logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଜେଡି-ବିଜେପି ରାଜନୀତି ରୁଟି ସେକାସେକି : ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ତରଫରୁ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଘଟଣାରେ ବିଜେପିର ନାଟକ ବର୍ଣ୍ଣନା : ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ନାଁରେ ଥାନାରେ ମହିଳା ସରପଞ୍ଚ କଲେ ମାମଲା : "ବିଧାୟକଙ୍କ ସମେତ ୧୦ ଜଣଙ୍କ ନାମରେ ଅଭିଯୋଗ : ବିଧାୟକଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ: ବିଜେଡି-ବିଜେପି ରାଜନୀତି ରୁଟି ସେକାସେକି : ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ତରଫରୁ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଘଟଣାରେ ବିଜେପିର ନାଟକ ବର୍ଣ୍ଣନା : ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ନାଁରେ ଥାନାରେ ମହିଳା ସରପଞ୍ଚ କଲେ ମାମଲା : "ବିଧାୟକଙ୍କ ସମେତ ୧୦ ଜଣଙ୍କ ନାମରେ ଅଭିଯୋଗ : ବିଧାୟକଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ: ଭୋଗରାଇ:୮/୮: ବିଜେଡି-ବିଜେପିରେ ଚାଲିଛି ରାଜନୀତି ରୁଟି ସେକା ସେକି। ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଧାୟକ ଗୌତମବୁଦ୍ଧ ଦାସଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ନେତାଙ୍କ ନାମରେ ଶୁକ୍ରବାର ଭୋଗରାଇ ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି ବାଜିତପୁର ପଞ୍ଚାୟତର ବିଜେପି ସମର୍ଥିତ ମହିଳା ସରପଞ୍ଚ ତୁଳସୀ ଜେନା। ଏହି ଖବର ପ୍ରଚାର ପରେ ଭୋଗରାଇରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।ସୂଚନା ମୁତାବକ,ଗତ ଜୁଲାଇ ୬ତାରିଖ ଗୁରୁବାର ଭୋଗରାଇ ବ୍ଳକ ସମ୍ମିଳନୀ କକ୍ଷରେ ବିଧାୟକ ଗୌତମ ବୁଦ୍ଧ ଦାସ, ଭୋଗରାଇ ବିଡିଓ ପ୍ରଶାନ୍ତ କୁମାର ମହାରଣା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର ଗିରି,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି ସରପଞ୍ଚ, ସମିତି ସଦସ୍ୟ, ସଦସ୍ୟା ଓ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାଙ୍କୁ ନେଇ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଆୟୋଜନ କରିଥିଲେ।ହଠାତ୍ ବିଜେପି ସମର୍ଥିତ ସରପଞ୍ଚ,ସମିତି ସଦସ୍ୟ ସଦସ୍ୟା ଓ ସମର୍ଥକ ମାନେ ସମ୍ମିଳନୀ ଗୃହରେ ଜୟ ଶ୍ରୀରାମ ନାରାଦେଇ ଧସେଇ ପଶି ଏହି ବୈଠକରେ ସେମାନଙ୍କୁ କାହିଁକି ଡକାଗଲା ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ଏନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ପାଟିତୁଣ୍ଡ ଓ ହୋହାଲ୍ଲା ହେବାରୁ ଗୃହ ଅଶାନ୍ତ ହୋଇପଡିଥିଲା।ଉକ୍ତ ଘଟଣାରେ ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବାରୁ ଗୃହ ଶାନ୍ତ ପଡିଥିଲା। ଏନେଇ ଶୁକ୍ରବାର ବିଜେପି ପକ୍ଷରୁ ଥାନାଛକ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଭୋଗରାଇ ବିଧାୟକ ବ୍ଲକକୁ ବିଜେଡ଼ି ପାର୍ଟି ଅଫିସରେ ପରିଣତ କରି ନିଜ ସ୍ଵାର୍ଥ ହାସଲ ନିମନ୍ତେ ଉଦ୍ୟମ କରୁଥିବାର ବିଜେପି ନେତା ଆଶିଷ କୁମାର ପାତ୍ର,ବିରେନ୍ଦ୍ର ପାତ୍ର,ରାଧାକାନ୍ତ ପ୍ରଧାନ,ତରଣୀ କାନ୍ତ ସେନାପତି, ବାସୁଦେବ ମହାନ୍ତି ପ୍ରମୁଖ ଅଭିଯୋଗ କରିଥିଲେ।ପରେ ବାଜିତପୁର ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚଙ୍କ ସହିତ ଉପସ୍ଥିତ ବିଜେପି ନେତା ମାନେ ୧୦ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀମାନେ ବାଜିତପୁର ପଞ୍ଚାୟତର ଜଣେ ହରିଜନ ମହିଳା ସରପଞ୍ଚଙ୍କୁ ଅଶ୍ଳୀଳ ଓ ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ କରିଥିଲେ। ଏହାସହ ବିଜେପି ସମର୍ଥିତ ସରପଞ୍ଚ ବାସୁଦେବ ମହାନ୍ତି, ବରେନ୍ଦ୍ର ପାତ୍ର, ସମିତି ସଦସ୍ୟ ତରଣୀକାନ୍ତ ସେନାପତି, ରାଧାକାନ୍ତ ପ୍ରଧାନ ପ୍ରମୁଖ ନେତାଙ୍କୁ ଆକ୍ରମଣ କରିଥିବାର ସଙ୍ଗିନ ଅଭିଯୋଗ କରି ଭୋଗରାଇ ଥାନାରେ ବିଧାୟକଙ୍କ ସମେତ ବିଜେଡି ନେତା ତପନ କୁମାର ପଣ୍ଡା, ଗୋବିନ୍ଦ ଦାସ, ରାଧାଶ୍ୟାମ ପ୍ରଧାନ, ଗିରିଶ ଚନ୍ଦ୍ର ଦତ୍ତ, ପ୍ରଦୀପ କୁମାର ବେହେରା,ବିଜୟ କୁମାର ଗିରି, ବିରୁପାକ୍ଷ ଜେନା, ସରୋଜ ଭଞ୍ଜ, ସିଣ୍ଟୁ ମହାନ୍ତି ପ୍ରମୁଖ ଭୋଗରାଇ ଥାନାରେ ଲିଖିତ ଏତଲା ଦେଇଛନ୍ତି।ଏ ବାବଦରେ ଭୋଗରାଇ ବିଧାୟକ ଶ୍ରୀଦାସ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଜେପିର ପତନ ବେଳ ହେଲାଣି, ସମୟ ଧୀରେ ଧୀରେ ସରି ଆସୁଛି, ଲୋକେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିର ଏଭଳି ଗୁଣ୍ଡାରାଜକୁ ଉଚିତ ଜବାବ ଦେବେ। ଯେଉଁ ଘଟଣା ବ୍ଳକ ସମ୍ମିଳନୀ କକ୍ଷରେ ଘଟିଛି ତାହା କ୍ୟାମେରାରେ ରେକର୍ଡ ହୋଇଛି। ବୈଠକରେ ଉପସ୍ଥିତ ମହିଳାଙ୍କୁ ବିଜେପି ଦଳର ନେତା ଓ କର୍ମୀମାନେ ଦୁର୍ବ୍ଯବହାର କରିଛନ୍ତି। ଏହା ପୁଲିସର ଉପସ୍ଥିତିରେ ହୋଇଛି।ପୁଲିସର ତଦନ୍ତ ପରେ ଗୁମର ଫିଟିବ ବୋଲି ବିଧାୟକ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ସମେତ ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ନିବେଦିତା ମହାନ୍ତି,ଜିଲ୍ଲା ବିଜେଡି ଉପସଭାପତି ତପନ କୁମାର ପଣ୍ଡା,ବ୍ଲକ ବିଜେଡି ସଭାପତି ଗଣପତି ଗିରି, ସମ୍ପାଦକ ପ୍ରଦୀପ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ଭୋଗରାଇର ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆ ନଯାଇ ବିଜେଡି-ବିଜେପିର ଏଭଳି କୁତ୍ସିତ ମାନସିକତାରେ ଆକ୍ରୋଶ ମୂଳକ ରାଜନୀତିକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି ।

2 hrs ago
user_ଶିଶିର କୁମାର ପ୍ରଧାନ
ଶିଶିର କୁମାର ପ୍ରଧାନ
ଭୋଗରାଇ, ବାଲେଶ୍ୱର, ଓଡ଼ିଶା•

More news from ଓଡ଼ିଶା and nearby areas
  • ବିଜେଡି-ବିଜେପି ରାଜନୀତି ରୁଟି ସେକାସେକି : ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ତରଫରୁ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଘଟଣାରେ ବିଜେପିର ନାଟକ ବର୍ଣ୍ଣନା : ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ନାଁରେ ଥାନାରେ ମହିଳା ସରପଞ୍ଚ କଲେ ମାମଲା : "ବିଧାୟକଙ୍କ ସମେତ ୧୦ ଜଣଙ୍କ ନାମରେ ଅଭିଯୋଗ : ବିଧାୟକଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ: ବିଜେଡି-ବିଜେପି ରାଜନୀତି ରୁଟି ସେକାସେକି : ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ତରଫରୁ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଘଟଣାରେ ବିଜେପିର ନାଟକ ବର୍ଣ୍ଣନା : ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ନାଁରେ ଥାନାରେ ମହିଳା ସରପଞ୍ଚ କଲେ ମାମଲା : "ବିଧାୟକଙ୍କ ସମେତ ୧୦ ଜଣଙ୍କ ନାମରେ ଅଭିଯୋଗ : ବିଧାୟକଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ: ଭୋଗରାଇ:୮/୮: ବିଜେଡି-ବିଜେପିରେ ଚାଲିଛି ରାଜନୀତି ରୁଟି ସେକା ସେକି। ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଧାୟକ ଗୌତମବୁଦ୍ଧ ଦାସଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ନେତାଙ୍କ ନାମରେ ଶୁକ୍ରବାର ଭୋଗରାଇ ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି ବାଜିତପୁର ପଞ୍ଚାୟତର ବିଜେପି ସମର୍ଥିତ ମହିଳା ସରପଞ୍ଚ ତୁଳସୀ ଜେନା। ଏହି ଖବର ପ୍ରଚାର ପରେ ଭୋଗରାଇରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।ସୂଚନା ମୁତାବକ,ଗତ ଜୁଲାଇ ୬ତାରିଖ ଗୁରୁବାର ଭୋଗରାଇ ବ୍ଳକ ସମ୍ମିଳନୀ କକ୍ଷରେ ବିଧାୟକ ଗୌତମ ବୁଦ୍ଧ ଦାସ, ଭୋଗରାଇ ବିଡିଓ ପ୍ରଶାନ୍ତ କୁମାର ମହାରଣା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର ଗିରି,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି ସରପଞ୍ଚ, ସମିତି ସଦସ୍ୟ, ସଦସ୍ୟା ଓ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାଙ୍କୁ ନେଇ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଆୟୋଜନ କରିଥିଲେ।ହଠାତ୍ ବିଜେପି ସମର୍ଥିତ ସରପଞ୍ଚ,ସମିତି ସଦସ୍ୟ ସଦସ୍ୟା ଓ ସମର୍ଥକ ମାନେ ସମ୍ମିଳନୀ ଗୃହରେ ଜୟ ଶ୍ରୀରାମ ନାରାଦେଇ ଧସେଇ ପଶି ଏହି ବୈଠକରେ ସେମାନଙ୍କୁ କାହିଁକି ଡକାଗଲା ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ଏନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ପାଟିତୁଣ୍ଡ ଓ ହୋହାଲ୍ଲା ହେବାରୁ ଗୃହ ଅଶାନ୍ତ ହୋଇପଡିଥିଲା।ଉକ୍ତ ଘଟଣାରେ ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବାରୁ ଗୃହ ଶାନ୍ତ ପଡିଥିଲା। ଏନେଇ ଶୁକ୍ରବାର ବିଜେପି ପକ୍ଷରୁ ଥାନାଛକ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଭୋଗରାଇ ବିଧାୟକ ବ୍ଲକକୁ ବିଜେଡ଼ି ପାର୍ଟି ଅଫିସରେ ପରିଣତ କରି ନିଜ ସ୍ଵାର୍ଥ ହାସଲ ନିମନ୍ତେ ଉଦ୍ୟମ କରୁଥିବାର ବିଜେପି ନେତା ଆଶିଷ କୁମାର ପାତ୍ର,ବିରେନ୍ଦ୍ର ପାତ୍ର,ରାଧାକାନ୍ତ ପ୍ରଧାନ,ତରଣୀ କାନ୍ତ ସେନାପତି, ବାସୁଦେବ ମହାନ୍ତି ପ୍ରମୁଖ ଅଭିଯୋଗ କରିଥିଲେ।ପରେ ବାଜିତପୁର ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚଙ୍କ ସହିତ ଉପସ୍ଥିତ ବିଜେପି ନେତା ମାନେ ୧୦ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀମାନେ ବାଜିତପୁର ପଞ୍ଚାୟତର ଜଣେ ହରିଜନ ମହିଳା ସରପଞ୍ଚଙ୍କୁ ଅଶ୍ଳୀଳ ଓ ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ କରିଥିଲେ। ଏହାସହ ବିଜେପି ସମର୍ଥିତ ସରପଞ୍ଚ ବାସୁଦେବ ମହାନ୍ତି, ବରେନ୍ଦ୍ର ପାତ୍ର, ସମିତି ସଦସ୍ୟ ତରଣୀକାନ୍ତ ସେନାପତି, ରାଧାକାନ୍ତ ପ୍ରଧାନ ପ୍ରମୁଖ ନେତାଙ୍କୁ ଆକ୍ରମଣ କରିଥିବାର ସଙ୍ଗିନ ଅଭିଯୋଗ କରି ଭୋଗରାଇ ଥାନାରେ ବିଧାୟକଙ୍କ ସମେତ ବିଜେଡି ନେତା ତପନ କୁମାର ପଣ୍ଡା, ଗୋବିନ୍ଦ ଦାସ, ରାଧାଶ୍ୟାମ ପ୍ରଧାନ, ଗିରିଶ ଚନ୍ଦ୍ର ଦତ୍ତ, ପ୍ରଦୀପ କୁମାର ବେହେରା,ବିଜୟ କୁମାର ଗିରି, ବିରୁପାକ୍ଷ ଜେନା, ସରୋଜ ଭଞ୍ଜ, ସିଣ୍ଟୁ ମହାନ୍ତି ପ୍ରମୁଖ ଭୋଗରାଇ ଥାନାରେ ଲିଖିତ ଏତଲା ଦେଇଛନ୍ତି।ଏ ବାବଦରେ ଭୋଗରାଇ ବିଧାୟକ ଶ୍ରୀଦାସ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଜେପିର ପତନ ବେଳ ହେଲାଣି, ସମୟ ଧୀରେ ଧୀରେ ସରି ଆସୁଛି, ଲୋକେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିର ଏଭଳି ଗୁଣ୍ଡାରାଜକୁ ଉଚିତ ଜବାବ ଦେବେ। ଯେଉଁ ଘଟଣା ବ୍ଳକ ସମ୍ମିଳନୀ କକ୍ଷରେ ଘଟିଛି ତାହା କ୍ୟାମେରାରେ ରେକର୍ଡ ହୋଇଛି। ବୈଠକରେ ଉପସ୍ଥିତ ମହିଳାଙ୍କୁ ବିଜେପି ଦଳର ନେତା ଓ କର୍ମୀମାନେ ଦୁର୍ବ୍ଯବହାର କରିଛନ୍ତି। ଏହା ପୁଲିସର ଉପସ୍ଥିତିରେ ହୋଇଛି।ପୁଲିସର ତଦନ୍ତ ପରେ ଗୁମର ଫିଟିବ ବୋଲି ବିଧାୟକ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ସମେତ ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ନିବେଦିତା ମହାନ୍ତି,ଜିଲ୍ଲା ବିଜେଡି ଉପସଭାପତି ତପନ କୁମାର ପଣ୍ଡା,ବ୍ଲକ ବିଜେଡି ସଭାପତି ଗଣପତି ଗିରି, ସମ୍ପାଦକ ପ୍ରଦୀପ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ଭୋଗରାଇର ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆ ନଯାଇ ବିଜେଡି-ବିଜେପିର ଏଭଳି କୁତ୍ସିତ ମାନସିକତାରେ ଆକ୍ରୋଶ ମୂଳକ ରାଜନୀତିକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି ।
    1
    ବିଜେଡି-ବିଜେପି ରାଜନୀତି ରୁଟି ସେକାସେକି :
ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ତରଫରୁ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଘଟଣାରେ ବିଜେପିର ନାଟକ ବର୍ଣ୍ଣନା :
ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ନାଁରେ ଥାନାରେ ମହିଳା ସରପଞ୍ଚ କଲେ ମାମଲା :
"ବିଧାୟକଙ୍କ ସମେତ ୧୦ ଜଣଙ୍କ ନାମରେ ଅଭିଯୋଗ :
ବିଧାୟକଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ:

ଭୋଗରାଇ:୮/୮: ବିଜେଡି-ବିଜେପିରେ ଚାଲିଛି ରାଜନୀତି ରୁଟି ସେକା ସେକି। ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଧାୟକ ଗୌତମବୁଦ୍ଧ ଦାସଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ନେତାଙ୍କ ନାମରେ ଶୁକ୍ରବାର ଭୋଗରାଇ ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି ବାଜିତପୁର ପଞ୍ଚାୟତର ବିଜେପି ସମର୍ଥିତ ମହିଳା ସରପଞ୍ଚ ତୁଳସୀ ଜେନା। ଏହି ଖବର ପ୍ରଚାର ପରେ ଭୋଗରାଇରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।ସୂଚନା ମୁତାବକ,ଗତ ଜୁଲାଇ ୬ତାରିଖ ଗୁରୁବାର ଭୋଗରାଇ ବ୍ଳକ ସମ୍ମିଳନୀ କକ୍ଷରେ ବିଧାୟକ ଗୌତମ ବୁଦ୍ଧ ଦାସ, ଭୋଗରାଇ ବିଡିଓ ପ୍ରଶାନ୍ତ କୁମାର ମହାରଣା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର ଗିରି,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି ସରପଞ୍ଚ, ସମିତି ସଦସ୍ୟ, ସଦସ୍ୟା ଓ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାଙ୍କୁ ନେଇ ବିଧାୟକ ପାଣ୍ଠି ସମୀକ୍ଷା ବୈଠକ ଆୟୋଜନ କରିଥିଲେ।ହଠାତ୍ ବିଜେପି ସମର୍ଥିତ ସରପଞ୍ଚ,ସମିତି ସଦସ୍ୟ ସଦସ୍ୟା ଓ ସମର୍ଥକ ମାନେ ସମ୍ମିଳନୀ ଗୃହରେ ଜୟ ଶ୍ରୀରାମ ନାରାଦେଇ ଧସେଇ ପଶି ଏହି ବୈଠକରେ ସେମାନଙ୍କୁ କାହିଁକି ଡକାଗଲା ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ଏନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ପାଟିତୁଣ୍ଡ ଓ ହୋହାଲ୍ଲା ହେବାରୁ ଗୃହ ଅଶାନ୍ତ ହୋଇପଡିଥିଲା।ଉକ୍ତ ଘଟଣାରେ ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବାରୁ ଗୃହ ଶାନ୍ତ ପଡିଥିଲା। ଏନେଇ ଶୁକ୍ରବାର ବିଜେପି ପକ୍ଷରୁ ଥାନାଛକ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଭୋଗରାଇ ବିଧାୟକ ବ୍ଲକକୁ ବିଜେଡ଼ି ପାର୍ଟି ଅଫିସରେ ପରିଣତ କରି ନିଜ ସ୍ଵାର୍ଥ ହାସଲ ନିମନ୍ତେ ଉଦ୍ୟମ କରୁଥିବାର ବିଜେପି ନେତା ଆଶିଷ କୁମାର ପାତ୍ର,ବିରେନ୍ଦ୍ର ପାତ୍ର,ରାଧାକାନ୍ତ ପ୍ରଧାନ,ତରଣୀ କାନ୍ତ ସେନାପତି, ବାସୁଦେବ ମହାନ୍ତି ପ୍ରମୁଖ ଅଭିଯୋଗ କରିଥିଲେ।ପରେ ବାଜିତପୁର ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚଙ୍କ ସହିତ ଉପସ୍ଥିତ ବିଜେପି ନେତା ମାନେ ୧୦ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀମାନେ ବାଜିତପୁର ପଞ୍ଚାୟତର ଜଣେ ହରିଜନ ମହିଳା ସରପଞ୍ଚଙ୍କୁ ଅଶ୍ଳୀଳ ଓ ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ କରିଥିଲେ। ଏହାସହ ବିଜେପି ସମର୍ଥିତ ସରପଞ୍ଚ ବାସୁଦେବ ମହାନ୍ତି, ବରେନ୍ଦ୍ର ପାତ୍ର, ସମିତି ସଦସ୍ୟ ତରଣୀକାନ୍ତ ସେନାପତି, ରାଧାକାନ୍ତ ପ୍ରଧାନ ପ୍ରମୁଖ ନେତାଙ୍କୁ ଆକ୍ରମଣ କରିଥିବାର ସଙ୍ଗିନ ଅଭିଯୋଗ କରି ଭୋଗରାଇ ଥାନାରେ ବିଧାୟକଙ୍କ ସମେତ ବିଜେଡି ନେତା ତପନ କୁମାର ପଣ୍ଡା, ଗୋବିନ୍ଦ ଦାସ, ରାଧାଶ୍ୟାମ ପ୍ରଧାନ, ଗିରିଶ ଚନ୍ଦ୍ର ଦତ୍ତ, ପ୍ରଦୀପ କୁମାର ବେହେରା,ବିଜୟ କୁମାର ଗିରି, ବିରୁପାକ୍ଷ ଜେନା, ସରୋଜ ଭଞ୍ଜ, ସିଣ୍ଟୁ ମହାନ୍ତି ପ୍ରମୁଖ ଭୋଗରାଇ ଥାନାରେ ଲିଖିତ ଏତଲା ଦେଇଛନ୍ତି।ଏ ବାବଦରେ ଭୋଗରାଇ ବିଧାୟକ ଶ୍ରୀଦାସ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଜେପିର ପତନ ବେଳ ହେଲାଣି, ସମୟ ଧୀରେ ଧୀରେ ସରି ଆସୁଛି, ଲୋକେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିର ଏଭଳି ଗୁଣ୍ଡାରାଜକୁ ଉଚିତ ଜବାବ ଦେବେ। ଯେଉଁ ଘଟଣା ବ୍ଳକ ସମ୍ମିଳନୀ କକ୍ଷରେ ଘଟିଛି ତାହା କ୍ୟାମେରାରେ ରେକର୍ଡ ହୋଇଛି। ବୈଠକରେ ଉପସ୍ଥିତ ମହିଳାଙ୍କୁ ବିଜେପି ଦଳର ନେତା ଓ କର୍ମୀମାନେ ଦୁର୍ବ୍ଯବହାର କରିଛନ୍ତି। ଏହା ପୁଲିସର ଉପସ୍ଥିତିରେ ହୋଇଛି।ପୁଲିସର ତଦନ୍ତ ପରେ ଗୁମର ଫିଟିବ ବୋଲି ବିଧାୟକ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ସମେତ ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ନିବେଦିତା ମହାନ୍ତି,ଜିଲ୍ଲା ବିଜେଡି ଉପସଭାପତି ତପନ କୁମାର ପଣ୍ଡା,ବ୍ଲକ ବିଜେଡି ସଭାପତି ଗଣପତି ଗିରି, ସମ୍ପାଦକ ପ୍ରଦୀପ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ଭୋଗରାଇର ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆ ନଯାଇ ବିଜେଡି-ବିଜେପିର ଏଭଳି କୁତ୍ସିତ ମାନସିକତାରେ ଆକ୍ରୋଶ ମୂଳକ ରାଜନୀତିକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ବାଲିଆପାଳ ବ୍ଲକ ଅଁଳାଡିହା ଗ୍ରାମର ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମରଣାତ୍ମକ ଆକ୍ରମଣରେ ଶିକାର ହେଲେ ଦମ୍ପତି.ସ୍ୱାମୀଙ୍କ ପ୍ରତିକ୍ରିୟା
    1
    ବାଲିଆପାଳ ବ୍ଲକ ଅଁଳାଡିହା ଗ୍ରାମର ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମରଣାତ୍ମକ ଆକ୍ରମଣରେ ଶିକାର ହେଲେ ଦମ୍ପତି.ସ୍ୱାମୀଙ୍କ ପ୍ରତିକ୍ରିୟା
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    1 hr ago
  • ବିଧାୟକଙ୍କ ନାଁରେ ଏତଲା। #ଭୋଗରାଇ_ବିଧାୟକଙ୍କ_ନାମରେ_ଥାନାରେ_ଏତଲା। ଭୋଗରାଇ ବିଧାୟକ ଓ ଭୋଗରାଇ BDO ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଘଟଣାରେ ପୋଲିସର ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ।
    1
    ବିଧାୟକଙ୍କ ନାଁରେ ଏତଲା।
#ଭୋଗରାଇ_ବିଧାୟକଙ୍କ_ନାମରେ_ଥାନାରେ_ଏତଲା।
ଭୋଗରାଇ ବିଧାୟକ ଓ ଭୋଗରାଇ BDO ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଘଟଣାରେ ପୋଲିସର ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ।
    user_Sk Ajaruddin
    Sk Ajaruddin
    Local News Reporter Basta, Baleshwar•
    1 hr ago
  • କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଜଣଙ୍କ ର ଜୀବନ।
    1
    କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଜଣଙ୍କ ର ଜୀବନ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • ଆନ୍ଦୋଳନ ପରେ ଡ଼େପୁଟେସନରେ ଶିକ୍ଷକ ନିଯୁକ୍ତି : ସ୍ଥାୟୀ ନିଯୁକ୍ତି ସକାସେ ଭୋଗରାଇ ବିଇଓଙ୍କୁ ନିବେଦନ : ଆନ୍ଦୋଳନ ପରେ ଡ଼େପୁଟେସନରେ ଶିକ୍ଷକ ନିଯୁକ୍ତି : ସ୍ଥାୟୀ ନିଯୁକ୍ତି ସକାସେ ଭୋଗରାଇ ବିଇଓଙ୍କୁ ନିବେଦନ : ଭୋଗରାଇ :୮/୮, ଦୀର୍ଘ ପାଞ୍ଚ ଦିନ ଧରି ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କ ଧାରଣା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଅଲାଲବିନ୍ଧା ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ଶିକ୍ଷକ ବଦଳି ବନ୍ଦ କରିବା ଦାବିକୁ ଶନିବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିକ୍ଷକ ଝାଡ଼େଶ୍ୱର ଗିରିଙ୍କ ବଦଳିକୁ ରଦ୍ଦ କରିଛନ୍ତି । ସେ ଆଜିଠାରୁ ସପ୍ତାହରେ ୩ଦିନ ଆସି ଶିକ୍ଷା ଦାନ କରିବା କଥା ଘୋଷଣା ମାତ୍ରେ ଆନ୍ଦୋଳନ ରତ ଛାତ୍ର ଅଭିଭାବକ ମଧ୍ୟରେ ଆନନ୍ଦ ଦେଖାଦେଇଥିଲା l ଶିକ୍ଷକ ଯୋଗ ଦେବା ପରେ ତାଙ୍କୁ ସ୍କୁଲ ପରିସରରେ ଭବ୍ୟ ସମ୍ଭର୍ଦ୍ଧନା ଦିଆଯାଇଥିଲା । ସ୍କୁଲ କମିଟିର ସଭାପତି ସୁଦୀପ ବେହେରା, ହରେକୃଷ୍ଣ ଦାସ, ରଶ୍ମିତା ବାରିକ, ସସ୍ମିତା ମହାନ୍ତି, କବିତା ଦଳାଇ, ସୁଜାତା ମହାନ୍ତି, ସୁକାନ୍ତି ବାରିକ, ପ୍ରତାପ ଦାସ, ମମତା ଜେନା, ସମସ୍ତେ ଝାଡ଼େଶ୍ୱର ସାରଙ୍କୁ ସ୍ୱାଗତ ଜଣାଇ ସ୍କୁଲ ପରିସରକୁ ନେଇ ଆସିଥିଲେ । ଏଥିସହ ତାଙ୍କର ସ୍ଥାୟୀ ନିଯୁକ୍ତି ସକାସେ ଭୋଗରାଇ ବିଇଓ ଙ୍କୁ ନିବେଦନ କରାଯାଇଛି ବୋଲି ଅଭିଭାବକ ମାନେ ସୂଚନା ଦେଇଛନ୍ତି |
    1
    ଆନ୍ଦୋଳନ ପରେ ଡ଼େପୁଟେସନରେ ଶିକ୍ଷକ ନିଯୁକ୍ତି :  
ସ୍ଥାୟୀ ନିଯୁକ୍ତି ସକାସେ ଭୋଗରାଇ ବିଇଓଙ୍କୁ ନିବେଦନ :
ଆନ୍ଦୋଳନ ପରେ ଡ଼େପୁଟେସନରେ ଶିକ୍ଷକ ନିଯୁକ୍ତି :  
ସ୍ଥାୟୀ ନିଯୁକ୍ତି ସକାସେ ଭୋଗରାଇ ବିଇଓଙ୍କୁ ନିବେଦନ :
ଭୋଗରାଇ :୮/୮, ଦୀର୍ଘ ପାଞ୍ଚ ଦିନ ଧରି ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କ ଧାରଣା ପରେ   ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଅଲାଲବିନ୍ଧା ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ଶିକ୍ଷକ ବଦଳି ବନ୍ଦ କରିବା ଦାବିକୁ ଶନିବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିକ୍ଷକ ଝାଡ଼େଶ୍ୱର ଗିରିଙ୍କ ବଦଳିକୁ ରଦ୍ଦ କରିଛନ୍ତି ।  ସେ ଆଜିଠାରୁ ସପ୍ତାହରେ ୩ଦିନ  ଆସି ଶିକ୍ଷା ଦାନ କରିବା କଥା ଘୋଷଣା  ମାତ୍ରେ ଆନ୍ଦୋଳନ ରତ ଛାତ୍ର ଅଭିଭାବକ ମଧ୍ୟରେ ଆନନ୍ଦ ଦେଖାଦେଇଥିଲା  l ଶିକ୍ଷକ ଯୋଗ ଦେବା ପରେ ତାଙ୍କୁ ସ୍କୁଲ ପରିସରରେ ଭବ୍ୟ ସମ୍ଭର୍ଦ୍ଧନା ଦିଆଯାଇଥିଲା । ସ୍କୁଲ କମିଟିର ସଭାପତି ସୁଦୀପ ବେହେରା, ହରେକୃଷ୍ଣ ଦାସ, ରଶ୍ମିତା ବାରିକ, ସସ୍ମିତା ମହାନ୍ତି, କବିତା ଦଳାଇ, ସୁଜାତା ମହାନ୍ତି, ସୁକାନ୍ତି ବାରିକ, ପ୍ରତାପ ଦାସ, ମମତା ଜେନା, ସମସ୍ତେ ଝାଡ଼େଶ୍ୱର ସାରଙ୍କୁ ସ୍ୱାଗତ ଜଣାଇ ସ୍କୁଲ ପରିସରକୁ ନେଇ ଆସିଥିଲେ । ଏଥିସହ ତାଙ୍କର ସ୍ଥାୟୀ ନିଯୁକ୍ତି ସକାସେ ଭୋଗରାଇ ବିଇଓ ଙ୍କୁ ନିବେଦନ କରାଯାଇଛି  ବୋଲି ଅଭିଭାବକ ମାନେ ସୂଚନା ଦେଇଛନ୍ତି |
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ଜାତୀୟ ରାଜପଥରେ ଜଳିଲା ପାର୍ସଲ କଣ୍ଟେନର, ଦାମୀ ଜିନିଷ ସବୁ ଲୁଟିନେଲେ ଲୋକେ l ସିମୁଳିଆ ଜାତୀୟ ରାଜପଥରେ ଜଳିଲା ପାର୍ସଲ କଣ୍ଟେନର, ଦାମୀ ଜିନିଷ ସବୁ ଲୁଟିନେଲେ ଲୋକେ l ସିମୁଳିଆ
    1
    ଜାତୀୟ ରାଜପଥରେ ଜଳିଲା ପାର୍ସଲ କଣ୍ଟେନର, ଦାମୀ ଜିନିଷ ସବୁ ଲୁଟିନେଲେ ଲୋକେ l ସିମୁଳିଆ 
ଜାତୀୟ ରାଜପଥରେ ଜଳିଲା ପାର୍ସଲ କଣ୍ଟେନର, ଦାମୀ ଜିନିଷ ସବୁ ଲୁଟିନେଲେ ଲୋକେ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.