୍ଛିତ ରଖାଯାଇଥିଲା। କାଲିମେଳା ଥାନା ଅଧୀନ ଭେଜାଙ୍ଗିୱାଡ଼ା ପଞ୍ଚାୟତର ବଦିଲିଗୁଡା ଜଙ୍ଗଲରେ ଏହି ଗଞ୍ଜେଇ ଗଚ୍ଛିତ ଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ କାଲିମେଳା ପୋଲିସ ଜଙ୍ଗଲରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ତେବେ ପୋଲିସର ଚଢ଼ାଉ ସମ୍ପର୍କରେ ଆଗୁଆ ସୂଚନା ପାଇ ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଏହି ଘଟଣାରେ କାଲିମେଳା ପୋଲିସ ପକ୍ଷରୁ ଏନଡିପିଏସ (NDPS) ଧାରାରେ ଏକ ମାମଲା ରୁଜୁ କରାଯାଇଛି। ଉକ୍ତ ଜବତ ଗଞ୍ଜେଇ କାରବାର ସହିତ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
    4
    ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରି ୧,୦୧୫ କିଲୋଗ୍ରାମ (ଗୋଟିଏ ଟନ୍ ପନ୍ଦର କିଲୋଗ୍ରାମ) ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ କୋଟି ତିନିଲକ୍ଷ ଟଙ୍କା ହେବ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ଚୋରା ଚାଲାଣ କରିବା ପାଇଁ ଏହି ଗଞ୍ଜେଇକୁ ଗଚ୍ଛିତ ରଖାଯାଇଥିଲା।

କାଲିମେଳା ଥାନା ଅଧୀନ ଭେଜାଙ୍ଗିୱାଡ଼ା ପଞ୍ଚାୟତର ବଦିଲିଗୁଡା ଜଙ୍ଗଲରେ ଏହି ଗଞ୍ଜେଇ ଗଚ୍ଛିତ ଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ କାଲିମେଳା ପୋଲିସ ଜଙ୍ଗଲରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ତେବେ ପୋଲିସର ଚଢ଼ାଉ ସମ୍ପର୍କରେ ଆଗୁଆ ସୂଚନା ପାଇ ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

ଏହି ଘଟଣାରେ କାଲିମେଳା ପୋଲିସ ପକ୍ଷରୁ ଏନଡିପିଏସ (NDPS) ଧାରାରେ ଏକ ମାମଲା ରୁଜୁ କରାଯାଇଛି। ଉକ୍ତ ଜବତ ଗଞ୍ଜେଇ କାରବାର ସହିତ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
    user_Update Malkangiri news
    Update Malkangiri news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.