logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମା ପାଖକୁ ଆସିଲେ ପାଞ୍ଚପୁଅ, ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ପଞ୍ଚୁପାଣ୍ଡଵ ମେଳଣ ଅନୁଷ୍ଠିତ l ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବ୍ରହ୍ମଗିରି ମା ପାଦୁକାଇଙ୍କ ପୀଠ ପଞ୍ଚୁ୍ଦୋଳ ମେଳଣ ପଡିଆରେ ତିନିଦିନ ଧରି ମହାଡ଼ମ୍ବରରେ ପଞ୍ଚୁ୍ଦୋଳ ମେଳଣ ଚାଲୁଅଛି l ପୌରାଣିକ ମତାନୁସାରେ ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ ସେହି ସମୟରେ ବ୍ରହ୍ମଗିରି ର ଖାଣ୍ଡଵବଣରେ ଭାଇମାନେ କୋଷେକୋଷେ ଦୂରରେ ଅଛନ୍ତି l ବଡଭାଇ ଧର୍ମରାଜ ଯୁଧିଷ୍ଠିର ସୁନାମୁହିଁ ଗୋରାପୁର ରେ ପୂଜା ପାଉଥିବା ବେଳେ, ଚାପମାଣିକ ଗ୍ରାମରେ ଦ୍ଵିତୀୟ ଭାଇ ଭୀମ ଭୀମେଶ୍ୱର ନାମରେ, ତୃତୀୟ ଭାଇ ଅର୍ଜୁନ କାଳିକାବାଡି ଗ୍ରାମରେ ପୂଜା ପାଉଥିବା ସହିତ ଚତୁର୍ଥ ଭାଇ ନକୁଳ ନାଗେଶ୍ୱର ଗ୍ରାମରେ ବାବା ନକୂଳେଶ୍ଵର ଗ୍ରାମରେ ପୂଜା ପାଉଛନ୍ତି ସେହିଭଳି ସହଦେଵ ଗୋରାପୁର ବାଳିବନ୍ତରେ ବାବା ହରିସହଦେଵ ନାମରେ ପୂଜା ପାଉଛନ୍ତି l ଏହି ପଞ୍ଚୁପାଣ୍ଡବ ମେଳଣରେ ପଞ୍ଚୁପାଣ୍ଡଵଙ୍କ ସହିତ ପୁରୀଜିଲ୍ଲାର ବିଭିନ୍ନ ଗ୍ରାମର ୧୦୮ ମହାଦେବ ଏହି ମେଳଣକୁ ମହାଡ଼ମ୍ବରରେ ନାଗା ନୃତ୍ୟ, ଓଡିଶୀ, ଗୋଟିପୁଅ, ଲୋକନୃତ୍ୟ, ଦେବିନାଚ ସହିତ ମହିଳା ଓ ପୁରୁଷ ମାନଙ୍କଦ୍ୱାରା ସଂକୀର୍ତ୍ତନ ଦ୍ୱାରା ମେଳଣ ମଣ୍ଡପକୁ ନିଆଯାଇଛି l ଏହି ପଞ୍ଚୁପାଣ୍ଡଵ ମେଳଣ ତିନିଦିନ ଧରି ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଚାଲୁଅଛି l

5 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
5 hrs ago

ମା ପାଖକୁ ଆସିଲେ ପାଞ୍ଚପୁଅ, ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ପଞ୍ଚୁପାଣ୍ଡଵ ମେଳଣ ଅନୁଷ୍ଠିତ l ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବ୍ରହ୍ମଗିରି ମା ପାଦୁକାଇଙ୍କ ପୀଠ ପଞ୍ଚୁ୍ଦୋଳ ମେଳଣ ପଡିଆରେ ତିନିଦିନ ଧରି ମହାଡ଼ମ୍ବରରେ ପଞ୍ଚୁ୍ଦୋଳ ମେଳଣ ଚାଲୁଅଛି l ପୌରାଣିକ ମତାନୁସାରେ ଯେତେବେଳେ ପାଣ୍ଡବମାନେ ବନବାସରେ

ଥିଲେ ସେହି ସମୟରେ ବ୍ରହ୍ମଗିରି ର ଖାଣ୍ଡଵବଣରେ ଭାଇମାନେ କୋଷେକୋଷେ ଦୂରରେ ଅଛନ୍ତି l ବଡଭାଇ ଧର୍ମରାଜ ଯୁଧିଷ୍ଠିର ସୁନାମୁହିଁ ଗୋରାପୁର ରେ ପୂଜା ପାଉଥିବା ବେଳେ, ଚାପମାଣିକ ଗ୍ରାମରେ ଦ୍ଵିତୀୟ ଭାଇ ଭୀମ ଭୀମେଶ୍ୱର ନାମରେ, ତୃତୀୟ ଭାଇ ଅର୍ଜୁନ କାଳିକାବାଡି ଗ୍ରାମରେ ପୂଜା

ପାଉଥିବା ସହିତ ଚତୁର୍ଥ ଭାଇ ନକୁଳ ନାଗେଶ୍ୱର ଗ୍ରାମରେ ବାବା ନକୂଳେଶ୍ଵର ଗ୍ରାମରେ ପୂଜା ପାଉଛନ୍ତି ସେହିଭଳି ସହଦେଵ ଗୋରାପୁର ବାଳିବନ୍ତରେ ବାବା ହରିସହଦେଵ ନାମରେ ପୂଜା ପାଉଛନ୍ତି l ଏହି ପଞ୍ଚୁପାଣ୍ଡବ ମେଳଣରେ ପଞ୍ଚୁପାଣ୍ଡଵଙ୍କ ସହିତ ପୁରୀଜିଲ୍ଲାର ବିଭିନ୍ନ ଗ୍ରାମର ୧୦୮ ମହାଦେବ ଏହି

ମେଳଣକୁ ମହାଡ଼ମ୍ବରରେ ନାଗା ନୃତ୍ୟ, ଓଡିଶୀ, ଗୋଟିପୁଅ, ଲୋକନୃତ୍ୟ, ଦେବିନାଚ ସହିତ ମହିଳା ଓ ପୁରୁଷ ମାନଙ୍କଦ୍ୱାରା ସଂକୀର୍ତ୍ତନ ଦ୍ୱାରା ମେଳଣ ମଣ୍ଡପକୁ ନିଆଯାଇଛି l ଏହି ପଞ୍ଚୁପାଣ୍ଡଵ ମେଳଣ ତିନିଦିନ ଧରି ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଚାଲୁଅଛି l

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    5 hrs ago
  • କଣାସ ଅଞ୍ଚଳର ମୁଖ୍ୟ ପର୍ବ ପଞ୍ଚୁଦୋଳ ଯାତ୍ରା ଆଜି ପ୍ରଭାତରୁ ମହାଶମହୋରେ ଜମିଛି କଣାସ ମେଳନ ର ଆରାଧ୍ୟ ଠାକୁର ସୁସଜିତ ବିମାନରେ ବସି ଘଣ୍ଟ ଘଣ୍ଟା ବାଦ୍ୟ ଦ୍ୱନୀ ତଗା ନାଚ ଘୋଡା ନାଚ ସଖି ନାଚ ମଧ୍ୟରେ ମେଳନ ପଡିଆକୁ ପ୍ରବେଶ କରିଥିଲେ ସେହିପରି ସିରେଇ, ଦୋକୋନ୍ଧା, ଜଙ୍କିଆ,ଅଣ୍ଡାଳସିଂହ ମେଳନର ଥାନପତି ମାନେ ସୁସଜିତ ବିମାନରେ ବସି ମହାଆରମ୍ବରେ ମେଳନ ପଡିଆକୁ ଆସି ନିଜ ନିଜ ଆସ୍ଥାନରେ ବସିଆ ପରେ ପରମ୍ପରା ଅନୁଯାଇ ଆଖ ପାଖ ଗ୍ରାମର ଠାକୁର ମାନେ ଭିନ୍ନ ଭିନ୍ନ ମେଳନ ପଡିଆକୁ ଆସି ନିଜ ନିଜ ସ୍ଥାନରେ ଆସିଥିଲେ |ବିଶେଷ କରି ଜଙ୍କିଆ ମେଳନ କୁ ଆସୁଥିବା ଓଲ ବେଦରପଡ଼ା ର ଆରଧ୍ୟ ଠାକୁର ବାବା ଇନ୍ଦ୍ରଶ୍ୱର ଦ୍ରିଘ 15 କିଲୋମିଟର ଅତିକ୍ରମ କରି ବିମାନରେ ବସି ବାଟଯାକ ଭୋଗ ଖାଇ ଖାଇ 12ଘଣ୍ଟାରୁ ଅଧିକା ସମୟ ପରେ ମେଳନ ପଡିଆ ରେ ପହଂଚି ଥିଲେ ଉକ୍ତ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା ସମସ୍ତ ମେଳନ ରେ ଶାନ୍ତି ଶୁଙ୍ଖଳା ରକ୍ଷା କରିବା ପାଇଁ ବ୍ୟପକ ପୋଲିସ ବେବସ୍ଥା କରାଯାଇଛି |
    2
    କଣାସ ଅଞ୍ଚଳର ମୁଖ୍ୟ ପର୍ବ ପଞ୍ଚୁଦୋଳ ଯାତ୍ରା ଆଜି ପ୍ରଭାତରୁ ମହାଶମହୋରେ ଜମିଛି କଣାସ ମେଳନ ର ଆରାଧ୍ୟ ଠାକୁର ସୁସଜିତ ବିମାନରେ ବସି ଘଣ୍ଟ ଘଣ୍ଟା ବାଦ୍ୟ ଦ୍ୱନୀ ତଗା ନାଚ ଘୋଡା ନାଚ ସଖି ନାଚ ମଧ୍ୟରେ ମେଳନ ପଡିଆକୁ ପ୍ରବେଶ କରିଥିଲେ ସେହିପରି ସିରେଇ, ଦୋକୋନ୍ଧା, ଜଙ୍କିଆ,ଅଣ୍ଡାଳସିଂହ ମେଳନର ଥାନପତି ମାନେ ସୁସଜିତ ବିମାନରେ ବସି ମହାଆରମ୍ବରେ ମେଳନ ପଡିଆକୁ ଆସି ନିଜ ନିଜ ଆସ୍ଥାନରେ ବସିଆ ପରେ ପରମ୍ପରା ଅନୁଯାଇ ଆଖ ପାଖ ଗ୍ରାମର ଠାକୁର ମାନେ ଭିନ୍ନ ଭିନ୍ନ ମେଳନ ପଡିଆକୁ ଆସି ନିଜ ନିଜ ସ୍ଥାନରେ ଆସିଥିଲେ |ବିଶେଷ କରି ଜଙ୍କିଆ ମେଳନ କୁ ଆସୁଥିବା ଓଲ ବେଦରପଡ଼ା ର ଆରଧ୍ୟ ଠାକୁର ବାବା ଇନ୍ଦ୍ରଶ୍ୱର ଦ୍ରିଘ 15 କିଲୋମିଟର ଅତିକ୍ରମ କରି ବିମାନରେ ବସି ବାଟଯାକ ଭୋଗ ଖାଇ ଖାଇ 12ଘଣ୍ଟାରୁ ଅଧିକା ସମୟ ପରେ ମେଳନ ପଡିଆ ରେ ପହଂଚି ଥିଲେ ଉକ୍ତ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା ସମସ୍ତ ମେଳନ ରେ ଶାନ୍ତି ଶୁଙ୍ଖଳା ରକ୍ଷା କରିବା ପାଇଁ ବ୍ୟପକ ପୋଲିସ ବେବସ୍ଥା କରାଯାଇଛି |
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    1 hr ago
  • ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।
    8
    ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା।
ପାସେଞ୍ଜର ଅଟକୁ ଧକାଦେଲା କାର।
ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ।
ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।
    user_Journalist Suresh Moharana
    Journalist Suresh Moharana
    Actuary ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    16 min ago
  • Post by Thabira Majhi
    1
    Post by Thabira Majhi
    user_Thabira Majhi
    Thabira Majhi
    Bhubaneswar (M.Corp.), Khordha•
    44 min ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.