logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ଉତ୍କଳ* *ପରିଷଦ* *ପକ୍ଷରୁ* *ଉତ୍କଳ* *ଦିବସ* *ପାଳନ* ନବରଙ୍ଗପୁର :( ୧|୪)(ବ୍ୟୁରୋ) ନବରଙ୍ଗପୁର ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଉତ୍କଳ ପରିଷଦ ତରଫରୁ ଉତ୍କଳଦିବସ ୨୦୨୬ ଆଡମ୍ବର ସହକାରେ ପାଳନ ହୋଇଯାଇଛି।ପ୍ରଥମ ଅଧିବେଶନରେ ନବରଙ୍ଗପୁର ସହରରେ ଥିବା ଓଡ଼ିଶା ଗଠନର ମୁଖ୍ୟ ପୁରୋଧା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଯାଇଥିଲା l ଏହାପରେ ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ଉତ୍କଳ ପରିଷଦର ସଭାପତି ଶ୍ରୀ ବିଜୟ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବ ଆୟୋଜନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଅଧିବକ୍ତା ଝାଡେଶ୍ୱର ଖାଡ଼ଙ୍ଗା ଯୋଗ ଦେଇ ଓଡ଼ିଆ ଅସ୍ମିତା ଓଡ଼ିଆ ଭାଷା, ସଂସ୍କୃତି, ସମ୍ପ୍ରଦାୟର ସୁରକ୍ଷା ପାଇଁ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଆନ୍ତରିକତାର ସହ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସମାଜ ସେବୀ ତଥା ଉତ୍କଳ ପରିଷଦର ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ଓଡ଼ିଶା ଇତିହାସର ଭାଷା ଆନ୍ଦୋଳନରେ ନବରଙ୍ଗପୁର ଜିଲ୍ଲାର ଲେଖକଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବରେ ପରିଷଦର ଉପ ସଭାପତି ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନ ର ଇତିହାସ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଅଧ୍ୟାପକ ତଥା ପରିଷଦର ସାଂଗଠନିକ ସମ୍ପାଦକ ଅଖିଳ କୁମାର ଭଟ୍ଟ ଯୋଗ ଦେଇ ସମ୍ପ୍ରତି ପରିସ୍ଥିତିରେ ଓଡ଼ିଆ ଭାଷାର ସ୍ଥିତି ସମ୍ପର୍କରେ ସମସ୍ତେ ସଚତେନ ହୋଇ ଏକ ଆଦର୍ଶ ରାଜ୍ୟ ଗଠନର ସ୍ବପ୍ନ ଦେଖିବା ପାଇଁ ଆହ୍ବାନ ଦେଇଥିଲେ । ଅନୁଷ୍ଠାନ ର ସଭାପତି ଶ୍ରୀ ଚୌଧୁରୀ ଓଡ଼ିଆ ଭାଷା ଓ ତାହାର ସୁରକ୍ଷା ପାଇଁ ଉତ୍କଳ ପରିଷଦର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ପରିଷଦର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ମଞ୍ଚ ସଞ୍ଚାଳନ କରିଥିଲେ। ବୈଠକ ଆରମ୍ଭରେ ପରିଷଦର ସମ୍ପାଦକ ତପନ ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ଥାନୀୟ ଏକ୍ସ ବୋର୍ଡ ବିଦ୍ୟାଳୟ ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହି ଅବସରରେ ଏକ କବିତା ପାଠ କାର୍ଯ୍ୟକ୍ରମ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମକୁ ଅଧିବକ୍ତା ତଥା ପରିଷଦର ଯୁଗ୍ମ ସମ୍ପାଦକ ଗୋପାଳ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କ ଦ୍ଵାରା କବିତା ଆବୃତ୍ତି କରିଥିବା କବି ଓ କବୟିତ୍ରୀ ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରଯାଇଥିଲା l ଶେଷରେ ପରିଷଦର ବରିଷ୍ଟ ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ଉକ୍ତ ସଭାରେ ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ପ୍ରଧାନ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିଜୟ କୁମାର ମିଶ୍ର, ଗଣେଶ୍ୱର ଦାସ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ମିଶ୍ର , ଜଗନ୍ନାଥ ବେହେରା, ଜାହ୍ନବୀ ପଣ୍ଡା,ହୃଷିକେଶ ଦାଶ, ସ୍ୱର୍ଣଲତା ପଟ୍ଟନାୟକ, ପି .ରବିକାନ୍ତ ରଘୁରାମ, ବରିଷ୍ଠ ସାମ୍ବାଦିକ ସୁରେଶ କୁମାର ନାଇଡ଼ୁ, ch ଉଷାରାଣୀ, ସିଦ୍ଧାର୍ଥ ଶଙ୍କର ବେହେରା ରବିନ୍ଦ୍ର ପ୍ରଧାନ, ମିତ୍ରଭାନୁ ସତନlମି, ଦାଶରଥି ପଟ୍ଟନାୟକ, ଏ ଗୀତା, ସଙ୍ଗୀତ ନାୟକ,ସୁଶୋଭିତ ମେରିଲିନି ତୁରୁକ୍,ନମିତl ଘଡେ଼ଇ, ନବୀନ ପାତ୍ର ନାୟକ, ଅମିୟ କୁମାର,, ଗିତlରlନୀ ଦାଶ, ସୁପ୍ରଭା ପଣ୍ଡା ପ୍ରଫୁଲ୍ଲ କୁମାର ପୁହାଣ, ହରିହର ନାୟକ ,ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅଧିକ ସରସ ସୁନ୍ଦର କରିପାରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

7 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
7 hrs ago
3f86ea26-4a25-47a7-8fdb-e4c9669145eb

*ଉତ୍କଳ* *ପରିଷଦ* *ପକ୍ଷରୁ* *ଉତ୍କଳ* *ଦିବସ* *ପାଳନ* ନବରଙ୍ଗପୁର :( ୧|୪)(ବ୍ୟୁରୋ) ନବରଙ୍ଗପୁର ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଉତ୍କଳ ପରିଷଦ ତରଫରୁ ଉତ୍କଳଦିବସ ୨୦୨୬ ଆଡମ୍ବର ସହକାରେ ପାଳନ ହୋଇଯାଇଛି।ପ୍ରଥମ ଅଧିବେଶନରେ ନବରଙ୍ଗପୁର ସହରରେ ଥିବା ଓଡ଼ିଶା ଗଠନର ମୁଖ୍ୟ ପୁରୋଧା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଯାଇଥିଲା l ଏହାପରେ ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ଉତ୍କଳ ପରିଷଦର ସଭାପତି ଶ୍ରୀ ବିଜୟ

27f3d45b-e81c-4b39-bf9f-bb13eae139e8

କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଓ କବିତା ପାଠ ଉତ୍ସବ ଆୟୋଜନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଅଧିବକ୍ତା ଝାଡେଶ୍ୱର ଖାଡ଼ଙ୍ଗା ଯୋଗ ଦେଇ ଓଡ଼ିଆ ଅସ୍ମିତା ଓଡ଼ିଆ ଭାଷା, ସଂସ୍କୃତି, ସମ୍ପ୍ରଦାୟର ସୁରକ୍ଷା ପାଇଁ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଆନ୍ତରିକତାର ସହ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସମାଜ ସେବୀ ତଥା ଉତ୍କଳ ପରିଷଦର ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ଓଡ଼ିଶା ଇତିହାସର ଭାଷା

51cfc806-452f-4dfc-bdeb-db455e20da15

ଆନ୍ଦୋଳନରେ ନବରଙ୍ଗପୁର ଜିଲ୍ଲାର ଲେଖକଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବରେ ପରିଷଦର ଉପ ସଭାପତି ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନ ର ଇତିହାସ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଅଧ୍ୟାପକ ତଥା ପରିଷଦର ସାଂଗଠନିକ ସମ୍ପାଦକ ଅଖିଳ କୁମାର ଭଟ୍ଟ ଯୋଗ ଦେଇ ସମ୍ପ୍ରତି ପରିସ୍ଥିତିରେ ଓଡ଼ିଆ ଭାଷାର ସ୍ଥିତି ସମ୍ପର୍କରେ ସମସ୍ତେ ସଚତେନ ହୋଇ ଏକ ଆଦର୍ଶ ରାଜ୍ୟ ଗଠନର ସ୍ବପ୍ନ ଦେଖିବା ପାଇଁ ଆହ୍ବାନ ଦେଇଥିଲେ

bcffddda-1235-4d52-b82d-566a3d46de51

। ଅନୁଷ୍ଠାନ ର ସଭାପତି ଶ୍ରୀ ଚୌଧୁରୀ ଓଡ଼ିଆ ଭାଷା ଓ ତାହାର ସୁରକ୍ଷା ପାଇଁ ଉତ୍କଳ ପରିଷଦର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ପରିଷଦର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ମଞ୍ଚ ସଞ୍ଚାଳନ କରିଥିଲେ। ବୈଠକ ଆରମ୍ଭରେ ପରିଷଦର ସମ୍ପାଦକ ତପନ ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ଥାନୀୟ ଏକ୍ସ ବୋର୍ଡ ବିଦ୍ୟାଳୟ ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହି ଅବସରରେ ଏକ କବିତା ପାଠ କାର୍ଯ୍ୟକ୍ରମ କରାଯାଇଥିଲା,

a94b3d04-e9d8-41fe-86a7-4604124f0898

ଉକ୍ତ କାର୍ଯ୍ୟକ୍ରମକୁ ଅଧିବକ୍ତା ତଥା ପରିଷଦର ଯୁଗ୍ମ ସମ୍ପାଦକ ଗୋପାଳ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କ ଦ୍ଵାରା କବିତା ଆବୃତ୍ତି କରିଥିବା କବି ଓ କବୟିତ୍ରୀ ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରଯାଇଥିଲା l ଶେଷରେ ପରିଷଦର ବରିଷ୍ଟ ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ଉକ୍ତ ସଭାରେ ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ପ୍ରଧାନ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିଜୟ କୁମାର ମିଶ୍ର, ଗଣେଶ୍ୱର ଦାସ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ

c6818dfb-22bb-4fea-8e64-ef37365ff203

ନିରଞ୍ଜନ ମିଶ୍ର , ଜଗନ୍ନାଥ ବେହେରା, ଜାହ୍ନବୀ ପଣ୍ଡା,ହୃଷିକେଶ ଦାଶ, ସ୍ୱର୍ଣଲତା ପଟ୍ଟନାୟକ, ପି .ରବିକାନ୍ତ ରଘୁରାମ, ବରିଷ୍ଠ ସାମ୍ବାଦିକ ସୁରେଶ କୁମାର ନାଇଡ଼ୁ, ch ଉଷାରାଣୀ, ସିଦ୍ଧାର୍ଥ ଶଙ୍କର ବେହେରା ରବିନ୍ଦ୍ର ପ୍ରଧାନ, ମିତ୍ରଭାନୁ ସତନlମି, ଦାଶରଥି ପଟ୍ଟନାୟକ, ଏ ଗୀତା, ସଙ୍ଗୀତ ନାୟକ,ସୁଶୋଭିତ ମେରିଲିନି ତୁରୁକ୍,ନମିତl ଘଡେ଼ଇ, ନବୀନ ପାତ୍ର ନାୟକ, ଅମିୟ କୁମାର,, ଗିତlରlନୀ ଦାଶ, ସୁପ୍ରଭା ପଣ୍ଡା ପ୍ରଫୁଲ୍ଲ କୁମାର ପୁହାଣ, ହରିହର ନାୟକ ,ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅଧିକ ସରସ ସୁନ୍ଦର କରିପାରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ  ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା।
ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    16 hrs ago
  • ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ  ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା।
ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    16 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    17 hrs ago
  • ବି.ଜଗନ୍ନାଥପୁର ଗ୍ରାମରେ ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଜଳ ଯାତ୍ରା ଆରମ୍ଭ #live_odisha_news_update #published_from #Braking_News
    1
    ବି.ଜଗନ୍ନାଥପୁର ଗ୍ରାମରେ ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଜଳ ଯାତ୍ରା ଆରମ୍ଭ
#live_odisha_news_update #published_from #Braking_News
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    9 hrs ago
  • ଗଞ୍ଜାମ ଜିଲ୍ଲାକୁ ୩ ଜାତୀୟ ପୁରସ୍କାର : ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଜିଲ୍ଲାପାଳ
    1
    ଗଞ୍ଜାମ ଜିଲ୍ଲାକୁ ୩ ଜାତୀୟ ପୁରସ୍କାର : ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଜିଲ୍ଲାପାଳ
    user_Santosh Kumar Sahu
    Santosh Kumar Sahu
    ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଖୋର୍ଦ୍ଧା କଂଗ୍ରେସ ତରଫରୁ ଉତ୍କଳ ଦିବସ ପାଳିତ #spnewstvliveodia #utkaldivas #khordanews
    1
    ଖୋର୍ଦ୍ଧା କଂଗ୍ରେସ ତରଫରୁ ଉତ୍କଳ ଦିବସ ପାଳିତ #spnewstvliveodia #utkaldivas #khordanews
    user_ସର୍ବେଶ୍ୱର ନାୟକ
    ସର୍ବେଶ୍ୱର ନାୟକ
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    4 hrs ago
  • ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ।
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    5 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.