logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟ, ସୁରଟ, ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁଳ ଯଜୁର୍ବେଦ କାଣ୍ବ ବେଦ ପାଠଶାଳାର ଭବନ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଛନ୍ତି। ଏହି କ୍ରମରେ ଆଜି ଛାତ୍ରାବାସ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ସୁସଂଗଠିତ ଉତ୍କୃଷ୍ଟ ସମାଜ ଗଠନ ଓ ବିକାଶ ତଥା ବିଶ୍ୱର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସରତ ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ କେଶୁଭାଇ ହରିଭାଇ ଗୋଟିଜୀ, ମଞଜୁଲାବେନ ତେଜାନି, ଗୁରୁ ଶ୍ରୀ ନିତ୍ୟ ସ୍ବରୂପ ଦାସ ଜୀ, ସ୍ବାମୀ ଶ୍ରୀ ଅଚ୍ୟୁତ ଦାସଜୀ, ସ୍ବାମୀ ଶ୍ରୀ ବଲ୍ଲଭ ଦାସଜୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କର୍ମଯୋଗୀ ପରିବାରର ଭାଲଜୀ ଭିର୍ଡିଆ, ରମଣିକ ନାବାଡିଆ, ପ୍ରବୀଣ ଭାଇ, ରୋହିତ ଭାଇ, ଭନୁମେନ ସାବାଲିଆ, ବିଲାସ ବେଳ ଚୋତ୍ବାନି, ଗୀତା ବେଳ ନାବାଡିଆ, ସୁଜିତ କୁମାର ରାଉତଙ୍କ ସମେତ ବେଦ ବିଦ୍ୟାଳୟ ଓ କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଆଚାର୍ଯ୍ୟ, ବିଦ୍ୟାର୍ଥୀ, ବହୁ ବୁଦ୍ଧିଜୀବୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ରହି ଭୂମିପୂଜନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସ୍ବାମୀଜୀ ଉପସ୍ଥିତ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ପାଠଶାଳା ତରଫରୁ ଡଃ କୃପାସିନ୍ଧୁ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

5 hrs ago
user_ଦୀପକ କୁମାର ପ୍ରଧାନ
ଦୀପକ କୁମାର ପ୍ରଧାନ
Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
5 hrs ago

ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟ, ସୁରଟ, ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁଳ ଯଜୁର୍ବେଦ କାଣ୍ବ ବେଦ ପାଠଶାଳାର ଭବନ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଛନ୍ତି। ଏହି କ୍ରମରେ ଆଜି ଛାତ୍ରାବାସ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ସୁସଂଗଠିତ ଉତ୍କୃଷ୍ଟ ସମାଜ ଗଠନ ଓ

ବିକାଶ ତଥା ବିଶ୍ୱର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସରତ ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ କେଶୁଭାଇ ହରିଭାଇ ଗୋଟିଜୀ, ମଞଜୁଲାବେନ ତେଜାନି, ଗୁରୁ ଶ୍ରୀ ନିତ୍ୟ ସ୍ବରୂପ ଦାସ ଜୀ, ସ୍ବାମୀ ଶ୍ରୀ ଅଚ୍ୟୁତ ଦାସଜୀ, ସ୍ବାମୀ ଶ୍ରୀ ବଲ୍ଲଭ ଦାସଜୀ

ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କର୍ମଯୋଗୀ ପରିବାରର ଭାଲଜୀ ଭିର୍ଡିଆ, ରମଣିକ ନାବାଡିଆ, ପ୍ରବୀଣ ଭାଇ, ରୋହିତ ଭାଇ, ଭନୁମେନ ସାବାଲିଆ, ବିଲାସ ବେଳ ଚୋତ୍ବାନି, ଗୀତା ବେଳ ନାବାଡିଆ, ସୁଜିତ କୁମାର ରାଉତଙ୍କ ସମେତ ବେଦ ବିଦ୍ୟାଳୟ ଓ କନକ ଦୁର୍ଗା

ଉଚ୍ଚ ବିଦ୍ୟାଳୟର ଆଚାର୍ଯ୍ୟ, ବିଦ୍ୟାର୍ଥୀ, ବହୁ ବୁଦ୍ଧିଜୀବୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ରହି ଭୂମିପୂଜନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସ୍ବାମୀଜୀ ଉପସ୍ଥିତ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ପାଠଶାଳା ତରଫରୁ ଡଃ କୃପାସିନ୍ଧୁ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

More news from ଓଡ଼ିଶା and nearby areas
  • ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟ, ସୁରଟ, ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁଳ ଯଜୁର୍ବେଦ କାଣ୍ବ ବେଦ ପାଠଶାଳାର ଭବନ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଛନ୍ତି। ଏହି କ୍ରମରେ ଆଜି ଛାତ୍ରାବାସ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ସୁସଂଗଠିତ ଉତ୍କୃଷ୍ଟ ସମାଜ ଗଠନ ଓ ବିକାଶ ତଥା ବିଶ୍ୱର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସରତ ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ କେଶୁଭାଇ ହରିଭାଇ ଗୋଟିଜୀ, ମଞଜୁଲାବେନ ତେଜାନି, ଗୁରୁ ଶ୍ରୀ ନିତ୍ୟ ସ୍ବରୂପ ଦାସ ଜୀ, ସ୍ବାମୀ ଶ୍ରୀ ଅଚ୍ୟୁତ ଦାସଜୀ, ସ୍ବାମୀ ଶ୍ରୀ ବଲ୍ଲଭ ଦାସଜୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କର୍ମଯୋଗୀ ପରିବାରର ଭାଲଜୀ ଭିର୍ଡିଆ, ରମଣିକ ନାବାଡିଆ, ପ୍ରବୀଣ ଭାଇ, ରୋହିତ ଭାଇ, ଭନୁମେନ ସାବାଲିଆ, ବିଲାସ ବେଳ ଚୋତ୍ବାନି, ଗୀତା ବେଳ ନାବାଡିଆ, ସୁଜିତ କୁମାର ରାଉତଙ୍କ ସମେତ ବେଦ ବିଦ୍ୟାଳୟ ଓ କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଆଚାର୍ଯ୍ୟ, ବିଦ୍ୟାର୍ଥୀ, ବହୁ ବୁଦ୍ଧିଜୀବୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ରହି ଭୂମିପୂଜନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସ୍ବାମୀଜୀ ଉପସ୍ଥିତ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ପାଠଶାଳା ତରଫରୁ ଡଃ କୃପାସିନ୍ଧୁ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
    4
    ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟ, ସୁରଟ, ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁଳ ଯଜୁର୍ବେଦ କାଣ୍ବ ବେଦ ପାଠଶାଳାର ଭବନ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଛନ୍ତି। ଏହି କ୍ରମରେ ଆଜି ଛାତ୍ରାବାସ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।

ସୁସଂଗଠିତ ଉତ୍କୃଷ୍ଟ ସମାଜ ଗଠନ ଓ ବିକାଶ ତଥା ବିଶ୍ୱର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସରତ ମାତୁଶ୍ରୀ କାଶିବା ହରିଭାଇ ଗୋଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ କେଶୁଭାଇ ହରିଭାଇ ଗୋଟିଜୀ, ମଞଜୁଲାବେନ ତେଜାନି, ଗୁରୁ ଶ୍ରୀ ନିତ୍ୟ ସ୍ବରୂପ ଦାସ ଜୀ, ସ୍ବାମୀ ଶ୍ରୀ ଅଚ୍ୟୁତ ଦାସଜୀ, ସ୍ବାମୀ ଶ୍ରୀ ବଲ୍ଲଭ ଦାସଜୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କର୍ମଯୋଗୀ ପରିବାରର ଭାଲଜୀ ଭିର୍ଡିଆ, ରମଣିକ ନାବାଡିଆ, ପ୍ରବୀଣ ଭାଇ, ରୋହିତ ଭାଇ, ଭନୁମେନ ସାବାଲିଆ, ବିଲାସ ବେଳ ଚୋତ୍ବାନି, ଗୀତା ବେଳ ନାବାଡିଆ, ସୁଜିତ କୁମାର ରାଉତଙ୍କ ସମେତ ବେଦ ବିଦ୍ୟାଳୟ ଓ କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଆଚାର୍ଯ୍ୟ, ବିଦ୍ୟାର୍ଥୀ, ବହୁ ବୁଦ୍ଧିଜୀବୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ରହି ଭୂମିପୂଜନ ଓ ଶିଳାନ୍ୟାସ କରିଥିଲେ।

ଏହି ଅବସରରେ ସ୍ବାମୀଜୀ ଉପସ୍ଥିତ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ପାଠଶାଳା ତରଫରୁ ଡଃ କୃପାସିନ୍ଧୁ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳ ପାଇଁ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ମିଳିଥିବା ପାଣିପାଗ ସୂଚନା ଉତ୍ତମ ବୋଲି ଜଣାପଡ଼ିଛି।
    4
    ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳ ପାଇଁ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ମିଳିଥିବା ପାଣିପାଗ ସୂଚନା ଉତ୍ତମ ବୋଲି ଜଣାପଡ଼ିଛି।
    user_Umakanta Baral
    Umakanta Baral
    ବଣପୁର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ନାୟାଗଡ ଜିଲ୍ଲାର ସରଣକୁଳ ନିକଟସ୍ଥ ଶିଖରପୁରରେ ତିନି ଠାକୁରଙ୍କ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପବିତ୍ର ରୀତିନୀତି ପାଳନ ନିମନ୍ତେ ସମସ୍ତ ଆୟୋଜନ ଚାଲିଛି।
    1
    ନାୟାଗଡ ଜିଲ୍ଲାର ସରଣକୁଳ ନିକଟସ୍ଥ ଶିଖରପୁରରେ ତିନି ଠାକୁରଙ୍କ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପବିତ୍ର ରୀତିନୀତି ପାଳନ ନିମନ୍ତେ ସମସ୍ତ ଆୟୋଜନ ଚାଲିଛି।
    user_ସୁଧୀର କୁମାର ଦାସ ସରନକୁଲ
    ସୁଧୀର କୁମାର ଦାସ ସରନକୁଲ
    Local News Reporter ସାରନକୁଲ, ନୟାଗଡ଼, ଓଡ଼ିଶା•
    11 hrs ago
  • ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଭୋରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରତ୍ନବେଦୀରୁ ପହଣ୍ଡି ବିଜେରେ ସ୍ନାନବେଦୀକୁ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦିନ ପ୍ରାୟ ୧୨ଟା ସମୟରେ ଚତୁର୍ଦ୍ଧା ବିଗ୍ରହ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଥିଲେ। ଏହାପରେ ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ପ୍ରଦାନ କରିଥିଲେ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏଥିସହ, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ପକ୍ଷରୁ ଉପସ୍ଥିତ ଭକ୍ତମାନଙ୍କ ଉପରେ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା।
    4
    ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଭୋରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରତ୍ନବେଦୀରୁ ପହଣ୍ଡି ବିଜେରେ ସ୍ନାନବେଦୀକୁ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

ଦିନ ପ୍ରାୟ ୧୨ଟା ସମୟରେ ଚତୁର୍ଦ୍ଧା ବିଗ୍ରହ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଥିଲେ। ଏହାପରେ ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ପ୍ରଦାନ କରିଥିଲେ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।

ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏଥିସହ, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ପକ୍ଷରୁ ଉପସ୍ଥିତ ଭକ୍ତମାନଙ୍କ ଉପରେ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • ରଥଯାତ୍ରାର ଠିକ୍ ୧୫ ଦିନ ପୂର୍ବରୁ ପଡ଼ୁଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ପବିତ୍ର ଅବସରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ। ସ୍ନାନ ସମାପ୍ତ ହେବା ପରେ ମହାପ୍ରଭୁ ୧୫ ଦିନ ପାଇଁ ଅଣସର ଘରେ ବିଶ୍ରାମ ନିଅନ୍ତି। ଏହି ସ୍ନାନ ପରେ ଠାକୁରମାନଙ୍କୁ ହାତୀ ବେଶ ବା ଗଣେଶ ବେଶରେ ଦର୍ଶନ କରିବାର ପରମ୍ପରା ରହିଛି। ଧାର୍ମିକ ମାନ୍ୟତା ଅନୁସାରେ, ସ୍ନାନ ଯାତ୍ରା ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ। ଜୟ ଜଗନ୍ନାଥ!
    1
    ରଥଯାତ୍ରାର ଠିକ୍ ୧୫ ଦିନ ପୂର୍ବରୁ ପଡ଼ୁଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ପବିତ୍ର ଅବସରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ।

ସ୍ନାନ ସମାପ୍ତ ହେବା ପରେ ମହାପ୍ରଭୁ ୧୫ ଦିନ ପାଇଁ ଅଣସର ଘରେ ବିଶ୍ରାମ ନିଅନ୍ତି। ଏହି ସ୍ନାନ ପରେ ଠାକୁରମାନଙ୍କୁ ହାତୀ ବେଶ ବା ଗଣେଶ ବେଶରେ ଦର୍ଶନ କରିବାର ପରମ୍ପରା ରହିଛି।

ଧାର୍ମିକ ମାନ୍ୟତା ଅନୁସାରେ, ସ୍ନାନ ଯାତ୍ରା ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ। ଜୟ ଜଗନ୍ନାଥ!
    user_Top Headlines News Today
    Top Headlines News Today
    Banker Puri (M), Odisha•
    10 hrs ago
  • ସ୍ନାନ ବେଦୀରେ ମହାରାଜା ଦିବ୍ୟସିଂହ ଦେବ ଜଗତ ଠାକୁର କାଳିଆଙ୍କ ନିକଟରେ ଆଳତି କରୁଥିବା ସମୟରେ ଏକ ଅସାଧାରଣ ଘଟଣା ଘଟିଛି। ମହାପ୍ରଭୁଙ୍କ ପାଖରେ ଆଳତି କରୁଥିବା ବେଳେ ହଠାତ୍ ସେହି ଆଳତି ଲିଭିଯାଇଥିଲା। ଏହି ଘଟଣା କ'ଣ ହୋଇପାରେ, ତାହା କେବଳ ପ୍ରଭୁଙ୍କୁ ହିଁ ଜଣା ବୋଲି ପୋଷ୍ଟରେ ପ୍ରକାଶ ପାଇଛି।
    1
    ସ୍ନାନ ବେଦୀରେ ମହାରାଜା ଦିବ୍ୟସିଂହ ଦେବ ଜଗତ ଠାକୁର କାଳିଆଙ୍କ ନିକଟରେ ଆଳତି କରୁଥିବା ସମୟରେ ଏକ ଅସାଧାରଣ ଘଟଣା ଘଟିଛି। ମହାପ୍ରଭୁଙ୍କ ପାଖରେ ଆଳତି କରୁଥିବା ବେଳେ ହଠାତ୍ ସେହି ଆଳତି ଲିଭିଯାଇଥିଲା। ଏହି ଘଟଣା କ'ଣ ହୋଇପାରେ, ତାହା କେବଳ ପ୍ରଭୁଙ୍କୁ ହିଁ ଜଣା ବୋଲି ପୋଷ୍ଟରେ ପ୍ରକାଶ ପାଇଛି।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ପବିତ୍ର ସ୍ନାନ ପୁର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ସେ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ।
    1
    ପବିତ୍ର ସ୍ନାନ ପୁର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ସେ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ 3:15 ମିନିଟ୍ ସମୟରେ ବର୍ଷା ଆରମ୍ଭ ହୋଇଥିଲା। 3:50 ସୁଦ୍ଧା ବର୍ଷା ଜାରି ରହିଥିବା ବେଳେ, ଏହା ସହିତ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ହେଉଥିବା ସୂଚନା ରହିଛି।
    1
    ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ 3:15 ମିନିଟ୍ ସମୟରେ ବର୍ଷା ଆରମ୍ଭ ହୋଇଥିଲା। 3:50 ସୁଦ୍ଧା ବର୍ଷା ଜାରି ରହିଥିବା ବେଳେ, ଏହା ସହିତ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ହେଉଥିବା ସୂଚନା ରହିଛି।
    user_Umakanta Baral
    Umakanta Baral
    ବଣପୁର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.