logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳରେ ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମିଳନୀ..... #ନାରୀଶକ୍ତିବନ୍ଦନଅଧିନିୟମ #BJP #ବିଜେପି #PressMeet #Dhenkanal #OdishaNews #BreakingNews #PoliticalNews #Narishakti #WomenEmpowerment #ModiGovernment #OdishaPolitics #NewsUpdate #ViralNews #YouTubeNews

2 hrs ago
user_Dhenkanal News
Dhenkanal News
Media company Dhenkanal Sadar, Odisha•
2 hrs ago

ଢେଙ୍କାନାଳରେ ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମିଳନୀ..... #ନାରୀଶକ୍ତିବନ୍ଦନଅଧିନିୟମ #BJP #ବିଜେପି #PressMeet #Dhenkanal #OdishaNews #BreakingNews #PoliticalNews #Narishakti #WomenEmpowerment #ModiGovernment #OdishaPolitics #NewsUpdate #ViralNews #YouTubeNews

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    32 min ago
  • ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର କାର୍ଯ୍ୟ ହୋଇଥିବାର ଅଭିଯୋଗ Sub -ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର ହୋଇଛି ଏହାର ଏକ ଉଦାହରଣ ହିନ୍ଦୋଳ N. A. C ରେ 1ନମ୍ବର ୱର୍ଡ ଅଙ୍ଗନବାଡି, ମାତ୍ର ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିଲା କିନ୍ତୁ ବିଡମ୍ବନା ର ବିଷୟ ଛାତ ଫାଟି ଆଁ କଲାଣି ଛାତରୁ ରଡ଼ ପଡ଼ିଲାଣି ସେଥିପାଇଁ ଅଭିଭାବକ ମାନେ ପିଲା ମାନଙ୍କୁ ଅଙ୍ଗନବାଡି କୁ ଛାଡିବାକୁ ଭୟ କଲେଣି, ଏ ବିଷୟ ରେ CDPO ଙ୍କୁ ପଚାରିବାରୁ ସେ ଏବିଷୟରେ କିଛି କହି ପାରିବେନି ବୋଲି ସିଧା ସଳଖ ମନା କରିଥିଲେ ଏବଂ ସାମ୍ବାଦିକ ମାନଙ୍କୁ ନାଲି ଆଖି ଦେଖାଇବା ସହ ଦୁବ୍ୟବହାର ମାଧ୍ୟ କରିବାକୁ ପଛେଇନଥିଲେ, ସରକାର ଛୋଟ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଉନୟନ କାର୍ଯ୍ୟ କରୁଛନ୍ତି କିନ୍ତୁ ଅଙ୍ଗନବାଡି କେନ୍ଦ୍ର ଟି ମରାମତି ନ ହେବାରୁ ଗାଁ ରେ ଚର୍ଚ୍ଚା ଜୋର ଧରିଛି, ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ର ଦୃଷ୍ଟି କେବେ ପଡୁଛି ଏବଂ କଣ କାଯ୍ୟନୁଷ୍ଠାନ ନେଉଛନ୍ତି, ହୋନ୍ଦୋଳ ରୁ ସଂଗ୍ରାମ କେଶରୀ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଓଡିଶା
    2
    ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର କାର୍ଯ୍ୟ ହୋଇଥିବାର ଅଭିଯୋଗ 
Sub -ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର ହୋଇଛି ଏହାର ଏକ ଉଦାହରଣ ହିନ୍ଦୋଳ N. A. C ରେ 1ନମ୍ବର ୱର୍ଡ ଅଙ୍ଗନବାଡି, ମାତ୍ର ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିଲା କିନ୍ତୁ ବିଡମ୍ବନା ର ବିଷୟ ଛାତ ଫାଟି ଆଁ କଲାଣି ଛାତରୁ ରଡ଼ ପଡ଼ିଲାଣି ସେଥିପାଇଁ ଅଭିଭାବକ ମାନେ ପିଲା ମାନଙ୍କୁ ଅଙ୍ଗନବାଡି କୁ ଛାଡିବାକୁ ଭୟ କଲେଣି,  ଏ ବିଷୟ ରେ   CDPO ଙ୍କୁ ପଚାରିବାରୁ ସେ ଏବିଷୟରେ କିଛି କହି ପାରିବେନି ବୋଲି ସିଧା ସଳଖ ମନା କରିଥିଲେ ଏବଂ ସାମ୍ବାଦିକ ମାନଙ୍କୁ ନାଲି ଆଖି ଦେଖାଇବା ସହ ଦୁବ୍ୟବହାର ମାଧ୍ୟ କରିବାକୁ ପଛେଇନଥିଲେ, ସରକାର ଛୋଟ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଉନୟନ କାର୍ଯ୍ୟ କରୁଛନ୍ତି କିନ୍ତୁ ଅଙ୍ଗନବାଡି କେନ୍ଦ୍ର ଟି ମରାମତି ନ ହେବାରୁ ଗାଁ ରେ ଚର୍ଚ୍ଚା ଜୋର ଧରିଛି, ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ର ଦୃଷ୍ଟି କେବେ ପଡୁଛି ଏବଂ କଣ କାଯ୍ୟନୁଷ୍ଠାନ ନେଉଛନ୍ତି,
ହୋନ୍ଦୋଳ ରୁ ସଂଗ୍ରାମ କେଶରୀ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଓଡିଶା
    user_Litan Kumar Senapati
    Litan Kumar Senapati
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    15 hrs ago
  • କାହାପାଇଁ ଓଡ଼ିଆ ସିନେମା ଉପରେ ! ପୂର୍ବ ଅପେକ୍ଷା ଏବେର ସିନେମା କେମିତି ! ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    କାହାପାଇଁ ଓଡ଼ିଆ ସିନେମା ଉପରେ ! ପୂର୍ବ ଅପେକ୍ଷା ଏବେର ସିନେମା କେମିତି !
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ପରିବାର ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ସେବା କେନ୍ଦ୍ରକୁ ଉଦଘାଟନ କଲେ ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚନା ସିଂହ #LatestNews #UpdateNews #apanankakhabara #jagatsinghpur #news #cuttack #OdishaNews #Odisha
    1
    ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ପରିବାର ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ସେବା କେନ୍ଦ୍ରକୁ ଉଦଘାଟନ କଲେ ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚନା ସିଂହ #LatestNews #UpdateNews #apanankakhabara #jagatsinghpur #news #cuttack #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    4 hrs ago
  • କଟକରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ।ସମଗ୍ର ଭାରତରେ ଗୋ-ହତ୍ୟା ସମାପ୍ତ କରିବା ଓ ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି। ଏକ ଶୋଭାଯାତ୍ରା କଟକର ମା ଚଣ୍ଡୀ ଙ୍କ ମନ୍ଦିର ନିକଟରୁ ବାହାରି ତହସିଲ ଅଫିସରେ ପହଞ୍ଚିଥିଲା।
    1
    କଟକରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ।ସମଗ୍ର ଭାରତରେ ଗୋ-ହତ୍ୟା ସମାପ୍ତ କରିବା  ଓ ଗୋମାତାଙ୍କୁ  ରାଷ୍ଟ୍ର-ମାତା ଘୋଷଣା ଦାବି। ଏକ ଶୋଭାଯାତ୍ରା କଟକର ମା ଚଣ୍ଡୀ ଙ୍କ ମନ୍ଦିର ନିକଟରୁ ବାହାରି ତହସିଲ ଅଫିସରେ ପହଞ୍ଚିଥିଲା।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    12 hrs ago
  • ସରଳା -ଭାଗିରଥି ଟ୍ରଷ୍ଟର ବାର୍ଷିକଉତ୍ସଵ ସ୍ଥାନୀୟ ସୋରାଜ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି
    1
    ସରଳା -ଭାଗିରଥି ଟ୍ରଷ୍ଟର ବାର୍ଷିକଉତ୍ସଵ ସ୍ଥାନୀୟ ସୋରାଜ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି
    user_ବିଜୟ କୁମାର ପଣ୍ଡା, ସାମ୍ବାଦିକ, କ
    ବିଜୟ କୁମାର ପଣ୍ଡା, ସାମ୍ବାଦିକ, କ
    କଟକ ସଦର, କଟକ, ଓଡ଼ିଶା•
    17 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.