logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚାରି ଜଣ ଡକାୟତ ଗିରଫ। ଖଡ଼ିଆଳ ପୁଟୁପଡ଼ାର ପ୍ରବୀଣ ଅଗ୍ରୱାଲ ନାମକ ଜୈନକ ବ୍ୟବସାୟୀ ଙ୍କ ଘର ସମସ୍ତେ ଶିବରାତ୍ରି ଦିନ ମନ୍ଦିରକୁ ଯାଇଥିବା ସମୟରେ ଘରେ ଡକାୟତି ନେଇ ଅଭିଯୋଗ ହୋଇଥିଲା ।୨ଦିନ ପରେ ଡକାୟତି ଘଟଣାର ଫର୍ଦ୍ଧାଫାଶ କଲା ଖଡ଼ିଆଳ ପୋଲିସ | ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଜବତ, ୧୦ ଲକ୍ଷ ମୂଲ୍ୟର ରୁପା, ୭ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ୨ଟି ବାଇକ ସହ ୪ଟି ମୋବାଇଲ ଜବତ, ୪ଜଣ ଡକାୟତ ଗିରଫ । ଗଣେଶ ପାଣିଗ୍ରାହୀ ରିପୋର୍ଟ

2 hrs ago
user_Utkal Gourav
Utkal Gourav
Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
2 hrs ago
62ddceee-2397-47b6-8c12-efbe6c0f91b9
63180a58-cae6-4bed-a92b-f54693751eed
1d7645cd-fd21-4aa1-9a6b-04a3ac9c7737
cfc78ae5-00c6-47e0-aebe-df3fc32bd6d2
2f08aa5d-2c2a-4c2b-b73f-90a16e55e87d

ଚାରି ଜଣ ଡକାୟତ ଗିରଫ। ଖଡ଼ିଆଳ ପୁଟୁପଡ଼ାର ପ୍ରବୀଣ ଅଗ୍ରୱାଲ ନାମକ ଜୈନକ ବ୍ୟବସାୟୀ ଙ୍କ ଘର ସମସ୍ତେ ଶିବରାତ୍ରି ଦିନ ମନ୍ଦିରକୁ ଯାଇଥିବା ସମୟରେ ଘରେ ଡକାୟତି ନେଇ ଅଭିଯୋଗ ହୋଇଥିଲା ।୨ଦିନ ପରେ ଡକାୟତି ଘଟଣାର ଫର୍ଦ୍ଧାଫାଶ କଲା ଖଡ଼ିଆଳ ପୋଲିସ | ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଜବତ, ୧୦ ଲକ୍ଷ ମୂଲ୍ୟର ରୁପା, ୭ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ୨ଟି ବାଇକ ସହ ୪ଟି ମୋବାଇଲ ଜବତ, ୪ଜଣ ଡକାୟତ ଗିରଫ । ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • ଅଚ୍ୟୁତ ସାମନ୍ତ ଙ୍କ କଳାକାରନାମା ଦେଖ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଅଚ୍ୟୁତ ସାମନ୍ତ ଙ୍କ କଳାକାରନାମା ଦେଖ  ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    24 min ago
  • ଅଚ୍ୟୁତ ସାମନ୍ତ ଙ୍କ କଳାକାରନାମା ଦେଖ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଅଚ୍ୟୁତ ସାମନ୍ତ ଙ୍କ କଳାକାରନାମା ଦେଖ 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    42 min ago
  • ଅଚ୍ୟୁତ ସାମନ୍ତ ଙ୍କ କଳାକାରନାମା ଦେଖ #Corruption #Update #Achutasamanta #KiT #Kiss #kims #gochara #bhumi #gharabari #update #recent
    1
    ଅଚ୍ୟୁତ ସାମନ୍ତ ଙ୍କ କଳାକାରନାମା ଦେଖ 
#Corruption 
#Update 
#Achutasamanta
#KiT
#Kiss
#kims
#gochara 
#bhumi 
#gharabari 
#update 
#recent
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    42 min ago
  • ମୋହନା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସଚେତନତା ରଥ କୁ ଶୁଭ ଆରମ୍ବ କରିଛନ୍ତି ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ବିଶୋଇ ଏହି ରଥ ବିଭିନ୍ନ ଗ୍ରାମ ରେ ପହଁଚି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କରିବ ବୋଲି ସୂଚନା ମେଳିଛି
    1
    ମୋହନା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସଚେତନତା ରଥ କୁ ଶୁଭ ଆରମ୍ବ କରିଛନ୍ତି ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ବିଶୋଇ ଏହି ରଥ ବିଭିନ୍ନ ଗ୍ରାମ ରେ ପହଁଚି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କରିବ ବୋଲି ସୂଚନା ମେଳିଛି
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    15 hrs ago
  • ଛତ୍ରପୁର ମୁନିସିପାଲିଟି ରେ ୫ ପଞ୍ଚାୟତ ମିଶ୍ରଣ କୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କୁ ଭେଟିଲେ ପଞ୍ଚାୟତବାସୀ : ପ୍ରତିକ୍ରିୟା ରଖିଲେ ବିଜେପି ଜିଲ୍ଲା ସମ୍ପାଦକ
    1
    ଛତ୍ରପୁର ମୁନିସିପାଲିଟି ରେ ୫ ପଞ୍ଚାୟତ ମିଶ୍ରଣ କୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କୁ ଭେଟିଲେ ପଞ୍ଚାୟତବାସୀ : ପ୍ରତିକ୍ରିୟା ରଖିଲେ ବିଜେପି ଜିଲ୍ଲା ସମ୍ପାଦକ
    user_Santosh Kumar Sahu
    Santosh Kumar Sahu
    ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    5 min ago
  • ଗୋପାଳପୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ରହିଥିବା ବେଳେ ଏଠାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ପରିବାର ସହ ବୁଲିବାକୁ ଆସିଥାନ୍ତି। କିନ୍ତୁ ଦୁଃଖର କଥା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏନ ଏ ସି ପକ୍ଷରୁ ୪ ଟି ସୁଲଭ ଶୌଚାଳୟ ରହିଥିଲେ ସୁଦ୍ଧା ଏଗୁଡ଼ିକ ଠିକ୍ ସମୟରେ ଖୋଲା ଯାଉନଥିବା ଯୋଗୁଁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ସକାଳ ୮ ଟା ରୁ ୧୨ ଟା , ଅପରାହ୍ନ ୪ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଅନେକ ଶୈଚାଳୟ ଖୋଲାଯାଉଥିବା ବେଳେ ଗୋଟିଏ ଶୈଚାଳୟ ନିର୍ମାଣ ପରଠାରୁ ଆଜିଯାଏଁ ୪ ବର୍ଷ ହେବ ଖୋଲା ଯାଇ ପାରୁନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ଗୋପାଳପୁର ରେ ସମସ୍ତ ଶୈଚାଳୟ କୁ ୨୪ ଘଣ୍ଟିଆ ଖୋଲିବାକୁ ସାଧାରଣ ରେ ଦାବି ହେଉଅଛି।
    4
    ଗୋପାଳପୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ରହିଥିବା ବେଳେ ଏଠାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ପରିବାର ସହ ବୁଲିବାକୁ ଆସିଥାନ୍ତି। କିନ୍ତୁ ଦୁଃଖର କଥା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏନ ଏ ସି ପକ୍ଷରୁ ୪ ଟି ସୁଲଭ ଶୌଚାଳୟ ରହିଥିଲେ ସୁଦ୍ଧା ଏଗୁଡ଼ିକ ଠିକ୍ ସମୟରେ ଖୋଲା ଯାଉନଥିବା ଯୋଗୁଁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ସକାଳ ୮ ଟା ରୁ ୧୨ ଟା , ଅପରାହ୍ନ ୪ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଅନେକ ଶୈଚାଳୟ ଖୋଲାଯାଉଥିବା ବେଳେ ଗୋଟିଏ ଶୈଚାଳୟ ନିର୍ମାଣ ପରଠାରୁ ଆଜିଯାଏଁ ୪ ବର୍ଷ ହେବ ଖୋଲା ଯାଇ ପାରୁନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ଗୋପାଳପୁର ରେ ସମସ୍ତ ଶୈଚାଳୟ କୁ ୨୪ ଘଣ୍ଟିଆ ଖୋଲିବାକୁ ସାଧାରଣ ରେ ଦାବି ହେଉଅଛି।
    user_Rajiblochan Misra
    Rajiblochan Misra
    ଗୋପାଳପୁର, ଗଞ୍ଜାମ, ଓଡ଼ିଶା•
    18 min ago
  • ଲୋକେ ଭୟଭୀତ
    1
    ଲୋକେ ଭୟଭୀତ
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    21 hrs ago
  • ଖଣି ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି କି ଉପ-ଜିଲ୍ଲାପାଳ ମହୋଦୟ #Boudh #district #harabhanga #block #Crusher #khanni #news #update #latest #OdishaNews
    1
    ଖଣି ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି କି ଉପ-ଜିଲ୍ଲାପାଳ ମହୋଦୟ
#Boudh
#district 
#harabhanga 
#block 
#Crusher 
#khanni
#news
#update
#latest
#OdishaNews
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.