Shuru
Apke Nagar Ki App…
#ସିଲ_ହେଲା_କାମାକ୍ଷାନଗର_ରେଙ୍ଗାଳି_ବାମ_ବନ୍ଧ_କେନାଲ_କାର୍ଯ୍ୟାଳୟ... କଟକ କମର୍ସିଆଲ୍ କୋର୍ଟଙ୍କ କଡ଼ା ନିର୍ଦ୍ଦେଶକ୍ରମେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟ ସିଲ କରିବା ପାଇଁ ପହଞ୍ଚିଥିଲେ ବିଭାଗୀୟ ଅଧିକାରୀ। ରାଜଲକ୍ଷ୍ମୀ କନଷ୍ଟ୍ରକସନ ନାମକ ଠିକା ସଂସ୍ଥାର ବକେୟା ଅର୍ଥ ପଇଠ କରିବାରେ ବିଫଳ ହେବାରୁ ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟକୁ ସିଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ.. #DhenkanalNews #OdishaNews #BreakingNews #CourtOrder #CuttackCourt #GovernmentOffice #SealAction #ContractorIssue #RajalakshmiConstruction #canaloffice #OdishaUpdates #NewsUpdate #ViralNews #LocalNews #Kamakhyanagar
Dhenkanal News

More news from Odisha and nearby areas
- Post by Dhenkanal News1
- ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର କାର୍ଯ୍ୟ ହୋଇଥିବାର ଅଭିଯୋଗ Sub -ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର ହୋଇଛି ଏହାର ଏକ ଉଦାହରଣ ହିନ୍ଦୋଳ N. A. C ରେ 1ନମ୍ବର ୱର୍ଡ ଅଙ୍ଗନବାଡି, ମାତ୍ର ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିଲା କିନ୍ତୁ ବିଡମ୍ବନା ର ବିଷୟ ଛାତ ଫାଟି ଆଁ କଲାଣି ଛାତରୁ ରଡ଼ ପଡ଼ିଲାଣି ସେଥିପାଇଁ ଅଭିଭାବକ ମାନେ ପିଲା ମାନଙ୍କୁ ଅଙ୍ଗନବାଡି କୁ ଛାଡିବାକୁ ଭୟ କଲେଣି, ଏ ବିଷୟ ରେ CDPO ଙ୍କୁ ପଚାରିବାରୁ ସେ ଏବିଷୟରେ କିଛି କହି ପାରିବେନି ବୋଲି ସିଧା ସଳଖ ମନା କରିଥିଲେ ଏବଂ ସାମ୍ବାଦିକ ମାନଙ୍କୁ ନାଲି ଆଖି ଦେଖାଇବା ସହ ଦୁବ୍ୟବହାର ମାଧ୍ୟ କରିବାକୁ ପଛେଇନଥିଲେ, ସରକାର ଛୋଟ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଉନୟନ କାର୍ଯ୍ୟ କରୁଛନ୍ତି କିନ୍ତୁ ଅଙ୍ଗନବାଡି କେନ୍ଦ୍ର ଟି ମରାମତି ନ ହେବାରୁ ଗାଁ ରେ ଚର୍ଚ୍ଚା ଜୋର ଧରିଛି, ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ର ଦୃଷ୍ଟି କେବେ ପଡୁଛି ଏବଂ କଣ କାଯ୍ୟନୁଷ୍ଠାନ ନେଉଛନ୍ତି, ହୋନ୍ଦୋଳ ରୁ ସଂଗ୍ରାମ କେଶରୀ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଓଡିଶା2
- Post by Dipak Kumar Nayak1
- କାହାପାଇଁ ଓଡ଼ିଆ ସିନେମା ଉପରେ ! ପୂର୍ବ ଅପେକ୍ଷା ଏବେର ସିନେମା କେମିତି ! ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ପରିବାର ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ସେବା କେନ୍ଦ୍ରକୁ ଉଦଘାଟନ କଲେ ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚନା ସିଂହ #LatestNews #UpdateNews #apanankakhabara #jagatsinghpur #news #cuttack #OdishaNews #Odisha1
- କଟକରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ।ସମଗ୍ର ଭାରତରେ ଗୋ-ହତ୍ୟା ସମାପ୍ତ କରିବା ଓ ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି। ଏକ ଶୋଭାଯାତ୍ରା କଟକର ମା ଚଣ୍ଡୀ ଙ୍କ ମନ୍ଦିର ନିକଟରୁ ବାହାରି ତହସିଲ ଅଫିସରେ ପହଞ୍ଚିଥିଲା।1
- ସରଳା -ଭାଗିରଥି ଟ୍ରଷ୍ଟର ବାର୍ଷିକଉତ୍ସଵ ସ୍ଥାନୀୟ ସୋରାଜ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି1
- Post by Dhenkanal News1