Shuru
Apke Nagar Ki App…
ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଙ୍କ ସହ ବିଧାନସଭାସଭା ପରିଭ୍ରମଣରେ ଆସିଥିବା ୟୁନିଭରସିଟି ଲ କଲେଜ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଅଛନ୍ତି
ମାନସ କୁମାର ଦାସ
ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଙ୍କ ସହ ବିଧାନସଭାସଭା ପରିଭ୍ରମଣରେ ଆସିଥିବା ୟୁନିଭରସିଟି ଲ କଲେଜ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଅଛନ୍ତି
More news from ଓଡ଼ିଶା and nearby areas
- Post by Gagan Bhoi1
- କଣାସ ଅଞ୍ଚଳର ମୁଖ୍ୟ ପର୍ବ ପଞ୍ଚୁଦୋଳ ଯାତ୍ରା ଆଜି ପ୍ରଭାତରୁ ମହାଶମହୋରେ ଜମିଛି କଣାସ ମେଳନ ର ଆରାଧ୍ୟ ଠାକୁର ସୁସଜିତ ବିମାନରେ ବସି ଘଣ୍ଟ ଘଣ୍ଟା ବାଦ୍ୟ ଦ୍ୱନୀ ତଗା ନାଚ ଘୋଡା ନାଚ ସଖି ନାଚ ମଧ୍ୟରେ ମେଳନ ପଡିଆକୁ ପ୍ରବେଶ କରିଥିଲେ ସେହିପରି ସିରେଇ, ଦୋକୋନ୍ଧା, ଜଙ୍କିଆ,ଅଣ୍ଡାଳସିଂହ ମେଳନର ଥାନପତି ମାନେ ସୁସଜିତ ବିମାନରେ ବସି ମହାଆରମ୍ବରେ ମେଳନ ପଡିଆକୁ ଆସି ନିଜ ନିଜ ଆସ୍ଥାନରେ ବସିଆ ପରେ ପରମ୍ପରା ଅନୁଯାଇ ଆଖ ପାଖ ଗ୍ରାମର ଠାକୁର ମାନେ ଭିନ୍ନ ଭିନ୍ନ ମେଳନ ପଡିଆକୁ ଆସି ନିଜ ନିଜ ସ୍ଥାନରେ ଆସିଥିଲେ |ବିଶେଷ କରି ଜଙ୍କିଆ ମେଳନ କୁ ଆସୁଥିବା ଓଲ ବେଦରପଡ଼ା ର ଆରଧ୍ୟ ଠାକୁର ବାବା ଇନ୍ଦ୍ରଶ୍ୱର ଦ୍ରିଘ 15 କିଲୋମିଟର ଅତିକ୍ରମ କରି ବିମାନରେ ବସି ବାଟଯାକ ଭୋଗ ଖାଇ ଖାଇ 12ଘଣ୍ଟାରୁ ଅଧିକା ସମୟ ପରେ ମେଳନ ପଡିଆ ରେ ପହଂଚି ଥିଲେ ଉକ୍ତ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା ସମସ୍ତ ମେଳନ ରେ ଶାନ୍ତି ଶୁଙ୍ଖଳା ରକ୍ଷା କରିବା ପାଇଁ ବ୍ୟପକ ପୋଲିସ ବେବସ୍ଥା କରାଯାଇଛି |2
- ଏହି ଶ୍ରମିକମାନେ ସେମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି ଦାବି କରି ଦୀର୍ଘ ୯୦୦ ଦିନ ଆନ୍ଦୋଳନ ଅବ୍ୟାହତ କରିଚାଲିଛନ୍ତି । ଏପରିକି ସରକାରଙ୍କର ଶ୍ରମବିଭାଗ ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ ବେଖାତିର କରୁଛନ୍ତି ବୋଲି ଆନ୍ଦୋଳନକାରୀ ମତ ଦେଇଛନ୍ତି । Byt - ବସନ୍ତ ( ଆନ୍ଦୋଳନ କାରୀ)2
- Post by Manoj kumar baliyarsingh4
- Post by Rajesh Samantaray1
- କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।1
- Post by Darbar Tv1
- Post by Gagan Bhoi1
- କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳ ସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ପୁଲିସ ପହଞ୍ଚି ଥିବା ସୂଚନା ମିଳିଛି।2